Home Left

୧୯୮୩ ବିଶ୍ୱକପ୍‌ ଫାଇନାଲ ପରାଜୟର ପ୍ରତିଶୋଧ କିଭଳି ନେଇଥିଲା ଓ୍ବେଷ୍ଟଇଣ୍ଡିଜ

୧୯୮୩ ଆଇସିସି ବିଶ୍ୱକପ୍‌ରେ ଇତିହାସ ରଚିଥିଲା ଭାରତ। ଶକ୍ତିଶାଳୀ ଓ୍ବେଷ୍ଟଇଣ୍ଡିଜକୁ ସହଜରେ ହରାଇ କପିଳ ଦେବଙ୍କ ନେତୃତ୍ୱାଧୀନ ଟିମ୍‌ ଇଣ୍ଡିଆ ଅବିଶ୍ୱସନୀୟ ଭାବେ ହାତେଇଥିଲା ବିଶ୍ୱକପ୍‌। ଏହି ପରାଜୟ କ୍ଲାଇଭ ଲଏଡ୍‌ଙ୍କ ଓ୍ବେଷ୍ଟଇଣ୍ଡିଜ ଦଳକୁ ଖୁବ୍‌ ବାଧି ଥିଲା। ପ୍ରତିଶୋଧ ନେବା…

କରୋନା ରୋଗୀଙ୍କ ଅନ୍ତିମ ସତ୍କାର ପାଇଁ ମିଳିବ ୧୫ ହଜାର ଟଙ୍କା

ଅମରାବତୀ,୧୭।୫: କରୋନା ରୋଗୀଙ୍କ ଅନ୍ତିମ ସତ୍କାର ପାଇଁ ପରିବାର ଲୋକଙ୍କୁ ମିଳିବ ୧୫ ହଜାର ଟଙ୍କା ସହାୟତା ରାଶି। ଆନ୍ଧ୍ରପ୍ରଦେଶ ରାଜ୍ୟ ସରକାରଙ୍କ ପାଣ୍ଠିରୁ ଏହି ରାଶି ପ୍ରଦାନ କରାଯିବ। ମୁଖ୍ୟମନ୍ତ୍ରୀ ୱାଇଏସ୍‌ ଜଗନମୋହନ ରେଡ୍ଡୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଏହି…

‘ ଆଇପିଏଲ୍‌ ଦଳରେ ୫ ବିଦେଶୀଙ୍କୁ ଖେଳିବାକୁ ଦିଆଯାଉ ସୁଯୋଗ ’

ନୂଆଦିଲ୍ଲୀ,୧୭।୫ : ଆସନ୍ତା ବର୍ଷ ଇଣ୍ଡିଆନ ପ୍ରିମିୟର ଲିଗ୍‌ର ୧୫ତମ ସଂସ୍କରଣ ପାଇଁ ଦୁଇଟି ନୂଆ ଫ୍ରାଞ୍ଚାଇଜକୁ ସାମିଲ କରାଯାଇପାରେ। ଆଇପିଏଲର ବୃଦ୍ଧି ହୋଇଥିବାରୁ ବିଦେଶୀ ଖେଳାଳିଙ୍କ ନିୟମରେ ପରିବର୍ତ୍ତନ ସପକ୍ଷରେ ମତ ବାଢ଼ିଛନ୍ତି ପୂର୍ବତନ ଭାରତୀୟ ବ୍ୟାଟ୍ସମ୍ୟାନ ସଞ୍ଜୟ ମାଞ୍ଜରେକର।…

କରୋନାରେ ତାମିଲ ଅଭିନେତାଙ୍କ ପରଲୋକ

ଚେନ୍ନାଇ,୧୭।୫: ଫିଲ୍ମ ଇଣ୍ଡଷ୍ଟ୍ରିରୁ ଆଜି ପୁଣି ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି। କରୋନା ମହାମାରୀରେ ସିନେମା ଜଗତ ନିଜର ଅନେକ କଳାକାରଙ୍କୁ ହରାଇଛି। କେବଳ ବଲିଉଡ୍‌ ନୁହେଁ ଟଲିଉଡ୍‌ର କଳାକାରଙ୍କ ପାଇଁ ବି କରୋନା କାଳ ସାଜିଥିବା ବେଳେ ଏଥିଯୋଗୁଁ…

ପ୍ରତିଦିନ ଗୋମୁତ୍ର ପିଇଲେ ହେବନି କରୋନା: ସାଧ୍ୱୀ ପ୍ରଜ୍ଞା

ଭୋପାଳ,୧୭।୫: ନିଜ ବୟାନକୁ ନେଇ ସବୁବେଳେ ଚର୍ଚ୍ଚାରେ ରହୁଥିବା ମଧ୍ୟପ୍ରଦେଶ ଭୋପାଳର ଭାଜପା ଏମ୍‌ପି ସାଧ୍ୱୀ ପ୍ରଜ୍ଞା ସିଂହ ଠାକୁର ଏବେ କରୋନାକୁ ନେଇ ଏକ ବୟାନ ଦେଇଛନ୍ତି। ପ୍ରତିଦିନ ଗୋମୁତ୍ର ପିଇଲେ ଫୁସ୍‌ଫୁସ୍‌ରୁ ସଂକ୍ରମଣ ଦୂର ହୋଇଥାଏ ବୋଲି ସାଧ୍ୱୀ…

ପୁଣି ଆହତ ସମସ୍ୟା ସାଜିଲା ବାଧକ

ଲଣ୍ଡନ, ୧୭ା୫ : ନ୍ୟୁଜିଲାଣ୍ଡ ବିପକ୍ଷ ଦୁଇ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ସିରିଜ୍‌ରୁ ଇଂଲଣ୍ଡ ପେସର ଜୋଫ୍ରା ଆର୍ଚ୍ଚର ବାଦ୍‌ ପଡ଼ିଛନ୍ତି। ନିକଟରେ ଆହତ ସମସ୍ୟା ମୁକୁଳି ଥିବା ଆର୍ଚ୍ଚର ସସେକ୍ସ ବିପକ୍ଷ କାଉଣ୍ଟି ଚାମ୍ପିୟନଶିପ୍‌ ମ୍ୟାଚ୍‌ ବେଳେ ଡାହାଣ ଏଲବୋରେ…

ପୋଲିସ କ୍ୟାମ୍ପ ଉପରକୁ ମାଓବାଦୀଙ୍କ ଆକ୍ରମଣ: ୩ମୃତ

ସୁକମା,୧୭।୫: ଛତିଶଗଡ଼ ସୁକାମା ଜିଲାରେ ଗତ କିଛି ଦିନ ହେଲା ଲାଲବାହୀନିର ଲାଲତାଣ୍ଡବ ଦେଖିବାକୁ ମିଳିଛି। କିଛି ଦିନର ବିରତି ପରେ ପୁଣି ଥରେ ମାଓବାଦୀ ସକ୍ରିୟ ଥିବା ନେଇ ଜାହିର କରିଛନ୍ତି। ସୋମବାର ସୁକମା ଜିଲାର ସିଲଗେର ଗାଁରେ ଥିବା…

ତାଉକ୍‌ତାଏ ସଙ୍କଟ: ମୁଖ୍ୟମନ୍ତ୍ରୀଙ୍କ ସହ କଥା ହେଲେ ମୋଦି

ମୁମ୍ବାଇ,୧୭।୫: ବାତ୍ୟା ତାଉକ୍‌ତାଏ କେତେକ ରାଜ୍ୟରେ ତାଣ୍ଡବ ରଚିବାରେ ଲାଗିଛି। ମହାରାଷ୍ଟ୍ରରେ ବି ଏହାର ପ୍ରଭାବ ଦେଖିବାକୁ ମିଳିଛି। ସହରରେ ପ୍ରବଳ ବେଗରେ ପବନ ବୋହିବା ସହ ବର୍ଷା ମଧ୍ୟ ହେଉଛି। ଏଥିଯୋଗୁ କେତେକ ସ୍ଥାନରେ ଜଳାର୍ଣ୍ଣବ ହେବା ସହ ଗଛ…

ପ୍ରେମିକାଙ୍କ ପାଇଁ ୧୫ ଲକ୍ଷ ଟଙ୍କାର ହୀରା ମୁଦି ଆଣିଥିଲେ ପ୍ରେମିକ, ତଥାପି ଗାଳି କରି ମୁହଁ ଫେରାଇ ଚାଲିଗଲେ

ବ୍ରିଟେନରେ ଜଣେ ଯୁବକ ତାଙ୍କ ପ୍ରେମିକାଙ୍କ ସହ ନିର୍ବନ୍ଧ କରିବାକୁ ୧୪୦୦୦ ପାଉଣ୍ଡ ଅର୍ଥାତ୍‌ ୧୫ ଲକ୍ଷ ଟଙ୍କାର ଏକ ହୀରା ମୁଦି ଆଣିଥିଲେ। ମାତ୍ର ପ୍ରେମିକାଙ୍କୁ ଯେତେବେଳେ ସତ କଥା ଜଣାପଡ଼ିଲା ସେ ରାଗି କି ମୁହଁ ଫେରାଇ ଚାଲିଗଲେ।…

ଖାଇବା ପରେ..

ଖାଇବା ପରେ ଏପରି କାମ କରନ୍ତୁ ନାହିଁ, ଯାହାର ଖରାପ ପ୍ରଭାବ ଶରୀର ଉପରେ ପଡ଼ିବ । ଜାଣନ୍ତୁ ସେ ସମ୍ପର୍କରେ… ଆମେ ଖାଦ୍ୟ ଖାଇବା ପରେ କେତେକ କାର୍ଯ୍ୟ ପ୍ରତି ନଜର ଦେବା ନିହାତି ଜରୁରୀ। ଖାଇବା ପରେ ଫଳମୂଳ…

କୋଭିଡ୍‌ କଟକଣା ପାଇଁ ସ୍ବତନ୍ତ୍ର ବୈଠକ: ଟେଷ୍ଟିଂ, ଟିକାଦାନ ଅଲଗା

ନିଶ୍ଚିନ୍ତକୋଇଲି,୧୭।୫(ସ୍ବ.ପ୍ର.): କଟକ ଜିଲା ନିଶ୍ଚିନ୍ତକଇଲି ବ୍ଲକରେ କରୋନା ସଂକ୍ରମଣ ଦିନକୁ ଦିନ ବଢିଚାଲିଛି। ଏହି ବ୍ଲକରେ କରୋନା ୬ ମୁଣ୍ଡ ନେଇଥିବା ବେଳେ ୧୫୦ରୁ ଊର୍ଦ୍ଧ୍ୱ ଆକ୍ଟିଭ୍‌ କେସ ରହିଛି । ନିଶ୍ଚିନ୍ତକୋଇଲି ମେଡିକାଲରେ ଗୋଟିଏ ସ୍ଥାନରେ ଟିିକା ଓ କରୋନା…

ସୋନୁ ସୁଦ ବ୍ରହ୍ମପୁର ସିଟି ହସ୍ପିଟାଲରେ ଶଯ୍ୟା ବ୍ୟବସ୍ଥା କରିବା ପ୍ରସଙ୍ଗ; କୌଣସି ଯୋଗାଯୋଗ ହୋଇନଥିଲା : ଜିଲାପାଳ

ଛତ୍ରପୁର,୧୭।୫(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ବ୍ରହ୍ମପୁରସ୍ଥିତ ସିଟି ହସ୍ପିଟାଲ ଗୋଟିଏ ସରକାରୀ ହସ୍ପିଟାଲ । ସେଠାରେ ଏବେ କୋଭିଡ ହେଲଥ ସେଣ୍ଟର ଚାଲିଛି ସେଠାରେ କାହାକୁ ଶଯ୍ୟା ଦରକାର ଥିଲା ତାଙ୍କ ପାଇଁ ସିଟି ହସ୍ପିଟାଲରେ ଶଯ୍ୟାର ବ୍ୟବସ୍ଥା କରାଯାଇଛି ଏବଂ କୌଣସି…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri