Posted inଜାତୀୟ

ସୋନିଆ ଶୀଘ୍ର ଗ୍ରହଣ କରନ୍ତୁ କଡ଼ା ପଦକ୍ଷେପ, ଆନନ୍ଦ ଶର୍ମାଙ୍କ ଅନୁରୋଧ…

ନୂଆଦିଲ୍ଲୀ,୩୦।୯: ପଞ୍ଜାବ କଂଗ୍ରେସରେ ଜାରି ରହିଥିବା ସଙ୍କଟ ନେଇ କପିଲ ସିବଲ ଏକ ଗଣମାଧ୍ୟମ ସମ୍ମିଳନୀରେ ଦେଇଥିବା ମନ୍ତବ୍ୟ ନେଇ ତାଙ୍କ ଘର ଆଗରେ କେତେକ କର୍ମୀ ଭ୍‌ଗାରୁଜା କରୁଥିବା ଖବର ଆସିବା ପରେ ଦଳର ବରିଷ୍ଠ ସଦସ୍ୟ ଆନନ୍ଦ ଶର୍ମା ମୁହଁ ଖୋଲିଛନ୍ତି। ସେ ଏହାକୁ ନିନ୍ଦା କରି କହିଛନ୍ତି ଯେ, କଂଗ୍ରେସ କର୍ମୀଙ୍କ ଏଭଳି ଆଇନ ବିରୋଧୀ କାର୍ଯ୍ୟ ନେଇ ସୋନିଆ ଗାନ୍ଧୀ କଡ଼ା ପଦକ୍ଷେପ ଗ୍ରହଣ କରିବାର ଆବଶ୍ୟକତା ରହିଛି।

ଆନନ୍ଦ ଟୁଇଟ୍‌ କରି କହିଛନ୍ତି ଯେ, କଂଗ୍ରେସ ସବୁବେଳେ ବାକ୍‌ ସ୍ବାଧୀନତାକୁ ଗୁରୁତ୍ୱ ପ୍ରଦାନ କରିଥାଏ। ଭିନ୍ନ ଭିନ୍ନ ଚିନ୍ତା ଧାରା ଲୋକତନ୍ତ୍ରରେ ରହିବା ଅତି ସାଧାରଣ କଥା। ଏଥିରେ ବ୍ୟସ୍ତ ହେବା କାରଣ ନାହିଁ।
କଂଗ୍ରେସର ଅସନ୍ତୁଷ୍ଟ ଗ୍ରୁପ୍‌-୨୩ରେ କପିଲ୍‌ ସିବଲ ସାମିଲ ହୋଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ସିଏଏ ବିରୋଧରେ ସୁପ୍ରିମକୋର୍ଟ ଯିବ ପଞ୍ଜାବ

ଚଣ୍ଡିଗଡ଼,୧୭ା୧(ପି.ଟି.)-ନାଗରିକତ୍ୱ ସଂଶୋଧନ ଆଇନ (ସିଏଏ) ବିରୋଧରେ ପଞ୍ଜାବ ବିଧାନସଭାରେ ଶୁକ୍ରବାର ସଂକଳ୍ପ ଗୃହୀତ ହୋଇଛି। ଏଭଳି ସଂକଳ୍ପ ଗୃହୀତ କରାଇବାରେ କେରଳ ପରେ ପଞ୍ଜାବ ଦ୍ୱିତୀୟ...

ଭାରତ ଆସିବେନି ଇସ୍ରାଏଲ ପ୍ରଧାନମନ୍ତ୍ରୀ: ୫ ଦିନ ପୂର୍ବରୁ ବାତିଲ କଲେ ଯାତ୍ରା

ନୂଆଦିଲ୍ଲୀ,୩।୯: ଇସ୍ରାଏଲର ପ୍ରଧାନମନ୍ତ୍ରୀ ବେନ୍‌ୟାମିନ୍‌ ନୋତାନେହୁଙ୍କ ଭାରତ ଗସ୍ତ ବାତିଲ ହୋଇଛି। ଯାତ୍ରାର ୫ ଦିନ ପୂର୍ବରୁ ଏହାକୁ ବାତିଲ କରାଯାଇଥିବା ନେଇ ଜଣାପଡ଼ିଛି। ମଙ୍ଗଳବାର...

ଚାଇନାର ଦାଦାଗିରି: ଏଲ୍‌ଏସିରେ ହେଲିପ୍ୟାଡ୍‌ ନିର୍ମାଣ…

ଲଦାଖ, ୨୧।୧୨: ଏଲ୍‌ଏସିା ଲଦାଖ ଅଞ୍ଚଳରେ ଚାଇନା ନିଜର ବେଆଇନ ନିର୍ମାଣ କାର୍ଯ୍ୟ ଜାରି ରଖିଛି। ଆମେରିକା ସାଟେଲାଇଟ୍‌ ଚିତ୍ରରୁ ଜଣାପଡ଼ିଛି ଯେ, ଚାଇନା ପାଙ୍ଗୋଙ୍ଗ...

ନୂଆଦିଲ୍ଲୀ ଗସ୍ତରେ ଆମେରିକା ଡେପୁଟି ଏନ୍‌ଏସ୍‌ଏ

ନୂଆଦିଲ୍ଲୀ, ୩୧ା୩: ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ଙ୍କ ଅର୍ଥନୀତି ସମ୍ପର୍କିତ ଜାତୀୟ ସୁରକ୍ଷା ଉପପରାମର୍ଶଦାତା (ଡେପୁଟି ଏନ୍‌ଏସ୍‌ଏ) ଦଲୀପ ସିଂ ବୁଧବାର ଦୁଇଦିନିଆ ନୂଆଦିଲ୍ଲୀ ଗସ୍ତକରି...

ଅଗ୍ନିକାଣ୍ଡରେ ୪ ଜଣଙ୍କ ମୃତ୍ୟୁ

ନୂଆଦିଲ୍ଲୀ: ଦିଲ୍ଲୀର ପୁରୁଣା ସୀମାପୁରୀ ଅଞ୍ଚଳରେ ଆଜି ଭୋରରେ ଭୟାନକ ଅଘଟଣା ଘଟିଛି। ଏକ ତିନି ମହଲା କୋଠାରେ ନିଆଁ ଲାଗି ୪ ଜଣଙ୍କର ମୃତ୍ୟୁ...

ଆଉନାହାନ୍ତି ସିନ୍ଧୁତାଇ

ପୁଣେ,୫।୧: ମହାରାଷ୍ଟ୍ରର ମଦର ଟେରେସା ନାମରେ ପ୍ରସିଦ୍ଧ ପଦ୍ମଶ୍ରୀ ସିନ୍ଧୁତାଇ ସପକାଲ ପୁଣେରେ ଦେହାନ୍ତ ହୋଇଛି। ମୃତ୍ୟୁବେଳକୁ ତାଙ୍କୁ ୭୩ ବର୍ଷ ହୋଇଥିଲା। ସେ ସେପ୍ଟିସେମିଆରେ...

ବିବାହବେଳେ ହଠାତ୍‌ ବିଦ୍ୟୁତ କାଟ୍‌ ଯୋଗୁ ବର ଅଦଳବଦଳ

ଭୋପାଳ,୧୦।୫: ବିଦ୍ୟୁତ ବିଭ୍ରାଟ ହେତୁ ମଧ୍ୟପ୍ରଦେଶର ଉଜୈନ ଜିଲାରେ ଏକ ଅଜବ ଘଟଣା ଘଟିଛି। ଅନ୍ଧାର ଯୋଗୁ ବିବାହ ସମାରୋହରେ ବର ଅଦଳବଦଳ ହୋଇଯାଇଥିବା ଘଟଣା...

ଭାରତ ନ ଥକି ଆଗେଇ ଚାଲିବ…

ଅହମଦାବାଦ, ୧୨।୩ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁଜରାଟର ଅହମଦାବାଦଠାରେ ୧୧ ତମ ଖେଳ ମହାକୁମ୍ଭର ଶୁଭାରମ୍ଭ ସର୍ଦ୍ଦାର ପଟେଲ ଷ୍ଟାଡିୟମ୍‌ରେ କରିଛନ୍ତି। ଏହି ଅବସରରେ...

Advertisement
Archives

Model This Week