Home Left

ଏପରି ଲୋକ ସତ୍ୟଠାରୁ ବହୁ ଦୂରରେ

ଜୀବନ ସହ ଜଡ଼ିତ ସମସ୍ୟାର ସମାଧାନ ପାଇଁ ଚାଣକ୍ୟ ଅନେକ ନୀତି ବର୍ଣ୍ଣନା କରିଛନ୍ତି। ଏଥିରେ ଏକ ଶ୍ଳୋକ ମାଧ୍ୟମରେ ସେ କହିଛନ୍ତି, କେଉଁ ପ୍ରକାରର ପିଲା ଶିକ୍ଷା ହାସଲ କରି ପାଆନ୍ତି ନାହିଁ। ଏହା ସହ କେଉଁ ପ୍ରକାର ଲୋକେ…

ଡେବିଟ୍‌ କାର୍ଡ ଭେରିଫିକେଶନ ପାଇଁ କଲ୍‌ କରିଛୁ କହି, ଲୁଟିନେଲେ ୭.୭୪ ଲକ୍ଷ ଟଙ୍କା

ଭଦ୍ରକ ଅଫିସ,୬।୭- ଏସ୍‌ବିଆଇ ଡେବିଟ୍‌ କାର୍ଡ କମ୍ପାନୀରୁ ଭେରିଫିକେଶନ ପାଇଁ କଲ କରିଛୁ। ଆକାଉଣ୍ଟ ନମ୍ବର ଦିଅ। ମୋବାଇଲକୁ ଏକ ଓଟିପି ନମ୍ବର ଯାଇଥିବ, ତାହା କୁହନ୍ତୁ। କିଛି ଏଭଳି କହି ଭଦ୍ରକ ଜିଲା ତିହିଡ଼ି ବ୍ଲକ ବାରୋ ଗଁାର ଅବସରପ୍ରାପ୍ତ…

ପୋଲିସ ଘରେ ଚୋରି କରି ଚିଠି ଛାଡ଼ିଗଲା ଚୋର

ଭିଣ୍ଡ,୬।୭: ମଧ୍ୟପ୍ରଦେଶର ଭିଣ୍ଡ ସହରର ଜଣେ ପୋଲିସଙ୍କ ଘରୁ ମୂଲ୍ୟବାନ ସାମଗ୍ରୀ ଚୋରି କଲା ପରେ ଏକ ଚିଠି ଛାଡ଼ି ଯାଇଛି ଚୋର। ଉକ୍ତ ଚିଠିରେ କ୍ଷମା ମାଗିବା ସହ ବନ୍ଧୁଙ୍କ ଜୀବନ ବଞ୍ଚାଇବା ଲାଗି ଚୋରି କରୁଥିବା ଉଲ୍ଲେଖ ରହିଛି…

ରଶିଦଙ୍କୁ ମିଳିଲା ବଡ଼ ଦାୟିତ୍ୱ

ନୂଆଦିଲ୍ଲୀ,୬।୭: ଷ୍ଟାର ଲେଗ୍‌ ସ୍ପିନର ରଶିଦ ଖାଁଙ୍କୁ ମଙ୍ଗଳବାର ଆଫଗାନିସ୍ତାନ ଟି୨୦ ଦଳର ଅଧିନାୟକ ଭାବେ ନିଯୁକ୍ତ କରାଯାଇଛି। ୟୁଏଇରେ ଅକ୍ଟୋବର ୧୭ରୁ ନଭେମ୍ବର ୧୪ ମଧ୍ୟରେ ୟୁଏଇରେ ହେବାକୁ ଥିବା ଟି୨୦ ବିଶ୍ୱକପ୍‌କୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନେଇଛି…

ବଡ଼ ଭୁଲ ସୁଧାରିଲା ଆମାଜନ

ନୂଆଦିଲ୍ଲୀ,୬।୭: ଇ-କମର୍ସ ସଂସ୍ଥା ଆମାଜନ ମଙ୍ଗଳବାର ବଡ଼ ଭୁଲକୁ ଘଣ୍ଟାକ ମଧ୍ୟରେ ସୁଧାରିଛି। ଏକ ତୋଶିବା ୧.୮ ଟନ ଏୟାର କଣ୍ଡିଶନ (ଏସି)ର ମୂଲ୍ୟ ୯୦,୮୦୦ ଟଙ୍କା ବଦଳରେ ସେଲିଂ ପ୍ରାଇସ୍‌ ୫,୯୦୦ ଟଙ୍କା ଉଲ୍ଲେଖ କରିଥିଲା। ଏହି ଏସିର ପ୍ରକୃତ…

‘ବେରୋଜଗାର, ପେଟ୍ରୋଲ-ଡିଜେଲ, ଗ୍ୟାସ ମହଙ୍ଗା ପ୍ରସଙ୍ଗ ଉଠାଅ’

ଝାନ୍ସି,୬।୭: ସରକାରଙ୍କ ଲୋକ ବିରୋଧୀ ନୀତି ଯୋଗୁ ପୂରା ଦେଶ ପ୍ରଭାବିତ। ବେରୋଜଗାର, ପେଟ୍ରୋଲ-ଡିଜେଲ ଓ ରୋଷେଇ ଗ୍ୟାସ ଦର ବୃଦ୍ଧି ବିରୋଧରେ ବିକ୍ଷୋଭ ପ୍ରଦର୍ଶନ କର। ଭାଜପା ସରକାର ଯୁବ ପୀଢ଼ି, ବେରୋଜଗାର ବ୍ୟକ୍ତି, ଦଳିତ ଓ ପଛୁଆ ବର୍ଗଙ୍କ…

ସ୍ତ୍ରୀଙ୍କଠାରୁ ଦୂରରେ ରହିବା ଲାଗି ନକଲି କୋଭିଡ୍‌ ପଜିଟିଭ୍‌ ରିପୋର୍ଟ ପ୍ରସ୍ତୁତ କରିଥିଲେ ସ୍ବାମୀ: ଏବେ ଖୋଜୁଛି ପୋଲିସ…

ଇନ୍ଦୋର: ମଧ୍ୟପ୍ରଦେଶର ଇନ୍ଦୋରରେ ରହୁଥିବା ଜଣେ ବ୍ୟକ୍ତି ନିଜ ସ୍ତ୍ରୀଙ୍କଠାରୁ ଦୂରରେ ରହିବାକୁ ଯାଇ କରୋନା ସଂକ୍ରମିତ ହୋଇଥିବା ନେଇ ମିଛ କହି ଚର୍ଚ୍ଚାକୁ ଆସିଛନ୍ତି। ସେ ନକଲି କୋଭିଡ୍‌ ପଜିଟିଭ୍‌ ରିପୋର୍ଟ ପଠାଇ ତାଙ୍କୁ କୋଭିଡ ସେଣ୍ଟରରେ ଭର୍ତ୍ତି କରାଯାଇଥିବା…

ସିଏସ୍‌କେରେ ଧୋନୀଙ୍କ ଭବିଷ୍ୟତ ଉପରେ ମତ ରଖିଲେ ପ୍ରାକ୍ତନ ଅଷ୍ଟ୍ରେଲିଆନ ଖେଳାଳି

ଚେନ୍ନାଇ,୬।୭: ୨୦୦୮ରେ ଚେନ୍ନାଇ ସୁପର କଙ୍ଗ୍ସ (ସିଏସ୍‌କେ) ସହ ଯୋଡ଼ି ହୋଇଥିଲେ ମହେନ୍ଦ୍ର ସିଂ ଧୋନୀ। ତା’ ପରଠୁ ସବୁ ଇତିହାସ ପାଲଟି ଯାଇଛି। ଧୋନୀଙ୍କ ନେତୃତ୍ୱରେ ସିଏସ୍‌କେ ୩ ଥର ଆଇପିଏଲ ଟ୍ରଫି ହାତେଇଥିବାବେଳେ ଦୁଇ ଥର ଜିତିଛି ଚାମ୍ପିୟନ୍ସ…

୩ ବିଳାସପୂର୍ଣ୍ଣ ଘର, ୯ କୋଟିର କାର୍‌ର ମାଲିକ ହେଉଛନ୍ତି ଏହି ଅଭିନେତା; ୬୮ ଲକ୍ଷ ଟଙ୍କାର ରଖିଛନ୍ତି କେବଳ ଜୋତା

ବମ୍ବେ: ବଲିଉଡ୍‌ରେ ବିଟ୍ଟୁ ଏବଂ ରେମ୍ବୋ ନାମରେ ଖ୍ୟାତ ରଣବୀର ସିଂହଙ୍କ ଆଜି ହେଉଛି ‘ହାପି ବର୍ଥ ଡେ’। ନିଜର ଫ୍ୟାଶନ ସେନ୍ସକୁ ନେଇ ସର୍ବଦା ସମାଲୋଚିତ ହୋଇଥାନ୍ତି ସେ। ହେଲେ ନିଜର ଅଭିନୟରେ ଦର୍ଶକଙ୍କୁ ବାନ୍ଧି ରଖିବାର କ୍ଷମତା ଅଛି…

ହାତକୁ ଦୁଇ ହାତ ହେବେ ଟେଲି ଦୁନିଆର ଏହି ଲୋକପ୍ରିୟ ଯୋଡ଼ି; ଧାର୍ଯ୍ୟ ହେଲା ତାରିଖ, ଭାଇରାଲ ହେଉଛି…

ବମ୍ବେ: ବିବାହ ବନ୍ଧନରେ ଆବଦ୍ଧ ହେବାକୁ ଯାଉଛନ୍ତି ବିଗ୍‌ବସ୍‌ ଫେମ୍‌ ଗାୟକ ରାହୁଲ ବୈଦ୍ୟ। ଟେଲିଭିଜନ ଅଭିନେତ୍ରୀ ଦିଶା ପରମାରଙ୍କ ହାତ ଧରିବେ ସେ। ଏବେ ଉଭୟଙ୍କ ବିବାହ ତାରିଖ ଫାଇନାଲ ହୋଇଛି। ଉଭୟ ନିଜର ସୋସିଆଲ ଆକାଉଣ୍ଟରେ ପ୍ରଶଂସକଙ୍କ ସହ…

ଟିମ୍‌ ଇଣ୍ଡିଆ ପାଇଁ ଭଲ ସଙ୍କେତ

କଲମ୍ବୋ,୬।୭: ଟି୨୦ ବିଶ୍ୱକପ୍‌ର ସମସ୍ତ ମ୍ୟାଚ୍‌ରେ ବୋଲିଂ କରିବାକୁ ଧାର୍ଯ୍ୟ କରିଥିବା ଲକ୍ଷ୍ୟର ନିକଟତର ହେଉଛନ୍ତି ଭାରତୀୟ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା। ସେ ଏବେ ଶ୍ରୀଲଙ୍କାରେ ସାଥି ଖେଳାଳିଙ୍କ ସହ ଆଗାମୀ ସୀମିତ ଦିନିକିଆ ଓ ଟି୨୦ ସିରିଜ୍‌ ପାଇଁ ପ୍ରସ୍ତୁତି…

ନୂତନ ବ୍ୟବସାୟ ଆରମ୍ଭ କରିବା ବିଷୟରେ ଚିନ୍ତା କରୁଛନ୍ତି କି? ଚାଣକ୍ୟଙ୍କ ଏହି ୪ କଥା ମାନିଲେ ହେବେ ସଫଳ

ଅର୍ଥଶାସ୍ତ୍ରର ବଡ଼ ବିଦ୍ୱାନ ଥିଲେ ଆଚାର୍ଯ୍ୟ ଚାଣକ୍ୟ। ସେ ବାଣିଜ୍ୟ ଉପରେ ଗଭୀର ଅଧ୍ୟୟନ କରିଥିଲେ। ସେ ଅର୍ଥନୀତିକୁ ନେଇ ଅନେକ ପରାମର୍ଶ ଦେଇଛନ୍ତି। ଚାଣକ୍ୟଙ୍କ ମତରେ ବ୍ୟବସାୟରେ ସଫଳ ହେବାକୁ ହେଲେ ସର୍ବଦା ବିପଦକୁ ସାମ୍ନା କରିବା ପାଇଁ ପ୍ରସ୍ତୁତ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri