Home Left

କାହାକୁ ପଚାରି ଏମିତି କରିଛ: ବର୍ଷିଲେ ଗଞ୍ଜାମ ଜିଲାପାଳ

ଛତ୍ରପୁର,୬।୭(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ହେଡକ୍ୱାର୍ଟର ଛତ୍ରପୁରରେ ଥିବା ଅନସ୍ଲୋ ସରକାରୀ ହାଇସ୍କୁଲକୁ ମଙ୍ଗଳବାର ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ ପରିଦର୍ଶନରେ ଯାଇଥିଲେ। ସେଠାରେ ସେ ସ୍ମାର୍ଟ କ୍ଲାସ କାର୍ଯ୍ୟର ଅଗ୍ରଗତି ଅନୁଧ୍ୟାନ କରିଥିଲେ ତେବେ କ୍ଲାସ ରୁମ ଭଲ କାନ୍ଥର ପଲସ୍ତରା…

ବର୍ଷାଦିନେ ଘରର ଯତ୍ନ

କଥାରେ ଅଛି ଘରକୁ ସୁନ୍ଦର ଘରଣୀ। ଘରଣୀଟିଏ ହିଁ ଘରକୁ ସୁନ୍ଦର କରି ସଜେଇ ରଖିବା ପାଇଁ ସବୁବେଳେ ପ୍ରୟାସ କରିଥାଏ। ଘରର କେଉଁ ଜିନିଷକୁ କେଉଁ ସ୍ଥାନରେ ଆଉ କିପରିଭାବେ ରଖିବାକୁ ହେବ ସେଥିପାଇଁ ସବୁବେଳେ ନୂଆ ନୂଆ ଚିନ୍ତା…

କରୋନାରେ ମୃତ୍ୟୁ ହୋଇଥିଲେ ମିଳିବ ୫୦ ହଜାର ଟଙ୍କା

ନୂଆଦିଲ୍ଲୀ,୬ ।୭: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ଏବେ ଏକ ବଡ ଘୋଷଣା କରିଛନ୍ତି । ଯେଉଁମାନଙ୍କର କରୋନାରେ ମୃତ୍ୟୁ ହୋଇଛି ସେମାନଙ୍କ ପରିଜନଙ୍କୁ ସରକାରଙ୍କ ପକ୍ଷରୁ ୫୦ ହଜାର ଟଙ୍କା ପ୍ରଦାନ କରାଯିବ । ଏହି ଆର୍ଥିକ ସହାୟତା ପାଇଁ…

ପ୍ରଶଂସକଙ୍କ ୧୩ ବର୍ଷର ସ୍ବପ୍ନ ପୂରଣ କଲେ ଧୋନୀ

ଭାରତର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ଅନ୍ତର୍ଜାତୀୟ କ୍ରିକେଟକୁ ବିଦାୟ ନେଇଛନ୍ତି, କିନ୍ତୁ ତାଙ୍କ ପ୍ରଶଂସକଙ୍କ ସଂଖ୍ୟା ହ୍ରାସ ପାଇନାହିଁ। ତାଙ୍କ ପ୍ରଶଂସକମାନେ ଧୋନୀଙ୍କୁ ପଡ଼ିଆରେ ଦେଖିବା, ତାଙ୍କୁ ଭେଟିବା ଏବଂ ତାଙ୍କ ସହିତ ସମୟ ବିତାଇବାକୁ ଇଚ୍ଛା କରନ୍ତି।…

ଥାଓ୍ବରଚନ୍ଦ କର୍ନାଟକର ନୂଆ ରାଜ୍ୟପାଳ

ବେଙ୍ଗାଲୁରୁ,୬।୭: ମୋଦି କ୍ୟାବିନେଟର ସମ୍ପ୍ରସାରଣ ପୂର୍ବରୁ ମଙ୍ଗଳବାର ଏକ ବଡ଼ ନିଷ୍ପତ୍ତି ନିଆଯାଇଛି। ରାଷ୍ଟ୍ରପତି ରାମନାଥ କୋବିନ୍ଦ ୮ଟି ରାଜ୍ୟରେ ନୂଆ ରାଜ୍ୟପାଳ ନିଯୁକ୍ତି କରିଛନ୍ତି। ଏହିକ୍ରମରେ କେନ୍ଦ୍ର ମନ୍ତ୍ରୀ ଥାଓ୍ବର ଚନ୍ଦ ଗେହଲଟ ମଧ୍ୟ ରହିଛନ୍ତି। ଥାଓ୍ବର ଚନ୍ଦ ଗେହଲଟଙ୍କୁ…

ପୂର୍ବସୂରୀଙ୍କ ପ୍ରତିଶ୍ରୁତି ରକ୍ଷାରେ ଆମେ କେତେ ସମର୍ଥ?

ଆଜକୁ ଠିକ୍‌ ୭୩ ବର୍ଷ ପୂର୍ବେ ଅର୍ଥାତ୍‌ ୬, ଜୁଲାଇ ୧୯୪୮ ମସିହାରେ ଆମର ସର୍ବ ପୁରାତନ ପ୍ରିୟତମ ଉଚ୍ଚ ଶିକ୍ଷାନୁଷ୍ଠାନ ଭଦ୍ରକ କଲେଜ ପ୍ରତିଷ୍ଠା ହୋଇଥିଲା। ପ୍ରଥମେ ଏହା ଉତ୍କଳ ବିଶ୍ୱବିଦ୍ୟାଳୟ ଅଧୀନ ଇଣ୍ଟରମିଡିଏଟ୍‌ ଆଟର୍‌ସ କଲେଜ ଭାବେ ପରିଚାଳିତ…

ଶ୍ୟାମା ପ୍ରସାଦ ମୁର୍ଖାଜୀଙ୍କ ୧୨୦ତମ ଜୟନ୍ତୀରେ ଶ୍ରଦ୍ଧାଞ୍ଜଳୀ ଜଣାଇଲେ ମୋଦି

ନୂଆଦିଲ୍ଲୀ,୬।୭: ଭାରତୀୟ ଜନସଂଘର ପ୍ରତିଷ୍ଠାତା ଶ୍ୟାମ ପ୍ରସାଦ ମୁର୍ଖାଜୀଙ୍କ ୧୨୦ତମ ଜୟନ୍ତୀ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶ୍ରଦ୍ଧାଞ୍ଜଳୀ ଜଣାଇଛନ୍ତି। ଏହି ଅବସରରେ ବିଦ୍ୱାନ ଓ ବୁଦ୍ଧିଜୀବୀ ଶ୍ୟାମା ପ୍ରସାଦଙ୍କୁ ମନେପକାଇ ମୋଦି ଏକ ଟୁଇଟ କରିଛନ୍ତି। ମୁର୍ଖାଜୀଙ୍କ ଜୟନ୍ତୀରେ ମୋଦି…

ମୁଗ ଡାଲିରୁ ସୌନ୍ଦର୍ଯ୍ୟ

ମୁଗ ଡାଲିକୁ ରାତି ସାରା ଭିଜାଇ ସକାଳୁ ଏହାର ପେଷ୍ଟ ତିଆରି କରି ଦିଅନ୍ତୁ। ଏହି ପେଷ୍ଟରେ କିଛି ବାଦାମ ତେଲ ଓ ମହୁ ମିଶାଇ ମୁହଁରେ ଲଗାନ୍ତୁ। ପ୍ରାୟ ୨୦ ମିନିଟ୍‌ ପରେ ମୁହଁକୁ ଖାଲି ପାଣିରେ ଧୋଇ ଦିଅନ୍ତୁ।…

ରାଜ୍ୟରୁ ପୁଣି ୫୧ ମୁଣ୍ଡ ନେଲା କରୋନା

ଭୁବନେଶ୍ୱର,୬।୭(ବ୍ୟୁରୋ): ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମୁଥିବା ବେଳେ ମୃତ୍ୟୁ ସଂଖ୍ୟା କମିବାର ନାଁ ନେଉନିା। ମଙ୍ଗଳବାର କରୋନା ଆଉ ୫୧ ଜଣଙ୍କ ଜୀବନ ନେଇଛି। ଏଥିସହ ରାଜ୍ୟରେ ମୋଟ ମୃତ୍ୟୁ ସଂଖ୍ୟା ୪୨୯୯କୁ ବୃଦ୍ଧି ପାଇଛି। ଏହି ୫୧ ମୃତକଙ୍କ…

କ୍ୟାବିନେଟ ବୈଠକ ବାତିଲ

ନୂଆଦିଲ୍ଲୀ,୬।୭: କେନ୍ଦ୍ର କ୍ୟାବିନେଟ ସମ୍ପ୍ରସାରଣ ଚର୍ଚ୍ଚା ଭିତରେ ମଙ୍ଗଳବାର ସନ୍ଧ୍ୟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ତାଙ୍କ ବାସଭବନରେ ଏକ ବୈଠକ ହେବାର ଥିଲା। ହେଲେ ଏହି ବୈଠକକୁ ଏବେ ବାତିଲ କରାଯାଇଥିବା ସୂଚନା ରହିଛି। ଏହି ବୈଠକରେ ସ୍ବରାଷ୍ଟ୍ର ମନ୍ତ୍ରୀ…

ଚୁମ୍ବନ ସିନ୍‌ ଯୋଗୁ ଚର୍ଚ୍ଚାରେ ଥିଲେ ଏହି ହିଟ୍‌ ଯୋଡି: କଟ୍‌ କହିବା ପରେ ମଧ୍ୟ..

ବଲିଉଡ୍‌ ଅଭିନେତ୍ରୀ ଦୀପିକା ପାଦୁକୋନ ଏବଂ ରଣବୀର ସିଂ ଇଣ୍ଡଷ୍ଟ୍ରିର ସବୁଠାରୁ ହିଟ୍‌ କପଲ୍‌ ଭାବେ ଜଣାଶୁଣା। ଅଫସ୍କ୍ରିନ ହେଉ କିମ୍ବା ଅନସ୍କ୍ରିନ ହେଉ, ଦୁହେଁ ପ୍ରାୟତଃ ପରସ୍ପରକୁ ସମ୍ମାନ ଦେଉଥିବା ଦେଖାଯାଏ। ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ସଞ୍ଜୟ ଲୀଲା…

ରାଜ୍ୟରେ ୩ ହଜାର ତଳେ ଦୈନିକ କରୋନା ସଂକ୍ରମଣସଂଖ୍ୟା

ଭୁବନେଶ୍ୱର,୬।୭(ବ୍ୟୁରୋ): ରାଜ୍ୟରେ ମଙ୍ଗଳବାର କରୋନା ସଂକ୍ରମଣ ସଂଖ୍ୟା ହ୍ରାସ ପାଇଛି। ଆଜି ରାଜ୍ୟରେ ୨,୪୮୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆକ୍ରାନ୍ତଙ୍କ ମଧ୍ୟରୁ ୧୪୨୮ କ୍ୱାରାଣ୍ଟାଇନ୍‌ରୁ ଚିହ୍ନଟ ହୋଇଥିବାବେଳେ ୧୦୫୯ ଜଣ ଲୋକାଲ କେସ୍‌ ଥିବା ରାଜ୍ୟ ସୂଚନା ଏବଂ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri