Home Left

ଫ୍ରିଜର ଟ୍ରକ୍‌ରେ ବର୍ଷେ ହେଲା ପଡ଼ି ରହିଛି ୭୫୦ କରୋନା ଆକ୍ରାନ୍ତଙ୍କ ମୃତଦେହ…

ନ୍ୟୁୟର୍କ,୧୧।୫: କରୋନା ମହାମାରୀ ସଂକ୍ରମଣ ଯୋଗୁ ମୃତ୍ୟୁ ଘଟିଥିବା ଆକ୍ରାନ୍ତଙ୍କ ଅନ୍ତିମ ସଂସ୍କାର ବର୍ଷେ ହେଲା କରାଯାଇ ପାରି ନାହିଁ। ଏଭଳି ଅଭାବନୀୟ ଘଟଣା ଆମେରିକାର ନ୍ୟୁୟର୍କରେ ଘଟିଛି। ଏଠାରେ ଫ୍ରିଜର ଟ୍ରକ୍‌ରେ ଗତ ଏକ ବର୍ଷ ଧରି ୭୫୦ କରୋନା…

୨ ବର୍ଷ ପର୍ଯ୍ୟନ୍ତ ଘର ଭିତରେ କାନ୍ଦୁଥିଲେ ଏହି କ୍ରିକେଟର: ଏବେ ଦେଖାଇଲେ ଜଲଓ୍ବା

ହରାରେ,୧୧।୭: ପାକିସ୍ତାନ ଏବଂ ଜିମ୍ବାୱେ ମଧ୍ୟରେ ଖେଳାଯାଉଥିବା ହରାରେ ଟେଷ୍ଟରେ ପାକିସ୍ତାନ ଜିମ୍ବାୱେକୁ ଇନିଂସ ଏବଂ ୧୪୭ରନରେ ପରାସ୍ତ କରି ଏହି ସିରିଜକୁ ନିଜ ନାମରେ ନାମିତ କରିଛି। ଦ୍ୱିତୀୟ ଟେଷ୍ଟରେ ପାକିସ୍ତାନ ପ୍ରଥମ ଇନିଂସରେ ୫୧୦ ରନ ସଂଗ୍ରହ କରିଥିଲା…

୨ ଗାଁରେ କରୋନା ତାଣ୍ଡବ: ୨୦ ଦିନରେ ୬୪ ଜଣଙ୍କ ମୃତ୍ୟୁ…

ଆଗ୍ରା,୧୧।୫: ଉତ୍ତରପ୍ରଦେଶରେ କରୋନା ସଂକ୍ରମଣ ଯୋଗୁ ସ୍ଥିତି ଅଣାୟତ୍ତ ହେବାରେ ଲାଗିଛି। ଆଗ୍ରାର ୨ଟି ଗାଁରେ କରୋନା ତାଣ୍ଡବ ରଚିଛି। ଗତ ୨୦ ଦିନ ମଧ୍ୟରେ ଏତ୍ମାଦ୍‌ପୁର ଏବଂ କୁରଗଓ୍ବାଁ ଗାଁରେ ୬୪ ଜଣଙ୍କ ମୃତ୍ୟୁ କରୋନା ଯୋଗୁ ଘଟିଛିି। ମୃତକମାନଙ୍କୁ…

ଆଖିବୁଜିଲେ ପୁଣି ଜଣେ କରୋନା ଯୋଦ୍ଧା

ଝାରସୁଗୁଡା ଅଫିସ, ୧୧।୫: ଝାରସୁଗୁଡା ଜିଲାରେ କରୋନା ସଂକ୍ରମଣ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ଏଥିମଧ୍ୟରେ ଆକ୍ରାନ୍ତମାନେ ମଧ୍ୟ ପ୍ରତିଦିନ ପ୍ରାଣ ହରାଉଛନ୍ତି । ଫଳରେ ଜିଲାରେ କରୋନା ସ୍ଥିତି ସଙ୍ଗିନ ହେବାରେ ଲାଗିଛି । ଏଭଳି ସ୍ଥିତିରେ…

ପୁଣି କରୋନା ନେଲା ୧୮ ଜୀବନ

ଭୁବନେଶ୍ୱର,୧୧।୫(ବ୍ୟୁରୋ): ରାଜ୍ୟରେ ମଙ୍ଗଳବାର କରୋନାରେ ୧୮ ଜଣ ଆଖି ବୁଜିଛନ୍ତି। ଏହା ସହିତ ରାଜ୍ୟରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୨୦୨୧୫ରେ ପହଞ୍ଚିଯାଇଛି। ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି। ୧୮ ମୃତକଙ୍କ ମଧ୍ୟରୁ ଅନୁଗୋଳରେ ସର୍ବାଧିକ…

୧୦ ହଜାର ତଳକୁ ଖସିଲା କରୋନା ଗ୍ରାଫ୍‌: ରାଜ୍ୟରେ ଆଜି ୯,୭୯୩ ସଂକ୍ରମିତ ଚିହ୍ନଟ

ଭୁବନେଶ୍ୱର,୧୧।୫(ବ୍ୟୁରୋ): ରାଜ୍ୟରେ କରୋନା ମହାମାରୀ ପ୍ରତିଦିନ ରେକର୍ଡ ଭାଙ୍ଗୁଛି। ମଙ୍ଗଳବାର ରାଜ୍ୟରେ ୯,୭୯୩ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହି ଆକ୍ରାନ୍ତଙ୍କ ମଧ୍ୟରୁ ୫୫୩୪ ଜଣ କ୍ୱାରାଣ୍ଟାଇନ୍‌ରେ ଥିଲେ। ବାକି ୪୨୫୯ଟି ହେଉଛି ଲୋକାଲ କେସ। ଆଜି ଖୋର୍ଦ୍ଧା ଜିଲାରୁ ସର୍ବାଧିକ…

୧୪ ଯାଏ ଝଡ଼ବର୍ଷା ଆଶଙ୍କା

ଭୁବନେଶ୍ୱର,୧୧।୫(ବ୍ୟୁରୋ): ରାଜ୍ୟରେ ଗତ କିଛିଦିନ ହେବ ଝଡବର୍ଷା ଲାଗି ରହିବା ଫଳରେ ଗ୍ରୀଷ୍ମର ପ୍ରକୋପରୁ ରାଜ୍ୟବାସୀଙ୍କୁ ତ୍ରାହି ମିଳିଛି। ପାରଦ ୪୦ ଡିଗ୍ରୀ ତଳେ ରହିଛି। ରବିବାର ମଧ୍ୟରାତ୍ରିରେ ଉପକୂଳ ଓଡିଶାର ଅନେକ ସ୍ଥାନରେ ଘଡଘଡି ସହ ପ୍ରବଳ ବର୍ଷା ହୋଇଛି।…

ଆସ୍ଥା ଭୋଟ ହାରିଲେ ନେପାଳ ପ୍ରଧାନମନ୍ତ୍ରୀ

କାଠମାଣ୍ଡୁ, ୧୧।୫(ପି.ଟି.): ନେପାଳ ପ୍ରଧାନମନ୍ତ୍ରୀ କେ.ପି. ଶର୍ମା ଓଲି ସୋମବାର ପ୍ରତିନିଧି ସଭାରେ ଆସ୍ଥାଭୋଟ ହାରିଯାଇଛନ୍ତି। ପୁଷ୍ପକମଲ ଦହଲ ‘ପ୍ରଚଣ୍ଡ’ଙ୍କ ନେତୃତ୍ୱାଧୀନ ସିଏନ୍‌ପି (ମାଓଇଷ୍ଟ ସେଣ୍ଟର) ସରକାରରୁ ସମର୍ଥନ ପ୍ରତ୍ୟାହାର କରିନେବା ପରେ ଏହା ସଂଖ୍ୟାଲଘୁରେ ପରିଣତ ହୋଇଥିଲା। ଆସ୍ଥା ଭୋଟ…

ଯୌନ ଅପରାଧୀଙ୍କ ସହ ଗେଟ୍ସଙ୍କ ଲିଙ୍କ୍‌

ଓ୍ବାଶିଂଟନ୍‌, ୧୧ା୫: ବିବାହର ୨୭ ବର୍ଷ ପରେ ବିଶ୍ୱର ଚତୁର୍ଥ ଧନୀ ତଥା ମାଇକ୍ରୋସଫ୍ଟ ସହ-ପ୍ରତିଷ୍ଠାତା ବିଲ୍‌ ଗେଟ୍ସ ଓ ମେଲିଣ୍ଡା ଗେଟ୍ସ ପରସ୍ପରକୁ ଛାଡ଼ପତ୍ର ଦେବା ପାଇଁ ଘୋଷଣା କରିବା ପଛର କାରଣ ସଂକ୍ରାନ୍ତରେ ରିପୋର୍ଟ ପ୍ରକାଶ ପାଇଛି। ବିଲ୍‌…

ଏହି ମହିଳାଙ୍କ ସାହସକୁ ସଲାମ୍‌: ୭୧ ବର୍ଷ ବୟସରେ କରିଦେଖାଇଲେ ଏମିତି

ଡେରାଡୁନ୍‌,୧୧।୫: ଶିକ୍ଷା ଗ୍ରହଣ ପାଇଁ କୌଣସି ନିର୍ଦ୍ଦିଷ୍ଟ ବୟସ ସୀମା ନ ଥାଏ।ଯଦି ଆଗ୍ରହ ଥାଏ, ବୟସ ଅଧ୍ୟୟନ ପଥରେ କଣ୍ଟା ସାଜେ ନାହିଁ। ଉତ୍ତରାଖଣ୍ଡର ରୁଦ୍ରପୁରର ବାସିନ୍ଦା ୭୧ ବର୍ଷ ବୟସ୍କା ମହିଳା ଉଷା ଶ୍ରୀବାସ୍ତବଙ୍କ ଏହା ପ୍ରମାଣ କରି…

ସାଇବର ଆକ୍ରମଣରୁ ପାଇପ୍‌ଲାଇନ ବନ୍ଦ

ନ୍ୟୁୟର୍କ, ୧୧।୫: ଦୈନିକ ୨.୫ ନିୟୁତ ବ୍ୟାରେଲ୍‌ ଇନ୍ଧନ ପରିବହନ କରୁଥିବା ଆମେରିକାର ସର୍ବବୃହତ୍‌ କଲୋନିଆଲ ପାଇପ୍‌ଲାଇନ ରାନ୍‌ସମଓ୍ବେର ସାଇବର ଆକ୍ରମଣର ସମ୍ମୁଖୀନ ହେବା ଫଳରେ ୧୮ ରାଜ୍ୟକୁ ଡିଜେଲ୍‌, ପେଟ୍ରୋଲ ଓ ଜେଟ୍‌ ଇନ୍ଧନ ପରିବହନ ଗୁରୁତର ବାଧାପ୍ରାପ୍ତ ହୋଇଛି।…

ସଂକ୍ରମିତ ହେଉଛନ୍ତି ଅଧିକ ମହିଳା

ହାଇଦ୍ରାବାଦ, ୧୧।୫: କରୋନା ମହାମାରୀ ଦ୍ୱିତୀୟ ଲହରରେ ମହିଳାମାନେ ଅଧିକ ସଂଖ୍ୟାରେ ସଂକ୍ରମିତ ହେଉଥିବା ତେଲଙ୍ଗାନା ସ୍ବାସ୍ଥ୍ୟ ବିଭାଗ ତଥ୍ୟରୁ ଜଣାପଡ଼ିଛି। ସେଠାରେ ମହିଳା ସଂକ୍ରମିତଙ୍କ ସଂଖ୍ୟା ୩୮.୫ ପ୍ରତିଶତ ରହିଛି, ଯାହା ଗତବର୍ଷ ଜୁଲାଇରେ ପ୍ରାୟ ୩୪ ପ୍ରତିଶତ ରହିଥିଲା।…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri