ବେଦୀରେ ମନ୍ତ୍ର ପଢ଼ି ଥକି ଗଲେ ପଣ୍ଡିତ, ଶେଷରେ ବରକନ୍ୟା କଲେ ଏମିତି; ଭିଡିଓ ଦେଖିଲେ ହସିହସି ଗଡ଼ିବେ
ସୋସିଆଲ ମିଡିଆରେ ଏକ ବିବାହ ଭିଡିଓ ଭାଇରାଲ ହେଉଛି। ଯାହାକୁ ଦେଖିଲେ ଆପଣ ହସି ହସି ଗଡ଼ିବେ। ଭିଡିଓରେ ବିବାହ ବେଦୀରେ ଅଗ୍ନି ସାମ୍ନାରେ ବସିଛନ୍ତି ବରକନ୍ୟା। ପଣ୍ଡିତ ବିବାହ ମନ୍ତ୍ର ଉଚ୍ଚାରଣ କରୁଛନ୍ତି। ଶେଷରେ ପଣ୍ଡିତ ମନ୍ତ୍ର ପଢ଼ି ପଢ଼ି…
ଅଷ୍ଟ୍ରେଲିୟ କ୍ରିକେଟରଙ୍କ ଦୃଢ଼ୋକ୍ତି, ଭାରତର ଏହି ସ୍ପିନର ଭାଙ୍ଗିବେ ମୁରଲୀଧରନ୍ଙ୍କ ରେକର୍ଡ !
ନୂଆଦିଲ୍ଲୀ,୨୮।୫: ଅଷ୍ଟ୍ରେଲିଆର ପୂର୍ବ ଚାଇନାମ୍ୟାନ୍ ବ୍ରାଡ୍ ହଗ୍ ଭାରତୀୟ କ୍ରିକେଟର ରବିଚନ୍ଦ୍ରନ ଅଶ୍ୱିନଙ୍କ ବଡ଼ ପ୍ରଶଂସକ। ଏବେ ହଗ୍ ଅଶ୍ୱିନଙ୍କୁ ନେଇ ଏକ ବଡ଼ ମନ୍ତବ୍ୟ ଦେଇଛନ୍ତି। ଏହି ସ୍ପିନର ଯଦି ଆଉ ୫ରୁ ୬ ବର୍ଷ ପର୍ଯ୍ୟନ୍ତ କ୍ରିକେଟ ଖେଳିବା…
ଶୁଭେନ୍ଦୁ ଆସିବେ ବୋଲି ଜାଣି ରାଗିଗଲେ ଦିବି
କୋଲକତା,୨୮।୫: ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବାତ୍ୟା ‘ୟାସ୍’ ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରିଛନ୍ତି। ଓଡ଼ିଶା ଏବଂ ପଶ୍ଚିମବଙ୍ଗରେ ବାତ୍ୟାଞ୍ଚଳ ପରିଦର୍ଶନ କରି ସମ୍ପୃକ୍ତ ରାଜ୍ୟ ସରକାରଙ୍କ ସହ ଏକ ରିଭ୍ୟୁ ମିଟିଂ କରିବେ ପ୍ରଧାନମନ୍ତ୍ରୀ। ତେବେ ପଶ୍ଚିମବଙ୍ଗରେ ହେବାକୁ ଥିବା…
ଚାଇନା ଉପରେ ପଡୁଛି ଚାପ
ଓ୍ବାଶିଂଟନ,୨୮ା୫: କରୋନା ଭାଇରସର ଉତ୍ପତ୍ତି ଅନୁସନ୍ଧାନ ପାଇଁ ବିଭିନ୍ନ ଆଡୁ ଚାଇନା ଉପରେ ଚାପ ପଡୁଛି। ଏପରିକି କରୋନା ବିଶ୍ୱ ମହାମାରୀର ମୂଳ ପର୍ଯ୍ୟନ୍ତ ପହଞ୍ଚିବା ପାଇଁ ବୈଜ୍ଞାନିକମାନେ ଅଧିକ ସ୍ପଷ୍ଟତା ଦାବି କରୁଛନ୍ତି। ଆମେରିକାର ରାଷ୍ଟ୍ରପତି ଜୋ -ବାଇଡେନ୍ କୋଭିଡ…
ପାଣି ଭିତରୁ ଆସି ହଠାତ୍ ଝାମ୍ପି ନେଲା ପକ୍ଷୀକୁ , ଭିଡିଓ ଭାଇରାଲ
ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛି ନା କିଛି ନୂତନ ଭିଡିଓ ଏବଂ ଫଟୋ ଭାଇରାଲ ହେଉଛି। ସେଥିରୁ କେତେକ ଭିଡିଓ ଏବଂ ଫଟୋ ହସର ଖୋରାକ ଯୋଗାଉଥିବା ବେଳେ କେତେକ ଭାବପ୍ରବଣ କରିଦିଏ। ସେହିଭଳି ଟୁଇଟରରେ ଏବେ ଏକ ଭିଡିଓ…
ଟଙ୍କା ପାଇଁ ଏହି ଦେଶର ଝିଅଙ୍କୁ କରାଯାଏ ବ୍ରିକି
ମେକ୍ସିକୋ,୨୮।୫: ଦକ୍ଷିଣ ମେକ୍ସିକୋର ଗ୍ୟୁରେରୋ ରାଜ୍ୟରେ କାହିଁ କେତେ କାଳରୁ ଏକ ଅଜବ ପ୍ରଥା ଚାଲିଆସୁଛି। ଏଠାକାର ଝିଅଙ୍କୁ କମ୍ ବୟସରେ ମାତାପିତାମାନେ ବିକ୍ରି କରିଦେଇଥାନ୍ତି। ମାତ୍ର ଦେଢ଼ଲକ୍ଷ ଟଙ୍କା ପାଇଁ ମାତାପିତା ନିଜ ଝିଅଙ୍କୁ କମ୍ ବୟସରେ ବିବାହ ଆଳରେ…
ଖୁସି ଖବର: ଜୁନ୍ ୭ରୁ ୧୨ ବର୍ଷରୁ ଅଧିକ ପିଲାଙ୍କୁ ଦିଆଯିବ ଟିକା
ବର୍ଲିନ୍,୨୮।୫: ଦେଶ ତଥା ବିଶ୍ୱରେ କରୋନା ମହାମାରୀକୁ ଦୂର କରିବା ପାଇଁ ଦ୍ରୁତ ଗତିରେ ଟିକାକରଣ ଅଭିଯାନ ଚାଲିଛି। ଅଦ୍ୟାବଧି ବୟସ୍କ ଲୋକଙ୍କୁ କରୋନା ଟିକା ଦିଆଯାଉଥିଲା, କିନ୍ତୁ ଏବେ ଆମେରିକା ସମେତ ବିଶ୍ୱର ଅନ୍ୟାନ୍ୟ ଦେଶର ପିଲାମାନଙ୍କୁ ଫାଇଜର ଟିକା…
ବିବାହର ପ୍ରଥମ ରାତିରେ ସ୍ବାମୀଙ୍କ ଆଖି ସାମ୍ନାରେ ସ୍ତ୍ରୀଙ୍କୁ ଗଣବଳାତ୍କାର, ଆଉ ତା’ ପରେ…
ଇସଲାମାବାଦ,୨୮ା୫: ପାକିସ୍ତାନରୁ ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି। ଜଣେ ୨୨ ବର୍ଷୀୟା ନବ ବିବାହିତାଙ୍କୁ ବିବାହର ପ୍ରଥମ ରାତିରେ ସ୍ବାମୀଙ୍କ ଆଖି ସାମ୍ନାରେ ୪ ଜଣ ଗଣବଳାତ୍କାର କରିଛନ୍ତି। ଏହି ବଳାତ୍କାରୀମାନେ ପୋଲିସ ୟୁନିଫର୍ମରେ ଘର ଭିତରକୁ ଯାଇ…
କେଜ୍ରିଓ୍ବାଲଙ୍କ ନାଁରେ ତ୍ରିରଙ୍ଗାକୁ ଅସମ୍ମାନ କରିଥିବା ଅଭିଯୋଗ ଆଣିଲେ କେନ୍ଦ୍ରମନ୍ତ୍ରୀ
ନୂଆଦିଲ୍ଲୀ,୨୮।୫: କେନ୍ଦ୍ର ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ପ୍ରହ୍ଲାଦ ସିଂ ପଟେଲ ତ୍ରିରଙ୍ଗାକୁ ଅସମ୍ମାନ କରିଥିବା ଅଭିଯୋଗ କରି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ୍ ଏବଂ ଲେଫ୍ଟନାଣ୍ଟ ଗଭର୍ନର ଅନିଲ ବୈଜଲଙ୍କୁ ଚିଠି ଲେଖିଛନ୍ତି। ପ୍ରହ୍ଲାଦ ପଟେଲ ତାଙ୍କ ଚିଠିରେ ଉଲ୍ଲେଖ…
ପିଲାମାନଙ୍କ ଦାନ୍ତ ଭାଙ୍ଗିବାଠାରୁ ଆରମ୍ଭ କରି ଶିକ୍ଷକଙ୍କୁ ହଇରାଣ କରିଥିଲେ ଏହି ଅଭିନେତା, ପୂରା ଘଟଣା ଜାଣିଲେ…
ଶାହାରୁଖ ଖାନଙ୍କୁ ବଲିଉଡର କିଙ୍ଗ ଖାନ କୁହାଯାଏ। ଏହି ପଦବୀ ହାସଲ ପାଇଁ ସେ କଠିନ ପରିଶ୍ରମ କରିଛନ୍ତି। ପିଲାଦିନ ଦିଲ୍ଲୀରେ ବିତାଇଥିବା ଶାହାରୁଖ ମୁମ୍ବାଇର ଫିଲ୍ମ ଇଣ୍ଡଷ୍ଟ୍ରିରେ କାମ କରିବାର ସ୍ବପ୍ନ ଦେଖିଥିଲେ ଏବଂ ସେ ମଧ୍ୟ ତାଙ୍କର ଏହି…
୨ରୁ ୮ବର୍ଷର ପିଲାଙ୍କ ଉପରେ କୋଭାକ୍ସିନ ଟ୍ରାଏଲ ଆରମ୍ଭ
ପାଟନା,୨୮।୫: ବିହାର ସମେତ ପୁରା ଦେଶରେ କରୋନା ଭାଇରସ୍ର ପ୍ରକୋପ ଜାରି ରହିଛି। ପ୍ରତିଦିନ ହଜାର ହଜାର ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହେଉଥିବା ବେଳେ ମୃତ୍ୟୁ ସଂଖ୍ୟା କଥା ନ କହିଲେ ଭଲ। କରୋନା ଆକ୍ରାନ୍ତ ବ୍ୟକ୍ତିଙ୍କ ମୃତଦେହର ଅନ୍ତିମ…
ବାତ୍ୟା ପରେ ବନ୍ୟା, ତଳିଆ ଅଞ୍ଚଳ ଲୋକେ ଆତଙ୍କିତ
ବାଲେଶ୍ୱର ଅଫିସ,୨୮ା୫: ବାତ୍ୟା ‘ୟାସ୍’ ପ୍ରଭାବରେ ଉପରମୁଣ୍ଡରେ ପ୍ରବଳ ବର୍ଷା ଲାଗି ରହିଥିବାରୁ ବାଲେଶ୍ବର ଦେଇ ପ୍ରବାହିତ ସୁବର୍ଣ୍ଣରେଖା ସମେତ ବୁଢ଼ାବଳଙ୍ଗ ଏବଂ ଜଳକା ନଦୀର ଜଳସ୍ତର ବୃଦ୍ଧି ପାଇଥିବାରୁ ବନ୍ୟା ଆସିଛି। ବାତ୍ୟାର ଗୋଟିଏ ଦିନ ପରେ ବନ୍ୟା ଆସିବାକୁ…
Archives


