ଅଧୀକ୍ଷଣ ଯନ୍ତ୍ରୀଙ୍କ କାର୍‌ରୁ ମିଳିଲା ୧୦ ଲକ୍ଷ ଟଙ୍କା

କଟକ ଅଫିସ,୯।୧୦: କେନ୍ଦୁଝର ଜିଲା ବୈତରଣୀ ଜଳ ସମ୍ପଦ ବିଭାଗର ଅଧୀକ୍ଷଣ ଯନ୍ତ୍ରୀ (ସୁପରିଣ୍ଟେଣ୍ଡେଣ୍ଟ ଇଞ୍ଜିିନିୟର) ବିଧାନ ସାହୁଙ୍କ କାରରୁ ୧୦ ଲକ୍ଷ ଟଙ୍କା ମିଳିଛି। ଭିଜିଲାନ୍ସ ବିଭାଗ ରେଡ୍‌ ସମୟରେ ଏହି ଟଙ୍କା ମିଳିଥିବା ସୂଚନା ମିଳିଛି।
ତାଙ୍କୁ ଅଟକ ରଖି ପଚରାଉଚରା କରାଯାଉଥିବା ଜଣାପଡ଼ିଛି। ସେ ସେଠାରୁ କାରରେ କଟକ ସ୍ଥିତ ନିଜ ଘରକୁ ଯାଉଥିବା ବେଳେ ଯାଜପୁର ଏନ୍‌ସି କଲେଜ ନିକଟରେ ତାଙ୍କୁ ଭିଜିଲାନ୍ସ ଅଧିକାରୀ ଅଟକାଇଥିଲେ। ଯାଜପୁର ଭିଜିଲାନ୍ସ ସହାୟତାରେ କଟକ ଭିଜିଲାନ୍ସ ଏହି ଚାଢ଼ାଉ କରିଥିଲେ। ତେବେ ଏତେ ଟଙ୍କା ସେ କାହିଁକି ସାଙ୍ଗରେ ନେଇ ଯାଉଥିଲେ ଓ ଏହା କେଉଁଠୁ ଆସିଲା ସେ ନେଇ ଅଧିକ ତଦନ୍ତ ଚାଲିଛି।


Enter your email to get our daily news in your inbox.

All Right Reserved By Dharitri.Com

ଜୀବିକା ହରାଇଲେ ବାଜାବାଲା: ସହାୟତା ଦାବି କଲା ଭାଜପା

ବରଗଡ଼ ଅଫିସ,୧୧।୬: କରୋନା ଭାଇରସ୍‌ ସଂକ୍ରମଣକୁ ପ୍ରତିହତ କରିବା ପାଇଁ ଦେଶବ୍ୟାପୀ ଲକ୍‌ଡାଉନ ଜାରି କରାଯାଇଛି। ଏଥିରେ ବାଜାବାଲା(ବଜନିଆଁ)ମାନେ ନିଜ ଜୀବିକା ହରାଇଛନ୍ତି। ସାଧାରଣତଃ ଅନୁସୂଚିତ...

ସ୍ଥାନାନ୍ତର ହେଲା ପାଣିକୋଇଲି ଟୋଲ୍‌ ପ୍ଲାଜା

ଯାଜପୁର ଅଫିସ,୧୧ା୧୧: ଏନଏଚ୍‌ଏଆଇ (ନ୍ୟାଶନାଲ ହାଇୱେ ଅଥରିଟି ଅଫ୍‌ ଇଣ୍ଡିଆ) ଓ ଜିଲା ପ୍ରଶାସନ ମଧ୍ୟରେ ଆଲୋଚନା ପରେ ଯାଜପୁର ଜିଲା ଦେଇ ଯାଇଥିବା ୧୬ନଂ.ଜାତୀୟ...

ତାରାତାରିଣୀ କଲେଜରେ ସିଟ୍‌ ସଂଖ୍ୟା ବୃଦ୍ଧି ଦାବି

ପୁରୁଷୋତ୍ତମପୁର,୧୪ା୭(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ସ୍ଥିତ ତାରାତାରିଣୀ କଲେଜରେ ଛାତ୍ରୀଛାତ୍ରଙ୍କ ନାମଲେଖା ଲାଗି ଆବଶ୍ୟକ ପରିମାଣର ସିଟ୍‌ ନ ଥିବା ହେତୁ ବହୁ ଗରିବ ଶ୍ରେଣୀର...

‘ଭଦ୍ରକ ତ୍ୟାଗ ଓ ବଳିଦାନର ମାଟି’

ଭଦ୍ରକ ଅଫିସ, ୧୭ା୧୨- ଭଦ୍ରକ ଟାଉନ ହଲ ପରିସରରେ ୭ ଦିନ ଧରି ଚାଲିଥିବା ତ୍ୟାଗଭୂମି ମହୋତ୍ସବ ମଙ୍ଗଳବାର ସନ୍ଧ୍ୟାରେ ଉଦ୍‌ଯାପିତ ହୋଇଯାଇଛି। ଏଥିରେ ରାଜ୍ୟପାଳ...

ପୁଣି ୪ ପୋଲିସ କରୋନା ପଜିଟିଭ

ଛତ୍ରପୁର,୨୮।୬(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ପୋଲିସ ଅଧୀନରେ କାର୍ଯ୍ୟ କରୁଥିବା ୪ ଜଣ ପୋଲିସ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସେମାନେ ପଜିଟିଭ ଚିହ୍ନଟ ହୋଇଥିବା...

ଜେଲ୍‌ରୁ ଖଲାସ ହୋଇ ଫେରି ପାରିଲେନି ଘରକୁ

ଚୌଦ୍ୱାର,୯ା୭(ଡି.ଏନ୍‌.ଏ.): କଟକ ଜିଲା ଚୌଦ୍ୱାର ମଣ୍ଡଳ କାରାଗାର ନିକଟରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ୨ ଜଣ ଆଜୀବନ ସଜା କାଟୁଥିବା କଏଦୀ ବୁଧବାର...

ଗର୍ଭଗୃହ ସ୍ଥିତି ଅନୁଧ୍ୟାନ କରିବେ ଏକ୍ସପର୍ଟ ଟିମ୍‌

ପୁରୀ ଅଫିସ,୨।୭: ମହାପ୍ରଭୁ ଶ୍ରୀଗୁଣ୍ଡିଚା ମନ୍ଦିରକୁ ବିଜେ କରିବା ପରେ ଶ୍ରୀମନ୍ଦିର ଗର୍ଭଗୃହର ସଫେଇ କାମ ଆରମ୍ଭ ହେବ । ଗର୍ଭଗୃହର ସ୍ଥିତି ଅନୁଧ୍ୟାନ ହେବ...

ମଣ୍ଡିରେ ଧାନ ଜଗିଛନ୍ତି ମହିଳା

ଭଣ୍ଡାରିପୋଖରୀ,୨ା୨(ସ୍ବ.ପ୍ର): ଭଦ୍ରକ ଜିଲା ଭଣ୍ଡାରିପୋଖରୀ ବ୍ଲକରେ ଚଳିତ ବର୍ଷ ଖରିଫ ଧାନ କ୍ରୟ ପାଇଁ ୮ଟି ସମିତି ଓ ୮ ଏସଏଚ୍‌ଜିକୁ ପ୍ରଶାସନ ଦାୟିତ୍ୱ ଦେଇଛି।...

Advertisement
Archives

Model This Week