ସମ୍ଭାବ୍ୟ ବାତ୍ୟା ନେଇ ଉଚ୍ଚସ୍ଥାନକୁ ଚାଲିଯିବା ପାଇଁ ପ୍ରଶାସନର ପରାମର୍ଶ
ଗଞ୍ଜାମ,୨୪ା୫(ଡି.ଏନ୍.ଏ.): ଆସନ୍ତା ୨୬ରେ ହେବାକୁ ଥିବା ସମ୍ଭାବ୍ୟ ବାତ୍ୟା ‘ୟାସ’କୁ ନେଇ ନାନା କଳ୍ପନା ଜଳ୍ପନା ଲାଗିରହିଛି l ବିଶେଷକରି ସମୁଦ୍ର ତଟବର୍ତ୍ତୀ ଅଞ୍ଚଳଗୁଡ଼ିକର ମତ୍ସ୍ୟଜୀବୀମାନେ କିପରି ସୁରକ୍ଷିତ ରହିବେ ଚିନ୍ତାରେ ପ୍ରଶାସନ। ଏନେଇ ଖୋଦ୍ ଗଞ୍ଜାମ ତହସିଲଦାର ଅରୁଣ କୁମାର…
କରୋନା ସଙ୍କଟ ମଧ୍ୟରେ ଯୁବକଙ୍କ ନିଆରା ମାସ୍କ: ଭିଡିଓ ଭାଇରାଲ
ଲକ୍ଷ୍ନୌ,୨୪।୫: କରୋନା ସଙ୍କଟରୁ ବର୍ତ୍ତିବା ପାଇଁ ମାସ୍କ ପରିଧାନକୁ ଗବେଷକମାନେ ଅଧିକ ଗୁରୁତ୍ୱ ଦେବା ସହ ଏହାକୁ ରାମବାଣ ବୋଲି କହୁଛନ୍ତି। ଆଉ ଏହି ନିୟମକୁ ଅନେକ ଲୋକ ପାଳନ କରୁଥିବା ଆଉ କେତେକ ପାଳନ କରୁ ନ ଥିବା ଦେଖିବାକୁ…
ସ୍ତ୍ରୀଙ୍କୁ ବିକିନିରେ ଦେଖି ହାର୍ଦ୍ଦିକ ପାଣ୍ଡ୍ୟା କହିଲେ..
ଆଇପିଏଲର ୧୪ତମ ସିଜନକୁ ସ୍ଥଗିତ ରଖାଯିବା ପରଠାରୁ ମୁମ୍ବାଇ ଇଣ୍ଡିଆନ୍ସର ଷ୍ଟାର୍ କ୍ରିକେଟର୍ ହାର୍ଦ୍ଦିକ ପାଣ୍ଡ୍ୟା ପରିବାର ସହିତ ସମୟ ଅତିବାହିତ କରୁଛନ୍ତି। ସେ ସୋସିଆଲ ମିଡିଆରେ ମଧ୍ୟ ଫଟୋ ଶେୟାର କରୁଛନ୍ତି। ନିକଟରେ ତାଙ୍କ ସ୍ତ୍ରୀ ନତାଶା ଷ୍ଟାନକୋଭିକ୍ଙ୍କ ବିକିନି…
ସ୍ତ୍ରୀଙ୍କୁ ବୁଝାଇବା ପାଇଁ ଶ୍ୱଶୁର ଘର ଆଗରେ ୩୧ ଘଣ୍ଟା ଧାରଣାରେ ବସିଲେ ସ୍ବାମୀ: ଆଉ ତା’ପରେ
ଆଗ୍ରା,୨୪।୫: ଉତ୍ତର ପ୍ରଦେଶର ଆଗ୍ରାରେ ସ୍ବାମୀ-ସ୍ତ୍ରୀ କଳିର ଅଜବ ଘଟଣା ଦେଖିବାକୁ ମିଳିଛି। ସ୍ତ୍ରୀଙ୍କୁ ବୁଝାଇବା ପାଇଁ ଶ୍ୱଶୁର ଘର ଆଗରେ ୩୧ ଘଣ୍ଟା ଧାରଣାରେ ବସିଥିଲେ ସ୍ବାମୀ। କିନ୍ତୁ ସ୍ତ୍ରୀ ଘର ବାହାରକୁ ଆସି ନ ଥିଲେ କି କବାଟ…
ଭୋକ ସହ ୫ ପ୍ରାଣୀଙ୍କ ଲଢ଼େଇ
କାମାକ୍ଷାନଗର, ୨୪ା୫(ଡି.ଏନ.ଏ.): ‘ଗରିବଗୁରୁବାଙ୍କୁ ମାଗଣାରେ ଖାଇବାକୁ ଦେଉଥିବା ଜାଣିବା ପରେ ଧାଇଁ ଆସିଥିଲି। ହେଲେ ଆସିବା ବେଳକୁ ସବୁ ସରିଗଲାଣି। ଲୋକମାନେ ପଳାଇଲେଣି। ମତେ ନ ହେଲା ନାହିଁ, ମୋ ପାଗଳା ପୁଅଟା ପାଇଁ ଦି ମୁଠା ଖାଇବାକୁ ଦିଅ। ଖରାରେ…
ସମ୍ଭାବ୍ୟ ବାତ୍ୟାରେ ଜରୁରୀ ବିଷୟ ପ୍ରତି ଧ୍ୟାନ ଦେବାକୁ ଲୋକଙ୍କୁ ଅନୁରୋଧ କଲେ ଜିଲାପାଳ
ବାଲେଶ୍ୱର ଅଫିସ,୨୪।୫: ଆସନ୍ତା ମେ ୨୬ତାରିଖରେ ବାତ୍ୟା ଆଶଙ୍କା ଥିବାରୁ ଜନସାଧାରଣ ସେମାନେ ନିଜକୁ ସୁରକ୍ଷିତ ରଖିବା ପାଇଁ ସମସ୍ତ ପ୍ରାକ ସାବଧାନତା ଅବଲମ୍ବନ କରିବେ ଏବଂ ନିହାତି ଭାବରେ ତିନି ଦିନ ପାଇଁ ପିଇବା ପାଣି ମହଜୁଦ ରଖିବାକୁ ନିବେଦନ…
ବିବାଦରେ ଡାଏନାଙ୍କ ସାକ୍ଷାତ୍କାର
ଲଣ୍ଡନ, ୨୪ା୫: ପ୍ରିନ୍ସେସ୍ ଡାଏନାଙ୍କ ସହ ବିବାଦୀୟ ସାକ୍ଷାତକାରକୁ ନେଇ ତାଙ୍କ ଦୁଇ ପୁଅ ତଥା ବ୍ରିଟେନ ପ୍ରିନ୍ସ ଓ୍ବିଲିୟମ ଏବଂ ହ୍ୟାରିଙ୍କୁ ରବିବାର ବିବିସିର ପୂର୍ବତନ ଖବରଦାତା ମାର୍ଟିନ ବଶିର କ୍ଷମା ମାଗିଛନ୍ତି। କିନ୍ତୁ ଡାଏନାଙ୍କ ମୃତ୍ୟୁ ସହ ସାକ୍ଷାତକାରକୁ…
ଚାଷୀ ଆନ୍ଦୋଳନକୁ ୧୨ ବିରୋଧୀ ଦଳର ସମର୍ଥନ
ନୂଆଦିଲ୍ଲୀ, ୨୪।୫: କେନ୍ଦ୍ର ସରକାରଙ୍କ ବିବାଦୀୟ କୃଷି ଆଇନ ବିରୋଧରେ ବିଭିନ୍ନ କୃଷକ ସଂଗଠନ ପକ୍ଷରୁ ଦିଲ୍ଲୀ ସୀମାରେ ଚାଲିଥିବା ଆନ୍ଦୋଳନ ଆସନ୍ତା ୨୬ ତାରିଖରେ ୬ ମାସ ପୂରଣ କରିବାକୁ ଯାଉଛି। ସେହିଦିନ ଦେଶବ୍ୟାପୀ ବିକ୍ଷୋଭ ପ୍ରଦର୍ଶନ ଲାଗି ସଂଯୁକ୍ତ…
ଟୁଲ୍କିଟ୍: ରମଣ ସିଂ, ସମ୍ବିତ୍ ପାତ୍ରଙ୍କ ନଁ।ରେ ଏତଲା
ନୂଆଦିଲ୍ଲୀ, ୨୪।୫: ଏଆଇସିସିର ଗବେଷଣା ବିଭାଗ ଲେଟରହେଡ୍କୁ ଜାଲିଆତି କରି ସେଥିରେ ମିଥ୍ୟା ଓ ଜାଲ୍ ତଥ୍ୟ ଛାପିବା ଅଭିଯୋଗରେ ଭାଜପା ରାଷ୍ଟ୍ରୀୟ ଉପାଧ୍ୟକ୍ଷ ରମଣ ସିଂ ଏବଂ ମୁଖପାତ୍ର ସମ୍ବିତ୍ ପାତ୍ରଙ୍କ ନଁ।ରେ ଛତିଶଗଡ଼ରେ ଏତଲା ଦାଏର ହୋଇଛି। ଅଧିକ…
ରାଜ୍ୟକୁ ଟିକା ଯୋଗାଇବାକୁ ମନାକଲା ମଡର୍ନା
ଚଣ୍ଡିଗଡ଼, ୨୪।୫: ଦେଶରେ ସମସ୍ତଙ୍କୁ ଟିକା ଦେବା ଲାଗି କୋଭିଡ୍ ଭାକ୍ସିନର ଘୋର ଅଭାବ ଦେଖାଦେଇଛି। ଏପରିସ୍ଥଳେ ପଞ୍ଜାବ ସମେତ ବିଭିନ୍ନ ରାଜ୍ୟ ସରକାର ବିଦେଶରୁ ସିଧାସଳଖ ଟିକା କିଣିବା ପାଇଁ ଯୋଜନା କରିବା ସହ କେତେକ ରାଜ୍ୟ ବିଶ୍ୱସ୍ତରୀୟ ଟେଣ୍ଡର…
ହେଳା କଲେ ଭେଳା ବୁଡ଼େ
ନୂଆଦିଲ୍ଲୀ,୨୪ା୫: ଭାରତ ସମେତ ୧୧ ଦେଶ କୋଭିଡ୍-୧୯ ଭୂତାଣୁକୁ ହେୟଜ୍ଞାନ କରି ଉଚିତ ଢଙ୍ଗରେ ଏହାର ମୁକାବିଲା କରି ନାହାନ୍ତି। ଫଳରେ ଏହି ରାଷ୍ଟ୍ରଗୁଡ଼ିକର ଲୋକପ୍ରିୟ ସରକାରଙ୍କୁ ମହାମାରୀ ମହଙ୍ଗା ପଡ଼ିଛି ବୋଲି ସ୍ବିଡେନ୍ର ଭେରାଇଟିଜ୍ ଅଫ୍ ଡେମୋକ୍ରାସି (ଭି-ଡେମ୍) ଇନ୍ଷ୍ଟିଚ୍ୟୁଟ୍…
ପୁଣି ରେକର୍ଡ ଭାଙ୍ଗିଲା ମୃତ୍ୟୁସଂଖ୍ୟା: ଦିନକରେ କରୋନା ନେଲା ୩୨ ଜୀବନ
ଭୁବନେଶ୍ୱର,୨୪।୫(ବ୍ୟୁରୋ): ରାଜ୍ୟରେ ସୋମବାର କରୋନାରେ ୨୨ଜଣ ଆଖି ବୁଜିଛନ୍ତି। ଏହା ସହିତ ରାଜ୍ୟରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୨୦୫୧୬ରେ ପହଞ୍ଚିଯାଇଛି। ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି। ୨୨ ମୃତକଙ୍କ ମଧ୍ୟରୁ ଖୋର୍ଦ୍ଧା ଜିଲାରୁ ସର୍ବାଧିକ…
Archives


