ଟିକା ନେବା ପରେ ବ୍ରିଟିଶ ମହିଳାଙ୍କ ମୃତ୍ୟୁ
ଡବଲିନ, ୨୪।୫ : ସାଇପ୍ରସର ହସ୍ପିଟାଲରେ ଆଷ୍ଟ୍ରାଜେନେକା କୋଭିଡ୍-୧୯ ଟିକା ନେବା ପରେ ଜଣେ ୩୯ ବର୍ଷୀୟା ବ୍ରିଟିଶ ମହିଳାଙ୍କ ମୃତ୍ୟୁ ହୋଇଛି। ତାଙ୍କ ଠାରେ ରକ୍ତ ଜମାଟ ବାନ୍ଧିବା ସମସ୍ୟା ଦେଖା ଦେଇଥିଲା। ୟୁରୋପିଆନ ମେଡିସିନ ଏଜେନ୍ସି (ଏଏମ୍ଏ) ଉକ୍ତ…
ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ
ଭୁବନେଶ୍ୱର,୨୪।୫: ବାତ୍ୟା ମୁକାବିଲା ପାଇଁ ରାଜ୍ୟ ସରକାର ମେ ୩୧ ତାରିଖ ପର୍ଯ୍ୟନ୍ତ ରାଜ୍ୟର ସବୁ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ କରିଛନ୍ତି। କର୍ମଚାରୀଙ୍କୁ ହେଡ କ୍ୱାର୍ଟର୍ସ ଛାଡ଼ି ନ ଯିବା ଲାଗି ନିର୍ଦ୍ଦେଶ ଜାରି କରାଯାଇଛି। ଏପରିକି ଛୁଟି ନେଇଥିବା…
ମହାମାରୀର ମୁକାବିଲା ପାଇଁ ଗାଙ୍ଗୁଲିଙ୍କ ବଡ଼ ଘୋଷଣା
ମୁମ୍ବାଇ, ୨୪।୫ : କୋଭିଡ୍-୧୯ ମହାମାରୀ ସହ ପୂରା ଦେଶ ସଂଘର୍ଷ କରୁଥିବାବେଳେ ଭାରତୀୟ କ୍ରିକେଟ କେଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ସଭାପତି ସୌରଭ ଗାଙ୍ଗୁଲି ସୋମବାର ବଡ଼ ଘୋଷଣା କରିଛନ୍ତି। ବିସିସିଆଇ ପକ୍ଷରୁ ଦେଶର ବିଭିନ୍ନ କୋଣକୁ ଦୁଇ ହଜାର ୧୦-ଲିଟର…
ଟିକା ନ ନେଲେ ଦରମା ବନ୍ଦ…
ପାଟନା,୨୪।୫: ବିହାରର ସାରନରୁ ଏକ ଚକିତ କରିଦେବା ଭଳି ଘଟଣା ସାମ୍ନାକୁ ଆସିଛି। ଯାହା ଏବେ ଚର୍ଚ୍ଚାର ପରିସରକୁ ଆସିଛି। ସାରନ ଜିଲାପାଳ ଏକ ଅଜବ ନିର୍ଦ୍ଦେଶନାମା ଜାରି କରିଛନ୍ତି। ଯେଉଁ ସରକାରୀ କର୍ମଚାରୀମାନେ କୋଭିଡ ଟିକା ନେବେ ନାହିଁ, ସେମାନଙ୍କୁ…
ବିନା ଅନ୍ଲାଇନ୍ ରେଜିଷ୍ଟ୍ରେଶନ୍ରେ ବି ୧୮ରୁ ୪୪ ବର୍ଷ ବୟସ୍କ ନେଇପାରିବେ ଟିକା
ନୂଆଦିଲ୍ଲୀ,୨୪।୫: କରୋନା ଭାକ୍ସିନକୁ ନେଇ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଏକ ବଡ଼ ନିଷ୍ପତ୍ତି ନିଆଯାଇଛି। ବର୍ତ୍ତମାନ ୧୮ରୁ ୪୪ବର୍ଷର ଲୋକମାନେ ଅନ୍ଲାଇନ୍ରେ ରେଜିଷ୍ଟ୍ରେସନ୍ ନ କରି ମଧ୍ୟ କୋଭିଡ ଟିକା ନେଇପାରିବେ। ଏଣିକି ଅନ୍ଲାଇନ୍ରେ ନ କରି ସିଧାସଳଖ ଟିକାକରଣ କେନ୍ଦ୍ରରେ…
ରାଜମିସ୍ତ୍ରୀ କାମ କରୁଛନ୍ତି ଏହି ସୁନ୍ଦରୀ ଯୁବତୀ, ସୋସିଆଲ ମିଡିଆରେ ଅଛନ୍ତି ଲକ୍ଷେରୁ ଅଧିକ ଫଲୋଅର୍ସ
ସୋସିଆଲ ମିଡିଆରେ କିଏ କେତେବେଳେ ନାଁ କରିଯିବ ତାହା କହି ହେବ ନାହିଁ। ଏମିତି ବ୍ରିଟେନର ଜଣେ ଯୁବତୀଙ୍କ କ୍ଷେତ୍ରରେ ଘଟିଛି। ଯୁବତୀ ଜଣକ ରାଜମିସ୍ତ୍ରୀ କାମ କରୁଛନ୍ତି। ଆସନ୍ତୁ ଜାଣିବା ତାଙ୍କ ଜୀବନ କାହାଣୀ ବିଷୟରେ… ବ୍ରିଟେନ ଭବନ ନିର୍ମାଣ…
ଅବସାଦ ଦୂର କରିବାର ନୂଆ ଉପାୟ
ଆଜିକାଲି ଅନେକ କେତେକ କାରଣରୁ ଅବସାଦଗ୍ରସ୍ତ ହେଉଛନ୍ତି। କେତେକ କାରଣ ଏଥିପାଇଁ ଦାୟୀ। ହେଲେ ଅବସାଦରୁ ରକ୍ଷା ପାଇବାର ସହଜ ତଥା ସରଳ ଉପାୟ ହାତପାହାନ୍ତାରେ ରହିଛି। ବାସ୍, ଏଥିପାଇଁ ଆପଣଙ୍କୁ କିଛି ସମୟ ଯୋଗ କରିବାକୁ ପଡିବ। ଏହାକୁ ନିୟମିତ…
ସମ୍ଭାବ୍ୟ ବାତ୍ୟା ‘ୟାସ୍’ ମୁକାବିଲା ନେଇ ପଞ୍ଚାୟତିରାଜ ମନ୍ତ୍ରୀଙ୍କ ଭର୍ଚୁଆଲ ବୈଠକ
ନିଶ୍ଚିନ୍ତକୋଇଲି,୨୪ା୫(ସ୍ବ.ପ୍ର.): ସମ୍ଭାବ୍ୟ ବାତ୍ୟ ‘ୟାସ୍’ର ମୁକାବିଲା ପାଇଁ ପଞ୍ଚାୟତିରାଜ ମନ୍ତ୍ରୀ ପ୍ରତାପ ଜେନା ଏକ ଭର୍ଚୁଆଲ ସମୀକ୍ଷା ବୈଠକ କରିଛନ୍ତି। ଏହି ବୈଠକରେ ବାତ୍ୟାର ଭୟାବହତାକୁ ଦୃଷ୍ଟିରେ ରଖି ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ଅନୁଯାୟୀ, ଶୂନ୍ୟ ମୃତାହତ ଉପରେ ମନ୍ତ୍ରୀ ଜେନା…
ଜୁନ ୧ଯାଏ ବଢ଼ିଲା ଲକ୍ଡାଉନ
ପାଟନା,୨୪।୫: କରୋନା ଭାଇରସ୍ର ଦ୍ୱିତୀୟ ଲହର ଜାରି ରହିଛି। ଲକ୍ଡାଉନ୍ ଯୋଗୁ ଦୈନିକ ସଂକ୍ରମଣ ହାର ହ୍ରାସ ପାଇଥିବା ବେଳେ ମୃତ୍ୟୁ ସଂଖ୍ୟା ବଢ଼ିବାରେ ଲାଗିଛି। ବିହାରରେ କରୋନାର ବର୍ଦ୍ଧିତ ପ୍ରକୋପକୁ ଦୃଷ୍ଟିରେ ରଖି ରାଜ୍ୟରେ ଜାରି ହୋଇଥିବା ଲକ୍ଡାଉନ୍ ଅବଧିକୁ…
‘ୟାସ୍’ ଆସିବା ସମୟରେ କେଉଁଠି କେତେ ରହିବ ପବନର ବେଗ
ଭୁବନେଶ୍ୱର,୨୪।୫(ବ୍ୟୁରୋ): ବାତ୍ୟା ‘ୟାସ୍’ ଏବେ ପାରାଦୀପଠାରୁ ୫୦୦ କିଲୋମିଟର ଦୂରରେ ଅଛି। ସୋମବାର ଏହା ବାତ୍ୟାର ରୂପ ନେବ। ମଙ୍ଗଳବାର ଅତି ଭୀଷଣ ବାତ୍ୟାରେ ପରିଣତ ହେବ। ୨୬ ତାରିଖ ଦ୍ୱିପ୍ରହରରେ ଏହା ପାରାଦୀପ ଓ ସାଗର ଦୀପ ମଧ୍ୟରେ ଲ୍ୟାଣ୍ଡଫଲ…
ସମ୍ଭାବ୍ୟ ବାତ୍ୟା ‘ୟାସ୍’ର ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ସହ ହାଲୁକା ପବନ
ଭୁବନେଶ୍ୱର,୨୪ା୫(ବ୍ୟୁରୋ): ସମ୍ଭାବ୍ୟ ବାତ୍ୟା ‘ୟାସ୍’ ପୂର୍ବକେନ୍ଦ୍ରୀୟ ବଙ୍ଗୋପସାଗରରେ ଗତ ୬ ଘଣ୍ଟା ହେଲା ଘଣ୍ଟାପ୍ରତି ୪ କିଲୋମିଟର ବେଗରେ ଉତ୍ତରପଶ୍ଚିମ ଦିଗରେ ଅଗ୍ରସର ହେଉଛି । ଉତ୍ତର-ଉତ୍ତର ପଶ୍ଚିମ ଦିଗରେ ପୋର୍ଟବ୍ଲେୟାରଠାରୁ ୬୩୦ କିଲୋମିଟର, ଦକ୍ଷିଣ-ଦକ୍ଷିଣ ପୂର୍ବରେ ପାରାଦୀପ ଠାରୁ ୫୨୦…
ଗଞ୍ଜାମରେ ୭.୮୨ ଲକ୍ଷ ଲୋକଙ୍କ ହେଲାଣି ସ୍ବାସ୍ଥ୍ୟ ସ୍କ୍ରିନିଂ
ଛତ୍ରପୁର,୨୪।୫(ଡି.ଏନ୍.ଏ.): ଗଞ୍ଜାମ ଜିଲାରେ ସମସ୍ତ ଘରକୁ ଘର ଯାଇ ପରିବାର ସଦସ୍ୟଙ୍କ ସ୍ବାସ୍ଥ୍ୟ ସ୍କ୍ରିନିଂ ଗତ ୧୯ ତାରିଖରୁ ଚାଲିଛି। ଗଞ୍ଜାମରେ ଦୈନିକ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ଜିଲାପାଳ ଏହି ନିଷ୍ପତି ନେଇଥିଲେ। ରବିବାର ସୁଦ୍ଧା ଗଞ୍ଜାମରେ ୭ ଲକ୍ଷ…
Archives


