୫ ମହଲା କୋଠାରୁ ଏମିତି ଡେଇଁଲା ବିଲେଇ, କାରଣ ଜାଣିଲେ…
ଆମେରିକାର ଚିକାଗୋ ସହରର ଏକ ବିଲେଇର ଭିଡିଓ ଏବେ ଖୁବ୍ ଭାଇରାଲ ହେଉଛି। ବିଲେଇଟି ୫ ମହଲା କୋଠାର ଝରକା ପଟେ ତଳକୁ ଡେଇଁ ପଡ଼ିଥିଲା। କାରଣ ଏହି ମହଲାରେ ନିଆଁ ଲାଗିଥିବାରୁ ନିଜ ଜୀବନ ରକ୍ଷା କରିବା ପାଇଁ ସେ…
ପ୍ରଥମ ଗର୍ଲଫ୍ରେଣ୍ଡଙ୍କ ନାଁ ଖୁଲାସା କଲେ ଧୋନୀ: କହିଲେ, ସ୍ତ୍ରୀଙ୍କୁ କହିବ ନାହିଁ
ଭାରତର କିମ୍ବଦନ୍ତୀ କ୍ରିକେଟର୍ ମହେନ୍ଦ୍ର ସିଂ ଧୋନୀଙ୍କ ବ୍ୟକ୍ତିଗତ ଜୀବନ ବିଷୟରେ ପ୍ରଶଂସକଙ୍କ ବିଷୟରେ ଜାଣିବାକୁ ଇଚ୍ଛା କରନ୍ତି। ତାଙ୍କ ଜୀବନୀକୁ ନେଇ ଏକ ଫିଲ୍ମ ମଧ୍ୟ ତିଆରି କରାଯାଇଛି ଯାହା ସୁପରହିଟ ହୋଇଥିଲା। ତାଙ୍କ ଅଧିନାୟକତ୍ୱରେ ଭାରତ ବିଶ୍ୱକପ ଜିତିଥିଲା।…
ସାଇଲେଣ୍ଟ୍ କିଲର୍ ସାଜିଛି ଉଚ୍ଚ ରକ୍ତଚାପ…
ପ୍ରତିବର୍ଷ ମେ’ ୧୭ରେ ବିଶ୍ୱ ଉଚ୍ଚ ରକ୍ତଚାପ ଦିବସ ପାଳନ କରାଯାଇଥାଏ। ୨୦୦୬ଠାରୁ ଏହି ଦିବସ ଲୋକଙ୍କ ମଧ୍ୟରେ ଉଚ୍ଚ ରକ୍ତଚାପ ସମ୍ପର୍କରେ ସଚେତନତା ସୃଷ୍ଟି ପାଇଁ ପାଳିତ ହୋଇ ଆସୁଛି। ୨୦୦୫ରେ ପ୍ରଥମେ ଏହି ଦିବସ ମେ’ ୧୪ରେ ପାଳନ…
ଗଛ ଉପରେ ୧୧ ଦିନ ଆଇସୋଲେଶନ୍ରେ ରହିଲେ କରୋନା ଆକ୍ରାନ୍ତ…
ହାଇଦ୍ରାବାଦ୍,୧୭।୫: ଏବେ ସୋସିଆଲ ମିଡ଼ିଆରେ ଜଣେ କରୋନା ଆକ୍ରାନ୍ତଙ୍କ ଫଟୋ ଭାଇରାଲ ହେବାରେ ଲାଗିଛି। ତେଲଙ୍ଗାନାରେ କରୋନାରେ ଆକ୍ରାନ୍ତ ହୋଇଥିବା ୧୮ ବର୍ଷ ବୟସ୍କ ଜଣେ ଯୁବକ ଆଇସୋଲେଶନରେ ରହିବା ପାଇଁ ଘର ଅଭାବ ଯୋଗୁ ଗଛରେ ମଞ୍ଚା ବାନ୍ଧି ୧୧…
ସଙ୍ଗୀତ ନିର୍ଦ୍ଦେଶକ ଅମରେନ୍ଦ୍ର ମହାନ୍ତିଙ୍କ ଦେହାନ୍ତରେ ମୁଖ୍ୟମନ୍ତ୍ରୀଙ୍କ ଶୋକ: ଛାଡି ଯାଇଥିବା ଛାପ ସର୍ବଦା ସ୍ମରଣୀୟ
ଭୁବନେଶ୍ୱର,୧୭।୫(ବ୍ୟୁରୋ): ଓଡ଼ିଶାର ପ୍ରସିଦ୍ଧ ସଙ୍ଗୀତଜ୍ଞ ଅମରେନ୍ଦ୍ର ମହାନ୍ତିଙ୍କ ସୋମବାର ପରଲୋକ ଘଟିଛି। ତାଙ୍କ ଦେହାନ୍ତରେ ମୁଖ୍ୟମନ୍ତ୍ରୀ ଗଭୀର ଶୋକ ପ୍ରକାଶ କରିଛନ୍ତି। ଟୁଇଟ୍ ଯୋଗେ ସେ କହିଛନ୍ତି, ପ୍ରଖ୍ୟାତ ସଙ୍ଗୀତ ନିର୍ଦ୍ଦେଶକ ଅମରେନ୍ଦ୍ର ମହାନ୍ତିଙ୍କ ଦେହାନ୍ତ ବିଷୟରେ ଜାଣି ମୁଁ ଦୁଃଖିତ।…
ମହିଳା କର୍ମଚାରୀଙ୍କ ସହ ଥିଲା ବିଲ୍ ଗେଟ୍ସଙ୍କ ପ୍ରେମ ସମ୍ପର୍କ, ଦେଉଥିଲେ ଏସବୁ ଅଫର
ମାଇକ୍ରୋସଫ୍ଟ ସଂସ୍ଥାପକ ଏବଂ ଦୁନିଆର ସବୁଠୁ ଧନୀ ବ୍ୟକ୍ତି ଭାବେ ଜଣାଶୁଣା ବିଲ୍ ଗେଟ୍ସ କିଛିଦିନ ତଳେ ସ୍ତ୍ରୀ ମେଲିଣ୍ଡାଙ୍କୁ ଛାଡ଼ପତ୍ର ଦେଇଥିବା ଘୋଷଣା କରିଥିଲେ। ମାତ୍ର ଏହା ପରେ ତାଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ଅନେକ ତଥ୍ୟ ସାମ୍ନାକୁ ଆସୁଛି।…
ଥାଲାସେମିଆ : କିଛି କଥା
ସାରା ବିଶ୍ୱରେ ଏମିତି କେତେକ ରୋଗ ରହିଛି ଯାହାକି ସମ୍ପୂର୍ଣ୍ଣ ଜନ୍ମଗତ, ବଂଶାନୁକ୍ରମିକ ତଥା ଜଟିଳ ରୋଗ ଅଟେ। ସେଥିମଧ୍ୟରୁ ‘ଥାଲାସେମିଆ’ ନାମକ ରୋଗ ମଧ୍ୟ ଏକ ରକ୍ତସମସ୍ୟା ଜନିତ ବଂଶାନୁକ୍ରମିକ, ଜନ୍ମଗତ ତଥା ଜଟିଳ ରୋଗ। ଏହି ରୋଗରେ ଶରୀରରେ…
ପ୍ରିୟଙ୍କା ଚୋପ୍ରାଙ୍କ ପ୍ରଶ୍ନ ଶୁଣି ବିରାଟ କୋହଲି ଦେଇଥିଲେ ଏମିତି ଉତ୍ତର
ଆଜିକାଲି ବିଭିନ୍ନ ସେଲିବ୍ରିଟି ସୋସିଆଲ ମିଡିଆରେ ସକ୍ରିୟ ରହୁଛନ୍ତି। ନୂଆ ଏବଂ ପୁରୁଣା ସ୍ମୃତିକୁ ଉଜାଗର କରିବା ପାଇଁ ବଲିଉଡ୍ ସେଲିବ୍ରିଟିମାନେ ନିଜର ଫଟୋ କିମ୍ବା ଭିଡିସ ପ୍ରଶଂସକଙ୍କ ସହ ଶେୟାର କରିଥାନ୍ତି। ନିକଟରେ ବଲିଉଡ୍ ଅଭିନେତ୍ରୀ ପ୍ରିୟଙ୍କା ଚୋପା ଏବଂ…
ବିଗ୍-ବିଙ୍କ ସଂଘର୍ଷ କାହାଣୀ: ଏହି ସୁପରହିଟ୍ ଫିଲ୍ମର ଏକ ସିନ୍ କରିବାକୁ ଲାଗିଥିଲା ୨ ଘଣ୍ଟା
ବିଗ୍ବି ଅମିତାଭ ବଚ୍ଚନ ତାଙ୍କର ଜବରଦସ୍ତ ଫିଲ୍ମ ଏବଂ ଡାଏଲଗ୍ ପାଇଁ ହିନ୍ଦୀ ସିନେମାରେ ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ଏହା ବ୍ୟତୀତ ସେ ଲୋକଙ୍କ ହୃଦୟରେ ସ୍ଥାନ ସୃଷ୍ଟି କରିଛନ୍ତି। ବହୁତ କମ ଲୋକ ଜାଣିଥିବେ ଯେ, ଅମିତାଭ…
କୋଭିଡ୍ ରୋଗୀ ଓ କଳା କବକ
ଫଙ୍ଗସ୍କୁ ଓଡ଼ିଆରେ କବକ କୁହାଯାଏ। ଏହା ଗୋଟିଏ ସୁବିଧାବାଦୀ ସୂକ୍ଷ୍ମ ଜୀବ। ଅନ୍ୟ ରୋଗରୁ ଶରୀରର ରୋଗ ପ୍ରତିରୋଧକ ଶକ୍ତି କମିଗଲେ ଫଙ୍ଗସ୍ର ସଂଖ୍ୟା ବୃଦ୍ଧି ହୁଏ। ଏମାନେ ଓଦା ସ୍ଥାନରେ ରହିଥିବା ଜିନିଷ ଉପରେ ଉତ୍ପନ୍ନ ଶିଉଳି। କୋଭିଡ୍-୧୯ ରୋଗୀର…
ଏହି ପ୍ରଶ୍ନର ଉତ୍ତର ଦେଇ ବିଶ୍ୱସୁନ୍ଦରୀ ପ୍ରତିଯୋଗିତା ଜିତିଲେ ଯୁବତୀ
ଫ୍ଲୋରିଡା,୧୭।୫: ମେକ୍ସିକୋର ଆଣ୍ଡ୍ରିଆ ମେଜା ୬୯ତମ ମିସ ୟୁନିଭର୍ସ ଟାଇଟଲ ଜିତିଛନ୍ତି। ଫ୍ଲୋରିଡାର ସେମିନୋଲ ହାର୍ଡ ରକ ହୋଟେଲ ଆଣ୍ଡ କସିନୋରେ ମିସ ୟୁନିଭସର ଗ୍ରାଣ୍ଡ ଫାଇନାଲ ସମାରୋହ ଅନୁଷ୍ଠିତ ହୋଇଥିଲା। ପୂର୍ବତନ ମିସ ୟୁନିଭର୍ସ ଜୋଜିବିନି ତୁଞ୍ଜିଙ୍କଠାରୁ ଆଣ୍ଡ୍ରିଆ ମିସ…
କରୋନା ସଙ୍କଟ ମଧ୍ୟରେ ଖୋଲିଲା କେଦାରନାଥ କବାଟ
ଡେରାଡୁନ,୧୭।୫: ଦେଶରେ କରୋନା ସଙ୍କଟ ଜାରି ରହିଛି। ଏହାରି ଭିତରେ ଉତ୍ତରାଖଣ୍ଡର ଧର୍ମନଗରୀ କେଦାରନାଥ ଧାମର କବାଟ ଖୋଲିଛି। ସୋମବାର ସକାଳ ୫ଟାରେ ବିଧିବିଧାନ ସହ କୋଭିଡ ନିୟମ ଅନୁସାରେ ବାବା କେଦାରନାଥଙ୍କ କବାଟ ଖୋଲାଯାଇଛି। ଏଥିପାଇଁ ଭୋର ୩ଟାରୁ ମନ୍ଦିରରେ…
Archives


