Posted inଜାତୀୟ

ଦିଲ୍ଲୀରେ ବିଜୁଳି ସଙ୍କଟ ପରିସ୍ଥିତି: ମୋଦିଙ୍କୁ ଚିଠି ଲେଖିଲେ କେଜରିୱାଲ

ନୂଆଦିଲ୍ଲୀ,୯ ।୧୦: ରାଜଧାନୀ ଦିଲ୍ଲୀରେ ବିଜୁଳି ଯୋଗାଇ ଦେଉଥିବା ଟାଟା ପାୱାର ଡିଡିଏଲ୍ ନିଜ ଗ୍ରାହକଙ୍କୁ କହିଛି କି ସେମାନେ ଦେଖିରଖି ବିଜୁଳି ଖର୍ଚ୍ଚ କରନ୍ତୁ । ଟାଟା ପାୱାର ଏହି ମେସେଜ ଏଥିପାଇଁ ଦେଇଛି କାରଣ ଦେଶ ବର୍ତ୍ତମାନ କୋଇଲା ସଙ୍କଟ ଦେଇ ଗତି କରୁଛି । ଯାହା ଫଳରେ ଆଗାମୀ ଦିନରେ ବିଜୁଳି ଉତ୍ପାଦନରେ ସମସ୍ୟା ଦେଖାଦେଇପାରେ । ଟାଟା ପାୱାରର ମେସେଜ୍ ପରେ ଏବେ ଦିଲ୍ଲୀର ବିଜୁଳି ସଙ୍କଟକୁ ଦେଖି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚିଠି ଲେଖିଛନ୍ତି । ସେ ପ୍ରଧାନମନ୍ତ୍ରୀ ଟାଟା ପାୱାରର ମେସେଜ୍ ଘଟଣାରେ ସାମିଲ ହେବାକୁ କହିଛନ୍ତି । ସୂଚନାଯୋଗ୍ୟ, ଏବେ କେବଳ ଭାରତ କାହିଁକି ଚାଇନାଭଳି ବିକାଶଶୀଳ ଦେଶରେ ବି ବିଜୁଳି ସମସ୍ୟା ଦେଖାଦେଇଛି । ଏବେ ବିଶ୍ୱର ଅଧିକାଂଶ ସହର, ବଜାରରେ ବୁଜୁଳି ଦେଖିରଖି ଖର୍ଚ୍ଚ କରିବାକୁ ଅନୁରୋଧ କରାଯାଇଛି ।


Enter your email to get our daily news in your inbox.

All Right Reserved By Dharitri.Com

ଅସଦୁଦ୍ଦିନଙ୍କ ଗାଡି ଉପରକୁ ଗୁଳିମାଡ ଘଟଣାରେ ୨ ଗିରଫ

ନୂଆଦିଲ୍ଲୀ,୪ ।୨: ଗୁରୁବାର ସନ୍ଧ୍ୟାରେ ଏଆଇଏମ୍‌ଆଇଏମ୍ ଅଧ୍ୟକ୍ଷ ଅସଦୁଦ୍ଦିନ ଓୱାଇଇସି ଯେତେବେଳେ ଏକ ନିର୍ବାଚନ ପ୍ରଚାର ସାରି ମିରଠରୁ ଦିଲ୍ଲୀ ଫେରୁଥିଲେ ସେତେବେଳେ ତାଙ୍କ ଗାଡି...

୧୦୫ ବର୍ଷରେ ପରୀକ୍ଷା ପାସ୍‌ କଲେ ବୃଦ୍ଧା

ଥିରୁଭାନନ୍ତପୁରମ,୬।୧: କେରଳର ୧୦୫ ବର୍ଷର ଜଣେ ବୃଦ୍ଧା ଚତୁର୍ଥ ଶ୍ରେଣୀ ପାସ୍‌ କରିଛନ୍ତି। ଭଗୀରଥି ଆମ୍ମା ନାମ୍ନୀ ଏହି ବୃଦ୍ଧା ଜଣଙ୍କ ଭାରତର ସବୁଠୁ ବୟସ୍କ...

‘ଅଗ୍ନିପଥ’ ଯୋଜନା: ବୟସସୀମା ବୃଦ୍ଧି କଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ,୧୭।୬: କେନ୍ଦ୍ର ସରକାରଙ୍କ ‘ଅଗ୍ନିପଥ’ ଯୋଜନାକୁ ବିରୋଧ କରିବା ସହ କିଛି ସ୍ଥାନରେ ଆନ୍ଦୋଳନ ଏହାକୁ ନେଇ ଆନ୍ଦୋଳନ କରାଯାଉଛି। ତେବେ ବିରୋଧ ପରେ କେନ୍ଦ୍ର...

ଥମୁଛି ସଂକ୍ରମଣ ବଢୁଛି ଭିଡ଼…

ନୂଆଦିଲ୍ଲୀ,୧।୮: ଦେଶରେ କରୋନା ମହାମାରୀ ସଂକ୍ରମଣର ଦ୍ୱିତୀୟ ଲହର ଥମିବାରେ ଲାଗିଛି। ଦୈନିକ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ଦିନେ କମିଲେ ପୁଣି ବଢୁଛି। ଗତ...

ମୁମ୍ବାଇରେ ଜଳପ୍ରଳୟ: ବୁଡିଗଲା ଗାଡି, ଦୁଇ ମୃତ

ମୁମ୍ବାଇ, ୩।୭: ମୁମ୍ବାଇରେ ପ୍ରବଳ ବର୍ଷା ଯୋଗୁ ସାଧାରଣ ଜୀବନ ଅସ୍ତବ୍ୟସ୍ତ ହୋଇପଡିଛି। ବର୍ଷା ଗତ ୨ ବର୍ଷର ରେକର୍ଡ ଭାଙ୍ଗି ଦେଇଛି। ମୂଷଳ ଧାରାରେ...

ସୋସିଆଲ୍‌ ମିଡ଼ିଆରେ ଆଧାର ସଂଯୋଗ ମାମଲା: କେନ୍ଦ୍ର ସରକାରଙ୍କ ସହିତ ଗୁଗଲ, ଟୁଇଟର ଏବଂ ୟୁଟ୍ୟୁବ୍‌କୁ ନୋଟିସ୍‌ ଜାରି କଲେ ସୁପ୍ରିମ୍‌କୋର୍ଟ

ନୂଆଦିଲ୍ଲୀ, ୨୦।୮: ସୋସିଆଲ୍‌ ମିଡ଼ିଆ ଆକାଉଣ୍ଟ୍‌ ସହିତ ଆଧାର କାର୍ଡ ସଂଯୋଗ ମାମଲାରେ ସୁପ୍ରିମ୍‌କୋର୍ଟ ମଙ୍ଗଳବାର କେନ୍ଦ୍ର ସରକାରଙ୍କ ସହିତ ଗୁଗଲ, ଟୁଇଟର ଏବଂ ୟୁଟ୍ୟୁବ୍‌କୁ...

ଇଣ୍ଟରନ୍ୟାଶନାଲ ମ୍ୟାଥମେଟିକାଲ୍‌ ଅଲିମ୍ପିଆଡ୍‌: ୩ ସ୍ବର୍ଣ୍ଣ ଜିତିଲେ ବେଙ୍ଗାଲୁରୁ ଛାତ୍ର

ନୂଆଦିଲ୍ଲୀ,୨୮।୭: ଇଣ୍ଟରନ୍ୟାଶନାଲ ମ୍ୟାଥମେଟିକାଲ୍‌ ଅଲିମ୍ପିଆଡ(ଆଇଏମ୍‌ଓ)ରେ ବେଙ୍ଗାଲୁରୁ ଛାତ୍ର ପ୍ରାଞ୍ଜଲ ଶ୍ରୀବାସ୍ତବ ପ୍ରଥମ ଭାରତୀୟ ଭାବେ ୩ଟି ସ୍ବର୍ଣ୍ଣ ପଦକ ବିଜୟୀ ହୋଇଛନ୍ତି। ଜୁଲାଇ ୧୧ ଓ...

ଥରକରେ ୧୦୦ ଜଣଙ୍କୁ ଦିଆଯିବ କରୋନା ଟିକା: ଜଣଙ୍କ ପାଇଁ ଅଧାଘଣ୍ଟା

ନୂଆଦିଲ୍ଲୀ,୮।୧୨: ଦେଶରେ କରୋନା ସଂକ୍ରମଣ ରୋକିବା ପାଇଁ ଖୁବ୍‌ ଶୀଘ୍ର ପ୍ରତିଷେଧକ ଟିକାକରଣ କାର୍ଯ୍ୟକ୍ରମ ଆରମ୍ଭ ହେବ। ଜରୁରିକାଳୀନ ସ୍ଥିତିରେ ଭାରତରେ କରୋନା ଟିକା ଦିଆଯିବା...

Advertisement
Archives

Model This Week