ଫାର୍ମରେ କୁକୁଡ଼ା ଛୁଆ ଛାଡ଼ିବା ପରେ ଗାଁରେ ଉତ୍ତେଜନା
ପାଟଣା,୧୩।୧୧(ସ୍ବ. ପ୍ର):କେନ୍ଦୁଝର ଜିଲା ପାଟଣା ବ୍ଲକ ଟାଙ୍ଗରପଡା ପଞ୍ଚାୟତ ଅଙ୍କୁରା ଗ୍ରାମର ଝପାସାହିରେ ପ୍ରସ୍ତାବିତ ଏକ ବ୍ରଏଲର ଫାର୍ମକୁ ଗ୍ରାମବାସୀ ବିରୋଧ କରିଛନ୍ତି। ଏ ନେଇ ଶତାଧିକ ମହିଳା ଓ ପୁରୁଷ ଶନିବାର ଥାନା ଓ ତହସିଲର ଦ୍ୱାରସ୍ଥ ହୋଇଛନ୍ତି ।…
‘ମୁଁ ଖୁସି ନୁହେଁ’
କରାଚି,୧୩।୧୧: ସୁପର-୧୨ ରାଉଣ୍ଡରେ କ୍ରମାଗତ ବିଜୟ ସତ୍ତ୍ୱେ ସେମିଫାଇନାଲରେ ହାରି ଟି-୨୦ ବିଶ୍ୱକପ୍ ଟୁର୍ନାମେଣ୍ଟରୁ ବାହାର ହୋଇଛି ପାକିସ୍ତାନ କ୍ରିକେଟ ଟିମ୍। ମାଥ୍ୟୁ ଓ୍ବେଡ ୧୯ତମ ଓଭରରେ ଶାହିନ ଆଫ୍ରିଦିଙ୍କ ବଲ୍ରେ ବିସ୍ଫୋରକ ବ୍ୟାଟିଂ କରି ଅଷ୍ଟ୍ରେଲିଆକୁ ବିଜେତା କରାଇଥିଲେ। ଶାହିଦଙ୍କ…
ତ୍ରିପୁରା ତାତିି ମହାରାଷ୍ଟ୍ର ପହଞ୍ଚିଲା…
ଅମରାବତୀ,୧୩।୧୧: ତ୍ରିପୁରାର ସାମ୍ପ୍ରଦାୟିକ ହିଂସାର ତାତି ଏବେ ମହାରାଷ୍ଟ୍ରରେ ପହଞ୍ଚିଛି। ଶନିବାର ତ୍ରିପୁରା ହିଂସାକୁ ନେଇ ଅମରାବତୀ, ନାସିକ୍ ଏବଂ ନନ୍ଦେଦ୍ ଜିଲାରେ ଉତ୍ତେଜଚନା ଦେଖାଦେଇଛି। ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ପୋଲିସକୁ ଲାଠି ଚାର୍ଜ କରିବାକୁ ପଡିଛି। ସୂଚନାନୁସାରେ, ଅମରାବତୀରେ…
ଅଖିଳ ଭାରତୀୟ ରାଜଭାଷା ସମ୍ମିଳନୀରେ ଯୋଗ ଦେଲେ ଶାହ
ଲକ୍ଷ୍ନୌ,୧୩ ।୧୧: ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ତାଙ୍କର ଦୁଇ ଦିନିଆ ଉତ୍ତର ପ୍ରଦେଶ ଗସ୍ତରେ ଶନିବାର ବାରାଣସୀରେ ଅଖିଳ ଭାରତୀୟ ରାଜଭାଷା ସମ୍ମିଳନୀର ଶୁଭାରମ୍ଭ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ଶାହ କହିଛନ୍ତି ଦେଶରେ ହିନ୍ଦୀ ଓ…
ମହାକାଶରେ ଶିଶୁ ହେବେ ଜନ୍ମ , ପୃଥିବୀରେ ବିତାଇବେ ଛୁଟି…
ନୂଆଦିଲ୍ଲୀ,୧୩।୧୧: ମହାକାଶକୁ ନିଜ କବ୍ଜାରେ ରଖିବା ପାଇଁ ସଞ୍ଚିତ ଧନ ଖର୍ଚ୍ଚ କରୁଥିବା ଦୁନିଆର ଦ୍ୱିତୀୟ ଧନୀ ବ୍ୟକ୍ତି ଜେଫ ବେଜୋସ ଭବିଷ୍ୟବାଣୀ କରିଛନ୍ତି ଯେ ଦିନେ ମହାକାଶରେ ମଣିଷ ଶିଣୁ ଜନ୍ମ ହେବ। କେବଳ ଏତିକି ନୁହେଁ, ମହାକାଶରେ ଜନ୍ମିତ…
ପଦରୁ ହଟିବା ପରେ କୋହଲିଙ୍କୁ ନେଇ ରବି ଶାସ୍ତ୍ରୀଙ୍କ ବଡ଼ ବୟାନ
ନୂଆଦିଲ୍ଲୀ,୧୩।୧୧: ଭାରତର ପୂର୍ବ ମୁଖ୍ୟ କୋଚ୍ ରବି ଶାସ୍ତ୍ରୀ ଅଧିନାୟକ ବିରାଟ କୋହଲିଙ୍କୁ ନେଇ ବଡ଼ ମନ୍ତବ୍ୟ ଦେଇଛନ୍ତି। ଏକ ଜାତୀୟ ଗଣମାଧ୍ୟମକୁ ସାକ୍ଷାତକାର ଦେଇ ଶାସ୍ତ୍ରୀ କହିଛନ୍ତି, କୋଭିଡ-୧୯ ସହ ଜଡ଼ିତ ଚାପର ମୁକାବିଲା ପାଇଁ କୋହଲି ଟି-୨୦ ପରେ…
ଫିଲ୍ମ ଷ୍ଟାଇଲ୍ରେ ପ୍ରେମରେ ପଡ଼ିଥିଲେ ଜୁହି
ମୁମ୍ବାଇ: ବଲିଉଡ୍ ଅଭିନେତ୍ରୀ ଜୁହି ଚାଓ୍ବାଲାଙ୍କ ଆଜି ହେଉଛି ଜନ୍ମଦିନ। ୧୯୬୭ ମସିହା ନଭେମ୍ବର ୧୩ରେ ଜୁହି ହରିୟାଣାର ଅମ୍ବାଲାରେ ଜନ୍ମ ହୋଇଥିଲେ। ଅନେକ ସୁପରହିଟ୍ ଫିଲ୍ମରେ କାମ କରିଥିବା ଜୁହିଙ୍କ ପ୍ରେମ ବି ଠିକ୍ ଫିଲ୍ମ ପରି। ଆଜିର ଏହି…
ଟିକା ନ ନେଇଥିବା ଲୋକଙ୍କୁ ଲକଡାଉନରେ ବନ୍ଦ ରଖିବ ଅଷ୍ଟ୍ରିୟା, ୟୁରୋପ ପୁଣି ପାଲଟିଲା ମହାମାରୀର କେନ୍ଦ୍ର
ଭିଏନା,୧୩ ।୧୧: ୟୁରୋପରେ କରୋନା ମହାମାରୀ ପୁଣିଥରେ ମୁଣ୍ଡ ଟେକିଛି । ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ କହିଛି ୟୁରୋପ ପୁଣିଥରେ କରୋନା ମହାମାରୀର କେନ୍ଦ୍ର ପାଲଟିଯାଇଛି । କରୋନାରେ ସବୁଠାରୁ ଅଧିକ ପ୍ରଭାବିତ ହୋଇଛି ପଶ୍ଚିମ ୟୁରୋପ । ଏଠାରେ ସଂକ୍ରମିତଙ୍କ…
ସଂସ୍କୃତି ବିଭାଗ ସଚିବ ହେଲେ ରଞ୍ଜନ କୁମାର ଦାସ
ଭୁବନେଶ୍ୱର,୧୩।୧୧(ବ୍ୟୁରୋ): ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ନିର୍ଦ୍ଦେଶକ ତଥା ଅତିରିକ୍ତ ସଚିବ ଆଇଏଏସ ରଞ୍ଜନ କୁମାର ଦାସ ବିଭାଗର ସଚିବ ଭାବେ କାର୍ଯ୍ୟ କରିବେ। ଏ ନେଇ ରାଜ୍ୟ ସରକାର ଅନୁମତି ଦେଇଛନ୍ତି। ତେବେ ସାଧାରଣ ପ୍ରଶାସନ ବିଭାଗ…
ମନ୍ତ୍ରୀଙ୍କ ଗାଡି ଉପରକୁ କଂଗ୍ରେସ କର୍ମୀଙ୍କ ଅଣ୍ଡାମାଡ
ବରଗଡ ଅଫିସ, ୧୩।୧୧: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବରଗଡ ଗସ୍ତକୁ ବିରୋଧ କରି କଂଗ୍ରେସ କର୍ମୀମାନେ ବିଭିନ୍ନ ସ୍ଥାନରେ ଅଣ୍ଡାମାଡ କରିଥିବା ସୂଚନା ମିଳିଛି। ଶୁକ୍ରବାର ରାତିରେ ବରଗଡର ଗାନ୍ଧୀଛକରେ ମନ୍ତ୍ରୀ ଟୁକୁନି ସାହୁଙ୍କ ଗାଡି ଉପରକୁ ଅଣ୍ଡାମାଡ କରିଥିବାବେଳେ ଶନିବାର…
ବିରୋଧ କରି ମାଡ ଖାଇଲେ କଂଗ୍ରେସ କର୍ମୀ
ବରଗଡ ଅଫିସ,୧୩।୧୧: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶନିବାର ବରଗଡ ଜିଲା ଗସ୍ତରେ ଆସୁଛନ୍ତି। ବିଜେପୁରରେ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ ସ୍ମାର୍ଟ କାର୍ଡ ବଣ୍ଟନ କାର୍ଯ୍ୟକ୍ରମ ରହିଛି। ଦିନ ସାଢେ ୧୧ଟାରେ ମୁଖ୍ୟମନ୍ତ୍ରୀ ଏଠାରେ ପହଞ୍ଚିବେ । ତେବେ ମୁଖ୍ୟମନ୍ତ୍ରୀଙ୍କ ଏହି…
ପାଣି ଭିତରେ ପାର୍କ
ଦୁନିଆରେ ଏପରି କିଛି ଦେଶ ଅଛି, ଯାହା ଅନ୍ୟ ଦେଶଠାରୁ ସମ୍ପୂର୍ଣ୍ଣ ଭିନ୍ନ। ଏମିତି ଦେଶ ସମ୍ପର୍କରେ ଜାଣିଲେ ଆଶ୍ଚର୍ଯ୍ୟ ଲାଗିଥାଏ। କାରଣ ଏଠାରେ ଥିବା କିଛି ଆକର୍ଷଣୀୟ ଦୃଶ୍ୟ ସମସ୍ତଙ୍କୁ ଚକିତ କରିଥାଏ। ଏପରି ସ୍ବତନ୍ତ୍ର ଦେଶ ହେଉଛି ପର୍ତ୍ତୁଗାଲ।…

