ଐଶ୍ୱର୍ଯ୍ୟାଙ୍କ ସହ ବ୍ରେକ୍‌ଅପ୍‌ରେ ସଲମାନଙ୍କ ବାପା କହିଥିଲେ ଏମିତି

ଅଭିନେତା ସଲମାନ ଖାନ ହେଉଛନ୍ତି ବଲିଉଡ ଇଣ୍ଡଷ୍ଟ୍ରିର ମୋଷ୍ଟ ଇଲିଜିବଲ ବ୍ୟାଚଲର। ଯାହାଙ୍କୁ ଏମିତି ପ୍ରଶ୍ନ ସର୍ବଦା ପଚରା ଯାଏ ସେ କେବେ ବିବାହ କରିବେ। ତେବେ ସଲମାନଙ୍କ ଜୀବନରେ ସଂଗୀତା ବିଜଲାନି, ଐଶ୍ୱର୍ଯ୍ୟା ରାୟ, ସୋମି ଅଲି ଖାନ, କ୍ୟାଟ୍ରିନା କୈଫ୍‌ଙ୍କ ଭଳିଅଭିନେତ୍ରୀ ଆସିଥିଲେ। କିନ୍ତୁ ଏହି ସମ୍ପର୍କ ବିବାହ ପର୍ଯ୍ୟନ୍ତ ପହଞ୍ଚି ପାରି ନ ଥିଲା। ସଲମାନଙ୍କ ପରିବାର ସଦସ୍ୟଙ୍କୁ ମଧ୍ୟ ଅନେକ ଥର ତାଙ୍କ ବିବାହ ସମ୍ପର୍କ ସମ୍ବନ୍ଧୀୟ ପ୍ରଶ୍ନ ପଚରାଯାଏ, ଯେଉଁଥିରେ ସମସ୍ତେ ହସନ୍ତି। କିନ୍ତୁ ତାଙ୍କ ବାପା ସଲିମ ଖାନ ତାହା କରି ନ ଥିଲେ।

ସଲିମ ଖାନ ‘ସିନେବ୍ଲିଟିଜ’ ପତ୍ରିକାକୁ ଏକ ସାକ୍ଷାତକାର ଦେଇଥିଲେ, ଯେଉଁଥିରେ ତାଙ୍କୁ ସଲମାନ ଏବଂ ଐଶ୍ୱର୍ଯ୍ୟା ରାୟଙ୍କ ବ୍ରେକଅପ ବିଷୟରେ ପଚରାଯାଇଥିଲା। ଏଥିପାଇଁ ସେ କହିଥିଲେ, ସେମାନଙ୍କୁ ଛାଡିଦିଅ। ସେମାନେ ଏବେ ବଡ ହୋଇଯାଇଛନ୍ତି। ଯଦି ସେମାନଙ୍କର ସମ୍ପର୍କ ଦୃଢ଼ ଥିବ ତେବେ ଦୁନିଆରେ କେହି ସେମାନଙ୍କୁ ଅଲଗା କରିପାରିବେ ନାହିଁ। ଯଦି ତାଙ୍କୁ ମାରିଦିଆଯାଏ , ସେ ଅମର ପ୍ରେମିକ ହୋଇଯିବେ।


Enter your email to get our daily news in your inbox.

All Right Reserved By Dharitri.Com

ଅମୀରଙ୍କ ମା’ଙ୍କ କରୋନା ରିପୋର୍ଟ ଆସିଲା ନେଗେଟିଭ୍‌

ମୁମ୍ବାଇ: ବଲିଉଡ୍‌ର ମିଷ୍ଟର ପର୍‌ଫେକ୍ଟନିଷ୍ଟ ଅମୀର ଖାଁଙ୍କ ମା’ ଜୀନତ ହୁସେନ୍‌ଙ୍କ କରୋନା ଭାଇରସ୍‌ ଟେଷ୍ଟ୍‌ ରିପୋର୍ଟ ନେଗେଟିଭ୍‌ ଆସିଛି। ଫଳରେ ତାଙ୍କ ପରିବାରର ଅନ୍ୟ...

ଏହି ଅଭିନେତାଙ୍କ ପୋଷାକ, ଜୋତାର ଯତ୍ନ ନେଉଥିଲେ ଭାଇଜାନ: ପରେ ଫିଲ୍ମରେ ହୋଇଥିଲା ଏଭଳି ପ୍ରବେଶ

ସଲମାନ ଖାନଙ୍କୁ ବଲିଉଡର ଭାଇଜାନ କୁହାଯାଏ। ପରଦାରେ ସେ କାହାକୁ ଭିଲେନ କହି ପାରନ୍ତି, ମାତ୍ର ପରଦା ପଛରେ ତଙ୍କର ସର୍ବୋତ୍ତମ ବନ୍ଧୁତା ରହିଛି। ଅଳ୍ପ...

ରିଲିଜ୍‌ ପୂର୍ବରୁ ଆଡଭାନ୍ସ ଟିକେଟ୍‌ ବୁକିଂରେ ରେକର୍ଡ

ମୁମ୍ବାଇ: ବଲିଉଡ ଅଭିନେତା ଅଜୟ ଦେବଗନଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ ଦୃଶ୍ୟମ-୨ ଶୁକ୍ରବାର ରିଲିଜ୍‌ ହେବାକୁ ଯାଉଛି। ଯାହାକୁ ଦେଖିବା ପାଇଁ ଦର୍ଶକଙ୍କ ମଧ୍ୟରେ ଉତ୍ସାହ...

ସ୍ବାମୀ ନିକ୍‌ଙ୍କ ପ୍ରତି ଅଭିଯୋଗ ଆଣିଲେ ଏହି ମହିଳା, ମୁହଁ ଖୋଲିନାହାନ୍ତି ପ୍ରିୟଙ୍କା

ମୁମ୍ବାଇ: ବଲିଉଡ୍‌ରୁ ହଲିଉଡ୍‌ ପର୍ଯ୍ୟନ୍ତ ନିଜର ପରିଚୟ ସୃଷ୍ଟି କରିଥିବା ପ୍ରିୟଙ୍କା ଚୋପ୍ରା ଆଜିକାଲି ତାଙ୍କର ଅନେକ ହଲିଉଡ୍‌ ପ୍ରୋଜେକ୍ଟରେ ବ୍ୟସ୍ତ ଅଛନ୍ତି। ଏଥିସହ ତାଙ୍କୁ...

ଅଭିନୟ ଅପେକ୍ଷା ଏହି କାମ କରିବାକୁ ଅଧିକ ଭଲ ପାଆନ୍ତି ଅଭିନେତା

ସାଉଥ୍‌ ସୁପରଷ୍ଟାର ଜୁନିଅର ଏନଟିଆରଙ୍କ ଅଭିନୀତ ଫିଲ୍ମ ‘ଆର୍‌ଆର୍‌ଆର୍‌’ ନିକଟରେ ରିଲିଜ୍‌ ହୋଇଯାଇଛି। ଯାହାକୁ ଦେଖିବା ପାଇଁ ଦର୍ଶକଙ୍କ ଭିଡ ଦେଖିବାକୁୁ ମିଳୁଛି। ଫିଲ୍ମରେ ଜୁନିଅର...

ବବିତାଙ୍କୁ ବିବାହ କରିବାକୁ ଚାହୁଁ ନ ଥିଲେ ଏହି ଅଭିନେତା, କେବଳ କରୁଥିଲେ ଟାଇମ୍‌ ପାସ

ବଲିଉଡ୍‌ ଅଭିନେତା ରଣଧୀର କପୁର ଏବଂ ତାଙ୍କ ଝିଅ କରିସ୍ମା କପୁର ଏବେ ଫିଲ୍ମ ଦୁନିଆରୁ ଦୂରରେ ଅଛନ୍ତି। କିନ୍ତୁ ସେ ରିଆଲିଟି ଶୋ’ରେ ସକ୍ରିୟ...

ଓସ୍କାର ଦୌଡ଼ରେ ଆଉ ୩ ଫିଲ୍ମ

ମୁମ୍ବାଇ: ରିଷଭ ଶେଟ୍ଟୀଙ୍କ ନିର୍ଦ୍ଦେଶିତ ଫିଲ୍ମ ‘କାନ୍ତାରା’, ବିବେକ୍‌ ଅଗ୍ନିହୋତ୍ରୀଙ୍କ ଫିଲ୍ମ ‘ଦି କଶ୍ମୀର ଫାଇଲ୍‌ସ’ ଏବଂ ସଞ୍ଜୟଲୀଲା ଭଁସାଲିଙ୍କ ‘ଗଙ୍ଗୁବାଈ କାଠିଆୱାଡ଼ି’ ଏବେ ଓସ୍କାର...

‘ତୁମେ ଏମିତି ହସୁଥାଅ,ମୁଁ ତୁମକୁ ଏମିତି ଦେଖୁଥାଏ’

ବମ୍ବେ: ନିକଟରେ ପ୍ରେମିକାଙ୍କ ହାତ ଧରିଛନ୍ତି ବଲିଉଡ୍‌ର ଅନ୍ୟତମ ଲୋକପ୍ରିୟ ଅଭିନେତା ଫର୍‌ହାନ ଅଖତର। ପ୍ରଥମ ସ୍ତ୍ରୀଙ୍କଠାରୁ ଅଲଗା ହେବା ପରେ ଶିବାନୀ ଦାଣ୍ଡେକରଙ୍କ ପ୍ରେମରେ...

Advertisement
Archives

Model This Week