ପୃଥିବୀରେ ୫ ହଜାର କୋଟି ପକ୍ଷୀ
ସିଡ୍ନୀ: ପ୍ରାୟ ୫୦ ବିଲିୟନ ବା ୫୦୦୦ କୋଟି ପକ୍ଷୀ ପୃଥିବୀରେ ବାସ କରନ୍ତି। ଏହି ସଂଖ୍ୟା ବିଶ୍ୱର ମୋଟ ଲୋକ ସଂଖ୍ୟାର ୬ ଗୁଣ। ଏ ନେଇ ଅଷ୍ଟ୍ରେଲିଆର ସିଡ୍ନୀସ୍ଥିତ ନ୍ୟୁ ସାଉଥ ଓ୍ବେଲ୍ସ ୟୁନିଭର୍ସିଟିର ବୈଜ୍ଞାନିକମାନଙ୍କ ଦ୍ୱାରା କରାଯାଇଥିବା…
ଭୁଲ୍ କୋଭିଡ୍ ତଥ୍ୟ ପ୍ରତି ସତର୍କ ରୁହ
ଓ୍ବାଶିଂଟନ୍, ୧୯ା୫: ଭାରତରେ କରୋନାର ଘାତକ ଦ୍ୱିତୀୟ ଲହର ଜାରି ଥିବାବେଳେ ଭାରତୀୟ-ଆମେରିକୀୟ ଏବଂ ଭାରତୀୟଙ୍କୁ କରୋନା ସମ୍ପର୍କିତ ମିଥ୍ୟା ଖବର ପ୍ରତି ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି ଆମେରିକାର ସର୍ଜନ ଜେନେରାଲ ବିବେକ ମୂର୍ତ୍ତି। ବିଶେଷ କରି ସୋସିଆଲ ମିଡିଆରେ…
ଟିକା ନେଇ ଫଶିଲେ ଏହି କ୍ରିକେଟର୍
ନୂଆଦିଲ୍ଲୀ,୧୯।୫: କରୋନା ଟିକା ନେଇ ଫଶିଯାଇଛନ୍ତି ଭାରତୀୟ କ୍ରିକେଟର୍ କୁଳଦୀପ ଯାଦବ। ମେ ୧୫ରେ, ଟୀକାକରଣର ପ୍ରଥମ ଡୋଜ୍ ଗ୍ରହଣ କରିବା ପରେ କୁଳଦୀପ ଯାଦବ ଏକ ଫଟୋ ସୋସିଆଲ ମିଡିଆରେ ଶେୟାର କରିଥିଲେ ଏବଂ ସମସ୍ତଙ୍କୁ ଟିକା ଦେବାକୁ ଅନୁରୋଧ…
ଗାଜାରେ ଥମୁନି ସଂଘର୍ଷ
ଜେରୁଜେଲମ୍/ଗାଜା ସିଟି,୧୯ା୫: ବିବାଦୀୟ କ୍ଷେତ୍ର ଜେରୁଜେଲମ୍କୁ ନେଇ ଗତ ସପ୍ତାହରେ ଇସ୍ରାଏଲ୍ ଓ ପାଲେଷ୍ଟାଇନ୍ ମଧ୍ୟରେ ଆରମ୍ଭ ହୋଇଥିବା ରକ୍ତାକ୍ତ ସଂଘର୍ଷ ଥମିବାର ନାଁ ନେଉନାହିଁ। ଗାଜା ଷ୍ଟ୍ରିପ୍ରେ ୬୧ ଶିଶୁଙ୍କ ସମେତ ୨୧୨ ଜଣଙ୍କ ମୃତ୍ୟୁ ଘଟିସାରିଲାଣି। ସେହିପରି ଇସ୍ରାଏଲ୍ରେ…
ସଂକ୍ରମଣ ବେଗରେ ସାମାନ୍ୟ ବ୍ରେକ୍ : ଦିନକରେ ୨.୬୭ ଲକ୍ଷ ସଂକ୍ରମିତ, ୩,୯୧୨ ମୃତ
ନୂଆଦିଲ୍ଲୀ,୧୯।୫: ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟ ପୁଣି ଦ୍ରୁତ ଗତିରେ ବୃଦ୍ଧି ପାଇବାରେ ଲାଗିଛି। ଗତ କିଛିଦିନ ହେବ ପ୍ରତିଦିନ ତିନି ଲକ୍ଷରୁ ଅଧିକ ନୂତନ କରୋନା ମାମଲା ଆସୁଥିବାବେଳେ ଗତ ୩ ଦିନ ହେବ ୩ ଲକ୍ଷ ତଳକୁ ସଂକ୍ରମିତ…
କମୁନି ସଂକ୍ରମଣ: ରାଜ୍ୟରେ ଆଜି ୧୧,୦୯୯ ସଂକ୍ରମିତ ଚିହ୍ନଟ
ଭୁବନେଶ୍ୱର,୧୯।୫(ବ୍ୟୁରୋ): ରାଜ୍ୟରେ କରୋନା ମହାମାରୀ ପ୍ରତିଦିନ ରେକର୍ଡ ଭାଙ୍ଗୁଛି। ବୁଧବାର ରାଜ୍ୟରେ ୧୧,୦୯୯ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହି ଆକ୍ରାନ୍ତଙ୍କ ମଧ୍ୟରୁ ୬୨୧୪ ଜଣ କ୍ୱାରାଣ୍ଟାଇନ୍ରେ ଥିଲେ। ବାକି ୪୮୮୫ଟି ହେଉଛି ଲୋକାଲ କେସ। ଆଜି ଖେର୍ଦ୍ଧା ଜିଲାରୁ ସର୍ବାଧିକ…
କରୋନା ନେଲା ମନ୍ତ୍ରୀଙ୍କ ଜୀବନ
ଲକ୍ଷ୍ନୌ,୧୯।୫: କରୋନା ପୁଣି ଜଣେ ମନ୍ତ୍ରୀଙ୍କ ଜୀବନ ନେଇଛି। ଉତ୍ତରପ୍ରଦେଶର ମୁଜାଫରନଗର ଚରଥାଭାଲ ନିର୍ବାଚନମଣ୍ଡଳୀର ଭାଜପା ବିଧାୟକ ତଥା ବନ୍ୟା ନିୟନ୍ତ୍ରଣ ଏବଂ ରାଜସ୍ବ ମନ୍ତ୍ରୀ ବିଜୟ କାଶ୍ୟପଙ୍କ କରୋନାରେ ପରଲୋକ ଘଟିଛି। କରୋନା ଆକ୍ରାନ୍ତ ହୋଇ ସେ ପ୍ରାୟ ୨୦…
ପ୍ରଥମ ଦେଖାରେ ପୁଅଙ୍କ କ’ଣ ପ୍ରଭାବିତ କରିଥାଏ ଝିଅଙ୍କୁ
ପହିଲି ପ୍ରେମ ପରି ପ୍ରଥମ ଦେଖା। ପ୍ରେମିକାପ୍ରେମିକାଙ୍କ ମନରେ ଏହା ଏକ ଅଭୁଲା ସ୍ମୃତି ହୋଇ ରହିଥାଏ। କାରଣ ପ୍ରଥମ ଦେଖାରେ ମନକୁ ଯେଉଁ ଭାବନା ଆସିଥାଏ ତାହା ସବୁଦିନ ପାଇଁ ମନରେ ରହିଯାଏ। ତେବେ ଏହି ପ୍ରଥମ ଦେଖାରେ ଝିଅମାନେ…
ଶିକ୍ଷକଙ୍କୁ କରୋନା ଯୋଦ୍ଧା ଘୋଷଣା କରାଯାଉ
ଭୁବନେଶ୍ୱର, ୧୯ା୫(ବ୍ୟୁରୋ):କରୋନା ଲଢ଼େଇରେ ଆରମ୍ଭରୁ ନିଜକୁ ସାମିଲ କରିଥିବା ଶିକ୍ଷକଙ୍କୁ ତୁରନ୍ତ କରୋନା ଯୋଦ୍ଧାର ମାନ୍ୟତା ମିଳୁ। ରାଜ୍ୟ ସରକାର ଶିକ୍ଷକଙ୍କୁ ଯୋଦ୍ଧା ଭାବେ ଘୋଷଣା କରନ୍ତୁ ବୋଲି ଓଡ଼ିଶା ସ୍କୁଲ କଲେଜ ଶିକ୍ଷକ କର୍ମଚାରୀ ମିଳିତ ମଞ୍ଚ ଦାବି କରିଛି।…
କରୋନା ଆକ୍ରାନ୍ତଙ୍କ ସାହାରା ଅଭିନେତା ଋଷି
ଭୁବନେଶ୍ୱର, ୧୯।୫ (ବ୍ୟୁରୋ):କରୋନା ମହାମାରୀର ଭୟାବହ ପରିସ୍ଥିତିରେ ଅନେକ ସହୃଦୟ ବ୍ୟକ୍ତି ଓ ଅନୁଷ୍ଠାନ ଲୋକଙ୍କୁ ସାହାଯ୍ୟ କରିବାକୁ ଆଗେଇ ଆସୁଛନ୍ତି। କିଏ କରୋନା ସଂକ୍ରମିତଙ୍କୁ ମାଗଣାରେ ଖାଇବାକୁ ଦେଉଛନ୍ତି ତ ଆଉ କିଏ ସେମାନଙ୍କୁ ଅକ୍ସିଜେନ ଯୋଗାଇ ଦେଉଛନ୍ତି। ଓଲିଉଡ୍…
ଟ୍ରେନ୍ରେ ବୃଦ୍ଧଙ୍କ ମୃତ୍ୟୁ, ଓହ୍ଲାଇଦେଲେ ସହଯାତ୍ରୀ
ଭୁବନେଶ୍ୱର,୧୯ା୫(ବ୍ୟୁରୋ):ରବିବାର ସନ୍ଧ୍ୟାରେ ଖୋର୍ଦ୍ଧାରୋଡ ନିକଟରେ ଯାଉଥିବା ଏକ ଚଳନ୍ତା ଟ୍ରେନରେ ଜଣେ ବୃଦ୍ଧ ଯାତ୍ରୀଙ୍କ ହଠାତ ମୃତ୍ୟୁ ଘଟିଥିଲା। ତାଙ୍କ ସହ ଯାତ୍ରା କରୁଥିବା ବୃଦ୍ଧା ସ୍ତ୍ରୀ ଜଣକ ସହଯାତ୍ରୀଙ୍କୁ ସହାୟତା ମାଗିଥିଲେ ମଧ୍ୟ କେହି ଶୁଣି ନ ଥିଲେ। ଓଲଟା…
ଓଡ଼ିଶା ସମେତ ୬ ରାଜ୍ୟରେ ସଂକ୍ରମଣ ସ୍ଥିର
ଭୁବନେଶ୍ୱର, ୧୯।୫(ବ୍ୟୁରୋ):ଓଡ଼ିଶା ସମେତ ଆନ୍ଧ୍ରପ୍ରଦେଶ, ଆସାମ, ପଣ୍ଡିଚେରୀ, ପଶ୍ଚିମବଙ୍ଗ ଓ ନାଗାଲାଣ୍ଡ ଆଦି ୬ ରାଜ୍ୟରେ ସଂକ୍ରମଣ ହାର ସ୍ଥିର ରହିଛି କିମ୍ବା ହ୍ରାସ ପାଇବା ଆରମ୍ଭ କରିଛି। ମେ’ ପ୍ରଥମ ସପ୍ତାହରେ ଓଡ଼ିଶାର ହାରାହାରି ସଂକ୍ରମଣ ହାର ୨୪.୪ ପ୍ରତିଶତ…
Archives


