Home Left

ଏହି କ୍ରିକେଟରଙ୍କୁ ପିଠିରେ ଉଠାଇ ବ୍ୟାୟାମ କଲେ ସ୍ତ୍ରୀ

ନୂଆଦିଲ୍ଲୀ,୨୦।୫:କୋଲକାତା ନାଇଟ ରାଇଡର୍ସ (କେକେଆର୍‌) ବ୍ୟାଟ୍ସମ୍ୟାନ ନୀତୀଶ ରାଣା ଗତ କିଛି ଆଇପିଏଲ ସିଜିନରେ ଭଲ ପ୍ରଦର୍ଶନ କରିଆସୁଛନ୍ତି। ଏହି ସମୟରେ ନୀତୀଶଙ୍କ ସ୍ତ୍ରୀ ସାଚ୍ଚି ମାରୱା ଏକ ଭିଡିଓ ପୋଷ୍ଟ କରିଛନ୍ତି। ଭିଡିଓରେ ସେ ନୀତୀଶ ରାଣାଙ୍କୁ ପିଠିରେ ଉଠାଇ…

ନାମ ପଞ୍ଜୀକରଣ ପରେ ବି ମିଳୁନି ଟିକା

କଟକ ଅଫିସ, ୨୦।୫: କଟକ ସହରରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। କରୋନା କବଳରୁ ରକ୍ଷା ପାଇବା ପାଇଁ ଟିକା ନେବାକୁ ଲୋକଙ୍କ ମଧ୍ୟରେ ଆଗ୍ରହ ବଢିବାରେ ଲାଗିଛି। ବର୍ତ୍ତମାନ ସହରର ୧୯ଟି ଟିକାକରଣ କେନ୍ଦ୍ରରେ ଟିକାଦାନ ଚାଲିଛି।…

ଗୃହ ସଙ୍ଗରୋଧକାରୀଙ୍କୁ ଗ୍ରୀନ୍‌, ରେଡ୍‌ ଫ୍ଲାଗ୍‌ରେ ବର୍ଗୀକରଣ

ଭୁବନେଶ୍ୱର, ୨୦।୫(ବ୍ୟୁରୋ): କରୋନା ସଂକ୍ରମିତଙ୍କ ସ୍ବାସ୍ଥ୍ୟ ସମ୍ବନ୍ଧୀୟ ସୁପରିଚାଳନା ପାଇଁ ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ପକ୍ଷରୁ ନୂଆ ପଦକ୍ଷେପ ଗ୍ରହଣ କରାଯାଇଛି। ଗୃହ ସଙ୍ଗରୋଧରେ ଥିବା ରୋଗୀଙ୍କୁ ନିୟମିତ ଆବଶ୍ୟକ ସେବା ଯୋଗାଇ ଦେବା ପାଇଁ ବର୍ଗୀକରଣ କରାଯାଇଛି। ସ୍ବଳ୍ପ…

ରାଜଭବନ ଆଗରେ ମେଣ୍ଢା ଧରି ବିକ୍ଷୋଭ

କୋଲକାତା, ୨୦।୫: ନାରଦ ଷ୍ଟିଙ୍ଗ୍‌ ଅପରେଶନ ମାମଲାର ତଦନ୍ତ କରୁଥିବା ସିବିଆଇ ପଶ୍ଚିମବଙ୍ଗର ଦୁଇ ମନ୍ତ୍ରୀ ଫିର୍‌ହାଦ ହକିମ, ସୁବ୍ରତ ମୁଖାର୍ଜୀ ଏବଂ ଟିଏମ୍‌ସି ବିଧାୟକ ମଦନ ମିତ୍ରଙ୍କୁ ଗିରଫ ପ୍ରତିବାଦରେ ସୋମବାର ଟିଏମ୍‌ସି ଦଳୀୟ କର୍ମୀମାନେ ରାଜ୍ୟବ୍ୟାପୀ ବିକ୍ଷୋଭ ପ୍ରଦର୍ଶନ…

ଡିଏନ୍‌ଏ କହିବ କଲମ୍ବସ୍‌ କାହାଣୀ

ମାଦ୍ରିଦ୍‌, ୨୦ା୫: ସମୁଦ୍ର ପଥରେ ଆମେରିକାକୁ ବାଟ ଖୋଜିଥିବା ଖ୍ରୀଷ୍ଟୋଫର କଲମ୍ବସ୍‌ ୟୁରୋପର ଉପନିବେଶକୁ ସେଠାରେ ପହଞ୍ଚାଇବାରେ ସକ୍ଷମ ହୋଇଥିଲେ। ହେଲେ ବାସ୍ତବରେ ସେ କେଉଁ ଦେଶର ନାଗରିକ ତାହା ଏବେ ବି ରହସ୍ୟ ଘେରରେ। ଏହା ସ୍ପଷ୍ଟ କରିବା ପାଇଁ…

ଲକ୍‌ଡାଉନ୍‌: ୧୪ ଦିନରେ ୨୦ ଲକ୍ଷରୁ ଊର୍ଦ୍ଧ୍ୱ ଜରିମାନା ଆଦାୟ

ଭୁବନେଶ୍ୱର,୨୦।୫(ବ୍ୟୁରୋ): ସଂକ୍ରମଣ ଶୃଙ୍ଖଳ ଭାଙ୍ଗିବା ଗତ ୫ ତାରିଖରୁ ରାଜ୍ୟରେ ଲାଗୁ ହୋଇଥିବା ୧୪ ଦିନିଆ ଲକ୍‌ଡାନ୍‌କୁ ଜୁନ୍‌ ୧ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ବୁଧବାରଠାରୁ ଦ୍ୱିତୀୟ ପର୍ଯ୍ୟାୟ ବା ଲକ୍‌ଡାଉନ୍‌ ୨.୦ ଆରମ୍ଭ ହୋଇଥିବାବେଳେ ରାଜଧାନୀ ଭୁବନେଶ୍ୱରରେ କମିଶନରେଟ ପୋଲିସ…

ମାମଲା ଚାଲୁଥିବାବେଳେ ବିକ୍ଷୋଭ ଠିକ୍‌ କି

ନୂଆଦିଲ୍ଲୀ, ୨୦।୫: ନାରଦ ଷ୍ଟିଙ୍ଗ୍‌ ଅପରେଶନ ମାମଲାରେ ଗିରଫ ହୋଇଥିବା ପଶ୍ଚିମବଙ୍ଗର ୨ ମନ୍ତ୍ରୀ, ଜଣେ ବିଧାୟକ ଓ ଜଣେ ପୂର୍ବତନ ମେୟରଙ୍କ ଜାମିନ ଆବେଦନ ଅଦାଲତଙ୍କ ବିଚାରାଧୀନ ଥିବାବେଳେ ରାସ୍ତାରେ ବିକ୍ଷୋଭ ପ୍ରଦର୍ଶନ କରିବା ଠିକ୍‌ କି ବୋଲି ବୁଧବାର…

ଡାକ୍ତରୀ ଦଳକୁ ମୁଖ୍ୟମନ୍ତ୍ରୀଙ୍କ ପ୍ରଶଂସା

ଭୁବନେଶ୍ୱର, ୨୦।୫(ବ୍ୟୁରୋ): ନିକଟରେ କରୋନାକୁ ହରାଇଥିବା ନବଜନ୍ମିତ ଶିଶୁ ଈଶାନୀ ଅଗ୍ରୱାଲ(ଗୁଡ଼ିଆ)ଙ୍କୁ ଚିକିତ୍ସା କରିଥିବା ଡା. ଅରିଜିତ ମହାପାତ୍ର ଓ ତାଙ୍କ ଦଳକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଶଂସା କରିଛନ୍ତି। ବୁଧବାର ମୁଖ୍ୟମନ୍ତ୍ରୀ ଟୁଇଟ୍‌ କରି କହିଛନ୍ତି, ଗୁଡ଼ିଆ ଭେଣ୍ଟିଲେଟରରେ ରହି…

କରୋନାରେ ହାରିଗଲେ ପୂର୍ବତନ ଏନ୍‌ଏସ୍‌ଜି ମୁଖ୍ୟ

ନୂଆଦିଲ୍ଲୀ, ୨୦।୫: ଏନ୍‌ଏସ୍‌ଜିର ପୂର୍ବତନ ମୁଖ୍ୟ ଜେ.କେ. ଦତ୍ତଙ୍କର ବୁଧବାର କରୋନାରେ ମୃତ୍ୟୁ ଘଟିଛି। ସେ ମେଦାନ୍ତ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ୨୬/୧୧ ମୁମ୍ବାଇ ଆତଙ୍କବାଦୀ ଆକ୍ରମଣ ବେଳେ ଅପରେଶନ ବ୍ଲାକ୍‌ ଟର୍ନାଡୋର ନେତୃତ୍ୱ ନେଇଥିଲେ ଦତ୍ତ। ସବୁବେଳେ ସେ ଆଗରେ…

ବିଶ୍ୱ ଟେଷ୍ଟ ଚାମ୍ପିୟନସିପ୍‌ ଫାଇନାଲ୍‌ ଡ୍ର’ ରହିଲେ କେଉଁ ଦଳ ହେବ ଚାମ୍ପିୟନ୍‌

ନୂଆଦିଲ୍ଲୀ,୨୦।୫: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ୧୮ରୁ ୨୨ ଜୁନ ମଧ୍ୟରେ ଖେଳାଯିବାକୁ ଥିବା ବିଶ୍ୱ ଟେଷ୍ଟ ଚାମ୍ପିୟନସିପ (ଡବ୍ଲୁଟିଏସି ଫାଇନାଲ)ର ଫାଇନାଲ ଅନୁଷ୍ଠିତ ହେବ। ତେବେ ଏହି ଫାଇନାଲକୁ ନେଇ ଦର୍ଶକ ଉତ୍କଣ୍ଠାର ସହ ଅପେକ୍ଷା କରିଥିବାବେଳେ ଏବେ ବିସିସିଆଇ…

ଆମକୁ କାମରେ ଲଗାଅ

ନୂଆଦିଲ୍ଲୀ, ୨୦।୫: ରୁଷିଆ, ଚାଇନା ଏବଂ ୟୁକ୍ରେନ୍‌ରେ ମେଡିକାଲ ଡିଗ୍ରୀ ହାସଲ କରିଥିବା ପ୍ରାୟ ୯୦,୦୦୦ ଭାରତୀୟ ଡାକ୍ତର ସ୍ଥାନୀୟ ଲାଇସେନ୍ସ ଅପେକ୍ଷାରେ ବସି ରହିଥିବାବେଳେ କରୋନାରେ ଚିକିତ୍ସାରେ ସେମାନଙ୍କୁ ନିଯୁକ୍ତ କରିବା ଲାଗି ଭାରତ ସରକାରଙ୍କୁ ଅନୁରୋଧ କରିଛନ୍ତି। ମହାମାରୀ…

ଯେତେ ଢାଙ୍କିଲେ ବି ଲୁଚୁନାହିଁ

ନୂଆଦିଲ୍ଲୀ,୨୦ା୫: ଭାରତରେ କୋଭିଡ୍‌ ମୃତ୍ୟୁସଂଖ୍ୟା ଲୁଚାଯାଉଥିବା ନେଇ କେବଳ ଦେଶରେ ନୁହେଁ, ବରଂ ବିଦେଶରେ ମଧ୍ୟ ଚର୍ଚ୍ଚା ହେଲାଣି। ଏହାକୁ ନେଇ ବିଭିନ୍ନ ମହଲରେ ଉଦ୍‌ବେଗ ପ୍ରକାଶ ପାଇବାରେ ଲାଗିଛି। ଘାତକ ଭାଇରସ୍‌ର ଦ୍ୱିତୀୟ ଲହର ସୋମବାର ୪,୩୨୯ ସଂକ୍ରମିତଙ୍କ ଜୀବନ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri