Home Left

ରାଜ୍ୟରେ ୭ ଅକ୍ସିଜେନ ପ୍ଲାଣ୍ଟ କରିବ ଡିଆର୍‌ଡିଓ

ଭୁବନେଶ୍ୱର, ୧୨ା୫(ବ୍ୟୁରୋ):ଓଡ଼ିଶାରେ ୭ଟି ଅକ୍ସିଜେନ ପ୍ଲାଣ୍ଟ ହେବ। ଏସବୁ ପ୍ଲାଣ୍ଟ ପ୍ରତିରକ୍ଷା ଗବେଷଣା ବିକାଶ ପ୍ରତିଷ୍ଠାନ(ଡିଆର୍‌ଡିଓ) କରିବ। ବୌଦ୍ଧ, କଟକ, ଭଦ୍ରକ, ଗଜପତି, ଝାରସୁଗୁଡ଼ା, ନୟାଗଡ଼ ଓ କୋରାପୁଟରେ ଏହି ଅକ୍ସିଜେନ ପ୍ଲାଣ୍ଟ ହେବ। ସମସ୍ତ ପ୍ଲାଣ୍ଟ ନିର୍ମାଣ ପାଇଁ ଜାଗା…

ତାଲିମ ପଇସାରେ ବିଦେଶ ଗସ୍ତ

ଭୁବନେଶ୍ୱର,୧୨ା୫(ଅନିଲ ଦାସ):ଗଁାଗଣ୍ଡାରେ ରହୁଥିବା ବେକାର ଯୁବତୀଯୁବକ କାମଧନ୍ଦା ନ ପାଇ ଦାଦନ ଖଟିବାକୁ ଯାଉଛନ୍ତି। ଆଉ ଅନେକେ ଘରେ ବସି ରହୁଛନ୍ତି। ସେହି ଯୁବତୀଯୁବକଙ୍କ ହାତକୁ କାମ ଯୋଗାଇ ଦେବାକୁ କେନ୍ଦ୍ର ଓ ରାଜ୍ୟ ସରକାର ବିଭିନ୍ନ ଯୋଜନା କରୁଛନ୍ତି। ହେଲେ…

ଘରୋଇ ହସ୍ପିଟାଲକୁ ସରକାରଙ୍କ ଚେତାବନୀ: ହତାଦର କଲେ କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର,୧୨ା୫(ବ୍ୟୁରୋ):ଘରୋଇ ହସ୍ପିଟାଲ କୋଭିଡ୍‌-୧୯ ରୋଗୀମାନଙ୍କୁ କିପରି ବ୍ୟବହାର କରୁଛନ୍ତି। ସରକାରଙ୍କ ଦ୍ୱାରା ନିର୍ଦ୍ଧାରିତ ଗାଇଡ୍‌ଲାଇନକୁ ମାନିବାକୁ ସେମାନେ ବାଧ୍ୟ। ଯଦି କୌଣସି କ୍ଷେତ୍ରରେ ଏହାର ବ୍ୟତିକ୍ରମ ପରିଲକ୍ଷିତ ହେଉଛି କିମ୍ବା ରୋଗୀଙ୍କ ଠାରୁ ନିର୍ଦ୍ଧାରିତ ଫି’ଠାରୁ ଅଧିକ ନେଉଛନ୍ତି ତେବେ ସମ୍ପୃକ୍ତ…

ପିଆଜ ବଢ଼ାଏ ସୌନ୍ଦର୍ଯ୍ୟ: ଜାଣନ୍ତୁ କିପରି କରିବେ ବ୍ୟବହାର

ପିଆଜର ଅନେକ ଉପକାରୀ ଗୁଣ ରହିଛି। ଅଧିକାଂଶ ମାସକୁ ଥରେ ପାର୍ଲର ଯାଉଥିବା ବେଳେ ଅନେକ ବିୟ୍ୟୁଟି ଟିପ୍ସର ବ୍ୟବହାର କରିଥାନ୍ତି। ଯାହା ଅନେକାଂଶ ସମୟରେ ପାର୍ଶ୍ୱ ପ୍ରତିକ୍ରିୟା ଦେଖାଯାଇଥାଏ। ମାତ୍ର ପିଆଜର ବ୍ୟବହାରରେ ତ୍ୱଚା ଉଜ୍ଜ୍ୱଳ ହେବା ସହ ସେପରି…

ଭାଇଜାନଙ୍କ ବଡି ଗାର୍ଡ କହିଲେ ଏମିତି କଥା

ବଲିଉଡ ସୁପରଷ୍ଟାର ସଲମାନ ଖାନଙ୍କ ସହ ତାଙ୍କ ବଡି ଗାର୍ଡ ଶେରା ମଧ୍ୟ ଚର୍ଚ୍ଚାରେ ରହିଥାନ୍ତି। ଭାଇଜାନଙ୍କ ସହ ଶେରାଙ୍କ ସମ୍ପର୍କ ବହୁ ପୁରୁଣା। ୨୫ ବର୍ଷ ଧରି ଶେରା ଛାଇ ପରି ତାଙ୍କ ପଛେ ପଛେ ରହିଛନ୍ତି। ସଲମାନଙ୍କ ପ୍ରଶଂସକମାନେ…

ତଳେ ଚାହିଁ ବସିଛି ମୃତ୍ୟୁ: ସରୁଡାଳରେ ଲଟକିଛି ଜୀବନ ଭିଡିଓ ଭାଇରଲ

ପ୍ରାୟତଃ ପ୍ରାଣୀଙ୍କୁ ନେଇ ସୋସିଆଲ ମିଡିଆରେ କିଛି ନା କିଛି ଭିଡିଓ ଏବଂ ଫଟୋ ଭାଇରାଲ ହୋଇଥାଏ। ଟୁଇଟରରେ ଏବେ ଏକ ଭିଡିଓ ବହୁତ ଭାଇରାଲ ହେବାରେ ଲାଗିଛି। ଏଥିରେ ବାଘଗୁଡିଙ୍କୁ ପାଣିରେ ଖେଳୁଥିବା ଦେଖିବାକୁ ମିଳୁଛି। ପାଣି ଉପରେ ଗଛ…

ଏହି କ୍ରିକେଟର୍‌ଙ୍କୁ ଦୋସା ମାଗିଲେ ପ୍ରଶଂସକ: ଜବାବରେ ମିଳିଲା ଏମିତି

ଭାରତୀୟ ଟେଷ୍ଟ କ୍ରିକେଟ ଦଳର ଖେଳାଳି ହନୁମା ବିହାରୀ ଆଜିକାଲି କରୋନା ମହାମାରୀ ସମୟରେ ଲୋକଙ୍କୁ ସାହାଯ୍ୟ କରିବାକୁ ଆଗେଇ ଆସିଛନ୍ତି। ହନୁମା ସୋସିଆଲ ମିଡିଆ ମାଧ୍ୟମରେ ସଚେତନତା ବାର୍ତ୍ତା ଦେବା, ଅନ୍ୟକୁ ସାହାଯ୍ୟ କରିବା ପାଇଁ ପାଣ୍ଠି ସଂଗ୍ରହ କରୁଛନ୍ତି।…

ମାତୃତ୍ୱ ଦିବସରେ ମା’ଙ୍କୁ ଯୌନ ନିର୍ଯ୍ୟାତନା ପରେ ହତ୍ୟା

ନ୍ୟୁୟର୍କ,୧୧।୫ : ମାତୃତ୍ୱ ଦିବସ ଅବସରରେ ୬୫ ବର୍ଷୀୟା ମା’ଙ୍କୁ ଯୌନ ନିର୍ଯ୍ୟାତନା ଦେବା ପରେ ହତ୍ୟା କରିଛନ୍ତି ଜଣେ ଭାରତୀୟ ବଂଶୋଦ୍ଭବ। ଘଟଣାଟି ଜମାଇକାର ବେଲେରୋଜ ମନୋର ଅଞ୍ଚଳରେ ଘଟିଥିବା ସ୍ଥାନୀୟ ଗଣମାଧ୍ୟମରେ ରିପୋର୍ଟ ପ୍ରକାଶ ପାଇଛି। ପୁଷ୍କର ଶର୍ମା…

ବକ୍ସ ଅଫିସରେ ଖାତା ଖୋଲିପାରିବ ନାହିଁ ରାଧେ : ସଲମାନ

ମୁମ୍ବାଇ,୧୧।୫ : ବଲିଉଡ ଷ୍ଟାର ସଲମାନ ଖାନ ସୋମବାର ସନ୍ଧ୍ୟାରେ ଜୁମ ଜରିଆରେ ଯୋଡ଼ି ହୋଇଥିଲେ କିଛି ସାମ୍ବାଦିକଙ୍କ ସହ। ତାଙ୍କ ଅପ୍‌କମିଂ ଫିଲ୍ମ ‘ ରାଧେ : ଇୟୋର ମୋଷ୍ଟ ଓ୍ବାଣ୍ଟେଡ୍‌ ଭାଇ ’ ବକ୍ସି ଅଫିସରେ ଖାତା ଖୋଲିପାରିବ…

କାହିଁକି କେବଳ କୋଭିଶିଲ୍ଡ ଟିକା ନେଉଛନ୍ତି ଟିମ୍‌ ଇଣ୍ଡିଆର ଖେଳାଳିମାନେ

ନୂଆଦିଲ୍ଲୀ,୧୧।୫ : ଗତ କିଛି ଦିନ ହେଲା ଭାରତୀୟ ଖେଳାଳିମାନେ କୋଭିଡ୍‌-୧୯ ଟିକା ନେଉଥିବା ଖବର ଆସୁଛି। ତେବେ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌ (ଡବ୍ଲ୍ୟୁଟିସି) ପାଇଁ ଘୋଷିତ ଟିମ୍‌ ଇଣ୍ଡିଆରେ ସ୍ଥାନ ପାଇଥିବା ୨୪ ଜଣ ଖେଳାଳିମାନେ କେବଳ କୋଭିଶିଲ୍ଡ ଟିକା…

ଆଇପିଏଲ୍‌ର ବାକି ମ୍ୟାଚ୍‌ରେ ନ ଖେଳିପାରନ୍ତି ଇଂଲଣ୍ଡ ଖେଳାଳି

ଲଣ୍ଡନ,୧୧।୫ : ଆଇପିଏଲର ୧୪ତମ ସଂସ୍କରଣର ଦ୍ୱିତୀୟାର୍ଦ୍ଧକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ସ୍ଥଗିତ କରିଦିଆଯାଇଛି। ତେବେ ଆଇପିଏଲ୍‌ର ବାକି ମ୍ୟାଚ୍‌ଗୁଡିକ ପୁଣିଥରେ ଆୟୋଜନ ହେଲେ ଇଂଲଣ୍ଡ ଖେଳାଳିମାନେ ଖେଳି ପାରିବେ ନାହିଁ। ଏହା କହିଛନ୍ତି ଇଂଲଣ୍ଡ ଓ ଓ୍ବେଲ୍ସ କ୍ରିକେଟ ବୋର୍ଡ…

କାର୍ତ୍ତିକଙ୍କୁ ଟ୍ରୋଲ କଲେ ଅଷ୍ଟ୍ରେଲିଆନ୍‌ ଖେଳାଳି

ନୂଆଦିଲ୍ଲୀ,୧୧।୫ : କୋଲକାତା ନାଇଟ୍‌ ରାଇଡର୍ସ (କେକେଆର) ଉଇକେଟକିପର ବ୍ୟାଟ୍ସମ୍ୟାନ ଦୀନେଶ କାର୍ତ୍ତିକ ମଙ୍ଗଳବାର କୋଭିଡ୍‌-୧୯ ଟିକା ନେଇଛନ୍ତି। ଟୁଇଟରରେ ଫଟୋ ଶେୟାର କରି ଏହାର ସୂଚନା ଦେଇଛନ୍ତି କାର୍ତ୍ତିକ। ତାଙ୍କ ଫଟୋ ଯୋଗୁ ଟ୍ରୋଲ କରିଛନ୍ତି ଅଷ୍ଟ୍ରେଲିଆ ବ୍ୟାଟ୍ସମ୍ୟାନ ତଥା…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri