ଶାଢ଼ିରେ ଦିଶିବେ ଫ୍ୟାଶନେବଲ
ଫ୍ୟାଶନ ଟ୍ରେଣ୍ଡ ନିମନ୍ତେ ଖରାଦିନ ବହୁତ ଭଲ। ଏହି ଋତୁରେ ହିଁ ହାଲୁକା ଫ୍ୟାଶନେବଲ ପୋଷାକ ପିନ୍ଧି ହୁଏ। ତେବେ ଶାଢ଼ି ପିନ୍ଧିବାକୁ ପସନ୍ଦ କରୁଥିବା ମହିଳାମାନେ ବି ଏହି ଋତୁରେ ବେଶ୍ ଷ୍ଟାଇଲିସ୍ ଦେଖାଯାଇପାରିବେ… ଫ୍ୟାଶନ ଡିଜାଇନରଙ୍କ କହିବା ଅନୁସାରେ…
ରାଜ୍ୟରେ ଝଡ଼ବର୍ଷା: ବଜ୍ରାଘାତରେ ୨ ଜୀବନଗଲା, ୨ ଗୁରୁତର
ଭୁବନେଶ୍ୱର,୧୧।୫(ବ୍ୟୁରୋ) ରାଜ୍ୟର ଅନେକ ସ୍ଥାନରେ ମଙ୍ଗଳବାର ବର୍ଷା ସହିତ ପବନ ହୋଇଛି। ଏହା ସହ ବିଜୁଳି ଓ ଘଡ଼ିଘଡ଼ି ମାରିବାରୁ ଏଥିରେ ୨ଟି ଭିନ୍ନ ଭିନ୍ନ ସ୍ଥାନରୁ ୨ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୨ ଜଣ ଗୁରୁତର ହୋଇଛନ୍ତି। ବଲାଙ୍ଗୀର ଜିଲା…
କ୍ରିକେଟର କ୍ରିସ୍ଙ୍କ କାନ୍ଦୁଥିବା ଭିଡ଼ିଓ ସୋସିଆଲ୍ ମିଡ଼ିଆରେ ଭାଇରାଲ…
ନୂଆଦିଲ୍ଲୀ,୧୧।୫: ଏବେ ଓ୍ବେଷ୍ଟଇଣ୍ଡିଜ୍ର ବିସ୍ଫୋରକ ବ୍ୟାଟ୍ସ୍ ମ୍ୟାନ୍ କ୍ରିସ୍ ଗେଲ୍ଙ୍କ କାନ୍ଦୁ ଥିବା ଭିଡ଼ିଓ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି। ବିଶ୍ୱ ମାତୃ ଦିବସ ଅବସରରେ ଗେଲ୍ ନିଜ ଇନଷ୍ଟାଗ୍ରାମ୍ ଷ୍ଟୋରୀରେ ୧୦ ସେକେଣ୍ଡର ଏକ ଭିଡ଼ିଓ ଅପ୍ଲୋଡ୍ କରିଛନ୍ତି।…
ଏହି ଅଭିନେତାଙ୍କୁ ଦେଶର ପ୍ରଧାନମନ୍ତ୍ରୀ କରିବାକୁ ଚାହୁଁଛନ୍ତି ଡ୍ରାମା କୁଇନ୍
ବିଗ ବସ ୧୪ର ପ୍ରତିଯୋଗୀ ତଥା ବଲିଉଡର ଡ୍ରାମା କୁଇନ୍ ଭାବେ ପରିଚିତ ରାକ୍ଷୀ ସାୱନ୍ତ ପ୍ରାୟତଃ ତାଙ୍କ ମନ୍ତବ୍ୟ ପାିଁ ଚର୍ଚ୍ଚାରେ ଥାନ୍ତି। ସୋସିଆଲ ମିଡିଆରେ ରାକ୍ଷୀଙ୍କ ଭିଡିଓ ଭାଇରାଲ ହୋଇଥାଏ। ନିକଟରେ ସେ ଏପରି ମନ୍ତବ୍ୟ ଦେଇ ଚର୍ଚ୍ଚାକୁ…
ଅତି ଶୀଘ୍ର ଖାଆନ୍ତୁ ନାହ
ଆଜିକାଲିର ବ୍ୟସ୍ତବହୁଳ ଜୀବନ ଶୈଳୀରେ ଆରାମରେ ବସି ଖାଇବା ପାଇଁ କାହା ପାଖରେ ସମୟ ନାହିଁ। ଖୁବ ଶୀଘ୍ର ଖାଇ ଦେଇ କାମ ଶେଷ କରିଦେବା ଅନେକଙ୍କର ଅଭ୍ୟାସ ହୋଇଗଲାଣି। କିନ୍ତୁ ଅତିଶୀଘ୍ର ଖାଇବା ଫଳରେ ଶରୀର ଉପରେ ଖରାପ ପ୍ରଭାବ…
ମାଲିକାଣୀଙ୍କ ସହ ଫଟୋ ଶେୟାର କରି ଏମିତି କହିଲେ କ୍ରିକେଟର୍
ପଞ୍ଜାବ କିଙ୍ଗ୍ସର ଉଦୀୟମାନ ଖେଳାଳି ଶାହରୁଖ ଖାନ କ୍ରିକେଟ ଜଗତରେ ନିଜ ଜଲଓ୍ବା ଦେଖାଇବାରେ ବ୍ୟସ୍ତ ଅଛନ୍ତି। ଘରୋଇ କ୍ରିକେଟରେ ତାମିଲନାଡୁ ପାଇଁ ଚମତ୍କାର ପ୍ରଦର୍ଶନ କରିବା ପରେ ସେ ଆଇପିଏଲ ୨୦୨୧ ନିଲାମରେ ନିଜର ମୂଳ ମୂଲ୍ୟ ୨୦ ଲକ୍ଷ…
ଆରମ୍ଭ ହେଲା ଅକ୍ସିଜେନ୍ ବ୍ୟାଙ୍କ: ୨୫୦୦ ପୈଠ କରି ନିଅନ୍ତୁ ସିଲିଣ୍ଡର…
ନୋଏଡା,୧୧।୫: ଦେଶରେ କରୋନା ସଂକ୍ରମଣ ଯୋଗୁ ସଙ୍କଟ ଦେଖାଦେଇଛି। ଏପରିସ୍ଥଳେ ବିଭିନ୍ନ ହସ୍ପିଟାଲରେ ସୃଷ୍ଟି ହୋଇଥିବା ଅକ୍ସିଜେନ୍ ଅଭାବ ସ୍ଥିତିକୁ ଅଧିକ ଜଟିଳ କରିଛି। ନୋଏଡାରେ ଏନେଇ ଅକ୍ସିଜେନ୍ ବ୍ୟାଙ୍କର ଶୁଭାରମ୍ଭ କରାଯାଇଛି। ଏଥିପାଇଁ ସିକ୍ୟୁରିଟି ମନି ଭାବେ ୨୫୦୦ ଟଙ୍କା…
ଭାରତ ପାଇଁ ଏହି ବିଦେଶୀ କ୍ରିକେଟର୍ଙ୍କ ହୃଦୟ କାନ୍ଦୁଛି
ଲଣ୍ଡନ,୧୧।୫:ପ୍ରାୟ ଏକ ମାସ ଧରି ଚାଲିଆସୁଥିବା ଇଣ୍ଡିଆନ ପ୍ରିମିୟର ଲିଗ କରୋନା ଯୋଗୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ସ୍ଥଗିତ ରଖାଯାଇଛି। ଫଳରେ ଭାରତରେ କ୍ରିକେଟ ବୋର୍ଡ ଅଫ କଣ୍ଟ୍ରୋଲ ବିଦେଶୀ ଖେଳାଳିଙ୍କୁ ଘରକୁ ଫେରିବା ପାଇଁ ବ୍ୟବସ୍ଥା କରିଥିଲା। ସମସ୍ତ ବିଦେଶୀ…
କେଉଁ ବ୍ଲଡ୍ ଗ୍ରୁପ୍ଙ୍କୁ କରୋନା ସଂକ୍ରମଣ ଆଶଙ୍କା ଅଧିକ, ଜାଣନ୍ତୁ…
ନୂଆଦିଲ୍ଲୀ,୧୧।୫: କରୋନା ସଂକ୍ରମଣରୁ ଦୂରେଇ ରହିବା ପାଇଁ ଦେଶରେ ସାର୍ବଜନୀକ ଟିକାଦାନ ଜାରି ରହିଛି। ତେବେ କେତେକ ନିର୍ଦ୍ଦିଷ୍ଟ ବ୍ଲଡ୍ ଗ୍ରୁପ୍ ବ୍ୟକ୍ତିଙ୍କୁ କରୋନା ସଂକ୍ରମଣ ଆଶଙ୍କା ଅଧିକ ରହିଥାଏ। କାଉନସିଲ୍ ଅଫ୍ ସାଇଣ୍ଟିଫିକ୍ ଆଣ୍ହ ଇଣ୍ଡଷ୍ଟ୍ରିଆଲ୍ ରିସର୍ଚ୍ଚ (ସିଏସ୍ଆଇଆର୍) ପକ୍ଷରୁ…
ମହାଯୋଦ୍ଧା
କର୍ତ୍ତବ୍ୟ ପାଇଁ ସେ ସବୁବେଳେ ବାଜି ଲଗାଇ ଦେଇଥାଏ ନିଜ ଜୀବନକୁ। ପରିବାରରେ ଯେମିତି ଭିନ୍ନ ଭିନ୍ନ ରୂପରେ ସେ ତା’ର ଦାୟିତ୍ୱ ସମ୍ପାଦନ କରିଥାଏ ଠିକ୍ ସେମିତି କାର୍ଯ୍ୟକ୍ଷେତ୍ରରେ ବି ପ୍ରଦର୍ଶନ କରିଥାଏ ଅଦମ୍ୟ ସାହସିକତା। କେତେବେଳେ କୋମଳ ସେ…
ଖୁସି ଖବର: ରାହୁଲ ଦ୍ରାଭିଡଙ୍କୁ ମିଳିପାରେ ବଡ଼ ଦାୟିତ୍ୱ
ନୂଆଦିଲ୍ଲୀ,୧୧।୫: ଭାରତୀୟ କ୍ରିକେଟ ଦଳ ଜୁଲାଇରେ ଶ୍ରୀଲଙ୍କା ଗସ୍ତ କରିବାକୁ ଯାଉଛି। ଭାରତର ପୂର୍ବତନ ଭେଟେରାନ ଖେଳାଳି ରାହୁଲ ଦ୍ରାବିଡ ଶ୍ରୀଲଙ୍କା ଗସ୍ତରେ ଦଳର କୋଚ ହେବାର ସମ୍ଭାବନା ରହିଛି। ଜୁଲାଇରେ ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ତିନି ମ୍ୟାଚ ବିଶିଷ୍ଟ…
ଖରାଦିନେ ତ୍ୱଚାର ଯତ୍ନ
ଖରାଦିନେ ମୁହଁର ତ୍ୱଚାକୁ ଧୂଳି ଏବଂ ଝାଳ ହେବାରୁ ଦୂରେଇ ରଖନ୍ତୁ। ଝାଳ ସହିତ ଅତ୍ୟଧିକ ଧୂଳି ରହିଲେ ଖୁବଶୀଘ୍ର ମୁହଁରେ ବ୍ରଣ ହୋଇଥାଏ। ତେଣୁ ଦିନକୁ ଅତି କମରେ ତିନି ଚାରି ଥର ମୁହଁ ଧୁଅନ୍ତୁ। କିନ୍ତୁ ସବୁଥର ଫେସ୍…
Archives


