ଦୁଇ ଦୁଇ ଥର ଭାଙ୍ଗିଲାଣି ‘ଅନୁପମା’ଙ୍କ ସାନପୁଅଙ୍କ ହୃଦୟ; ବ୍ରେକ୍ଅପ୍ ପରେ କାରଣ କହି ନ ଥିଲେ ଉର୍ଫି
ବମ୍ବେ: ଟେଲିପରଦାର ଲୋକପ୍ରିୟ ଧାରାବାହିକ ମଧ୍ୟରୁ ‘ଅନୁପମା’ ଅନ୍ୟତମ। ଶୋ’ର ଷ୍ଟାରକାଷ୍ଟର ପ୍ରତିଟି ଚରିତ୍ର ଏବେ ଘରେ ଘରେ ପରିଚିତ। ଅନୁପମାଙ୍କ ପୁଅ ସମର ଭୂମିକାରେ ନଜର ଆସୁଛନ୍ତି ପାରସ କଲନାଓ୍ବତ। ତାଙ୍କୁ ଜଣେ ଆଇଡଲ୍ ପୁଅ ଭାବେ ଦେଖାଯାଏ। ଦିନକୁ…
ମନକୁ ଖୁସି ରଖିବ ୮ ଅଭ୍ୟାସ
ସ୍ବାସ୍ଥ୍ୟ ହିଁ ସମ୍ପଦ। ସ୍ବାସ୍ଥ୍ୟ ସହିତ ସୁସ୍ଥ ମନର ସମ୍ପର୍କ ଅତି ନିବିଡ଼। କଥାରେ ଅଛି ମନ ଭଲ ନ ଥିଲେ ଦୁନିଆର ସବୁ ସୁଖ ବି ତୁଚ୍ଛ ଲାଗେ। ମନ ଭଲ ରହିବା ପାଇଁ ଶରୀରରେ କ୍ଷରଣ ହେଉଥିବା କେତେକ…
ସୁପର ଡ୍ୟାନ୍ସର ଚାପ୍ଟର ୪ ଜିତିଲେ ଫ୍ଲୋରିନା
ମୁମ୍ବାଇ, ୧୦ା୧୦: ସୋନି ଟିଭିରେ ପ୍ରସାରିତ ଡ୍ୟାନ୍ସ ରିଅଲିଟି ଶୋ’ ସୁପର ଡ୍ୟାନ୍ସର ଚାପ୍ଟର-୪ର ବିଜେତା ହୋଇଛନ୍ତି ଆସାମର ଫ୍ଲୋରିନା ଗୋଗଇ। ଟାଇଟଲ ବିଜୟନୀ ୭ ବର୍ଷୀୟା ଫ୍ଲୋରିନାଙ୍କୁ ୧୫ ଲକ୍ଷ ଏବଂ ତାଙ୍କ ମେଣ୍ଟର ତଥା ଗୁରୁ ତୁଷାର ସେଟ୍ଟୀଙ୍କୁ…
ବୋଲ୍ଡ ଲୁକ୍ରେ ଦେଶୀ ଗର୍ଲ
ମୁମ୍ବାଇ: ବଲିଉଡ୍ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। ଦେଶୀଗର୍ଲ ଭାବରେ ଜଣାଶୁଣା ପ୍ରିୟଙ୍କାଙ୍କ ବୋଲ୍ଡ ଏବଂ ଗ୍ଲାମରସ୍ ଲୁକ୍ ଏବେ ଚର୍ଚ୍ଚାରେ। ପିସି ସୋସିଆଲ ମିଡିଆରେ ବହୁତ ଆକ୍ଟିଭ୍। ସେ ଅନେକ ସମୟରେ ପ୍ରଶଂସକମାନଙ୍କ ସହ ଯୋଡ଼ି ହୋଇ…
ପାଣି ପିଇବାକୁ ଯାଇଥିଲେ ଜଙ୍ଗଲ ରାଜା, ସାମାନ୍ୟ କଇଁଛକୁ ଦେଖି…
ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛି ନା କିଛି ନୂତନ ଭିଡିଓ ଏବଂ ଫଟୋ ଭାଇରାଲ ହେଉଛି। ସେଥିରୁ କେତେକ ଭିଡିଓ ଏବଂ ଫଟୋ ହସର ଖୋରାକ ଯୋଗାଉଥିବା ବେଳେ କେତେକ ଭାବପ୍ରବଣ କରିଦିଏ। ସେହିଭଳି ଟୁଇଟରରେ ଏବେ ଏକ ଭିଡିଓ…
୨ ଭାଇ ଚଲାଉଥିଲେ ନକଲି ବିଦେଶୀ ମଦ କାରଖାନା
ଝାରସୁଗୁଡ଼ା ଅଫିସ,୧୦ା୧୦: ଝାରସୁଗୁଡ଼ା ଜିଲା ବ୍ରଜରାଜନଗର ଓ ବେଲପାହାଡ଼ ଅଞ୍ଚଳରେ ନକଲି ବିଦେଶୀ ମଦ ତିଆରି ଚାଲିଥିବା ନେଇ ଗୁଇନ୍ଦା ବିଭାଗ ସୂତ୍ରରୁ ଖବର ମିଳିଥିଲା। ସ୍ଥାନୀୟ ଅବକାରୀ ବିଭାଗକୁ ନ ଜଣାଇ ସମ୍ବଲପୁର ଅବକାରୀ ବିଭାଗର ଏକ ସ୍ବତନ୍ତ୍ର ସ୍କ୍ବାଡ୍…
୧୬ ବର୍ଷ ପରେ ଗୋଟିଏ ମଞ୍ଚରେ ଉଦ୍ଧବ-ରାଣେ
ନୂଆଦିଲ୍ଲୀ,୧୦।୧୦: ମହାରାଷ୍ଟ୍ରର ସିନ୍ଧୁଦୁର୍ଗ ଜିଲାରେ ଶନିବାର ଏକ ବିମାନବନ୍ଦର ଉଦ୍ଘାଟନ ଅବସରରେ ପରସ୍ପରର ତୀବ୍ର ବିରୋଧୀ ଭାବେ ପରିଚିତ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍ରେ ଏବଂ କେନ୍ଦ୍ରମନ୍ତ୍ରୀ ନାରାୟଣ ରାଣେ ଗୋଟିଏ ମଞ୍ଚରେ ଏକାଠି ହୋଇଛନ୍ତି। ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍ରେଙ୍କୁ ଦେଶ ସ୍ବାଧୀନ…
ରହିଗଲା ଶ୍ରୀଲଙ୍କା କ୍ରିକେଟର ମାନ
ଅଲ ଆମେରାଟ,୧୦।୧୦: ପୂର୍ବତନ ଟି୨୦ ବିଶ୍ୱକପ୍ ଚାମ୍ପିୟନ ଶ୍ରୀଲଙ୍କା ଅଳ୍ପକେ ବଡ଼ ବିପର୍ଯ୍ୟୟରୁ ବର୍ତ୍ତି ଯାଇଛି। ଏଠାରେ ଶନିବାର ଖେଳାଯାଇଥିବା ଟି୨୦ ମ୍ୟାଚ୍ରେ ଓମାନକୁ ୫ ଉଇକେଟରେ ହରାଇ ଦେଇଛି ଶ୍ରୀଲଙ୍କା। ଏହା ବିଶ୍ୱ କ୍ରିକେଟ ପାଇଁ ଅବଶ୍ୟ ବଡ଼ କଥା…
ସ୍ତ୍ରୀଙ୍କ ପ୍ରେମିକଙ୍କୁ ବାଡ଼େଇ ବାଡ଼େଇ ମାରିଲେ
ଜୟପୁର,୧୦।୧୦: ସ୍ତ୍ରୀଙ୍କ ପ୍ରେମିକଙ୍କୁ ବାଡ଼େଇ ବାଡ଼େଇ ହତ୍ୟା କରିଛନ୍ତି ସ୍ବାମୀ ଓ ତାଙ୍କ ପରିବାର ସମ୍ପର୍କିୟ। ଗୁରୁବାର ରାଜସ୍ଥାନର ହନୁମାନଗଡ଼ ଜିଲାରେ ଏଭଳି ଘଟଣା ଘଟିଛି। ସୋସିଆଲ ମିଡିଆରେ ହତ୍ୟାକାଣ୍ଡର କିଛି ଭିଡିଓ ମିଳିବା ପରେ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ।…
ପରୀକ୍ଷାର ଦିନକ ପୂର୍ବରୁ ଆଶାୟୀଙ୍କ ଆତ୍ମହତ୍ୟା
ନୂଆଦିଲ୍ଲୀ, ୯।୧୦: ୟୁପିଏସ୍ସି ପ୍ରିଲିମ୍ ୨୦୨୧ ପରୀକ୍ଷା ରବିବାର ଅନୁଷ୍ଠିତ ହେବାକୁ ଥିବାବେଳେ ଏହାର ଦିନକ ପୂର୍ବରୁ କେନ୍ଦ୍ରୀୟ ଦିଲ୍ଲୀର ରାଜେନ୍ଦ୍ର ନଗରରେ ଜଣେ ୨୫ ବର୍ଷୀୟ ୟୁପିଏସ୍ସି ଆଶାୟୀ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ଉତ୍ତରପ୍ରଦେଶ ଭାଦୋହି ଅଞ୍ଚଳର ଆକାଂକ୍ଷା…
୧୨ ରାତି ୮ଟାରୁ ୧୪୪
ଭବାନୀପାଟଣା,୯।୧୦(ସ୍ବ.ପ୍ର.): କଳାହାଣ୍ଡି ଜିଲାର ଇଷ୍ଟଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା ପାଇଁ ପସ୍ତୁତି ଚୂଡାନ୍ତ ହୋଇଛି। ଆସନ୍ତା ୧୩ ତାରିଖ ମା’ଙ୍କ ଯାତ୍ରା ହେବ। ଶାନ୍ତି ଶୃଙ୍ଖଳାକୁ ଦୃଷ୍ଟିରେ ରଖି ଭବାନୀପାଟଣା ସହରରେ ୧୨ତାରିଖ ରାତି ୮ଟାରୁ ୧୩ ତାରିଖ…
ହୀରାକୁଦ ଜଳଭଣ୍ଡାରରେ ଗଲା ମତ୍ସ୍ୟଜୀବୀଙ୍କ ଜୀବନ
ଝାରସୁଗୁଡ଼ା ଅଫିସ,୯ା୧୦: ଝାରସୁଗୁଡ଼ା ଜିଲା ବନହରପାଲି ଥାନା ଛଡାରମା ଗ୍ରାମ ନିକଟ ହୀରାକୁଦ ଜଳଭଣ୍ଡାରରେ ଶନିବାର ଡଙ୍ଗାରୁ ଖସିପଡି ଜଣେ ମତ୍ସ୍ୟଜୀବୀଙ୍କ ମୃତ୍ୟୁ ଘଟିଛି। ସେ ହେଲେ ରେଙ୍ଗାଲି ଥାନା କଦମ୍ବଡିହି ଗ୍ରାମର ଜଗତ ଡନସେନା (୫୦)। ପୋଲିସ ମୃତଦେହ ଜବତ…

