ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରେ ମିଶିବ ଖଲ୍ଲିକୋଟ କ୍ଲଷ୍ଟର ବିଶ୍ୱବିଦ୍ୟାଳୟ
ଭୁବନେଶ୍ୱର, ୧୯।୫(ବ୍ୟୁରୋ):ଅସ୍ତିତ୍ୱ ହରାଇବ ଖଲ୍ଲିକୋଟ କ୍ଲଷ୍ଟର ବିଶ୍ୱବିଦ୍ୟାଳୟ। ଆସନ୍ତା ସେପ୍ଟେମ୍ବର ୧ରୁ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରେ ମିଶିଯିବ ଏହି ପ୍ରମୁଖ ଉଚ୍ଚ ଶିକ୍ଷାନୁଷ୍ଠାନ। ଖଲ୍ଲିକୋଟ ବିଶ୍ୱବିଦ୍ୟାଳୟ ମିଶ୍ରଣ ନେଇ ମଙ୍ଗଳବାର ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି। ଏହା ଏକକ…
ପୁଣି ଫେଲ ମାରିଲା କ୍ରୋମ୍ ଇ-ନିଲାମ
ଯାଜପୁର ଅଫିସ,୧୯ା୫: ଓଡ଼ିଶା ଖଣି ନିଗମ (ଓଏମ୍ସି) ଦ୍ୱାରା ସୋମବାର ଅର୍ଥାତ୍ ୧୭ା୫ା୨୦୨୧ରେ ଆହୂତ ଇ-ନିଲାମ ପ୍ରକ୍ରିୟା ସମ୍ପୂର୍ଣ୍ଣ ବିଫଳ ହୋଇଛି। ଏହି ନିଲାମରେ ବିକ୍ରି ପାଇଁ ରଖାଯାଇଥିବା ୭ ହଜାର ମେଟ୍ରିକ ଟନ୍ (ଏମ୍ଟି) କ୍ରୋମାଇଟ୍ ବିକ୍ରି ହୋଇ ପାରିନାହିଁ।…
ମୃତ୍ୟୁ ତଥ୍ୟକୁ ନେଇ ବିବାଦ
ଭୁବନେଶ୍ୱର,୧୯ା୫(ବ୍ୟୁରୋ):କରୋନାର ଦ୍ୱିତୀୟ ଲହର ମାରାତ୍ମକ ସାବ୍ୟସ୍ତ ହୋଇଛି। ଦେଶରେ ଗତ କିଛିଦିନ ହେଲା କରୋନା ଆକ୍ରାନ୍ତଙ୍କ ମୃତ୍ୟୁସଂଖ୍ୟା ସରକାରୀ ତଥ୍ୟ ଅନୁସାରେ ହାରାହାରି ପ୍ରାୟ ୪୦୦୦ ରହୁଛି। ଓଡ଼ିଶାରେ ମଧ୍ୟ ମୃତ୍ୟୁସଂଖ୍ୟା ଚିନ୍ତାଜନକ ଥିବାବେଳେ ତଥ୍ୟକୁ ନେଇ ବିବାଦ ସୃଷ୍ଟି ହେଉଛି।…
ଦାନା ବାନ୍ଧୁଛି ବାତ୍ୟା
ଭୁବନେଶ୍ୱର,୧୯ା୫(ବ୍ୟୁରୋ):କରୋନା ମହାମାରୀ ବିପଦରେ ଘାଣ୍ଟି ହେଉଥିବା ଓଡ଼ିଶା ଆଉ ଏକ ପ୍ରାକୃତିକ ବିପର୍ଯ୍ୟୟର ସମ୍ମୁଖୀନ ହେବାକୁ ଯାଉଛି। ଆରବସାଗର ପରେ କେନ୍ଦ୍ରୀୟ ବଙ୍ଗୋପସାଗରରେ ଏକ ବାତ୍ୟା ଦାନା ବାନ୍ଧୁଛି। ଆସନ୍ତା ୨୦ କିମ୍ବା ୨୧ ତାରିଖରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବ।…
ନିଜକୁ ସୁରକ୍ଷିତ ରଖିବା ପାଇଁ ଛୋଟ କଙ୍କଡା କରୁଛି ଏପରି
ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛି ନା କିଛି ନୂତନ ଭିଡିଓ ଏବଂ ଫଟୋ ଭାଇରାଲ ହେଉଛି। ସେଥିରୁ କେତେକ ଭିଡିଓ ଏବଂ ଫଟୋ ହସର ଖୋରାକ ଯୋଗାଉଥିବା ବେଳେ କେତେକ ଭାବପ୍ରବଣ କରିଦିଏ। ସେହିଭଳି ଟୁଇଟରରେ ଏବେ ଏକ ଭିଡିଓ…
ସୁଶୀଲଙ୍କୁ ମିଳିଲାନି ଜାମିନ
ନୂଆଦିଲ୍ଲୀ, ୧୮ା୫ – ଫେରାର ଥିବା ଅଲିମ୍ପିକ ପଦକ ବିଜେତା ରେସ୍ଲର ସୁଶୀଲ କୁମାରଙ୍କୁ ଆଗୁଆ ଜାମିନ ଦେବାକୁ ମନା କରିଦେଇଛନ୍ତି ସ୍ଥାନୀୟ କୋର୍ଟ। ଛତ୍ରସାଲ ଷ୍ଟାଡିୟମରେ ଜଣେ ରେସଲରଙ୍କୁ ହତ୍ୟା ଘଟଣାରେ ସୁଶୀଲ ସମ୍ପୃକ୍ତ ଥିବା ସନ୍ଦେହ କରାଯାଉଛି। ତାଙ୍କ…
ମୃତ୍ୟୁ ମୁହଁରେ ଥାଇ ଭିଡିଓରେ ଏମିତି କହିଲେ ପଦ୍ମଶ୍ରୀ ପ୍ରାପ୍ତ ଡାକ୍ତର
ନୂଆଦିଲ୍ଲୀ, ୧୮।୫ : ଭାରତୀୟ ମେଡିକାଲ ଆସୋସିଏଶନ (ଆଇଏମ୍ଏ) ପୂର୍ବତନ ସଭାପତି ତଥା ପଦ୍ମଶ୍ରୀ ପ୍ରାପ୍ତ ଡ. କେ କେ ଅଗ୍ରଓ୍ବାଲଙ୍କ ସୋମବାର ବିଳମ୍ବିତ ରାତିରେ ମୃତ୍ୟୁ ଘଟିଛି। ଦୁଇ ସପ୍ତାହ ତଳେ ସେ ଶେୟାର କରିଥିବା ଫେସବୁକ ଭିଡିଓ ଏବେ…
ଦୁଇ ସପ୍ତାହ ମଧ୍ୟରେ ୨ରୁ ୧୮ ବର୍ଷର ପିଲାଙ୍କ ପାଇଁ ଆରମ୍ଭ ହେବ ଭାକ୍ସିନ ଟ୍ରାଏଲ
ନୂଆଦିଲ୍ଲୀ, ୧୮।୫ : ଆସନ୍ତା ୨ ସପ୍ତାହ ମଧ୍ୟରେ ୨ରୁ ୧୮ ବର୍ଷର ପିଲାଙ୍କ ଉପରେ କୋଭିଡ୍-୧୯ ଟିକା କୋଭାକ୍ସିନର ପରୀକ୍ଷା ଆରମ୍ଭ ହେବ। ଏ ନେଇ ନୀତି ଆୟୋଗ ସଦସ୍ୟ ଡ. ଭି କେ ପଲ ମଙ୍ଗଳବାର ଏକ ଖବରଦାତା…
ବାପାଙ୍କ ଏକାଦଶାହରେ ଚାଲିଗଲା ପୁଅ
ନିଶ୍ଚିନ୍ତକୋଇଲି,୧୮ା୫(ସ୍ବ.ପ୍ର.)- କଟକ ଜିଲା ନିଶ୍ଚିନ୍ତକୋଇଲି ବ୍ଲକ ଦାଉଦପୁର ପଞ୍ଚାୟତ ଅନ୍ତର୍ଗତ ଗୋପୀନାଥପୁର ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛିି। ବାପାଙ୍କ ଏକାଦଶାହରେ ପୁଅର ମୃତ୍ୟୁ ଘଟିଛି। ସେ ହେଲେ ରାଜେଶ ନାୟକ(୩୫)। ଗତ ୮ ତାରିଖରେ ତାଙ୍କ ବାପା କୁଳମଣି ନାୟକ(୫୫)ଙ୍କ…
‘ ଭଗବାନଙ୍କ ଭରସାରେ ଉତ୍ତର ପ୍ରଦେଶର ସ୍ବାସ୍ଥ୍ୟସେବା ’
ପ୍ରୟାଗରାଜ, ୧୮।୫ : ଉତ୍ତର ପ୍ରଦେଶର ଗ୍ରାମାଞ୍ଚଳ ଓ ସହରାଞ୍ଚଳର ସ୍ବାସ୍ଥ୍ୟ ସେବା ଭଗବାନ ରାମଙ୍କ ଭରସାରେ। କୋଭିଡ୍ କେୟାର ଉପରେ ଦାଖଲ ହୋଇଥିବା ଏକ ଯାଚିକାର ଶୁଣାଣି କରି ଆଲାବାଦ୍ ହାଇକୋର୍ଟ ଏଭଳି କହିଛନ୍ତି। ହସ୍ପିଟାଲରେ ଭର୍ତ୍ତି ହେଲା ପରେ…
ଅଷ୍ଟ୍ରେଲିଆ ଖେଳାଳିଙ୍କ କ୍ୱାରେଣ୍ଟିନ ଖର୍ଚ୍ଚ ବହନ କରୁଛି ବିସିସିଆଇ
ସିଡ୍ନୀ, ୧୮।୫ : ଆଇପିଏଲରେ ଭାଗ ନେଇଥିବା ଅଷ୍ଟ୍ରେଲିଆନ ଖେଳାଳି ସ୍ବଦେଶ ପହଞ୍ଚିବା ପରେ ୧୪ ଦିନିଆ କ୍ୱାରେଣ୍ଟିନରେ ରହିଛନ୍ତି। ଏଥି ଲାଗି ସମ୍ପୂର୍ଣ୍ଣ ଖର୍ଚ୍ଚ ବହନ କରୁଛି ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ)। ଏହା ମଙ୍ଗଳବାର ସ୍ପଷ୍ଟ କରିଛନ୍ତି…
ଯାଆଁଳା ଭାଇଙ୍କୁ ଏକାସାଙ୍ଗେ ନେଲା କରୋନା
ମିରଟ, ୧୮।୫ : ମାତ୍ର ୩ ମିନିଟ୍ର ବ୍ୟବଧାନରେ ଜନ୍ମ ହୋଇଥିଲେ ଦୁଇ ଯାଆଁଳା ଭାଇ। ଦେଖିବାକୁ ଏକାଭଳି। ଏକାସାଙ୍ଗେ ବଡ଼ ହେଲେ। ସାଙ୍ଗ ହୋଇ କମ୍ପ୍ୟୁଟର ଇଞ୍ଜିନିୟରିଂରେ ବି. ଟେକ କଲେ। ଦୁହିଁଙ୍କ ସ୍ବପ୍ନ ଥିଲା ବିଦେଶରେ ସେଟେଲ ହେବା।…
Archives


