Home Left

କ୍ୟାନ୍‌ସର ଟ୍ୟୁମର ଓ ଫଳମୂଳ

ତଟକା ଫଳମୂଳ ଆମ ସ୍ବାସ୍ଥ୍ୟ ପାଇଁ କେତେ ଉପକାରୀ ତାହା କହିବା ବାହୁଲ୍ୟ। ନିୟମିତ ଏହାକୁ ଖାଇଲେ ଏହା ସ୍ବାସ୍ଥ୍ୟ ଲାଗି ଆହୁରି ଲାଭପ୍ରଦ ହୋଇଥାଏ। ଏକ ସଦ୍ୟତମ ଗବେଷଣାରୁ ଜଣାପଡିଛି ଯେ, ତଟକା ଫଳମୂଳରେ ଏପରି ତତ୍ତ୍ୱ ରହିଛି ଯାହା…

ମାଂସ ବିକାଳିଙ୍କୁ ମାଡ଼ ମାରିଲେ ଗୋରକ୍ଷକ

ମୋରଦାବାଦ, ୨୪ା୫: ଉତ୍ତରପ୍ରଦେଶର ମୋରଦାବାଦ୍‌ଠାରେ ରବିବାର ଜଣେ ମାଂସ ବିକାଳି ମହମ୍ମଦ ଶାକିରଙ୍କୁ ନିଜକୁ ‘ଗୋରକ୍ଷକ’ କହୁଥିବା ଏକ ଗ୍ୟାଙ୍ଗ ମାଡ଼ ମାରିଛନ୍ତି। ପୋଲିସ ଶାକିରଙ୍କ ବିରୋଧରେ ଲକ୍‌ଡାଉନ ନିୟମ ଉଲ୍ଲଂଘନ ଅଭିଯୋଗରେ ମାମଲା ରୁଜୁ କରିବା ସହ ତାଙ୍କୁ ଗିରଫ…

ମୃତ୍ୟୁ ପ୍ରମାଣପତ୍ର ନୀତି ଉପରେ କେନ୍ଦ୍ରକୁ ଜବାବ ମାଗିଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ, ୨୪।୫: ପ୍ରାଣ ହରାଇଥିବା କୋଭିଡ୍‌-୧୯ ଆକ୍ରାନ୍ତଙ୍କ ମୃତ୍ୟୁ ପ୍ରମାଣପତ୍ର ଇସ୍ୟୁ କଲାବେଳେ ଗୋଟିଏ ନୀତି ଅବଲମ୍ବନ କରାଯିବା ଦରକାର ବୋଲି କେନ୍ଦ୍ର ସରକାରଙ୍କୁ ସୋମବାର ସୁପ୍ରିମକୋର୍ଟ କହିଛନ୍ତି। ଅନେକ କ୍ଷେତ୍ରରେ କୋଭିଡ୍‌ ଆକ୍ରାନ୍ତଙ୍କ ମୃତ୍ୟୁର କାରଣ ହୃଦ୍‌ଘାତ କିମ୍ବା ଫୁସ୍‌ଫୁସ୍‌…

୩୦୦ ଲୋକଙ୍କୁ ତଡ଼ିଦେଲେ

ପାଟଣା,୨୪।୫(ସ୍ବ. ପ୍ର.): କେନ୍ଦୁଝର ଜିଲା ପାଟଣା ବ୍ଲକ ମୂଷାଖରୀ ପଞ୍ଚାୟତ ମଲ୍ଲୀପଶି ଗାଁକୁ ଅପ୍ରେଲ ମାସରେ ବାହାର ରାଜ୍ୟରୁ ଚାଲିଆସିଥିଲେ ପ୍ରାୟ ୩୦୦ ଲୋକେ। ମହାରାଷ୍ଟ୍ରର ନାଗପୁର ଜିଲାରୁ ଉଦାଷା ଗାଁରୁ ୧୧ ପରିବାର (୬୦ ଲୋକ) ଚାଲିଆସିଥିବାବେଳେ ଜଡିବୁଟି ବିକ୍ରି…

ଟିକା ଭୟରେ ନଦୀକୁ ଡେଇଁଲେ ୨ ଶହ ଲୋକ

ଲକ୍ଷ୍ନୌ,୨୪ା୫: ଏବେ ବି’ ଲୋକଙ୍କ ମନରୁ ଯାଇନି କରୋନା ଟିକାର ଭୟ। ଏହାର ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି ଉତ୍ତରପ୍ରଦେଶର ବାରାବାଙ୍କି ଜିଲା ସିସୋଦା ଗ୍ରାମରେ। ଏହି ଗାଁରେ ଲୋକଙ୍କୁ ଟିକାକରଣ କରାଇବା ପାଇଁ ରବିବାର ପହଞ୍ଚିଥିଲା ମେଡିକାଲ ଦଳ। ସେମାନଙ୍କୁ…

ଗମ୍ଭୀରଙ୍କ ବିରୋଧରେ ତଦନ୍ତ ନିର୍ଦ୍ଦେଶ

ନୂଆଦିଲ୍ଲୀ, ୨୪।୫ : ପୂର୍ବତନ କ୍ରିକେଟର ତଥା ଭାଜପା ଏମ୍‌ପି ଗୌତମ ଗମ୍ଭୀରଙ୍କ ସମସ୍ୟା ବଢ଼ିବାରେ ଲାଗିଛି। ଦେଶରେ ଅଭାବ ଥିବା କୋଭିଡ୍‌-୧୯ ଔଷଧକୁ ପ୍ରବଳ ମାତ୍ରରେ କିଣିବା ସହ ନିଜ ନିର୍ବାଚନ ମଣ୍ଡଳିରେ ମାଗଣାରେ ବାଣ୍ଟିଥିଲେ। ଦିଲ୍ଲୀ ହାଇକୋର୍ଟ ସୋମବାର…

ଭାରତରେ ଆରମ୍ଭ ହେଲା ତୃତୀୟ ଟିକାର ଉତ୍ପାଦନ

ନୂଆଦିଲ୍ଲୀ,୨୪।୫: ରଷିଆନ୍‌ ଡାଇରେକ୍ଟ ଇନ୍‌ଭେଷ୍ଟମେଣ୍ଟ ଫଣ୍ଡ୍‌ (ଆର୍‌ଡିଆଇଏଫ୍‌) ଏବଂ ଭାରତୀୟ ଔଷଧ କମ୍ପାନୀ ପାନାସିଆ ବାୟୋଟେକ୍‌ ଦେଶରେ ସ୍ପୁଟ୍‌ନିକ ଭି କୋଭିଡ୍‌ ଟିକା ଉତ୍ପାଦନ ଆରମ୍ଭ କରିଥିବା ସୋମବାର ଘୋଷଣା କରିଛନ୍ତି। ହିମାଚଳପ୍ରଦେଶର ବଦ୍ଦିଠାରେ ପାନାସିଆ ବାୟୋଟେକ୍‌ କାରଖାନାରୁ ପ୍ରଥମ ପର୍ଯ୍ୟାୟ…

୩ ମାସରେ ୩ ଝିଅ ନିଖୋଜ ହେବା ପରେ ଲୋଡ଼ିଲେ ମୁଖ୍ୟମନ୍ତ୍ରୀଙ୍କ ସହାୟତା

ମୁଜାଫାରନଗର, ୨୪।୫ : ଉତ୍ତର ପ୍ରଦେଶର ମୁଜାଫରନଗରର ସୁଜୁଦ ଗ୍ରାମର ଜଣେ ବ୍ୟକ୍ତିଙ୍କ ୩ ଝିଅ ଗତ ୩ ମାସରେ ନିଖୋଜ ହୋଇଯାଇଛନ୍ତି। ସେମାନଙ୍କୁ ଖୋଜିବା ପାଇଁ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସହାୟତା ଲୋଡ଼ିଛନ୍ତି ନିଖୋଜ ୩ ଝିଅଙ୍କ ବାପା ମହମ୍ମଦ…

ଏକତରଫା ପ୍ରେମକୁ ନେଇ ପରିବାରର ୪ଜଣଙ୍କୁ ଆକ୍ରମଣ

ଝାରସୁଗୁଡ଼ା ଅଫିସ୍‌,୨୪।୫: ଝାରସୁଗୁଡ଼ା ଜିଲା ବନହରପାଲି ଥାନା ଅଧୀନ ବନ୍ଧବାହାଲ ସାପଡ଼ାର ଗୋଟିଏ ପରିବାରର ୪ଜଣଙ୍କୁ ଆକ୍ରମଣ କରିବା ଅଭିଯୋଗରେ ସେହି ଗ୍ରାମର ଜଣେ ଯୁବକଙ୍କୁ ପୋଲିସ ଗିରଫ କରି ସୋମବାର କୋର୍ଟଚାଲାଣ କରିଛି। ଗିିରଫ ଅଭିଯୁକ୍ତ ହେଲେ ଶିବ ଭଇଁସାଲ(୨୦)।…

ଓଡ଼ିଶାରେ ୮ ଲକ୍ଷରୁ ଊର୍ଦ୍ଧ୍ୱ ହିତାଧିକାରୀଙ୍କୁ ମିଳିବ ପକ୍କା ଘର

ଭୁବନେଶ୍ୱର,୨୪।୫: ପ୍ରଧାନମନ୍ତ୍ରୀ ଗ୍ରାମୀଣ ଆବାସ ଯୋଜନାରେ ୨୦୨୧-୨୨ ଆର୍ଥିକ ବର୍ଷରେ ଓଡ଼ିଶାରେ ୮ ଲକ୍ଷ ୧୭ ହଜାର ୫୧୩ଜଣ ଯୋଗ୍ୟ ହିତାଧିକାରୀଙ୍କୁ ପକ୍କା ଘର ମିଳିବ। ଏହାକୁ ମିଶାଇ ଦେଶରେ ୬୧.୮୪ ଲକ୍ଷ ଆର୍ଥିକ ଦୁର୍ବଳ ଶ୍ରେଣୀର ହିତାଧିକାରୀଙ୍କୁ ପକ୍କା ଘର…

କୋଭିଡ୍‌ ଟେଷ୍ଟରେ ସହଯୋଗ ନ କରିବାରୁ ନାବାଳକଙ୍କୁ ନିସ୍ତୁକ ମାଡ଼ ଦେଲେ ଅଧିକାରୀ

ବେଙ୍ଗାଲୁରୁ, ୨୪।୫ : କୋଭିଡ୍‌-୧୯ ଟେଷ୍ଟବେଳେ ସହଯୋଗ କରୁ ନ ଥିବା ଜଣେ ନାବାଳକଙ୍କୁ ବୃହତ୍‌ ବେଙ୍ଗାଲୁରୁ ମହାନଗର ପାଲିକା (ବିବିଏମ୍‌ପି)ର ଦୁଇ ଅଧିକାରୀ ନିସ୍ତୁକ ମାଡ଼ ମାରିଛନ୍ତି। ଘଟଣାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଯାଇଛି। ଜଣେ ବିବିଏମ୍‌ପି ଅଧିକାରୀ…

୩ ଜିଲାରେ ଟେଷ୍ଟିଂ, ଟିକାକରଣ, ଘରକୁ ଘର ସର୍ଭେ ବନ୍ଦ

ଭୁବନେଶ୍ୱର, ୨୪।୫(ବ୍ୟୁରୋ): ବାତ୍ୟା ‘ୟାସ୍‌’କୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ୩ଟି ଜିଲାରେ କୋଭିଡ୍‌-୧୯ ଟେଷ୍ଟିଂ, ଟିକାକରଣ ଓ ଘରକୁ ଘର ସର୍ଭେ ବାତିଲ କରିଛନ୍ତି। ବାଲେଶ୍ୱର, ଭଦ୍ରକ ଓ ମୟୂରଭଞ୍ଜ ଆଦି ଜିଲାରେ ୨୫ରୁ ୨୭ତାରିଖ ପର୍ଯ୍ୟନ୍ତ ଏହି କାର୍ଯ୍ୟ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri