୧୨ ମଦ ବୋତଲ ଖାଲି କରିଦେଲା ମୂଷା!
ଚେନ୍ନାଇ,୬।୭: ତାମିଲନାଡୁର ନୀଳଗିରିରେ ଏକ ମଦ ଦୋକାନରେ ମୂଷା ଆତଙ୍କ ଦେଖାଯାଇଛି। ୧୨ଟି ମଦ ବୋତଲ ମୂଷା କାଟି ଦେଖିଥିବା ମାମଲା ସାମ୍ନାକୁ ଆସିଛି। ସରକାରୀ ମଦ ଦୋକାନରେ ମୂଷାମାନେ ୧୨ ବୋତଲ ମଦ ଖାଲି ଦେଇଛନ୍ତି। ଏହି ମାମଲା ନୀଳଗିରି…
ଚଳିତବର୍ଷ ଦେଢ଼ଲକ୍ଷ ହେକ୍ଟର ବନୀକରଣ
ଭୁବନେଶ୍ୱର, ୬।୭(ବ୍ୟୁରୋ): ୨୦୨୧-୨୨ ଆର୍ଥିକ ବର୍ଷରେ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ପକ୍ଷରୁ ରାଜ୍ୟରେ ବ୍ୟାପକ ବନୀକରଣ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି। ରାଜ୍ୟ ସରକାରଙ୍କ ବିଭିନ୍ନ ବନୀକରଣ ଯୋଜନା ଯଥା ପ୍ରାକୃତିକ ଜଙ୍ଗଲର ପୁନର୍ଜନ୍ମ, ନୂତନ ଜଙ୍ଗଲ ସୃଷ୍ଟି,…
୨୦ ସୁଦ୍ଧା ସମ୍ପୂର୍ଣ୍ଣ ତଥ୍ୟ ଦାଖଲ କର: ହାଇକୋର୍ଟ
କଟକ ଅଫିସ,୬।୭: କୋଭିଡ୍ଜନିତ ମୃତ୍ୟୁର ଅଡିଟ୍ ପ୍ରସଙ୍ଗରେ ହୋଇଥିବା ଜନସ୍ବାର୍ଥ ମାମଲାର ଶୁଣାଣି ସୋମବାର ହାଇକୋର୍ଟରେ ହୋଇଥିଲା। ଏଥିରେ ରାଜ୍ୟ ସରକାର ସତ୍ୟପାଠ ଦାଖଲ କରିଥିଲେ। ହେଲେ କୋଭିଡ୍ ମୃତ୍ୟୁ ସମ୍ପର୍କିତ ସମ୍ପୂର୍ଣ୍ଣ ତଥ୍ୟ ଦାଖଲ କରିପାରି ନ ଥିଲେ। ଏଥିରେ…
୪୩ ରୁଟ୍ରେ ଆଜିଠୁ ଗଡ଼ିବ ଓଏସ୍ଆର୍ଟିସି ବସ୍
ଭୁବନେଶ୍ୱର,୬।୭(ବ୍ୟୁରୋ): ଓଡ଼ିଶା ରାଜ୍ୟ ସଡ଼କ ପରିବହନ ନିଗମ (ଓଏସ୍ଆର୍ଟିସି) ବସ୍ ମଙ୍ଗଳବାରଠାରୁ ୪୩ଟି ରୁଟ୍ରେ ଚଳାଚଳ କରିବ। କାଟେଗୋରି-ଏରେ ଥିବା ଜିଲାଗୁଡ଼ିକରେ ଏହି ରୁଟ୍ଗୁଡିକ ଅବସ୍ଥିତ। ଓଏସ୍ଆର୍ଟିସିର ୧୬ଟି ଡିପୋରୁ ଏହି ବସ୍ ଚଳାଚଳ କରିବ ବୋଲି ଓଏସ୍ଆର୍ଟିସି ପକ୍ଷରୁ ଟୁଇଟ…
ଆଜିର ଦିନରେ କ୍ରିକେଟ ପଡ଼ିଆରେ ଇତିହାସ ରଚିଥିଲେ ରୋହିତ ଶର୍ମା
ଭେଟେରାନ ଭାରତୀୟ ଓପନର୍ ରୋହିତ ଶର୍ମା ଏବଂ ତାଙ୍କ ପ୍ରଶଂସକଙ୍କ ପାଇଁ ୬ ଜୁଲାଇ ତାରିଖ ଅତ୍ୟନ୍ତ ସ୍ବତନ୍ତ୍ର। ଦୁଇ ବର୍ଷ ପୂର୍ବେ ଖେଳାଯାଇଥିବା ଆଇସିସି ଦିନିକିଆ ବିଶ୍ୱକପରେ ରୋହିତ ଏହି ଦିନ ଇତିହାସ ସୃଷ୍ଟି କରିଥିଲେ। ଆଇସିସି ବିଶ୍ୱକପ ୨୦୧୯ରେ…
ସାରା ରାଜ୍ୟରେ ଆବାସ ପ୍ଲସ୍ ଆପ୍ କାର୍ଯ୍ୟକ୍ଷମ ହେଉ
ଭୁବନେଶ୍ୱର,୬।୭(ବ୍ୟୁରୋ): ସମଗ୍ର ରାଜ୍ୟ ପାଇଁ ଆବାସ ପ୍ଲସ୍ ମୋବାଇଲ ଆପ୍ କାର୍ଯ୍ୟକ୍ଷମ କରାଯାଉ। ୧ ମାସ ପାଇଁ ଏହି ଆପ୍କୁ କାର୍ଯ୍ୟକ୍ଷମ କରିବା ସହ ଯୋଗ୍ୟ ହିତାଧିକାରୀଙ୍କ ତାଲିକା ଆବାସ ପ୍ଲସ୍କୁ ସ୍ଥାନାନ୍ତର କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦାବି କରିଛନ୍ତି।…
ତାଲିବାନ୍ କବ୍ଜାରେ ଆଫଗାନ ସୈନ୍ୟଙ୍କ ୭୦୦ ଟ୍ରକ୍
କାବୁଲ, ୬।୭: ତାଲିବାନ ଉଗ୍ରପନ୍ଥୀମାନେ ଗତ ମାସରେ ଆଫଗାନିସ୍ତାନ ସୈନ୍ୟବାହିନୀର ପ୍ରାୟ ୭୦୦ ଟ୍ରକ୍ ଓ ଅନ୍ୟ ସାମରିକ ଯାନ କବ୍ଜା କରିଥିବା ଜଣାପଡ଼ିଛି। ତାଲିବାନ ଚାପ ଯୋଗୁ କେତେକ ଜିଲାରେ ସ୍ଥାନୀୟ ସୁରକ୍ଷା ବଳ ଉଭାନ ହୋଇଗଲେଣି। ଆଫଗାନିସ୍ତାନରୁ ଆମେରିକା…
ମୋଦି, ମମତାଙ୍କୁ ହାସିନାଙ୍କ ଆମ୍ବ ଭେଟି
ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ୍ ହାସିନା ତାଙ୍କ ଭାରତୀୟ ପ୍ରତିପକ୍ଷ ନରେନ୍ଦ୍ର ମୋଦି ଏବଂ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ପାଖକୁ ୨,୬୦୦ କିଲୋଗ୍ରାମ ଆମ୍ବ ପଠାଇଛନ୍ତି। ବାଂଲାଦେଶରୁ ଟ୍ରକ୍ରେ ଏହି ପ୍ରସିଦ୍ଧ ‘ହରିଭାଙ୍ଗା’ ଆମ୍ବ ରବିବାର ଅପରାହ୍ନରେ ସୀମା ଅତିକ୍ରମ କରି…
ରାଜ୍ୟରେ ୨୦ ବ୍ଲାକ୍ ଫଙ୍ଗସ୍ ରୋଗୀଙ୍କ ମୃତ୍ୟୁ
ଭୁବନେଶ୍ୱର, ୬।୭(ବ୍ୟୁରୋ): ରାଜ୍ୟରେ ‘ବ୍ଲାକ୍ ଫଙ୍ଗସ’ ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ମେ’ ୧୦ରେ ରାଜ୍ୟରେ ପ୍ରଥମ ବ୍ଲାକ୍ ଫଙ୍ଗସ ରୋଗୀ ଚିହ୍ନଟ ହୋଇଥିଲେ। ଇତିମଧ୍ୟରେ ମୋଟ୍ ୧୩୦ଜଣ ବ୍ଲାକ ଫଙ୍ଗସରେ ସଂକ୍ରମିତ ହୋଇଥିବାବେଳେ ଏମାନଙ୍କ ମଧ୍ୟରୁ ୨୦ ଜଣଙ୍କର…
କଶ୍ମୀରକୁ ରାଜ୍ୟ ମାନ୍ୟତା ପରେ ନିର୍ବାଚନ: ଗୁପ୍କାର ମେଣ୍ଟ
ନୂଆଦିଲ୍ଲୀ, ୬।୭: ଜମ୍ମୁ-କଶ୍ମୀରକୁ କେନ୍ଦ୍ର ସରକାର ରାଜ୍ୟ ମାନ୍ୟତା ଫେରାଇବା ପରେ ସେଠାରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ ବୋଲି ପିପୁଲ୍ସ ଆଲିଆନ୍ସ ଫର୍ ଗୁପ୍କାର ଡିକ୍ଲାରେଶନ (ଗୁପ୍କାର ମେଣ୍ଟ) ପକ୍ଷରୁ ସୋମବାର କୁହାଯାଇଛି। ଗତ ମାସ ୨୪ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର…
ପୁଣି ପେଟ୍ରୋଲ ୩୫ ପଇସା ବଢ଼ିଲା
ନୂଆଦିଲ୍ଲୀ/ଭୁବନେଶ୍ୱର,୬।୭: ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧିକୁ ନେଇ ଦେଶବ୍ୟାପୀ ବିରୋଧ ଓ ଆନ୍ଦୋଳନ ଚାଲିଛି। ଏହା ସତ୍ତ୍ୱେ ବି ତୈଳ ଦର ବୃଦ୍ଧି ରୋକିବାର ନଁା ନେଉନାହିଁ। କ୍ରମାଗତ ୨ୟ ଦିନ ଲାଗି ପେଟ୍ରୋଲ ଦରରେ ପରିବର୍ତ୍ତନ ହୋଇଛି। ରବିବାର…
୧୩ ଜିଲାରେ ନିଅଣ୍ଟିଆ ବର୍ଷା
ଭୁବନେଶ୍ୱର,୬।୭(ବ୍ୟୁରୋ): ଆଷାଢ଼ ମାସରେ ବର୍ଷାର ଦେଖାନାହିଁ। କେଉଁଠି କେତେବେଳେ ଅସରାଏ ଦି ଅସରା ବର୍ଷା ହେଉଥିଲେ ମଧ୍ୟ ଅଧିକାଂଶ ସମୟରେ ପାଗ ଶୁଖିଲା ରହୁଛି। ରାଜ୍ୟର ଅଧା ଜିଲା ଏବେ ଅନାବୃଷ୍ଟି ସଙ୍କଟ ଦେଇ ଗତି କରୁଛି। ଧାନବୁଣା ହୋଇଥିଲେ ମଧ୍ୟ…
Archives


