ଗଞ୍ଜାମରେ ୭.୮୨ ଲକ୍ଷ ଲୋକଙ୍କ ହେଲାଣି ସ୍ବାସ୍ଥ୍ୟ ସ୍କ୍ରିନିଂ
ଛତ୍ରପୁର,୨୪।୫(ଡି.ଏନ୍.ଏ.): ଗଞ୍ଜାମ ଜିଲାରେ ସମସ୍ତ ଘରକୁ ଘର ଯାଇ ପରିବାର ସଦସ୍ୟଙ୍କ ସ୍ବାସ୍ଥ୍ୟ ସ୍କ୍ରିନିଂ ଗତ ୧୯ ତାରିଖରୁ ଚାଲିଛି। ଗଞ୍ଜାମରେ ଦୈନିକ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ଜିଲାପାଳ ଏହି ନିଷ୍ପତି ନେଇଥିଲେ। ରବିବାର ସୁଦ୍ଧା ଗଞ୍ଜାମରେ ୭ ଲକ୍ଷ…
୫୫ ସେକେଣ୍ଡର ଏହି ଭିଡିଓ ୫କୋଟି ଟଙ୍କାରେ ବିକ୍ରି: ଜାଣନ୍ତୁ କ’ଣ ରହିଛି ଏଥିରେ…
ପ୍ରତିଦିନ ସୋସିଆଲ ମିଡିଆରେ କିଛି ନା କିଛି ଭିଡିଓ ଶେୟାର କରାଯାଏ। ବର୍ତ୍ତମାନ ୟୁଟ୍ୟୁବ ଲୋଙ୍କମାନଙ୍କ ଆୟର ଏକ ଜରିଆ ପାଲଟିଥିବା ବେଳେ ଏହା ଦ୍ୱାରା ଅନେକ ଲୋକ ରାତାରାତି ଷ୍ଟାର ମଧ୍ୟ ପାଲଟି ଯାଉଛନ୍ତି। ପ୍ରତ୍ୟେକ ଦିନର କାର୍ଯ୍ୟଶୈଳୀ ହେଉ…
ଡାନେଲ ଲାଇଟ୍ର ଉଦ୍ଭାବକ
ସ୍ବିଡେନ୍ର ବିଶିଷ୍ଟ ପଦାର୍ଥ ବିଜ୍ଞାନୀ ଗୌଷ୍ଟଫ ଡାନେଲ୍। ନିଜର ଗବେଷଣା ଜୀବନ ମଧ୍ୟରେ ସେ ଡାନେଲ୍ ଲାଇଟ୍ ଏବଂ ଏଜିଏ କୁକ୍ର ଆବିଷ୍କାର କରିବାରେ ସକ୍ଷମ ହୋଇଥିଲେ। ଲାଇଟ୍ ହାଉସରେ ଗ୍ୟାସ୍ ଆକ୍ୟୁମଲେଟର ବ୍ୟବହାର କରାଯାଉଥିବା ଅଟୋମେଟିକ ରେଗୁଲେଟର ପାଇଁ ତାଙ୍କୁ…
ଟିକା ନ ନେବାକୁ ଭୟରେ ନଦୀକୁ ଡେଇଁଲେ ୨୦୦ ଗ୍ରାମବାସୀ…
ଲକ୍ଷ୍ନୌ,୨୪।୫: ଉତ୍ତରପ୍ରଦେଶରେ କରୋନା ମହାମାରୀ ସଂକ୍ରମଣ ନେଇ ସ୍ଥିତି ଅଣାୟତ୍ତ ହେବାରେ ଲାଗିଛି। ଏପରିସ୍ଥଳେ ରାଜ୍ୟରେ ଟିକାକରଣ ଅଭିଯାନ ଜାରି ରହିଛି। ତେବେ ଗ୍ରାମାଞ୍ଚଳରେ ଟିକା ନେଇ ଲୋକଙ୍କ ମଧ୍ୟରେ ଭୟ ସୃଷ୍ଟି ହୋଇଛି। ସ୍ଥାନୀୟ ବାରାବାଙ୍କିର ସିସୋଦା ଗାଁରେ ଟିକାଦେବାକୁ…
ମାଇକ୍ରୋଓ୍ବେଭ ଚୁଲି
ମାଇକ୍ରୋଓ୍ବେଭ୍ ଚୁଲି ଉଦ୍ଭାବନ କରିଥିଲେ ଆମେରିକାର ପ୍ରସିଦ୍ଧ ପ୍ରତିରକ୍ଷା ସାମଗ୍ରୀ ଯୋଗାଣକାରୀ କମ୍ପାନୀ ରୟଥିଅନ୍ର ପ୍ରଯୁକ୍ତି ବିଜ୍ଞାନୀ ପରସି ସ୍ପେନ୍ସର୍। ସେ ରାଡାର ଯନ୍ତ୍ରରେ ବ୍ୟବହାର ହେଉଥିବା ମାଗ୍ନେଟ୍ରନ୍ମାନ ତିଆରି କରିବାରେ ଲାଗିଥାନ୍ତି। ଥରେ ସ୍ପେନସର୍ ଭୁଲ୍କ୍ରମେ ଗୋଟିଏ ମାଗ୍ନେଟ୍ରନ୍ରେ ଆବଶ୍ୟକ…
ପଞ୍ଜାବ ପରେ ଏହି ରାଜ୍ୟକୁ ଟିକା ଯୋଗାଇବାକୁ ମନା କଲା ଫାଇଜର-ମର୍ଡନା
ନୂଆଦିଲ୍ଲୀ,୨୪।୫: ଦେଶର କେତେକ ରାଜ୍ୟରେ କରୋନା ଗ୍ରାଫ୍ ଉପରମୁହାଁ ହୋଇଥିବା ବେଳେ ଦୈନିକ ସଂକ୍ରମଣ ସହ ମୃତ୍ୟୁ ସଂଖ୍ୟା ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି। ଏଭଳି ସ୍ଥିତିରେ କରୋନା ସହ ମୁକାବିଲା ପାଇଁ ଭାକ୍ସିନକୁ ସରକାର ଅସ୍ତ୍ର କରିଛନ୍ତି। ଇତିମଧ୍ୟରେ ଦେଶରେ…
କରୋନାକୁ ହରାଇ ଫେରିଥିବା ରୋଗୀଙ୍କ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କଲେ ଗଞ୍ଜାମ ଜିଲାପାଳ, ଜାଣନ୍ତୁ କ’ଣ
ଛତ୍ରପୁର,୨୪।୫(ଡି.ଏନ୍.ଏ.): ଗଞ୍ଜାମ ଜିଲାରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢୁଥିବାବେଳେ ଦୈନିକ ସୁସ୍ଥ ହାର ବଢ଼ିଉଛି। ଅପରପକ୍ଷରେ ଗଞ୍ଜାମ ଜିଲା ପ୍ରଶାସନ ପକ୍ଷରୁ ଏକ ଅଭିନବ ପଦକ୍ଷେପ ଗ୍ରହଣ କରାଯାଇଛି। ବ୍ରହ୍ମପୁରରେ ପୋଷ୍ଟ କୋଭିଡ୍ କେୟାର ସେଣ୍ଟର ସୋମବାର ଉଦ୍ଘାଟିତ ହୋଇଯାଇଛି କରୋନାକୁ…
ପୂର୍ବ ଶତ୍ରୁତାରୁ ଗଣ୍ଡଗୋଳ: ଦୁଇ ବାଇକ୍ ସମେତ ଗୋଟିଏ ମାରୁତି ଜାଳିଦେଲେ ଆକ୍ରମଣକାରୀ
ବାଲେଶ୍ୱର ଅଫିସ,୨୪ା୫: ବାଲେଶ୍ୱର ଜିଲା ଖଇରା ବ୍ଲକ ତୁଟ ଗ୍ରାମର କୈଳାସ ଜେନାଙ୍କ ସହିତ ସେହି ଗ୍ରାମର ଶଙ୍କର୍ଷଣ ଜେନା ଓ ବଂଶୀଧର ଜେନାଙ୍କ ସହିତ ଦୀର୍ଘ ଦିନ ଧରି ଶତ୍ରୁତା ଲାଗି ରହିଥିଲା। ଆଗରୁ ଅନେକ ଥର ଗଣ୍ଡଗୋଳକୁ ନେଇ…
ଛିଣ୍ଡା ଜୋତା ଫଟୋ ଛାଡି ଚର୍ଚ୍ଚାରେ ଏହି କ୍ରିକେଟର୍
ଅନେକ ଥର ଖେଳାଳିମାନେ ଆର୍ଥିକ ସଙ୍କଟର ସମ୍ମୁଖୀନ ହୁଅନ୍ତି, ଏପରି ଜଣେ କ୍ରିକେଟର ହେଉଛନ୍ତି ଜିମ୍ବାୱେର ରିଆନ ବର୍ଲ। ସେ ଏବେସୋସିଆଲ ମିଡିଆରେ ଚର୍ଚ୍ଚାରେ ଅଛନ୍ତି। ନିକଟରେ ସେ ନିଜ ସୋସିଆଲ ମିଡିଆରେ ଛିଣ୍ଡା ଜୋତାର ଫଟୋ ଶେୟାର କରିଥିଲେ। ଏଥିରେ…
୮ ବର୍ଷ ପରେ ପୀଡ଼ିତାଙ୍କ ଫୋନ୍କୁ ଆସିଲା ବଳାତ୍କାରୀଙ୍କ ପକ୍ଷରୁ ମେସେଜ୍, ଏଥିରେ ଲେଖାଥିଲା…
ଓ୍ବାଶିଂଟନ,୨୪ା୫: ଆମେରିକାର ପେନାସିଲେବ୍ନିଆରେ ରହୁଥିବା ୨୩ ବର୍ଷୀୟା ଶାନନ ନିଜ ବୟଫ୍ରେଣ୍ଡଙ୍କ ସହ ଛୁଟି କାଟିବାକୁ ଯାଇଥିଲେ। ଏହି ସମୟରେ ଶାନନ ତାଙ୍କର ଫେସ୍ବୁକ୍ ଖୋଲିଥିଲେ। ଏଥିରୁ ଏକ ମେସେଜ ପଢ଼ି ସେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ସେ କେବେ କଳ୍ପନା କରି…
ଏହି ଅଭିନେତ୍ରୀଙ୍କ ସେକ୍ସ ର଼୍ୟାକେଟରେ ଯୋଡି ହୋଇଥିଲା ନାଁ : ଆପତ୍ତିଜନକ ଅବସ୍ଥାରେ ଗିରଫ କରିଥିଲା ପୋଲିସ
ଓଜନ ହ୍ରାସ ପାଇଁ କ’ଣ ଠିକ୍ ପଦକ୍ଷେପ ତାହା କେତେକ ଲୋକ ଜାଣନ୍ତି ନାହିଁ। ଯଦି କେହି ସଂପୂର୍ଣ୍ଣ ମଦ୍ୟପାନ ଛାଡିଦିଅନ୍ତି, ତେବେ କେତେକ ଯୋଗ କରି ଓଜନ ହ୍ରାସ କରିବାକୁ ଚେଷ୍ଟା କରନ୍ତି। କିନ୍ତୁ ଅନେକ ଲୋକ ବିଶେଷକରି ଅଭିନେତ୍ରୀମାନେ…
ବ୍ଲାକ୍ ଫଙ୍ଗସ୍ ଆତଙ୍କ, ୫୪୨୪ରୋଗୀ ଚିହ୍ନଟ: ହର୍ଷବର୍ଦ୍ଧନ
ନୂଆଦିଲ୍ଲୀ,୨୪।୫: ଦେଶରେ କରୋନା ମହାମାରୀର ଦ୍ୱିତୀୟ ଲହର ଶେଷ ହୋଇ ନ ଥିବା ବେଳେ ଏବେ ବ୍ଲାକ୍ ଫଙ୍ଗସ୍ ସମସ୍ତଙ୍କ ନିଦ ହଜାଇ ଦେଇଛି। ସୋମବାର କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଡ.ହର୍ଷବର୍ଦ୍ଧନଙ୍କ ଅଧ୍ୟକ୍ଷତାରେ ଏକ ମନ୍ତ୍ରୀସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ…
Archives


