୩ ମାସ ପରେ ଭାକ୍ସିନ ନେଇପାରିବେ କରୋନାରୁ ସୁସ୍ଥ ହୋଇଥିବା ବ୍ୟକ୍ତି: ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଦେଲା ମଞ୍ଜୁରୀ
ନୂଆଦିଲ୍ଲୀ, ୧୯।୫: ନ୍ୟାସନାଲ ଏକ୍ସପର୍ଟ ଗ୍ରୁପ୍ ଅନ୍ ଭାକ୍ସିନ ଆଡ୍ମିନିଷ୍ଟ୍ରଶନ୍ (ଏନ୍ଇଜିଭିଏସି) ପକ୍ଷରୁ କରୋନା ଭାକ୍ସିନ ଟିକାକରଣ ନେଇ ଦିଆଯାଇଥିବା ପରାମର୍ଶ ଉପରେ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ମଞ୍ଜୁରୀ ପ୍ରଦାନ କରିଛି। ଏଣିକି କରୋନାରୁ ସୁସ୍ଥ ହୋଇଥିବା ବ୍ୟକ୍ତି ୩ମାସ ପରେ ଭାକ୍ସିନ…
ଏହି ଅଭିନେତାଙ୍କର ଥିଲେ ୨୫ ଗର୍ଲଫ୍ରେଣ୍ଡ, ଶେଷରେ ଆଉ ଜଣଙ୍କ ସହ ପଡ଼ିଥିଲା ହାତଗଣ୍ଠି
ମୁମ୍ବାଇ: ବଲିଉଡ୍ ଫିଲ୍ମ ଇଣ୍ଡଷ୍ଟ୍ରିରେ ଅନେକ ପ୍ରେମ କାହାଣୀ ଅଛି। ଯାହା ଲୋକଙ୍କ ପାଇଁ ଏକ ଉଦାହରଣ। ପ୍ରଥମ ଦେଖାରେ ପ୍ରେମ ପରେ ବିବାହ। ଏହା କେବଳ ଫିଲ୍ମ ନୁହେଁ ବଲିଉଡ୍ର ଅନେକ ଷ୍ଟାରଙ୍କ କ୍ଷେତ୍ରରେ ମଧ୍ୟ ଏହା ଦେଖିବାକୁ ମିଳିଛି।…
ବ୍ଲାକ୍ ଫଙ୍ଗସ୍କୁ ମହାମାରୀ ଘୋଷଣା କଲେ ରାଜସ୍ଥାନ ସରକାର
ଜୟପୁର,୧୯।୫: କରୋନା ସଂକ୍ରମଣରୁ ଠିକ୍ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ଦେଖାଦେଉଥିବା ବ୍ଲାକ୍ ଫଙ୍ଗସ୍କୁ ମହାମାରୀ ଘୋଷଣା କଲେ ରାଜସ୍ଥାନ ସରକାର। ରାଜସ୍ଥାନ ମହାମାରୀ ଅଧିନିୟମ ୨୦୨୦ ଅନୁଯାୟୀ ବୁଧବାର ସମଗ୍ର ରାଜ୍ୟରେ ବ୍ଲାକ୍ ଫଙ୍ଗସ୍କୁ ମହାମାରୀ ବୋଲି ଘୋଷଣା କରାଯାଇଛି। ରାଜ୍ୟର…
ଏହି ପ୍ରସିଦ୍ଧ ଅଭିନେତା ଐଶ୍ୱର୍ଯ୍ୟାଙ୍କୁ କହିଥିଲେ ସେକ୍ସି , ପାଗଳ ପରି ତାଙ୍କୁ ଦେଖେ
ବଲିଉଡରେ ଅନେକ ସୁନ୍ଦରୀ ଅଛନ୍ତି, ଯାହାଙ୍କ ସୌନ୍ଦର୍ଯ୍ୟରେ ଦର୍ଶକ ପାଗଳ। ମାତ୍ର ଯେତେବେଳେ ସବୁଠାରୁ ସୁନ୍ଦରୀ ଅଭିନେତ୍ରୀଙ୍କ କଥା ଆସେ, ସେତେବେଳେ ପ୍ରଥମ ନାମ ଐଶ୍ୱର୍ଯ୍ୟା ରାୟଙ୍କ ଆସେ। ଐଶ୍ୱର୍ଯ୍ୟାଙ୍କ ସୌନ୍ଦର୍ଯ୍ୟରେ ପୁରା ଦୁନିଆ ପାଗଳ। ତାଙ୍କର ଲକ୍ଷ ଲକ୍ଷ ପ୍ରଶଂସକ…
ଥରିଲା ଜମ୍ମୁ-କଶ୍ମୀର
ଶ୍ରୀନଗର,୧୯।୫: ଜମ୍ମୁ-କଶ୍ମୀରରେ ବୁଧବାର ମୃଦୁ ଭୂକମ୍ପ ଅନୁଭୂତ ହୋଇଛି। ଜମ୍ମୁ-କଶ୍ମୀରର ଡୋଡା ଅଞ୍ଚଳରେ ଦ୍ୱିପ୍ରହର ୨ଟା ୩୪ ମିନିଟ୍ରେ ଭୂକମ୍ପ ଝଟ୍କା ଅନୁଭୂତ ହୋଇଥିଲା। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୩.୨ ରହିଛି। ଏନେଇ ନ୍ୟାସନାଲ ସେଣ୍ଟର ଅଫ୍ ସିସ୍ମୋଲୋଜି ପକ୍ଷରୁ…
୭୦ ବର୍ଷ ଧରି ଅଦୃଶ୍ୟ ହୋଇଯାଇଥିଲା ଏହି ଗାଁ, ଏବେ ମିଳିଲା ଏମିତି
୭୦ ବର୍ଷ ପୂର୍ବରୁ ଇଟାଲୀ ହ୍ରଦରେ ଏକ ଗାଁ ହଜିଯାଇଥିବା ବେଳେ ବର୍ତ୍ତମାନ ଏହା ମିଳିଛି। ଅର୍ଥାତ୍ ଏହି ଗାଁ ୭୦ ବର୍ଷ ତଳେ ଅଦୃଶ୍ୟ ହୋଇଯାଇଥିଲା। ଯାହା ବିଷୟରେ କେହି କିଛି ଜାଣି ନ ଥିଲେ। ବର୍ତ୍ତମାନ ଇଟାଲୀ ହ୍ରଦରେ…
ନିଜ ପରିସ୍ରା ନିଜେ ପିଇ ଓଜନ କମାଇଲେ ଏହି ମହିଳା, କହିଲେ ଦୃଷ୍ଟିଶକ୍ତି ବି ବଢୁଛି
ଓ୍ବାଶିଂଟନ,୧୯।୫: ଆମେରିକାର ଜଣେ ମହିଳା ଏକ ଅଜବ ଦାବି କରିବା ପରେ ଏହା ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେଉଛି। ୩୨ ବର୍ଷୀୟା ଗେସ୍ ଜୋନ୍ସ ନାମକ ଏହି ମହିଳା ନିଜ ପରିସ୍ରା ନିଜେ ପିଉଛନ୍ତି। ଏଥିସହିତ ଏହାକୁ ସେ ତାଙ୍କ…
ସାଇକେଲ୍ରେ ବୁଲୁଥିବା ଜିଲାପାଳଙ୍କୁ ଅଟକାଇଲେ ମହିଳା କନଷ୍ଟେବଳ
ଭିଲଓ୍ବାଡା,୧୯।୫: କରୋନା ପ୍ରକୋପ ଯୋଗୁ ରାଜସ୍ଥାନ ଭିଲଓ୍ବାଡାରେ ଲକ୍ଡାଉନ ଜାରି ରହିଛି। କଟକଣା ସତ୍ତ୍ୱେ ବି କେତେକ ଅମାନିଆ ବାହାରେ ବୁଲୁଥିବାର ନଜିର ରହିଛି। ଫଳରେ ଲକ୍ଡାଉନ ସ୍ଥିତି ସମୀକ୍ଷା ପାଇଁ ସହର ପରିକ୍ରମାରେ ବାହାରିଥିଲେ ନିଜେ ଜିଲାପାଳ। ଏହି ସମୟରେ…
କରୋନାର ଚମତ୍କାରୀ ଆୟୁର୍ବେଦ ଔଷଧ ନେବାକୁ ଲମ୍ବା ଲାଇନ୍…
ବିଶାଖାପଟ୍ଟନମ୍,୧୯।୫: ଦେଶରେ କରୋନା ମହାମାରୀ ସଂକ୍ରମଣ ଯୋଗୁ ଲୋକଙ୍କ ମଧ୍ୟରେ ଆତଙ୍କ ଦେଖାଦେଇଛି। ଏପରିସ୍ଥଳେ ସରକାରଙ୍କ ପକ୍ଷରୁ ସାର୍ବଜନୀକ ଟିକାକରଣ ଅଭିଯାନ ଜାରି ରହିଛି। ତେବେ ଆନ୍ଧ୍ରପ୍ରଦେଶର ନେଲୋର ଜିଲାର କୃଷ୍ଣାପଟ୍ଟନମ୍ ଗାଁରେ କରୋନାର ଚମତ୍କାରୀ ଆୟୁର୍ବେଦ ଔଷଧ ନେବାକୁ ଲମ୍ବା…
ଭାରତରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୩ ପ୍ରତିଶତ କମିଛି: ଡବ୍ଲ୍ୟୁଏଚ୍ଓ
ନୂଆଦିଲ୍ଲୀ,୧୯।୫: ଦେଶରେ କରୋନାର ଦ୍ୱିତୀୟ ଲହର ଧୀରେ ଧୀରେ ହ୍ରାସ ପାଇବାରେ ଲାଗିଛି। ତେବେ କରୋନା ପିକ୍ ବିଷୟରେ କୌଣସି ସରକାରୀସ୍ତରରେ ନିଶ୍ଚିତକରଣ ହୋଇନାହିଁ। କିନ୍ତୁ ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ (WHO) ରିପୋର୍ଟ କରିଛି ଯେ, ଗତ ସପ୍ତାହରେ କରୋନା ଭୂତାଣୁ…
‘ଦ ଫ୍ୟାମିଲି ମ୍ୟାନ-୨’ର ଟ୍ରେଲର ରିଲିଜ୍: ଏଥିରେ ଦେଖିବାକୁ ମିଳିବ ଏହି ଅଭିନେତାଙ୍କ ଶେଷ ଅଭିନୟ
ମୁମ୍ବାଇ: ଆମାଜନ ପ୍ରାଇମ୍ ଭିଡିଓର ସବୁଠାରୁ ପପୁଲାର ଓ୍ବେବ୍ ସିରିଜ୍ ‘ଦ ଫ୍ୟାମିଲି ମ୍ୟାନ-୨’ର ଟ୍ରେଲର ରିଲିଜ୍ ହୋଇଛି। ଏହି ଟ୍ରେଲରଟି ୨ ମିନିଟ୍ ୪୯ ସେକେଣ୍ଡର ରହିଥିବା ବେଳେ ଏଥିରେ ବହୁ ଷ୍ଟାରରଙ୍କ ଦମ୍ଦାର ଅଭିନୟ ଦେଖିବାକୁ ମିଳିଛି। ଏହି…
କରୋନା ଟିକା ନେଲେ ନପୁଂସକ ହେବା ଭୟ: ଟିକାକେନ୍ଦ୍ର ପଡ଼ିଛି ଖାଲି..
ମୁମ୍ବାଇ,୧୯।୫: ଦେଶରେ କରୋନା ମହାମାରୀ ସଂକ୍ରମଣ ଯୋଗୁ ଲୋକଙ୍କ ମଧ୍ୟରେ ଆତଙ୍କ ଦେଖାଦେଇଛି। ଏପରିସ୍ଥଳେ ସରକାରଙ୍କ ପକ୍ଷରୁ ଜାରି ରହିଥିବା ସାର୍ବଜନୀକ ଟିକାକରଣ ଅଭିଯାନ କେତେକ ରାଜ୍ୟରେ ଲୋକଙ୍କ ମଧ୍ୟରେ ସଚେତନତା ଅଭାବରୁ ସଫଳ ହୋଇ ପାରୁନାହିଁ। ମହାରାଷ୍ଟ୍ରର ଧାନେରା ତହସିଲ୍ର…
Archives


