ଖେଲୋ ଇଣ୍ଡିଆ ୟୁଥ୍ ଗେମ୍ସ ଆୟୋଜନ: ହରିୟାଣାକୁ ୨୦.୬୭ କୋଟି ଟଙ୍କା ଦେଲା କ୍ରୀଡ଼ା ମନ୍ତ୍ରଣାଳୟ
ନୂଆଦିଲ୍ଲୀ,୨୨।୫(ପି.ଟି.): ଖେଲୋ ଇଣ୍ଡିଆ ୟୁଥ୍ ଗେମ୍ସ (କେଆଇଓ୍ବାଇଜି)ର ୧୪ତମ ସଂସ୍କରଣ ଚଳିତ ବର୍ଷ ନଭେମ୍ବରରେ ହରିୟାଣାରେ ଆୟୋଜନ ହେବ। ଏଥିପାଇଁ କେନ୍ଦ୍ର କ୍ରୀଡ଼ା ମନ୍ତ୍ରଣାଳୟ ହରିୟାଣାକୁ ୨୦.୬୭ କୋଟି ଟଙ୍କା ପ୍ରଦାନ କରିଛି। ଶୁକ୍ରବାର ମନ୍ତ୍ରଣାଳୟ ଏହି ଅର୍ଥ ଅନୁମୋଦନ କରିଛି।…
ବକ୍ସିଂ କୋଚ୍ ଓ.ପି. ଭରଦ୍ୱାଜଙ୍କ ପରଲୋକ
ନୂଆଦିଲ୍ଲୀ,୨୨।୫(ପି.ଟି.): ଜଣାଶୁଣା ବକ୍ସିଂ କୋଚ୍ ଓ.ପି. ଭରଦ୍ୱାଜ ୮୨ ବର୍ଷ ବୟସରେ ପରଲୋକ ଗମନ କରିଛନ୍ତି। ବକ୍ସିଂରେ ସେ ଭାରତର ପ୍ରଥମ ଦ୍ରୋଣାଚାର୍ଯ୍ୟ ପୁରସ୍କାର ଜିତିଥିଲେ। ବୟସାଧିକ୍ୟ କାରଣରୁ ସେ ଦୀର୍ଘ ଦିନ ଧରି ଅସୁସ୍ଥ ରହି ଆସୁଥିଲେ। ୧୦ ଦିନ…
ଏଣିକି କଳାବଜାରକାରୀଙ୍କ ଉପରେ କଡ଼ା ନଜର
ଭୁବନେଶ୍ୱର, ୨୨ା୫(ବ୍ୟୁରୋ): କୋଭିଡ୍-୧୯ର ତାଲା ବନ୍ଦ ସ୍ଥିତିରେ ଏବଂ ସମ୍ଭାବ୍ୟ ବାତ୍ୟା ଆଶଙ୍କା ଦୃଷ୍ଟିରୁ ଅତ୍ୟାବଶ୍ୟକ ସାମଗ୍ରୀର କଳାବଜାରକାରୀ ଓ ବେଆଇନ ମହଜୁଦକାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ…
ଭାଜପାର ‘ଓ୍ବାନ୍ ଡିଷ୍ଟ୍ରିକ୍ଟ ଓ୍ବାନ୍ କୋଭିଡ୍-୧୯ ହେଲ୍ପଡେସ୍କ’ ଆରମ୍ଭ
ଭୁବନେଶ୍ୱର, ୨୨ା୫(ବ୍ୟୁରୋ): କରୋନାକୁ ମୁକାବିଲା ପାଇଁ ଶୁକ୍ରବାର ଭାଜପା କୃଷକ ମୋର୍ଚ୍ଚା ରାଷ୍ଟ୍ରୀୟ ସ୍ତରରେ ଆଉ ଏକ ପାଦ ଆଗେଇଛି। ‘ୱାନ୍ ଡିଷ୍ଟ୍ରକ୍ଟ ୱାନ୍ କୋଭିଡ୍-୧୯ ହେଲ୍ପଡେସ୍କ’ ଆଧାରରେ ଦେଶର ସବୁ ଜିଲାରେ ୮୨୪ଟି ହେଲ୍ପଡେସ୍କ ଆରମ୍ଭ ହୋଇଛି। ଭାଜପା ରାଷ୍ଟ୍ରୀୟ…
ଆନ୍ଧ୍ର ପଞ୍ଚାୟତ ନିର୍ବାଚନ ଅସିଦ୍ଧ
ପଟ୍ଟାଙ୍ଗୀ,୨୨ା୫(ଡି.ଏନ.ଏ.): ପଡ଼ୋଶୀ ଆନ୍ଧ୍ରପ୍ରଦେଶକୁ ପୁଣି ଲାଗିଛି ଝଟକା। ଆନ୍ଧ୍ର ସରକାର ବିଗତ ଦିନରେ କରିଥିବା ପଞ୍ଚାୟତ ଓ ଜିଲା ପରିଷଦ ନିର୍ବାଚନକୁ ଆନ୍ଧ୍ରପ୍ରଦେଶ ହାଇକୋର୍ଟ ଅସିଦ୍ଧ ଘୋଷଣା କରିଛନ୍ତି। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ପଞ୍ଚାୟତ ଓ ଜିଲା ପରିଷଦ ନିର୍ବାଚନ ପାଇଁ…
ଭିମ୍ସାରରେ ୩ ହ୍ବାଇଟ୍ ଫଙ୍ଗସ୍ ରୋଗୀ
ସମ୍ବଲପୁର,୨୨ା୫(ବ୍ୟୁରୋ): ସମ୍ବଲପୁର ଜିଲା ବୁର୍ଲାସ୍ଥିତ ଭିମ୍ସାରରେ ଶୁକ୍ରବାର ୩ ଜଣ ହ୍ବାଇଟ୍ ଫଙ୍ଗସ୍ ରୋଗୀ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରେ ବରଗଡ ଜିଲାର ଜଣେ ୫୫ ବର୍ଷର ମହିଳା ଓ ଜଣେ ୫୦ ବର୍ଷର ପୁରୁଷ ଅଛନ୍ତି। ସେହିପରି ଆଉ ଜଣେ…
କାହିଁକି ଭୁଲି ହୁଏନି ପ୍ରଥମ ପ୍ରେମକୁ, ଜାଣନ୍ତୁ
କୁହାଯାଏ ପ୍ରଥମ ପ୍ରେମ ଅଭୁଲା। ଯୌବନର ପ୍ରଥମ ଚରଣରେ ସାଥୀ ପାଇଁ ମନରେ ସୃଷ୍ଟି ହୋଇଥିବା ଆବେଗ ପ୍ରେମକୁ ସ୍ବତନ୍ତ୍ର କରିଥାଏ। ଏଥିପାଇଁ ପ୍ରଥମ ପ୍ରେମର ଅନେକ ମୁହୂର୍ତ୍ତ ଜୀବନର ସ୍ମୃତି ହୋଇରହିଯାଏ। ପ୍ରେମ ୫୦ ବର୍ଷ ପୂର୍ବର ହେଲେ ମଧ୍ୟ…
ଖାଲି ମଣିଷ ନୁହେଁ, ହାତୀ ଛୁଆଙ୍କ ଭିତରେ ଦେଖିବାକୁ ମିଳେ ଏମିତି
ପ୍ରାୟତଃ ପ୍ରାଣୀଙ୍କୁ ନେଇ ସୋସିଆଲ ମିଡିଆରେ କିଛି ନା କିଛି ଭିଡିଓ ଏବଂ ଫଟୋ ଭାଇରାଲ ହୋଇଥାଏ। ଟୁଇଟରରେ ଏବେ ଏକ ଭିଡିଓ ବହୁତ ଭାଇରାଲ ହେବାରେ ଲାଗିଛି। ଏଥିରେ ଦୁଇ ହାତୀ ଛୁଆଙ୍କୁ ଝଗଡ଼ା ଲାଗୁଥିବା ଦେଖିବାକୁ ମିଳୁଛି। ଜଣେ…
ମହିଳାଙ୍କୁ ଦେଖି କୁକୁର କରୁଛି ଏମିତି
ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛି ନା କିଛି ନୂତନ ଭିଡିଓ ଏବଂ ଫଟୋ ଭାଇରାଲ ହେଉଛି। ସେଥିରୁ କେତେକ ଭିଡିଓ ଏବଂ ଫଟୋ ହସର ଖୋରାକ ଯୋଗାଉଥିବା ବେଳେ କେତେକ ଭାବପ୍ରବଣ କରିଦିଏ। ସେହିଭଳି ଟୁଇଟରରେ ଏବେ ଏକ ଭିଡିଓ…
ପାଲେଷ୍ଟାଇନ୍ ସପକ୍ଷରେ ରାଲି ବେଳେ ବିସ୍ଫୋରଣ
ଇସ୍ଲାମାବାଦ,୨୧ା୫: ପାକିସ୍ତାନର ବେଲୁଚିସ୍ତାନରେ ଶୁକ୍ରବାର ପାଲେଷ୍ଟାଇନ୍ ସପକ୍ଷରେ ରାଲି କରାଯାଉଥିବା ବେଳେ ବିସ୍ଫୋରଣ ଘଟିଛି। ଏଥିରେ ୭ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୧୩ ଜଣ ଆହତ ହୋଇଥିବା ଜଣାପଡିଛି। ଆହତମାନଙ୍କୁ ପ୍ରଦେଶର ରାଜଧାନୀର ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ରାଜନୈତିକ…
୧୭ ବର୍ଷରୁ କମ୍ ମହିଳା ଫିଫା ବିଶ୍ୱକପ୍ ତାରିଖ ଘୋଷିତ
ଭୁବନେଶ୍ୱର, ୨୧।୫- ଆଗାମୀ ୧୭ ବର୍ଷରୁ କମ୍ ମହିଳା ଫିଫା ବିଶ୍ୱକପ୍ ଆୟୋଜନ ତାରିଖକୁ ଫିଫା କାଉନ୍ସିଲ ଅନୁମୋଦନ କରିଛି। ଫଳରେ ୟୁଥ ବିଶ୍ୱକପ୍ ଭାବେ ପରିଚିତ ଏହି ପ୍ରତିଯୋଗିତା ୨୦୨୨ ଅକ୍ଟୋବର ୧୧ରୁ ୩୦ ତାରିଖ ମଧ୍ୟରେ ଆୟୋଜିତ ହେବ…
ଟ୍ରେନ ଧକ୍କାରେ ଯୁବକ ହରାଇଲେ ହାତ
କଣ୍ଟାବାଞ୍ଜି,୨୧।୫: ବଲାଙ୍ଗୀର ଜିଲା କଣ୍ଟାବାଞ୍ଜି ରେଳ ଷ୍ଟେଶନ ନିକଟ ଟ୍ରେନ୍ ଲାଇନ୍ରୁ ଶୁକ୍ରବାର ଜଣେ ଯୁବକଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇଛି। ଯୁବକଙ୍କ ଡାହାଣ ହାତ କଟି ଯାଇଛି। ଉଦ୍ଧାର ହୋଇଥିବା ଯୁବକ ଜଣକ ହେଲେ ଛତିଶଗଡ଼ ବାକବେହେରା ଗ୍ରାମର ଇମ୍ରାନ…
Archives


