’ଆଇ ଲଭ୍ ଚିକୁ’ ଶୁଣି ଆଶ୍ଚର୍ଯ୍ୟ ହୋଇଥିଲେ କୋହଲି, ଜାଣନ୍ତୁ କାହିଁକି
ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲି ଖେଳ ସହିତ ନିଜର ଫ୍ୟାଶନ ଏବଂ ଷ୍ଟାଇଲ୍ ପାଇଁ ବେଶ୍ ପରିଚିତ। ବୋଧେ କମ୍ ଲୋକ ଜାଣିଥିବେ କୋହଲିଙ୍କ ଡାକନାମ ଚିକୁ। କୋହଲିଙ୍କୁ ତାଙ୍କ ସାଥୀ ଖେଳାଳିମାନେ ଏହି ନାମରେ ଡାକିଥାନ୍ତି। ବିଶେଷକରି…
ଏହି ମହିଳାଙ୍କୁ ୫୦ ଥର ଅପହରଣ କରିଛନ୍ତି ଏଲିଅନ୍: ବଖାଣିଲେ ଅନୁଭୂତି…
ଲଣ୍ଡନ,୧୦।୫: ଏଲଅନ୍ଙ୍କୁ ନେଇ ବିଭିନ୍ନ ସମୟରେ ଭିନ୍ନଭିନ୍ନ ରୋମାଞ୍ଚକର ଘଟଣା ସମ୍ପର୍କରେ ଶୁଣିବାକୁ ମିଳିଥାଏ। ଏବେ ଜଣେ ବ୍ରିଟିଶ୍ ମହିଳା ତାଙ୍କୁ ୫୦ ଥର ଏଲିଅନ୍ମାନେ ଅପହରଣ କରିଥିବା ପ୍ରକାଶ କରିଛନ୍ତି। ଅପହରଣ ସମୟର ଅନୁଭୂତି ସେ ବଖାଣିଛନ୍ତି। ମହିଳା ଜଣକ…
କରୋନା ନେଲା ଏହି ଅଭିନେତାଙ୍କ ଜୀବନ
କରୋନାର ଦ୍ୱିତୀୟ ଲହର ଦେଶକୁ ବହୁତ ପ୍ରଭାବିତ କରିଛି। ଅନେକ ସେଲିବ୍ରିଟି ମଧ୍ୟ ଏହାର ଶିକାର ହେଉଛନ୍ତି। ଜଣାଶୁଣା ଅଭିନେତା ତଥା ଉପସ୍ଥାପକ ଟି ନରସିଂହ ରାଓଙ୍କ କରୋନାରେ ପରଲୋକ ଘଟିଛି। ଟିଏନ୍ଆର ନାମରେ ପରିଚିତ ନରସିଂହ କରୋନାରେ ଆକ୍ରାନ୍ତ ହୋଇ…
ଟ୍ରକ୍ ଟାୟାର ଉପରେ ଚଢ଼ି ଏମିତି ଷ୍ଟଣ୍ଟ୍ କଲେ ବାଳକ, ଦେଖିଲେ…
ସୋସିଆଲ ମିଡିଆରେ ବେଳେବେଳେ ଏମିତି ଭିଡିଓ ଭାଇରାଲ ହୋଇଥାଏ ଯାହା ଦେଖିଲେ କିଛି ସମୟ ପାଇଁ ଆଖି ଲାଖିଯାଏ। ଏବେ ସେମିତି ଏକ ଭିଡିଓ ଭାଇରାଲ ହେଉଛି। ଭିଡିଓରେ ଜଣେ ବାଳକ ରାସ୍ତା ମଝିରେ ଏକ ଟ୍ରକ୍ ଟାୟାର ଉପରେ ଚଢ଼ି…
ଶ୍ରୀଲଙ୍କା ଗସ୍ତରେ ଏହି କ୍ରିକେଟର ହୋଇପାରନ୍ତି ଟିମ୍ ଇଣ୍ଡିଆର ଅଧିନାୟକ…
କୋଲକାତା,୧୦।୫: ଟିମ୍ ଇଣ୍ଡିଆ ଆସନ୍ତା ଜୁଲାଇରେ ଶ୍ରୀଲଙ୍କା ଗସ୍ତରେ ଯିବାର କାର୍ଯ୍ୟକ୍ରମ ରହିଛି। ତେବେ ବିରାଟ କୋହଲି ଅବା ରୋହିତ ଶର୍ମାଙ୍କୁ ଦଳରେ ସ୍ଥାନ ଦିଆଯିବ ନାହିଁ। ଶ୍ରୀଲଙ୍କାରେ ଟିମ୍ ଇଣ୍ଡିଆ ଏକଦିବସୀୟ ଏବଂ ଟି-୨୦ ସିରିଜ୍ ଖେଳିବ। ଏଥିପାଇଁ ଚୂଡାନ୍ତ…
ଉଦଳା ସବ୍ଜେଲରେ ୨୧ କଏଦୀଙ୍କୁ କରୋନା
ଉଦଳା,୧୦।୫(ଡି.ଏନ୍.ଏ.): ବର୍ତ୍ତମାନ କରୋନା କବଳରେ ସାରା ରାଜ୍ୟ। ଏହି ମହାମାରୀ ପ୍ରଥମ ଲହରରେ ଯାହା କରି ନ ଥିଲା ଦ୍ୱିତୀୟ ଲହରରେ କାହାକୁ ବାଦ୍ ଦେଉନି। ବର୍ତ୍ତମାନ ଉଦଳା ସବ୍ଜେଲରେ ୨୧ ଜଣ ବିଚାରାଧୀନ କଏଦୀ କରୋନା ପଜିଟିଭ ଚିହ୍ନଟ ହୋଇଥିବା…
ବୈବାହିକ ଜୀବନ ସୁଖମୟ ପାଇଁ: ଶୋଇବା ସମୟରେ କରନ୍ତୁ ଏହି ସବୁ କାମ
ବର୍ତ୍ତମାନର ବ୍ୟସ୍ଥବହୁଳ ଜୀବନଶୈଳୀ ଲାଗି ଅନେକଙ୍କ ବୈବାହିକ ଜୀବନରେ ତିକ୍ତତା ସୃଷ୍ଟି ହୋଇଥାଏ। ଯାହାକୁ ନେଇ ସମ୍ପର୍କରେ ପୂର୍ଣ୍ଣଚ୍ଛେଦ ପଡିବାର ଆଶଙ୍କା ମଧ୍ୟ ରହିଥାଏ। ଜଣେ ଅନ୍ୟ ଜଣଙ୍କ ପାଖରେ ଥାଇ ମଧ୍ୟ ଫୋନ ସହିତ ସମୟ ବିତାଉଥିବା ନଜରକୁ ଆସିଥାଏ।…
ଦିଦିଙ୍କ ସରକାରରେ ୪୩ ମନ୍ତ୍ରୀ ନେଲେ ଶପଥ
କୋଲକାତା,୧୦।୫: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସରକାରରେ ୪୩ ମନ୍ତ୍ରୀ ସୋମବାର ଶପଥ ନେଇଛନ୍ତି। କୋଲକାତାର ରାଜ ଭବନରେ ଏହି ଶପଥ ଗ୍ରହଣ ଉତ୍ସବ ଅନୁଷ୍ଠିତ ହୋଇଥିଲା। କିଛି ବିଧାୟକ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ତୃଣମୂଳ…
ଖାଦ୍ୟ ଦ୍ୱାରା ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି
ବର୍ତ୍ତମାନ କୋଭିଡ୍ ଦ୍ରୁତ ଗତିରେ ଲୋକଙ୍କୁ ସଂକ୍ରମିତ କରୁଛି। ଅନେକ ରୋଗୀ ଏବେ ସଙ୍ଗରୋଧରେ ଅଛନ୍ତି। ଯେଉଁମାନେ ସଂକ୍ରମିତ ହେଉଛନ୍ତି, କିନ୍ତୁ ସ୍ବାଭାବିକ ଭାବେ ଖାଇବା-ପିଇବା କଲା ଭଳି ସ୍ଥିତିରେ ଅଛନ୍ତି, ସେମାନେ ନିଜ ଖାଦ୍ୟପେୟର ଯତ୍ନ ନେବା ଉଚିତ। ଅଧିକ…
ଏବେ ଆକ୍ରାନ୍ତଙ୍କ ଘରେ ପହଞ୍ଚିବ ଅକ୍ସିଜେନ୍…
ନୂଆଦିଲ୍ଲୀ,୧୦।୫: କରୋନା ମହାମାରୀ ସଂକ୍ରମଣ ଯୋଗୁ ଦେଶରେ ଅସମ୍ଭାଳ ସ୍ଥିତି ସୃଷ୍ଟି ହୋଇଛି। ବିଭିନ୍ନ ହସ୍ପିଟାଲରେ ଦେଖାଦେଇଥିବା ଅକ୍ସିଜେନ୍ ସଙ୍କଟ ପରିସ୍ଥିତିକୁ ଅଧିକ ଗୁରୁତର କରୁଛି। ଘରେ ହୋମ୍ କ୍ୱାରାଣ୍ଟାଇନ୍ରେ ରହିଥିବା କରୋନା ଆକ୍ରାନ୍ତଙ୍କ ସୁବିଧା ପାଇଁ ଆମାଜନ ଏବଂ ଜୋମାଟୋ…
ମଙ୍ଗଳରେ ଅମ୍ଳଜାନ ଉତ୍ପାଦନ
ମଙ୍ଗଳ ହେଉଛି ଆମର ପଡ଼ୋଶୀ ଗ୍ରହ। ଏହା ଅନେକାଂଶରେ ପୃଥିବୀ ସହ ସମାନ। ପୃଥିବୀ ଭଳି ଏହା ୨୪ ଘଣ୍ଟାରେ ଥରେ ନିଜ କକ୍ଷ ଚାରିପଟେ ଘୂରିଥାଏ ଏବଂ ଏଥିଯୋଗୁ ଏଠାରେ ପୃଥିବୀ ଭଳି ପ୍ରାୟ ପ୍ରତି ୧୨ ଘଣ୍ଟାରେ ଦିନ…
ଶପଥ ନେବାର ୪୮ ଘଣ୍ଟା ପରେ କରୋନା ଆକ୍ରାନ୍ତ ହେଲେ ମୁଖ୍ୟମନ୍ତ୍ରୀ
ପୁଡୁଚେରୀ,୧୦।୫: ପୁଡୁଚେରୀ ମୁଖ୍ୟମନ୍ତ୍ରୀ ଏନ ରଙ୍ଗାସାମି କରୋନା ସଂକ୍ରମିତ ହୋଇଛନ୍ତି। ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ମୁଖପାତ୍ର ଏନେଇ ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ ରଙ୍ଗାସାମୀଙ୍କ ଅବସ୍ଥା ସ୍ଥିର ରହିଛି। ଡାକ୍ତରଙ୍କ ପରାମର୍ଶରେ ତାଙ୍କୁ ଚେନ୍ନାଇର ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି…
Archives


