ଅକ୍ସିଜେନ୍, ଔଷଧ କଳାବଜାର ରୋକ
ଭୁବନେଶ୍ୱର,୨୦।୫(ବ୍ୟୁରୋ): କରୋନା ସଙ୍କଟ ମଧ୍ୟରେ ଆକ୍ରାନ୍ତଙ୍କ ଜୀବନ ରକ୍ଷା ପାଇଁ ଅତି ଜରୁରୀ ହୋଇଥିବା ମେଡିକାଲ ଅକ୍ସିଜେନ ଓ ଔଷଧ କଳାବଜାର ହେଉଛି। ଏନେଇ ରାଜ୍ୟ ମାନବାଧିକାର ଆୟୋଗ (ଓଏଚ୍ଆର୍ସି) କ୍ଷୁବ୍ଧ ହୋଇଛନ୍ତି। ନିଜ ଆଡୁ ରୁଜୁ ହୋଇଥିବା ମାମଲାର ବିଚାର…
ଭୋଜି ବନ୍ଦ, କନ୍ୟା ବାପାଙ୍କୁ ଏକଲକ୍ଷ ଜରିମାନା
ଦେବଗଡ଼, ୧୯ା୫ – ଦେବଗଡ଼ ପୌରାଞ୍ଚଳର ପୁରୁଣାଗଡରେ ବୁଧବାର କୋଭିଡ୍ ନିୟମ ଉଲ୍ଲଂଘନ କରାଯାଇ ଏକ ବିବାହ ଭୋଜି ଆୟୋଜନ ହୋଇଥିଲା। କିନ୍ତୁ ହଠାତ୍ ଚଢ଼ାଉ କରିଥିଲା ପୋଲିସ। ଭୋଜି ବନ୍ଦ କରିବା ସହ ଆୟୋଜନକାରୀ କନ୍ୟାର ବାପାଙ୍କୁ ୧ ଲକ୍ଷ…
ବ୍ୟାଣ୍ଡ ବାଜା, ପ୍ରୋସେଶନ ସହ ପୋଷା କୁକୁରକୁ ବିଦାୟ ଦେଲେ ମାଲିକ
ସମାସ୍ତିପୁର (ବିହାର),୧୯।୫: କୁକୁର ମଣିଷର ଭଲ ବନ୍ଧୁ। ଆଉ ଭଲ ବନ୍ଧୁର ବିଦାୟ ସଭିଙ୍କ ପାଇଁ କଷ୍ଟ ଦାୟକ। ଏହାକୁ ଶବ୍ଦରେ ପ୍ରକାଶ କରିବା ସମ୍ଭବ ନୁହେଁ। ପୋଷା କୁକୁରର ମୃତ୍ୟୁ ପରେ ତାକୁ ବ୍ୟାଣ୍ଡ ବାଜା ଓ ପ୍ରୋସେଶନ ସହ…
ନେପାଳରେ ଭୂକମ୍ପ
କାଠମାଣ୍ଡୁ, ୧୯।୫: ନେପାଳର କେନ୍ଦ୍ରୀୟ ଲମଜୁଙ୍ଗ୍ ଜିଲାରେ ବୁଧବାର ଭୂକମ୍ପ ଅନୁଭୂତ ହୋଇଛି। ଏହାର ତୀବ୍ରତା ରିକ୍ଟର ସ୍କେଲ୍ରେ ୫.୮ ରହିଥିଲା। ଏଥିରେ ୬ ଜଣ ଆହତ ହୋଇଥିବା ବେଳେ ଅନେକ ଘର ଭାଙ୍ଗି ଯାଇଛି। ଭଗ୍ନାବଶେଷ ତଳେ ପୋତିହୋଇଥିବା ଜଣେ…
ସୁସ୍ଥହେବାର ୩ ମାସ ପରେ ଟିକା ନେବେ କୋଭିଡ୍ ଆକ୍ରାନ୍ତ
ନୂଆଦିଲ୍ଲୀ, ୧୯।୫: କରୋନାରେ ସଂକ୍ରମିତ ବ୍ୟକ୍ତି ସୁସ୍ଥ ହେବାର ୩ ମାସ ପରେ କୋଭିଡ୍ ଟିକା ନେଇପାରିବେ। ସେହିପରି ପ୍ରଥମ ଡୋଜ୍ ଟିକା ନେବା ପରେ ଯଦି ଜଣେ ଭୂତାଣୁ ସଂକ୍ରମିତ ହୁଅନ୍ତି, ତେବେ ତାଙ୍କୁ ଦ୍ୱିତୀୟ ଡୋଜ୍ ଟିକା ନେବା…
ମଲ୍ରେ ଟିକା ମନା
ଭୁବନେଶ୍ୱର,୧୯।୫(ବ୍ୟୁରୋ): ବିଭନ୍ନ ମହଲରୁ ଅସନ୍ତୋଷ ପ୍ରକାଶ ପାଇବା ପରେ ଶେଷରେ ଚେତିଲେ ରାଜ୍ୟ ସରକାର। ଡ୍ରାଇଭ୍ ଇନ୍ ଭ୍ୟାକ୍ସିନେସନ ଓ ଡୋର୍ ଷ୍ଟେପ୍ ଟିକାକରଣକୁ ସମ୍ପୂର୍ଣ୍ଣ ମନା କରିଦେଇଛନ୍ତି ରାଜ୍ୟ ସରକାର। ଭୁବନେଶ୍ୱର ମହାନଗର ନିଗମ(ବିଏମ୍ସି) ପକ୍ଷରୁ ପ୍ରଥମେ ଆରମ୍ଭ ହୋଇଥିଲା…
କୋଭିଡ୍ ଯୁଦ୍ଧରେ ହାରିଗଲେ ୨୬/୧୧ ହିରୋ
ନୂଆଦିଲ୍ଲୀ,୧୯।୫: ଜାତୀୟ ସୁରକ୍ଷା ଗାର୍ଡ (ଏନ୍ଏସ୍ଜି)ର ପୂର୍ବତନ ମୁଖ୍ୟ ଜେକେ ଦତ୍ତଙ୍କ ମୃତ୍ୟୁର କାରଣ ସାଜିଛି ମହାମାରୀ। ୨୬/୧୧ ମୁମ୍ବାଇ ଆକ୍ରମଣରେ ଆତଙ୍କବାଦୀଙ୍କ ନିପାତ ପାଇଁ ‘ଅପରେଶନ୍ସ ବ୍ଲାକ ଟାର୍ନାଡୋ’ର ସେ ନେଇଥିଲେ ନେତୃତ୍ୱ। ମୃତ୍ୟୁ ବେଳକୁ ତାଙ୍କୁ ୭୨ ବର୍ଷ…
ସ୍ବାମୀଙ୍କ ମୃତ୍ୟୁ ଖବର ପାଇ ଚାଲିଗଲେ ସ୍ତ୍ରୀ: ଗୋଟିଏ ଜୁଇରେ ଜଳିଲେ ଦମ୍ପତି
ବରଗଡ଼ ଅଫିସ୍,୧୯।୫: ବରଗଡ଼ ଜିଲା ଭେଡ଼େନ ବ୍ଲକ ଅଧୀନ ଚିଚିଣ୍ଡା ଗ୍ରାମରେ ବୁଧବାର ଏକ ଦୁଃଖଦ ଘଟଣା ଘଟିଛି। ସ୍ବାମୀଙ୍କ ମୃତ୍ୟୁର ୫ମିନିଟ୍ ପରେ ହୃଦଘାତରେ ଚାଲିଯାଇଛି ସ୍ତ୍ରୀଙ୍କ ଜୀବନ। ମୃତକ ହେଲେ ଉକ୍ତ ଗ୍ରାମର ଗିରିଧାରୀ ମେହେର(୫୦) ଏବଂ ତାଙ୍କର…
ମାସ୍କ ପିନ୍ଧି ନ ଥିବାରୁ ଝିଅ ଆଗରେ ମା’ ଉପରେ ଅକଥନିୟ ନିର୍ଯାତନା
ଭୋପାଳ,୧୯।୫: ଝିଅ ଆଗରେ ଜଣେ ମହିଳାଙ୍କୁ ରାସ୍ତା ଉପରେ ଘୋଷାଡ଼ି ଘୋଷାଡ଼ି କିଛି ପୋଲିସ କର୍ମୀ ଗୋଇଠା, ବିଧା ମାରିଥିଲେ। କାରଣ ମହିଳା ଜଣଙ୍କ ପିନ୍ଧି ନ ଥିଲେ ମାସ୍କ। ମଧ୍ୟପ୍ରଦେଶର ସାଗର ଜିଲାରୁ ସାମ୍ନାକୁ ଆସିଛି ଏହି ଘଟଣା। କୋଭିଡ୍…
କରୋନାକୁ ହରାଇଲେ ମାସକର ଶିଶୁ
ନୂଆପଡ଼ା ଅଫିସ,୧୯।୫: କରୋନାର ଦ୍ୱିତୀୟ ଲହରରେ ଦିନକୁ ଦେଶରେ ୪ହଜାରୁ ଊର୍ଦ୍ଧ୍ୱ ଲୋକଙ୍କ ମୃତ୍ୟୁ ହେଉଛି। ଏଭଳି ସଙ୍କଟ ଜନକ ସ୍ଥିତିରେ ନୂଆପଡ଼ା ଜିଲାରୁ ଆସିଛି ଏକ ଖୁସି ଖବର। ମାସକର ଶିଶୁ କରୋନାକୁ ହରାଇ ସୁସ୍ଥ ହୋଇଥିବା ଜଣାପଡ଼ିଛି। ମିଳିଥିଲା…
ରଖେ ହରି ମାରେ କିଏ; ମୃତ ମା’ କୋଳରୁ ଉଦ୍ଧାର ହେଲା ଶିଶୁ
ଗାଜା ସିଟି,୧୯।୫: କଥାରେ ଅଛି ରଖେ ହରି ମାରେ କିଏ। ଏହାର ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି ଇସ୍ରାଏଲର ଏୟାର ଷ୍ଟ୍ରାଇକରେ ସମ୍ପୂର୍ଣ୍ଣ ଧ୍ୱଂଶ ହୋଇଯାଇଥିବା ଗାଜାର ଏକ ହସ୍ପିଟାଲରେ। ଶନିବାର ରାତି ଇସ୍ରାଏଲ ପକ୍ଷରୁ କରାଯାଇଥିବା ଏୟାର ଷ୍ଟ୍ରାଇକରେ ମହମ୍ମଦ…
ନୂଆ ଜୀବନ ଆରମ୍ଭ କରିବା ପୂର୍ବରୁ ଜୀବନ ହାରିଲେ ଯୁବତୀ
ଭଞ୍ଜନଗର,୧୯।୫: ଗଞ୍ଜାମ ଜିଲା ତାରସିଂ ଥାନା ଅନ୍ତର୍ଗତ ତୁରୁମୁରେ ବୁଧବାର ଏକ ଅଭାବନୀୟ ଘଟଣା ଘଟିଛି। ବିବାହ ଦିନ ଜଣେ ଯୁବତୀ ବିଷ ପିଇ ଆତ୍ମହତ୍ୟା କରିଛନ୍ତି। ସେ ହେଲେ ତୁରୁମୁ ଗ୍ରାମର ସନ୍ତୋଷିନୀ ନାୟକ। ପୋଲିସ ମୃତଦେହ ଜବତ କରି…
Archives


