Home Left

ନାରଦା ଷ୍ଟିଙ୍ଗ୍‌ ଅପରେଶନ୍‌ ମାମଲା: ୪ଟିଏମ୍‌ସି ନେତାଙ୍କୁ ଅନ୍ତରୀଣ ଜାମିନ

କୋଲକାତା,୨୮।୫: ନାରଦା ଷ୍ଟିଙ୍ଗ୍‌ ଅପରେଶନ୍‌ ମାମଲାରେ ପଶ୍ଚିମବଙ୍ଗର ୪ଜଣ ଟିଏମ୍‌ସି ନେତାଙ୍କୁ ଆଶ୍ୱସ୍ତି ମିଳିଛି। ଶୁକ୍ରବାର ହାଇକୋର୍ଟ ୪ଜଣ ଟିଏମ୍‌ସି ନେତାଙ୍କୁ ସର୍ତ୍ତମୂଳକ ଅନ୍ତରୀଣ ଜାମିନ ପ୍ରଦାନ କରିଛନ୍ତି। ୨ଲକ୍ଷ ଟଙ୍କାର ବ୍ୟକ୍ତିଗତ ମୁଚ୍ଚାଲିକା ଏବଂ ଯାଞ୍ଚରେ ଏଜେନ୍ସି ସହ ସହଯୋଗ…

ନୀଳ ନୟନା ଐଶ୍‌ଙ୍କ ପାଇଁ ସଲମାନ୍‌ଙ୍କୁ ଖୋଲା ଚ୍ୟାଲେଞ୍ଜ ଦେଇଥିଲେ ଏହି ଅଭିନେତା: ପରେ ଯାହା ଘଟିଲା ସ୍ବପ୍ନରେ ଭାବି ନ ଥିଲେ

ବମ୍ବେ: ଏକଦା ଅଭିନେତ୍ରୀ ଐଶ୍ୱର୍ଯ୍ୟାଙ୍କ ପ୍ରେମରେ ପଡ଼ି ସଲମାନଙ୍କ ଆକ୍ରୋଶର ଶିକାର ହୋଇଥିଲେ ଅଭିନେତା ବିବେକ ଓବରୟ। ଏହାକୁ ଅନେକ ବର୍ଷ ବିତିଥିଲେ ହେଁ ଅନେକ ସମୟରେ ଏହି ପ୍ରସଙ୍ଗ ଉଠେ। ଐଶ୍‌ଙ୍କ ସହ ପ୍ରେମ ପାଇଁ ବିବେକଙ୍କ ଅଭିନୟ ଜୀବନ…

୨୯ ବର୍ଷ ପୂର୍ବେ ମୁସଲମାନ ଯୁବତୀଙ୍କ ହାତ ଧରିଥିଲେ ସୁନିଲ ସେଟ୍ଟୀ; ପରିବାରକୁ ବୁଝାଇବାକୁ ଲାଗିଥିଲା ନଅ ବର୍ଷ

ବମ୍ବେ: ବଲିଉଡ୍‌ରେ ଡେବ୍ୟୁ କରିବା ପୂର୍ବରୁ ହାତକୁ ଦୁଇ ହାତ ହୋଇସାରିଥିଲେ ଅଭିନେତା ସୁନିଲ ସେଟ୍ଟୀ। ୧୯୯୧ରେ ମାନାଙ୍କୁ ପ୍ରେମ ବିବାହ କରିଥିଲେ ସୁନିଲ। କୋନେପିୟନ ସି ରୋଡରେ ଥିବା ଏକ କେକ୍‌ ଦୋକାନରୁ ଆରମ୍ଭ ହୋଇଥିଲା ଉଭୟଙ୍କ ପ୍ରେମକାହାଣୀ। ମାନା…

ବାହାରୁ ଦେଖିବାକୁ ଅତି ସାଧାରଣ ମମତା ବାନାର୍ଜୀଙ୍କ ଟାଇଲ୍‌ ଛପର ଘର: ଅତିଥି ଭାବେ ଶାହାରୁଖଙ୍କଠାରୁ ଆରମ୍ଭ କରି ବାଜପେୟୀ ବିତାଇଛନ୍ତି ସମୟ

ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ରାଜନୀତିଠାରୁ ଆରମ୍ଭ କରି ନିଜର ସାଧାରଣ ପରିଧାନକୁ ନେଇ ଚର୍ଚ୍ଚାରେ ରହିଥାନ୍ତି। ୨୦୧୧ରେ ସେ ପ୍ରଥମ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ। ଏହାପରେ ବି ସେ ଅନେକ ଦିନ ପର୍ଯ୍ୟନ୍ତ ନିଜ…

ମୋଦି-ଧନକଡଙ୍କୁ ୩୦ମିନିଟ୍‌ ଅପେକ୍ଷା କରାଇଲେ ମୁଖ୍ୟମନ୍ତ୍ରୀ

କୋଲକାତା,୨୮।୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ପଶ୍ଚିମବଙ୍ଗ ଗସ୍ତ କରିଛନ୍ତି। ଏହି ଗସ୍ତ ସମୟରେ ମୋଦି ବାତ୍ୟା ୟାସ୍‌ ଯୋଗୁ ପ୍ରଭାବିତ ହୋଇଥିବା ଅଞ୍ଚଳଗୁଡ଼ିକର ଏରିଏଲ୍‌ ସର୍ଭେ କରିଥିଲେ। ଏହାପରେ ଲାଇକୁଣ୍ଡା ଏୟାର ବେସ୍‌ରେ ବାତ୍ୟା ସମୀକ୍ଷା ବୈଠକ ହୋଇଥିଲା। ଏହି…

ବାତ୍ୟା ପାଇଁ ତୁରନ୍ତ ଆର୍ଥିକ ସହାୟତା ମାଗିଲେ ନାହିଁ ରାଜ୍ୟ ସରକାର; ଏବେ ଟୁଇଟ୍‌ କରି କାରଣ ଜଣାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୮।୫(ବ୍ୟୁରୋ): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ଓଡ଼ିଶା ଗସ୍ତରେ ଆସି ବାତ୍ୟା ‘ୟାସ୍‌’ଜନିତ କ୍ଷୟକ୍ଷତିର ସମୀକ୍ଷା କରିଥିଲେ। ଏହି ଅବସରରେ ରାଜ୍ୟ ସରକାରଙ୍କ ପକ୍ଷରୁ ତୁରନ୍ତ ଆର୍ଥିକ ସହାୟତା ଯୋଗାଇ ଦେବା ପାଇଁ ଏଥିରେ ଦାବି କରାଯାଇ ନ ଥିଲା। ଏବେ…

କରୋନା ନେଗେଟିଭ୍‌ ମା’ଙ୍କ ନବଜାତ ଶିଶୁ ପଜିଟିଭ୍‌ ଚିହ୍ନଟ

ବାରାଣସୀ,୨୮।୫: ଦେଶରେ କରୋନାର ଦ୍ୱିତୀୟ ଲହର ପ୍ରକୋପ ଜାରି ରହିଥିବା ବେଳେ ଦୈନିକ ସଂକ୍ରମଣ ସାମାନ୍ୟ ହ୍ରାସ ପାଇଛି। ବୈଜ୍ଞାନିକଙ୍କ ତଥ୍ୟ ଅନୁସାରେ କୁହାଯାଉଛି, ତୃତୀୟ ଲହରରେ ପିଲାମାନେ ଅଧିକ ସଂକ୍ରମିତ ହେବେ। ଇତିମଧ୍ୟରେ ଉତ୍ତରପ୍ରଦେଶ ବାରାଣସୀରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା…

ସପ୍ତାହେ ପାଇଁ ଘୁଞ୍ଚିଲା ରାଜ୍ୟ ସରକାରଙ୍କ କରୋନା ଟିକା ଟେଣ୍ଡର ପ୍ରକ୍ରିୟା

ଭୁବନେଶ୍ୱର,୨୮।୫(ବ୍ୟୁରୋ): କରୋନା ଟିକା କିଣିବା ଲାଗି ରାଜ୍ୟ ସରକାରଙ୍କ ପକ୍ଷରୁ ଗ୍ଲୋବାଲ ଟେଣ୍ଡର ଆହ୍ବାନ କରାଯାଇଥିଲା। ଏବେ ଏହି ପ୍ରକ୍ରିୟାକୁ ଗୋଟିଏ ସପ୍ତାହ ପାଇଁ ଅର୍ଥାତ ଜୁନ୍‌ ୪ ତାରିଖକୁ ଘୁଞ୍ଚାଇ ଦିଆଯାଇଛି। ଦେଶରେ ଉତ୍ପାଦନ ହେଉଥିବା ଟିକା କୋଭାକ୍ସିନ ଓ…

ସ୍ବାମୀ କରୁଥିଲେ ଦ୍ୱିତୀୟ ବିବାହ: ମଣ୍ଡପରେ ଝିଅକୁ ଧରି ପହଞ୍ଚିଲେ ପ୍ରଥମ ସ୍ତ୍ରୀ, ପରେ ଘଟିଲା ଏମିତି…

ଚଣ୍ଡିଗଡ଼,୨୮ା୫: ପଞ୍ଜାବର ଫିରୋଜପୁରରେ ଜଣେ ବ୍ୟକ୍ତି ଦ୍ୱିତୀୟ ବିବାହ କରୁଥିଲେ। ଏହା ଜାଣିପାରି ତାଙ୍କ ପ୍ରଥମ ସ୍ତ୍ରୀ ମଣ୍ଡପରେ ପହଞ୍ଚି ହଙ୍ଗାମା କରିଥିଲେ। ପ୍ରଥମ ସ୍ତ୍ରୀ ଅଭିଯୋଗ ଆଣିଛନ୍ତି, ତାଙ୍କ ସ୍ବାମୀ ପ୍ରଥମେ ତାଙ୍କୁ ବିବାହ କରିଥିଲେ। ତାଙ୍କର ଏକ ଝିଅ…

ଫୋନ୍‌ରେ ଗପୁଥିଲେ ସ୍ବାମୀ, ପେଟ୍ରୋଲ ଢାଳି ନିଆଁ ଲଗାଇଦେଲେ ସ୍ତ୍ରୀ; ଆଉ ତା’ ପରେ…

ଓ୍ବାଶିଂଟନ,୨୮ା୫: ମୋବାଇଲ ବ୍ୟବହାରକୁ ନେଇ ସ୍ବାମୀ-ସ୍ତ୍ରୀଙ୍କ ମଧ୍ୟରେ ଝଗଡ଼ା ହେବା ସାଧାରଣ ଘଟଣା। ମାତ୍ର ଆମେରିକାରେ ଏମିତି ଏକ ଘଟଣା ସାମ୍ନାକୁ ଆସିଛି ଯାହା ଜାଣିଲେ ଆଶ୍ଚର୍ଯ୍ୟ ହେବେ। ୩୬ ବର୍ଷୀୟା ଟିଫ୍‌ନୀଙ୍କ ୬୨ ବର୍ଷୀୟ ସ୍ବାମୀ ଫୋନ୍‌ରେ ଗପୁଥିଲେ। ଏହା…

ଟ୍ବିଙ୍କିଲଙ୍କୁ ମେକ୍‌ଅପ୍‌ କଲେ ଝିଅ ନିତାରା: ମା’ କହିଲେ ଏଭଳି

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ଟ୍ବିଙ୍କିଲ ଖନ୍ନା ସୋସିଆଲ ମିଡିଆରେ ବେଶ୍‌ ଆକ୍ଟିଭ୍‌ ରହିଥାନ୍ତି। ନିଜର ପର୍ସନାଲ ଲାଇଫ୍‌ ହେଉ ଅବା କାର୍ଯ୍ୟକଳାପର କେତେକ ଫଟୋ ଓ ଭିଡିଓ ପ୍ରଶଂସକ ସହ ଶେୟାର କରିଥାନ୍ତି। ଏଥିସହ ପ୍ରାୟ ସମୟରେ ସେ ସାମାଜିକ ସମସ୍ୟା…

ଗାଡିରେ ଘରରୁ ଘର ବୁଲି ଅଳିଆ ସଂଗ୍ରହ କରୁଛନ୍ତି ମହିଳା

ଛତ୍ରପୁର,୨୮।୫(ଡି.ଏନ୍‌.ଏ.): ଏସ୍‌ଏଚଜି ମହିଳା ସଂଘର ସଦସ୍ୟାମାନେ ବର୍ତ୍ତମାନ ଗଞ୍ଜାମ ଜିଲା ହେଡକ୍ୱାର୍ଟର ଛତ୍ରପୁର ଏନ୍‌ଏସିର ପରିମଳ ବ୍ୟବସ୍ଥାକୁ ସୁଦୃଢ କରିବା ପାଇଁ ନିଜକୁ ଏଥିରେ ସାମିଲ କରିଛନ୍ତି। ଏଥିସହ ମହିଳା ମାନେ ନିଜେ ଗାଡି ଚଳାଇ ସହରରେ ଥିବା ଘରକୁଘର ଯାଇ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri