Home Left

ପିଏମ୍‌ଜିଏସ୍‌ୱାଇରେ ଅର୍ଥ ଆତ୍ମସାତ୍‌

ଯାଜପୁର ଅଫିସ,୯ା୭:ଯାଜପୁର ଜିଲା ଜାରକା ଗ୍ରାମ୍ୟ ନିର୍ମାଣ ଡିଭିଜନ-୨ ଅଧୀନରେ ନିର୍ମାଣ ହୋଇଥିବା ବାଲିଚନ୍ଦ୍ରପୁର-ଦେକୁରୀ ଏବଂ ଏନ୍‌ଏଚ୍‌-୫(କ)ଠାରୁ ଭରତପୁର ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନା (ପିଏମ୍‌ଜିଏସ୍‌ୱାଇ) ରାସ୍ତାରେ ଅର୍ଥ ଆମତ୍ସାତ୍‌ ଏବଂ ନିମ୍ନମାନ କାମ ହୋଇଥିବା ଅଭିଯୋଗ ହୋଇଛି। ଏହାର ଯୁଗ୍ମ…

କେବଳ ଫୁସ୍‌ଫୁସ୍‌ ନୁହେଁ, ଶରୀରର ଏସବୁ ଅଙ୍ଗ ଉପରେ ଖରାପ ପ୍ରଭାବ ପକାଉଛି କରୋନା ଭୂତାଣୁ

ନୂଆଦିଲ୍ଲୀ,୯।୭: କରୋନା ସଂକ୍ରମଣ କେବଳ ଫୁସଫୁସକୁ ସଂକ୍ରମିତ କରେ ନାହିଁ, ବରଂ ଶରୀରର ଅନେକ ଗୁରୁତ୍ୱପୂର୍ଣ୍ଣ ଅଙ୍ଗକୁ ବହୁତ କ୍ଷତି ପହଞ୍ଚାଏ। ଏହାର ଖରାପ ପ୍ରଭାବ କିଡନୀ, ଯକୃତ, ଅଗ୍ନାଶୟ, ମସ୍ତିଷ୍କ ଏବଂ ହୃଦୟରେ ମଧ୍ୟ ଦେଖାଯାଇଛି। ଭୋପାଳ ଏମ୍ସ ଅଧ୍ୟୟନରେ…

‘କୋଭାକ୍ସିନ୍‌’ ଟିକାକୁ ନେଇ ଆସିଲା ଖୁସିଖବର

ନୂଆଦିଲ୍ଲୀ,୯।୭: ଭାରତ ବାୟୋଟେକ ଦ୍ୱାରା ପ୍ରସ୍ତୁତ କରୋନା ଟିକା ‘କୋଭାକ୍ସିନ’ ପାଇଁ ଏକ ଖୁସିଖବର ରହିଛି। ଖୁବ୍‌ଶୀଘ୍ର କୋଭାକ୍ସିନ୍‌କୁ ମିଳିପାରେ ଡବ୍ଲୁଏଚ୍‌ଓ ମଞ୍ଜୁରୀ ମିଳିବାର ସମ୍ଭାବନା ରହିଛି। ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ (ଡବ୍ଲୁଏଚ୍‌ଓ ) ମୁଖ୍ୟ ବୈଜ୍ଞାନିକ ଡା. ସୌମ୍ୟା ସ୍ବାମୀନାଥନ…

ରେକର୍ଡ ଭାଙ୍ଗିଲା କରୋନା: ଦିନକରେ କରୋନା ନେଲା ୬୧ ଜୀବନ

ଭୁବନେଶ୍ୱର,୯/୭(ବ୍ୟୁରୋ): ରାଜ୍ୟରେ ଶୁକ୍ରବାର କରୋନାରେ ୬୧ ଜଣ ଆଖି ବୁଜିଛନ୍ତି। ଏହା ସହିତ ରାଜ୍ୟରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୪୪୭୮ରେ ପହଞ୍ଚିଯାଇଛି। ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଫଳରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଧୀରେ…

ରାଜ୍ୟରେ ୨,୮୦୬ କରୋନା ଆକ୍ରାନ୍ତ ଚିହ୍ନଟ: ଖୋର୍ଦ୍ଧାରୁ ସର୍ବାଧିକ

ଭୁବନେଶ୍ୱର,୯।୭(ବ୍ୟୁରୋ): ରାଜ୍ୟରେ କରୋନା ମହାମାରୀ ପ୍ରତିଦିନ ରେକର୍ଡ ଭାଙ୍ଗୁ ଥିବାବେଳେ କିଛିଦିନ ହେବ ସଂକ୍ରମଣ ମାତ୍ରା କିଛିଟା କମିଛି। ଶୁକ୍ରବାର ରାଜ୍ୟରେ ୨,୮୦୬ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। କାଲି କମ୍‌ ଥିବାବେଳେ ଆଜି ପୁଣି ହଠାତ୍‌ ବଢିଯାଇଛି। ନୂଆ ଆକ୍ରାନ୍ତଙ୍କ…

୫୫ ବର୍ଷ ପରେ ଫାଇନାଲରେ ଇଂଲଣ୍ଡ

ଲଣ୍ଡନ,୯।୭: ଦୀର୍ଘ ୫୫ ବର୍ଷ ପରେ ଇଂଲଣ୍ଡ କୌଣସି ମେଜର ଟୁର୍ନାମେଣ୍ଟର ଫାଇନାଲରେ ପ୍ରବେଶ କରିଛି। ବୁଧବାର ବିଳମ୍ବିତ ରାତିରେ ସ୍ଥାନୀୟ ଓ୍ବିମ୍ବଲି ଷ୍ଟାଡିୟମରେ ଖେଳାଯାଇଥିବା ସଂଘର୍ଷପୂର୍ଣ୍ଣ ଦ୍ୱିତୀୟ ସେମିଫାଇନାଲ ମ୍ୟାଚ୍‌ରେ ଇଂଲଣ୍ଡ ୨-୧ ଗୋଲରେ ଡେନ୍‌ମାର୍କକୁ ହରାଇ ଫାଇନାଲରେ ପ୍ରବେଶ…

ପୋଲିଟ୍‌ ଜିତିଲେ ଦ୍ୱାଦଶ ଷ୍ଟେଜ୍‌

ପ୍ୟାରିସ,୯ା୭ : ଜର୍ମାନୀର ବୋରା ହାନ୍ସଗ୍ରୋ ଟିମ୍‌ର ନିଲ୍ସ ପୋଲିଟ୍‌ ଟୁର ଡି’ ଫ୍ରାନ୍ସ ସାଇକେଲ ରେସ୍‌ର ଦ୍ୱାଦଶ ଷ୍ଟେଜ୍‌ ଜିତିଛନ୍ତି। ୧୫୯.୪ କିଲୋମିଟର ବିଶିଷ୍ଟ ରେସ୍‌କୁ ସେ ୩ ଘଣ୍ଟା ୨୨ ମିନିଟ୍‌ ୧୨ ସେକେଣ୍ଡରେ ଶେଷ କରିଥିଲେ। ତାଙ୍କ…

ଗୁଗଲ୍‌ ନାଁରେ ୩୬ ରାଜ୍ୟରେ ମାମଲା

ଓ୍ବାଶିଂଟନ, ୯।୭:ଆଣ୍ଟିଟ୍ରଷ୍ଟ ଆଇନ ଉଲ୍ଲଂଘନ ଅଭିଯୋଗରେ ଗୁଗଲ୍‌ ବିରୋଧରେ ଆମେରିକାର ୩୬ ରାଜ୍ୟ ଏବଂ ଓ୍ବାଶିଂଟନ ଡିସି ପକ୍ଷରୁ ମାମଲା ଦାଏର ହୋଇଛି। ଏହି ସର୍ଚ୍ଚ ଇଞ୍ଜିନ୍‌ ଆଇନ ଉଲ୍ଲଂଘନ କରି ଏହାର ଆଣ୍ଡ୍ରଏଡ୍‌ ଆପ୍‌ ଷ୍ଟୋର୍‌କୁ ନିୟନ୍ତ୍ରଣ କରୁଥିବା ଅଭିଯୋଗ…

ବାର୍ଟି-ପ୍ଲିସ୍‌କୋଭା ଫାଇନାଲ

ଲଣ୍ଡନ, ୯।୧-ଅଷ୍ଟ୍ରେଲିଆର ଆଶ୍‌ଲେ ବାର୍ଟି ଚଳିତ ଓ୍ବିମ୍ବେଲଡନ ଗ୍ରାଣ୍ଡସ୍ଲାମ ଟେନିସ ମହିଳା ସିଙ୍ଗଲ୍ସ ଫାଇନାଲରେ ପ୍ରବେଶ କରିଛନ୍ତି। ଫାଇନାଲରେ ସେ ଚେକ୍‌ ରିପବ୍ଲିକର କାରୋଲିନା ପ୍ଲିସ୍‌କୋଭାଙ୍କୁ ଭେଟିବେ। ଗୁରୁବାର ଅନୁଷ୍ଠିତ ପ୍ରଥମ ସେମିଫାଇନାଲରେ ବାର୍ଟି ଜର୍ମାନୀର ଆଞ୍ଜେଲିକ୍‌ କର୍ବରଙ୍କୁ ୬-୩, ୭-୬(୭/୩)…

ବଢ଼ିବ ସୋସିଆଲ ମିଡିଆ ଅଡ଼ୁଆ

ନୂଆଦିଲ୍ଲୀ, ୯ା୭:କେନ୍ଦ୍ର ସରକାରଙ୍କ ନୂଆ ଆଇଟି ନିୟମକୁ ନେଇ ଟୁଇଟର ଭଳି ସୋସିଆଲ ମିଡିଆ ପ୍ଲାଟ୍‌ଫର୍ମଗୁଡିକ ପାଇଁ ଅଡ଼ୁଆ ବଢ଼ିବାରେ ଲାଗିଛି। ପୂର୍ବରୁ ଆଇଟି ମନ୍ତ୍ରୀ ଥିବା ରବିଶଙ୍କର ପ୍ରସାଦ ଟୁଇଟର ବିରୋଧରେ ମୁଖର ଥିବାବେଳେ ତାଙ୍କ ଯୋଗୁ ଟେକ୍‌ ଫାର୍ମଗୁଡ଼ିକ…

ସମାଜକୁ ପ୍ରଭାବିତ କରିପାରେ ଫେସ୍‌ବୁକ୍‌

ନୂଆଦିଲ୍ଲୀ, ୯ା୭:ଫେସ୍‌ବୁକ୍‌ ଭଳି ସୋସିଆଲ ମିଡିଆ ପ୍ଲାଟଫର୍ମଗୁଡ଼ିକ ଦେଶ ଓ ବାହାର ଲୋକଙ୍କୁ ପ୍ରଭାବିତ କରିବାର କ୍ଷମତା ରଖିଛନ୍ତି। ୟୁଜର୍ସଙ୍କ ପୋଷ୍ଟ ସମାଜରେ ଧ୍ରୁବୀକରଣ ଆଣିପାରେ ବୋଲି ସୁପ୍ରିମକୋର୍ଟ ଗୁରୁବାର ଆଶଙ୍କା ବ୍ୟକ୍ତ କରିଛନ୍ତି। ୨୦୨୦ ଫେବୃୟାରୀରେ ସିଏଏ ବିରୋଧୀ ବିକ୍ଷୋଭ…

ଅସ୍ବାଭାବିକ ତାପମାତ୍ରା ନେଉଛି ଜୀବନ

ନୂଆଦିଲ୍ଲୀ, ୯।୭(ପି.ଟି.):ଜଳବାୟୁ ପରିବର୍ତ୍ତନ ଜନିତ ଅସ୍ବାଭାବିକ ଗ୍ରୀଷ୍ମ ଓ ଶୀତ ଯୋଗୁ ଭାରତରେ ପ୍ରତିବର୍ଷ ପ୍ରାୟ ୭,୪୦,୦୦୦ ଲୋକଙ୍କ ଜୀବନ ଯାଉଛି। ଏ ସମ୍ପର୍କିତ ଏକ ଅଧ୍ୟୟନ ଲାନ୍‌ସେଟ୍‌ ପ୍ଲାନେଟାରି ହେଲ୍‌ଥ ପତ୍ରିକାରେ ପ୍ରକାଶ ପାଇଛି। ଅଷ୍ଟ୍ରେଲିଆର ମୋନାଶ ୟୁନିଭର୍ସିଟି ଗବେଷକମାନଙ୍କ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri