ଶ୍ରୀଲଙ୍କାରେ ହୋଇପାରେ ଏସିଡ୍ ବର୍ଷା: ଅଧିକାରୀ
କଲମ୍ବୋ,୨୯ା୫: ସିଙ୍ଗାପୁରର ଫ୍ଲାଗ୍ କାର୍ଗୋ ଜାହାଜରୁ ନାଇଟ୍ରୋଜେନ ଡାଇଅକ୍ସାଇଡ ନିର୍ଗତ ହେବା ଦ୍ୱାରା ସାମାନ୍ୟ ଏସିଡ୍ ବର୍ଷା ହୋଇପାରେ ବୋଲି ଶ୍ରୀଲଙ୍କାର ସର୍ବୋଚ୍ଚ ପରିବେଶ ସଂସ୍ଥା ଚେତାବନୀ ଦେଇଛି। ଗତ ସପ୍ତାହରେ ଖରାପ ପାଗ ଯୋଗୁ କଲମ୍ବୋ ବେଳାଭୂମିରେ ମାଲବାହୀ ଜାହାଜ…
ଟେଷ୍ଟ କ୍ରିକେଟ ଆଦୌ ପସନ୍ଦ ନୁହେଁ, ହେଲେ ପନ୍ତଙ୍କ ବ୍ୟାଟିଂକୁ ଚାହିଁ ରହିଥାନ୍ତି ଏହି କ୍ରିକେଟର; କହିଲେ…
ଲଣ୍ଡନ,୨୯।୫: ଭାରତୀୟ ଦଳର ଉଇକେଟକିପର୍ ବ୍ୟାଟ୍ସମ୍ୟାନ୍ ରିଷଭ ପନ୍ତଙ୍କ ପ୍ରଶଂସକ ଢ଼େର ଅଧିକ। କାରଣ ସେ ଏଭଳି ଜଣେ ବ୍ୟାଟ୍ସମ୍ୟାନ ଯିଏ ବିରୋଧି ବୋଲର୍ଙ୍କ ଉପରେ ଚାପ ପକାଇ ଖେଳିବାକୁ ପସନ୍ଦ କରନ୍ତି। ପନ୍ତଙ୍କ ଏଭଳି ଆକ୍ରାମକ ବ୍ୟାଟିଂ ଯୋଗୁ ଟେଷ୍ଟ…
ସରପଞ୍ଚଙ୍କୁ ହତ୍ୟା ଉଦ୍ୟମ: ଅଭିଯୋଗ ପରେ ପୋଲିସର ତଦନ୍ତ ଆରମ୍ଭ
ଦାରିଙ୍ଗବାଡ଼ି,୨୯ା୫(ଡି.ଏନ୍.ଏ.): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଥାନା ସୋନପୁର ପଞ୍ଚାୟତର ସରପଞ୍ଚ କେଶରସେନ ମୁଠାମାଝିଙ୍କୁ କିଛି ଦୁର୍ବୁତ୍ତ ହତ୍ୟା ଧମକ ଦେଇଥିବା ଦାରିଙ୍ଗବାଡ଼ି ଥାନାରେ ଅଭିଯୋଗ ହୋଇଛି। ଏନେଇ ପୋଲିସ ପକ୍ଷରୁ ୮୯/୨୧ରେ ଏକ ମାମଲା ରୁଜୁ କରି ତଦନ୍ତ ଚାଲିଥିବା ଆଇଆଇସି…
ସିନେମା ପରି କାହାଣୀ: ସ୍ତ୍ରୀଙ୍କୁ ପ୍ରେମିକଙ୍କ ସହ ବିବାହ କରାଇଦେଲେ ସ୍ବାମୀ
ଛାପ୍ରା: ଚଳଚ୍ଚିତ୍ର ‘ହମ୍ ଦିଲ୍ ଦେ ଚୁକେ ସନମ୍’ର କାହାଣୀକୁ ଥରେ ମନେ ପକାନ୍ତୁ। ନାୟକ ଅଜୟ ଦେବଗନ ଏଥିରେ ସ୍ତ୍ରୀ ଐଶ୍ୱର୍ଯ୍ୟାଙ୍କୁ ତାଙ୍କ ପ୍ରେମିକ(ସଲମାନ୍ ଖାନ୍)ଙ୍କ ସହ ମିଶାଇବାକୁ ଯଥା ସମ୍ଭବ ଚେଷ୍ଟା କରିଥିଲେ। ଠିକ୍ ଏଭଳି ସାମଞ୍ଜସ୍ୟ ଥିବା…
କରୋନା ଔଷଧ ‘ଟୁ-ଡିଜି’ କିଣିବାକୁ ଅର୍ଡର ଦେଲେ ସରକାର
ଭୁବନେଶ୍ୱର,୨୯ା୫(ବ୍ୟୁରୋ): କରୋନା ଔଷଧ ‘ଟୁ-ଡିଜି’ କିଣିବା ପାଇଁ ରାଜ୍ୟ ସରକାର ଅର୍ଡର ଦେଇଛନ୍ତି। ୫ ହଜାର ପୁଡ଼ିଆ ଟୁ-ଡିଜି ମେଡିଶିନ ପାଇଁ ଅର୍ଡର ଦିଆଯାଇଥିବା ସ୍ବାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ପ୍ରଦୀପ୍ତ ମହାପାତ୍ର ସୂଚନା ଦେଇଛନ୍ତି। ରାଜ୍ୟରେ କରୋନା ରୋଗୀଙ୍କ…
ପାକିସ୍ତାନର କୋଚ୍ ହେବାକୁ କାହିଁକି ଚାହୁଁନାହାନ୍ତି? ଏହି କ୍ରିକେଟର କହିଲେ ‘ମୁଁ ମୁର୍ଖ ନୁହେଁ’
ଲାହୋର,୨୯।୫: ସର୍ବଦା ପାକିସ୍ତାନ କ୍ରିକେଟ ଟିମ୍ର କୋଚ୍ ପଦକୁ ନେଇ ବିବାଦ ଲାଗି ରହିଥାଏ। ସ୍ବଦେଶୀ କୋଚ୍ ହୁଅନ୍ତୁ ଅବା ବିଦେଶୀ, ସମସ୍ତଙ୍କୁ ନେଇ ବିବାଦ ଦେଖାଦେଇଥାଏ। ବର୍ତ୍ତମାନ ସମୟରେ ଅନେକ ପୂର୍ବ ଅଭିଜ୍ଞ ଖେଳାଳି ରହିଛନ୍ତି, ଯେଉଁମାନେ କୋଚ୍ ଭୂମିକା…
ସୋସିଆଲ ମିଡିଆରେ ୮ ବର୍ଷ ଝିଅର ବିବାହ ଖବର ଭାଇରାଲ, ନୋଟିସ ଜାରି କଲା ଏନ୍ସିପିସିଆର, ପରେ ଜଣା ପଡ଼ିଲା ସତ
ପାଟଣା,୨୯ା୫: ବିହାରର ନଓ୍ବାଡା ଜିଲାର ବାରିସଲିଙ୍ଗଜ ଥାନା ଅନ୍ତର୍ଗତ ମଞ୍ଜୋର ଗାଁରେ ଏକ ବିବାହର ଫଟୋ ଖୁବ୍ ତୀବ୍ର ବେଗରେ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଟୁଇଟରରେ ଏହି ବିବାହ ଫଟୋ ଭାଇରାଲ ହେବା ପରେ ପୋଲିସର ସନ୍ଦେହ ହୋଇଥିଲା। ଜିଲା…
ଆମକୁ ଘରକୁ ପଠାନ୍ତୁନି ସାର୍, ପାରୋଲରେ ନ ଯିବାକୁ ଅନୁରୋଧ କଲେ କଏଦୀ…
ଗାଜିଆବାଦ୍,୨୯।୫: କରୋନା ମହାମାରୀ ସଂକ୍ରମଣକୁ ଦୃଷ୍ଟିରେ ରଖି ସୁପ୍ରିମ୍କୋର୍ଟଙ୍କ ପକ୍ଷରୁ ଜେଲ୍ରେ ଭିଡ଼ କମ୍ କରିବା ଲାଗି କଏଦୀଙ୍କୁ ପାରୋଲ୍ରେ ପଠାଇବା ଲାଗି ନିର୍ଦ୍ଦେଶ ଜାରି ହୋଇଛି। ସାଧାରଣତଃ ଘରକୁ ଯିବାକୁ କଏଦୀ ଚାହିଁଥାନ୍ତି। ମାତ୍ର ଉତ୍ତରପ୍ରଦେଶ ଗାଜିଆବାଦ୍ର ଡାସନା ସ୍ଥିତ…
ଏସ୍ପି ନେତା ଆଜମ ଖାଁ ଗୁରୁତର
ଲକ୍ଷ୍ନୌ,୨୯।୫: ସମାଜବାଦୀ ପାର୍ଟି(ଏସ୍ପି) ନେତା ତଥା ଏମ୍ପି ଆଜମ ଖାଁଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁତର ରହିଛି। ଲକ୍ଷ୍ନୌ ମେଦାନ୍ତ ହସ୍ପିଟାଲ ସ୍ଥିତ କୋଭିଡ ଆଇସିୟୁରେ ସେ ଭର୍ତ୍ତି ଥିବା ବେଳେ ତାଙ୍କୁ ଅକ୍ସିଜେନ ସପୋର୍ଟରେ ରଖାଯାଇଥିବା ଜଣାପଡ଼ିଛି। ଏନେଇ ହସ୍ପିଟାଲର ନିର୍ଦ୍ଦେଶକ ଡାକ୍ତର…
ରାଜ୍ୟରେ ବଢ଼ିବ ନାହିଁ ବିଜୁଳି ଦର
ଲକ୍ଷ୍ନୌ,୨୯।୫: କରୋନା କାଳ ମଧ୍ୟରେ ଉତ୍ତରପ୍ରଦେଶ ରାଜ୍ୟବାସୀଙ୍କ ପାଇଁ ଏକ ବଡ଼ ଖୁସି ଖବର। ପୂର୍ବତନ ପ୍ରଧାନମନ୍ତ୍ରୀ ଚୌଧୁରୀ ଚରଣ ସିଂହଙ୍କ ଜୟନ୍ତୀ ଅବସରରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏକ ବଡ଼ ଘୋଷଣା କରିଛନ୍ତି। ଚଳିତ ବର୍ଷ ରାଜ୍ୟରେ ବିଜୁଳି ଦର…
ବିଶ୍ୱର ସବୁଠୁ ଦାମୀ କାର୍, ଦାମ୍ ଜାଣିଲେ…
ବିଳାସପୂର୍ଣ୍ଣ କାର୍ ନିର୍ମାଣ କରିବାରେ ବେଶ୍ ଜଣାଶୁଣା କମ୍ପାନୀ ହେଉଛି ରୋଲ୍ସ ରୟସ। ବର୍ତ୍ତମାନ ଏହି କମ୍ପାନୀ ବିଶ୍ୱର ସବୁଠୁ ଦାମୀ କାର୍ ଲଞ୍ଚ୍ କରିଛି। ଏହି କାର୍ର ନାମ ବୋଟ୍ ଟେଲ। ଏହାର ଦାମ୍ ୨୦ ମିଲିୟନ ପାଉଣ୍ଡ୍ସ ଅର୍ଥାତ୍…
ଇନ୍ଷ୍ଟାଗ୍ରାମରେ ବୋହୂଙ୍କୁ ଫଲୋ କରନ୍ତି ନାହିଁ ବିଗ୍ ବି: ଐଶ୍ୱର୍ଯ୍ୟା ବି ସ୍ବାମୀଙ୍କୁ ଛାଡ଼ି…
ବମ୍ବେ: ସାମାଜିକ ଗଣମାଧ୍ୟମରେ ବେଶ୍ ସକ୍ରିୟ ବିଗ୍ ବି ଅମିତାଭ ବଚ୍ଚନ। ଟୁଇଟର୍ ଭଳି ଇନ୍ଷ୍ଟାଗ୍ରାମରେ ତାଙ୍କ ପ୍ରଶଂସକ ଅଧିକ। ଦେଖିବାକୁ ଗଲେ ୨୬.୬ ମିଲିୟନ୍ ଲୋକ ତାଙ୍କୁ ଫଲୋ କରନ୍ତି। ହେଲେ ଅମିତାଭ ମାତ୍ର ୬୮ଜଣ ଲୋକଙ୍କୁ ଫଲୋ କରୁଛନ୍ତି।…
Archives


