Home Left

ପଦ୍ମପୁରରେ ସବ୍‌ଜେଲ୍‌ରେ ପଶିଲା କରୋନା

ପଦ୍ମପୁର,୨୨।୫(ଡି.ଏନ୍‌.ଏ.): ବରଗଡ଼ ଜିଲା ପଦ୍ମପୁର ସବ୍‌ଜେଲ୍‌ରେ ୮୩ଜଣ କଏଦୀ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଜେଲ୍‌ରେ ମୋଟ ୧୨୫କଏଦୀଙ୍କ ସ୍ବାବ ଟେଷ୍ଟ କରାଯାଇଥିବା ବେଳେ ସେମାନଙ୍କ ମଧ୍ୟରୁ ୮୩ଜଣଙ୍କ କରୋନା ପଜିଟିଭ୍‌ ବାହାରିଛି। ତେବେ ଚିହ୍ନଟ ହୋଇଥିବା ସମସ୍ତ ଆକ୍ରାନ୍ତଙ୍କୁ ଆଇସୋଲେଶନ୍‌ରେ…

ବିରାଟ କୋହଲି ଦୁଃଖରେ ଭାଙ୍ଗି ପଡ଼ିଲେ…

ନୂଆଦିଲ୍ଲୀ,୨୨।୫: ଟିମ୍‌ ଇଣ୍ଡିଆର ଅଧିନାୟକ ବିରାଟ କୋହଲି ଦୁଃଖରେ ପଡ଼ିଛନ୍ତି। ତାଙ୍କ ପିଲାଦିନ କୋଚ୍‌ ସୁରେଶ ବାତ୍ରାଙ୍କର ମୃତ୍ୟୁ ଘଟିଛି। ମୃତ୍ୟୁ ବେଳକୁ ବାତ୍ରାଙ୍କୁ ୫୩ ବର୍ଷ ହୋଇଥିଲା। ଗୁରୁବାର ସକାଳେ ବାତ୍ରା ଠାକୁରଙ୍କୁ ପ୍ରାର୍ଥନା କରିବା ପରେ ହଠାତ୍‌ ପଡ଼ିଯାଇଥିଲେ।…

ଇବ ନଦୀରେ ବୁଡି ନାବାଳକଙ୍କ ସଲିଳ ସମାଧି

ଝାରସୁଗୁଡା ଅଫିସ, ୨୨।୫: ଝାରସୁଗୁଡା ଜିଲା ବ୍ରଜରାଜନଗର ଥାନା ଅନ୍ତର୍ଗତ ଇବ୍‌ ନଦୀର ଓପିଏମ ଘାଟରେ ଜଣେ ନାବାଳକ ବୁଡ଼ି ସଲିଳ ସମାଧି ଘଟିଛି। ମୃତ ନାବାଳକ ଜଣକ ହେଲେ ସ୍ଥାନୀୟ ଲମଟିବାହାଲର ୧୫ ବର୍ଷୀୟ ରିଣ୍ଟୁ ପୋଇରା। ଏନେଇ ବ୍ରଜରାଜନଗର…

ନୂଆ ପ୍ରଜାତିର ସ୍ତନ୍ୟପାୟୀ

ନୂଆଦିଲ୍ଲୀ: ଭାରତର ଜୁଲୋଜିକାଲ ସର୍ଭେର ବୈଜ୍ଞାନିକମାନେ ଆଣ୍ଡାମାନ ଦ୍ୱୀପପୁଞ୍ଜରୁ ଏକ ନୂଆ ପ୍ରଜାତିର ସ୍ତନ୍ୟପାୟୀ ପ୍ରାଣୀ ଆବିଷ୍କାର କରିଛନ୍ତି। ନେଚର ନାମକ ପତ୍ରିକାରେ ଏହି ଆବିଷ୍କାର ସମ୍ପର୍କରେ ପ୍ରକାଶ ପାଇଛି। ନୂଆ ପ୍ରଜାତି କ୍ରୋସିଡୁରା ଗ୍ରୁପ୍‌ର ବୋଲି କୁହାଯାଉଛି। ଆଣ୍ଡାମାନ ନିକୋବର…

ନିର୍ବନ୍ଧ ମୁଦି ୮.୭୫ କୋଟି

ଓ୍ବାଶିଂଟନ: ହଲିଉଡ ଷ୍ଟାର ଜେନିଫର୍‌ ଲୋପେଜ୍‌ ତାଙ୍କ ଲଭଲାଇଫ୍‌କୁ ନେଇ ଚର୍ଚ୍ଚାରେ ରହିଥାନ୍ତି। ପ୍ରେମିକ ଆଲେକ୍ସ ରୋଡ୍ରିଗୁଏଜ୍‌ଙ୍କ ସହ ଜେନିଫରଙ୍କର ବ୍ରେକଅପ ହୋଇଯାଇଛି। ବ୍ରେକଅପ୍‌ ପରେ ଅଭିନେତ୍ରୀଙ୍କୁ ଏବେ ତାଙ୍କ ପୂର୍ବତନ ପ୍ରେମିକ ବେନ୍‌ ଆଫ୍ଲେକଙ୍କ ସହ ଦେଖିବାକୁ ମିଳୁଛି। ଜେନିଫର…

୮ କୁକୁରଙ୍କୁ ଗୁଳିକରି ହତ୍ୟା

କୋହିମା: ନାଗାଲାଣ୍ଡର ଏକ ଛାତ୍ର ସଙ୍ଗଠନ ପକ୍ଷରୁ ୮ ପୋଷା କୁକୁରଙ୍କୁ ଗୁଳି କରି ହତ୍ୟା କରାଯାଇଛି। କୁକୁରଙ୍କୁ ଭାକ୍ସିନ ଦେବା ପାଇଁ କୁହାଯାଇଥିଲେ ମଧ୍ୟ ମାଲିକମାନେ ଦେଇ ନ ଥିବାରୁ ଛାତ୍ର ସଙ୍ଗଠନ ଏପରି କାଣ୍ଡ ଭିଆଇଛି। ମୋନ୍‌ ଜିଲା…

ଆପଲ୍‌ ଟିଭିରେ ପ୍ରସାରିତ ହେବ ସଲମାନଙ୍କ ‘ରାଧେ’

ମୁମ୍ବାଇ: ବଲିଉଡ୍‌ ଷ୍ଟାର ସଲ୍‌ମାନ ଖାନ୍‌ଙ୍କ ‘ରାଧେ’ ଚଳଚ୍ଚିତ୍ର ଆପଲ୍‌ ଟିଭିରେ ପ୍ରସାରିତ ହେବ। ଏହା ବେଲଜିୟମ, ଡେନ୍‌ମାର୍କ, କାନାଡା, ଫିଜି, ମ୍ୟାଲେସିଆ, ଶ୍ରୀଲଙ୍କା, ଦକ୍ଷିଣ ଆଫ୍ରିକା ଏବଂ ମରିସସ୍‌ ସମେତ ୬୫ରୁ ଊର୍ଦ୍ଧ୍ୱ ଦେଶରେ ଉପଲବ୍ଧ ହୋଇପାରିବ। ଆପଲ୍‌ ଟିଭିରେ…

୧୯୨୯ କଲ୍‌ ସେଣ୍ଟରକୁ ଆସିଲାଣି ୫୦ହଜାରରୁ ଊର୍ଦ୍ଧ୍ୱ କଲ୍‌

ଭୁବନେଶ୍ୱର, ୨୨ା୫ (ବ୍ୟୁରୋ): କରୋନା ସମ୍ପର୍କିତ ସଚେତନତା ତଥା ପରାମର୍ଶ ପ୍ରଦାନ କରିବା ପାଇଁ ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ପକ୍ଷରୁ ୨୪ଘଣ୍ଟିଆ ୧୯୨୯ କଲ୍‌ ସେଣ୍ଟର କାର୍ଯ୍ୟ କରୁଛି। ପ୍ରତିଦିନ ଲୋକମାନେ ଏଠାକୁ କରୋନା ସମ୍ପର୍କିତ ତଥ୍ୟ ପାଇବା ପାଇଁ…

ବାତ୍ୟା ପାଇଁ ଦରବୃଦ୍ଧି: ଆଳୁ ୨୦ ଟପିଲା

ବାଲିଅନ୍ତା,୨୨ା୫(ଡି.ଏନ.ଏ): ରାଜ୍ୟରେ ଲକଡାଉନ, ଶଟ୍‌ଡାଉନ ଚାଲିଥିବାବେଳେ ଏବେ ପୁଣି ସମ୍ଭାବ୍ୟ ବାତ୍ୟା ଗରିବ ଓ ମଧ୍ୟବିତଙ୍କ ପାଇଁ ଦାଉ ସାଧିଛି। ଖାଇବାତେଲ ଓ ଡାଲି ଦର ବୃଦ୍ଧି ଯୋଗୁ ଗରିବ ଲୋକେ ହନ୍ତସନ୍ତ ହେଉଥିବା ବେଳେ ହଠାତ୍‌ ବାତ୍ୟା ପାଇଁ ଆଳୁଦର…

ୟାସ୍‌ ପାଇଁ ୭୪ ଟ୍ରେନ୍‌ ବାତିଲ

ଭୁବନେଶ୍ୱର,୨୨ା୫: ସମ୍ଭାବ୍ୟ ବାତ୍ୟା ‘ୟାସ୍‌’ କୁ ନଜରରେ ରଖି ପୂର୍ବତଟ ରେଳପଥ ପକ୍ଷରୁ ପ୍ରାୟ ୭୪ ଟ୍ରେନ୍‌ ବାତିଲ କରାଯିବାକୁ ନିଷ୍ପତ୍ତି ନିଆଯାଇଛି। ପୂର୍ବତଟ ରେଳପଥ ପରିସରରେ ଭୁବନେଶ୍ୱର ଏବଂ ପୁରୀ ଭଳି ସ୍ଥାନରୁ ଯାତ୍ରା ଆରମ୍ଭ କରୁଥିବା ଏବଂ ଗନ୍ତବ୍ୟସ୍ଥଳ…

ଆତଙ୍କବାଦ ନିରୋଧୀ ଶପଥ ପାଠ

କଟକ ଅଫିସ, ୨୨ା୫: ରାଜ୍ୟ ପୋଲିସ ମୁଖ୍ୟାଳୟ ପରିସରରେ ଶୁକ୍ରବାର ଆତଙ୍କବାଦ ନିରୋଧୀ ଦିବସ ପାଳିତ ହୋଇଯାଇଛି। ଏହି ଉପଲକ୍ଷେ ପୂର୍ବାହ୍ନରେ ପୋଲିସ ଅଧିକାରୀ ଓ କର୍ମଚାରୀମାନେ ସାମାଜିକ ଦୂରତା ରକ୍ଷା ସହ ମାସ୍କ ପରିଧାନ କରି ଆତଙ୍କବାଦ ନିରୋଧୀ ଶପଥ…

ଅଙ୍ଗନଓ୍ବାଡି କର୍ମୀଙ୍କ ମାଧ୍ୟମରେ ଗାଁକୁ ସଂକ୍ରମଣମୁକ୍ତ କରାଯାଇପାରିବ : ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ୨୨ା୫ (ବ୍ୟୁରୋ): କେବଳ ଛୋଟପିଲା ଓ ଗର୍ଭବତୀ ମା’ଙ୍କ ପୋଷଣ ତଥା ସ୍ବାସ୍ଥ୍ୟରକ୍ଷା ପାଇଁ ନୁହେଁ, ବରଂ କୋଭିଡ୍‌ ପରିସ୍ଥିତି ମଧ୍ୟରେ ଗତ ଏକ ବର୍ଷରୁ ଅଧିକ ସମୟ ଧରି ଅଙ୍ଗନଓ୍ବାଡି କାର୍ଯ୍ୟକର୍ତ୍ତାମାନେ ଆଗଧାଡିର ଯୋଦ୍ଧା ଭାବେ କାର୍ଯ୍ୟ କରି…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri