ବିଲକୁ ଯାଇ ଆଉ ଫେରିଲେନି ଚାଷୀ
ବାରିପଦା ଅଫିସ,୪।୧୦: ମୟୂରଭଞ୍ଜ ଜିଲା ରାସଗୋବିନ୍ଦପୁର ରେଞ୍ଜ ଅଞ୍ଚଳ ଭଦୁଆଶୋଳ ଗ୍ରାମର ଅର୍ଜୁନ ହାଁସଦା(୬୫)ଙ୍କୁ ହାତୀ ଦଳି ଦେବାରୁ ତାଙ୍କର ମତ୍ୟୁ ଘଟିଛି। ଅର୍ଜୁନ ବିଲକୁ ଯାଇଥିବା ବେଳେ ହାତୀ ହାବୁଡରେ ପଡି ଯାଇଥିଲେ । ସେଠାରେ ହାତୀ ଆକ୍ରମଣରେ ତାଙ୍କର…
ଏଟିଏମ୍ରୁ ଟଙ୍କା ବାହାରିବା ପରେ ଖୁସିରେ ଏମିତି ନାଚୁଛନ୍ତି ଯୁବତୀ, ଭିଡିଓ ଦେଖିଲେ ହସିହସି ଗଡ଼ିବେ
ଟଙ୍କା ଏମିତି ଏକ ଜିନିଷ ଯାହା ପ୍ରତ୍ୟେକ ଲୋକଙ୍କର ଆବଶ୍ୟକତା ପଡ଼ିଥାଏ। ଟଙ୍କା ନାହିଁ ତ କିଛି ନାହିଁ। ଅତି ଦରକାର ସମୟରେ ଯଦି ଟଙ୍କା ମିଳିଗଲା ତେବେ ଖୁସି କହିଲେ ନ ସରେ। ଏବେ ଏହି ଟଙ୍କାକୁ ନେଇ ସୋସିଆଲ…
କରୋନା ମୃତକଙ୍କ ପରିବାରକୁ ୫୦ ହଜାର ଟଙ୍କା କ୍ଷତିପୂରଣ ରାଶିକୁ ସୁପ୍ରିମକୋର୍ଟଙ୍କ ମଞ୍ଜୁରୀ, ଆବେଦନର ୩୦ ଦିନ ମଧ୍ୟରେ ମିଳିବ ଟଙ୍କା
ନୂଆଦିଲ୍ଲୀ,୪ ।୧୦: କରୋନା ମହାମାରୀରେ ମୃତ୍ୟୁ ହୋଇଥିବା ଲୋକଙ୍କ ପରିଜନଙ୍କୁ ୫୦ ହଜାର ଟଙ୍କାର କ୍ଷତି ପୂରଣ ରାଶି ଦେବାକୁ କେନ୍ଦ୍ର ସରକାର ନିର୍ଦ୍ଦେଶ ଦେଇଥିବା ବେଳେ ସୁପ୍ରିମକୋର୍ଟ ଏହାକୁ ମଞ୍ଜୁରୀ ପ୍ରଦାନ କରିଛନ୍ତି । ଅନ୍ୟ ଅନୁକମ୍ପା ରାଶିଠାରୁ ଏହା…
ଆଡ୍ମିଶନ ଫି’ ହ୍ରାସ ଦାବିରେ ଛାତ୍ରୀଛାତ୍ରଙ୍କ ଧାରଣା
ବାରିପଦା ଅଫିସ,୪ା୧୦: ମୟୂରଭଞ୍ଜ ଜିଲା ବାରିପଦା ତକଖତପୁରସ୍ଥିତ ଏମ୍ପିସି ଅଟୋନମସ କଲେଜ ମୁଖ୍ୟ ଫାଟକରେ ତାଲା ପକାଇ ଶତାଧିକ ଛାତ୍ରୀଛାତ୍ର ଧାରଣାରେ ବସିଛନ୍ତି। କରୋନା ମହାମାରୀ ସମୟରେ କଲେଜ ପକ୍ଷରୁ ରି ଆଡ଼ମିଶନ ଫି ହ୍ରାସ କରିବା ଦାବିରେ ଶତାଧିକ ଛାତ୍ରୀଛାତ୍ର…
ଚାକିରି ନିୟମିତ ଦାବି
କେନ୍ଦୁଝର,୪ା୧୦(ସ୍ବ.ପ୍ର.): ଚାକିରି ନିୟମିତ କରିବାକୁ ବହୁ ଭାଷୀ ଶିକ୍ଷକ ମୁଖ୍ୟମନ୍ତ୍ରୀଙ୍କୁ ଲିଖିତ ଜଣାଇବା ସହ ସରକାରଙ୍କୁ ଦାବି କରିଛନ୍ତି। ସୋମବାର ଜିଲାର ବହୁଭାଷୀ କନିଷ୍ଠ ଶିକ୍ଷକ ସଂଘର ସଦସ୍ୟା/ସଦସ୍ୟମାନେ ସୁନିଲ କୁମାର ସମାଡଙ୍କ ନେତୃତ୍ୱରେ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ…
ଏଣିକି ନୂଆ ପଦ୍ଧତିରେ ଯୁକ୍ତ୨ ପରୀକ୍ଷା
ଭୁବନେଶ୍ୱର, ୪।୧୦(ବ୍ୟୁରୋ): କୋଭିଡ୍ ସ୍ଥିତିକୁ ଦୃଷ୍ଟିରେ ରଖି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ(ସିଏଚ୍ଏସ୍ଇ) ଯୁକ୍ତ୨ ପରୀକ୍ଷାକୁ ନୂଆ ପଦ୍ଧତିରେ କରିବାକୁ ନିଷ୍ପତ୍ତି ନେଇଛି। ଦୁଇବର୍ଷ ମଧ୍ୟରେ ୬ଟି ଇଣ୍ଟରନାଲ ଓ ୨ଟି ଆନୁଆଲ ପରୀକ୍ଷା ହେବ। ତିନି ମାସକୁ ଥରେ ହେବାକୁ…
ଘାଟଦେବୀ ଥିଲେ ମା’ ଭଗବତୀ
ଅନେକ ଇତିହାସକାର ଦେବୀ ଗଙ୍ଗେଶ୍ୱରୀ ମନ୍ଦିର ଗଙ୍ଗବଂଶ ରାଜତ୍ୱ କାଳରେ ନିର୍ମିତ ହୋଇଥିଲା ବୋଲି ସମ୍ଭାବନା କରିଛନ୍ତି। ‘ବାୟା ଚକଡ଼ା’ ଅନୁଯାୟୀ ଗଜପତି ନରସିଂହ ଦେବଙ୍କ ଅମଳରେ ଏହା ନିର୍ମାଣ ଆରମ୍ଭ ହୋଇଥିଲା, ଯେତେବେଳେ ଶ୍ରୀପଦ୍ମକେଶର ମନ୍ଦିର ନିର୍ମାଣ ପାଇଁ ଏଠାରେ…
ଗଜପତି ଗସ୍ତରେ ମୁଖ୍ୟମନ୍ତ୍ରୀ: ବାଣ୍ଟିଲେ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ସ୍ମାର୍ଟ କାର୍ଡ
ଗଜପତି,୪ା୧୦(ଡି.ଏନ୍.ଏ.): ଆଜି ଗଜପତି ଗସ୍ତରେ ଯାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସେଠାରେ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ସ୍ମାର୍ଟ କାର୍ଡ ବାଣ୍ଟିଛନ୍ତି। ଗଜପତିର ୧ ଲକ୍ଷ ୩୭ ହଜାର ପରିବାର ଏହି ସ୍ମାର୍ଟ କାର୍ଡ ଦ୍ୱାରା ଉପକୃତ ହେବେ। ଏହା ସହ ମୁଖ୍ୟମନ୍ତ୍ରୀ…
ପ୍ରିୟଙ୍କା ଅଟକ, ଲଗାଇଲେ ଝାଡୁ…
ଲକ୍ଷ୍ନୌ,୪।୧୦: ଉତ୍ତରପ୍ରଦେଶ ଲକ୍ଷ୍ମୀପୁର ହିଂସା ଘଟଣାରେ ପୀଡ଼ିତଙ୍କୁ ଭେଟିବାକୁ ଯାଉଥିବା କଂଗ୍ରେସ ରାଷ୍ଟ୍ରୀୟ ମହାସଚିବ ପିୟଙ୍କା ଗାନ୍ଧୀ ଭଦ୍ରାଙ୍କୁ ପୋଲିସ ପକ୍ଷରୁ ଅଟକ ରଖାଯାଇଛି। ପ୍ରିୟଙ୍କା ଅଟକ ରହିଥିବା ଗେଷ୍ଟ ହାଉସରେ ଝାଡୁ ଲଗାଉଥିବାର ୪୫ ସକେଣ୍ଡର ଭିଡ଼ିଓ ଏବଂ ଫଟୋ…
ଦିନିକିଆ କ୍ରିକେଟ୍ର ସବୁଠୁ ଦ୍ରୁତତମ ଶତକ ହାସଲ କରିଥିଲେ ଏହି କ୍ରିକେଟର୍
ପାକିସ୍ତାନର ପୂର୍ବତନ ଅଧିନାୟକ ଶହିଦ ଆଫ୍ରିଦିଙ୍କ ପାଇଁ ଆଜି ଏକ ବିଶେଷ ଦିନ। ସେ ୧୯୯୬ର ଆଜିର ଦିନରେ ଶ୍ରୀଲଙ୍କା ବିପକ୍ଷରେ ଏକଦିବସୀୟ ଇନିଂସ ଖେଳିଥିଲେ। ଆଫ୍ରିଦି ଏହି ମ୍ୟାଚରେ ମାତ୍ର ୩୭ ବଲରେ ଏକଦିବସୀୟ କ୍ରିକେଟର ସବୁଠୁ ଦ୍ରୁତତମ ଶତକ…
ତ୍ରୁଟିପୂର୍ଣ୍ଣ ଅସ୍ତ୍ରୋପଚାର, ଅର୍ଥ ପାଇଁ ଜୁଲମ
ନିମାପଡ଼ା,୪ା୧୦(ଡି.ଏନ୍.ଏ.): ନିମାପଡ଼ା ଅଞ୍ଚଳର ଏକ ଘରୋଇ ଚିକିତ୍ସାଳୟରେ ଜଣେ ମହିଳାଙ୍କ ତ୍ରୁଟିପୂର୍ଣ୍ଣ ଅସ୍ତ୍ରୋପଚାର ଏବଂ ଚିକିତ୍ସା ବାବଦରେ ଅହେତୁକ ଅର୍ଥ ପାଇଁ ଜୁଲମ କରାଯାଉଥିବା ନେଇ ଶନିବାର ନିମାପଡ଼ା ଥାନାରେ ଅଭିଯୋଗ ହୋଇଛି। ଏନେଇ ସମ୍ପୃକ୍ତ ରୋଗୀଙ୍କ ଦେଢ଼ଶୁରଙ୍କ ଅଭିଯୋଗକ୍ରମେ ପୋଲିସ…
ଚୋରି ପାଇଁ ବନ୍ଦୋବସ୍ତ
ଭୁବନେଶ୍ୱର,୪।୧୦: ୨୦୧୫ ଅଗଷ୍ଟରେ ସ୍ଥାନୀୟ ନୟାପଲ୍ଲୀ ମମ୍ତାଜ ହାଇସ୍କୁଲ ସମ୍ମୁଖ ଖୋଲା ନାଳରେ ପଡ଼ି ଜଣେ ଛାତ୍ର ପ୍ରାଣ ହରାଇଥିଲେ। ଉକ୍ତ ଘଟଣାକୁ ନେଇ ସହରବାସୀଙ୍କ ମଧ୍ୟରେ ପ୍ରବଳ କ୍ଷୋଭ ପ୍ରକାଶ ପାଇଥିଲା। ଏପରି କି ସରକାରଙ୍କ ଅପାରଗତା ଯୋଗୁ ଏଭଳି…

