ପୁଣି ତାତିଲେ କୃଷକ
ନୂଆଦିଲ୍ଲୀ,୯।୭: କୃଷି ଆଇନ୍କୁ ବିରୋଧ କରି ଆନ୍ଦୋଳନରେ ବସିଥିବା କୃଷକମାନେ ପୁଣି ସରକାରଙ୍କ ବିରୋଧରେ ବର୍ଷିଛନ୍ତି। କୃଷକ ନେତା ରାକେଶ ଟିକାଏଟ ସରକାରଙ୍କୁ ତିନୋଟି କୃଷି ଆଇନ ପ୍ରତ୍ୟାହାର କରିବାକୁ କହିଛନ୍ତି। ସେ କହିଛନ୍ତି ଯେ, ଆନ୍ଦୋଳନକାରୀ କୃଷକମାନେ ଏହାଠାରୁ କମ…
ଏହି ୩ ରାଶିର ଯୁବତୀ ହୋଇଥାନ୍ତି ବହୁତ ଦୟାବତୀ; ଅନ୍ୟର ଖୁସି ପାଇଁ କିଛି ବି କରିପାରନ୍ତି
ସମାଜରେ କିଛି ଲୋକ ଏପରି ଅଛନ୍ତି ଯେଉଁମାନେ ନିଜଠାରୁ ଅନ୍ୟମାନଙ୍କ ବିଷୟରେ ଅଧିକ ଚିନ୍ତା କରିଥାନ୍ତି। ଏମାନେ କାହାର କଷ୍ଟ ଦେଖିପାରନ୍ତି ନାହିଁ। ସମସ୍ତଙ୍କର ସାହାଯ୍ୟ କରିବାକୁ ସବୁବେଳେ ପ୍ରସ୍ତୁତ ଥାନ୍ତି। ଜ୍ୟୋତିଷ ଶାସ୍ତ୍ରରେ କିଛି ଏଭଳି କିଛି ରାଶି ରହିଛି,…
ଗୁରୁ ଦତ୍ତଙ୍କ ବୈବାହିକ ଜୀବନରେ ଏହି ଅଭିନେତ୍ରୀଙ୍କ ଯୋଗୁ ଆସିଥିଲା ଝଡ଼, ସ୍ତ୍ରୀଙ୍କଠାରୁ ଅଲଗା କରି ନିଜେ ବି ଛାଡ଼ିଦେଲେ ହାତ
ବଲିଉଡ୍ ଅଭିନେତା ଗୁରୁ ଦତ୍ତ ହିନ୍ଦୀ ସିନେମାକୁ ଅଧିକ ଆଗକୁ ନେଇଥିଲେ। ସେ ଅନେକ ହିଟ ଫିଲ୍ମ ଦେଇଥିଲେ। ସେ ଖୁବ କମ ସମୟ ମଧ୍ୟରେ ସିନେମା ଜଗତରେ ନିଜକୁ ପ୍ରତିଷ୍ଠିତ କରିଥିଲେ । ଗୁରୁ ୯ ଜୁଲାଇ ୧୯୨୫ରେ ବେଙ୍ଗାଲୁରୁରେ…
ହିଲ୍ ଷ୍ଟେଶନରେ ବଢ଼ିଲା କରୋନା ଭୟ: କେମ୍ପଟି ଫଲ୍ରେ ଲାଗୁ ହେଲା କଡ଼ା ନିୟମ
ମସୁରୀ,୯।୭: କରୋନାର ଦ୍ୱିତୀୟ ଲହର ନିୟନ୍ତ୍ରଣ ଆସିବା ମାତ୍ରେ ହିଁ କିଛି ଲୋକ ଛୁଟି କାଟିବାକୁ ହିଲ୍ ଷ୍ଟେଶନରେ ପହଞ୍ଚିଛନ୍ତି। ସେଠାରେ ଲଗାତର ଲୋକଙ୍କ ଭିଡ଼ ଓ କରୋନା ଭୟକୁ ଦୃଷ୍ଟିରେ ରଖି ସରକାର ଏବେ କଡ଼ା ନିୟମ ଲାଗୁ କରିଛନ୍ତି।…
ଏମିତି ଏକ କ୍ରିକେଟ୍ ମ୍ୟାଚ୍: ଧୋନୀ ଆଉଟ୍ ହେବା ପରେ କୋହଲି, ରୋହିତ ଶର୍ମାଙ୍କ ଆଖିରେ ଥିଲା ଲୁହ
ଜୁଲାଇ ୯, ଏହି ତାରିଖକୁ କୌଣସି ଭାରତୀୟ କ୍ରିକେଟ ପ୍ରଶଂସକ ଭୁଲିପାରିବେ ନାହିଁ। ଆଜିକୁ ଠିକ ଗୋଟିଏ ବର୍ଷ ପୂର୍ବେ ବିଶ୍ୱକପ ୨୦୧୯ରେ ଭାରତୀୟ କ୍ରିକେଟ ଦଳ ୟବିଶ୍ୱକପ ସେମିଫାଇନାଲ ଖେଳିଥିଲା। ସେମିଫାଇନାଲରେ ନ୍ୟୁଜିଲାଣ୍ଡକୁ ଭେଟିଥିଲା ଭାରତ। ମ୍ୟାଚର ଫଳାଫଳ ୧୦…
ସୁସ୍ଥ ଅଛନ୍ତି କଲ୍ୟାଣ ସିଂ
ଲକ୍ଷ୍ନୌ,୯ ।୭: ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ରାଜସ୍ଥାନର ପୂର୍ବତନ ରାଜ୍ୟପାଳ କଲ୍ୟାଣ ସିଂଙ୍କ ସ୍ୱାସ୍ଥ୍ୟରେ ବେଳକୁ ବେଳ ଉନ୍ନତି ପରିଲକ୍ଷିତ ହୋଇଛି । ସ୍ୱାସ୍ଥ୍ୟଗତ ସମସ୍ୟା ଯୋଗୁ ତାଙ୍କୁ ଲକ୍ଷ୍ନୌର ସଞଜୟ ଗାନ୍ଧୀ ଅର୍ୟୁବିଜ୍ଞାନ ସଂସ୍ଥାନ(ଏସ୍ଜିପିଜିଆଇ)ରେ ଭର୍ତ୍ତି କରାଯାଇଥିଲା ।…
ଭାରତ ବିପକ୍ଷ ଗୋଟିଏ ମ୍ୟାଚ୍ରୁ ୧୫ କୋଟି ଟଙ୍କା ଆୟ କରିବ ଶ୍ରୀଲଙ୍କା କ୍ରିକେଟ୍ ବୋର୍ଡ
କଲମ୍ବୋ,୯।୭: ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ଦିନିକିଆ ସିରିଜ ଜୁଲାଇ ୧୩ରୁ ଆରମ୍ଭ ହେଉଛି। ପ୍ରଥମ ତିନୋଟି ଦିନିକିଆ ଦୁଇ ଦେଶ ମଧ୍ୟରେ ଖେଳାଯିବ ଏବଂ ଏହା ପରେ ସମାନ ସଂଖ୍ୟକ ଟି -୨୦ ସିରିଜ ହେବ। ସମସ୍ତ ମ୍ୟାଚ କଲମ୍ବୋରେ…
ଏକ ମିନିଟ୍ରେ ୯୩ ଏୟାରଲାଇନ୍ସ ଚିହ୍ନିପାରୁଛନ୍ତି ୬ବର୍ଷର କୁନି ଝିଅ
ତୁଳସୀ ଦୁଇ ପତ୍ରରୁ ବାସେ। ଅର୍ଥାତ୍ ଛୋଟ ବେଳୁ ହିଁ ପିଲାଙ୍କ ଭିତରେ ଥିବା ଅନେକ ଗୁଣ ଓ ପ୍ରତିଭା ବିଷୟରେ ଜଣାପଡ଼ିଥାଏ। ଏହି ଉକ୍ତିଟିକୁ ସାର୍ଥକ କରିଦେଖାଛନ୍ତି ୬ବର୍ଷର ଅର୍ନା ଗୁପ୍ତା ନାମକ ଜଣେ କୁନି ଝିଅ। ମାତ୍ର ଗୋଟିଏ…
ଘରେ ସୁଖ-ସମୃଦ୍ଧି ଆଣିଥାଏ ଏସବୁ ଗଛ; ଲଗାଇଲେ ଆପଣାଛାଏଁ ଦୂର ହୁଏ ସମସ୍ୟା
ଘରେ ସୁଖ ଏବଂ ସମୃଦ୍ଧି ଲାଗି ରହୁ। ଟଙ୍କା ପଇସାର ଅଭାବ କେବେ ନ ରହୁ ବୋଲି ସମସ୍ତେ ଚାହାନ୍ତି। ଏଥିପାଇଁ ଦିନରାତ୍ରୀ ପରିଶ୍ରମ କରିବାକୁ ମଧ୍ୟ ପଛାଇ ନ ଥାନ୍ତି। ହେଲେ ଯଦି ଜଣେ ସମସ୍ତ ପ୍ରଚେଷ୍ଠା ସତ୍ତ୍ୱେ ଅସୁବିଧାର…
୧୫୦ ରନ୍ର ଅପରାଜିତ ଇନିଂସ ଖେଳିଲେ ଏହି କ୍ରିକେଟର୍: ମାତ୍ର ୫ ରନ୍ ପାଇଁ ବିଶ୍ୱରେକର୍ଡରୁ ବଞ୍ଚିତ
ହରାରେ,୯।୭: ଜିମ୍ବାୱେ ବନାମ ବାଂଲାଦେଶ ମଧ୍ୟରେ ଖେଳାଯାଉଥିବା ଏକମାତ୍ର ଟେଷ୍ଟ କ୍ରିକେଟ ମ୍ୟାଚରେ ବାଂଲାଦେଶ ସ୍ଥିତି ଦୃଢ ରହିଛି। ମ୍ୟାଚ୍ର ଦ୍ୱିତୀୟ ଦିନରେ ବାଂଲାଦେଶର ତାରକା ଅଲରାଉଣ୍ଡର ମହମୁଦୁଲ୍ଲା ତାଙ୍କ ଟେଷ୍ଟ କ୍ୟାରିୟରର ସର୍ବୋତ୍ତମ ଇନିଂସ ଖେଳି ଅପରାଜିତ ୧୫୦ ସ୍କୋର…
ଆଜିର ଦିନରେ କ୍ରିକେଟ୍ ପଡିଆରେ ସୃଷ୍ଟି ହୋଇଥିଲା ଏମିତି ରେକର୍ଡ,ଯାହାକୁ ଆଜି ପର୍ଯ୍ୟନ୍ତ କେହି ଭାଙ୍ଗି ପାରିନାହାନ୍ତି
କ୍ରୀଡା କ୍ଷେତ୍ରରେ ଅନେକ ରେକର୍ଡ ତିଆରି ଏବଂ ଭାଙ୍ଗିଥାଏ। କିନ୍ତୁ ଏପରି କିଛି ରେକର୍ଡ ଅଛି, ଯାହା ଭାଙ୍ଗିବା କଷ୍ଟକର। ଏହିପରି ଗୋଟିଏ ରେକର୍ଡ ୯ ଜୁଲାଇ ସୃଷ୍ଟି ହୋଇଥିଲା। ୧୯୬୫ ମସିହାରେ ଆଜିର ଦିନରେ ଇଂଲଣ୍ଡର ଜନ ଏଡରିଚ ନ୍ୟୁଜିଲାଣ୍ଡ…
ଚଳନ୍ତା ଟ୍ରେନ୍ରେ ପ୍ରେମିକାଙ୍କୁ ପ୍ରପୋଜ୍ କରିଥିଲେ ଏହି ପ୍ରସିଦ୍ଧ ଅଭିନେତା
ବଲିଉଡ ଅଭିନେତା ଶତ୍ରୁଘ୍ନ ସିହ୍ନା ଚଳଚ୍ଚିତ୍ର ଜଗତରେ ଏପରି ଏକ ନାମ, ଯାହାଙ୍କୁ ଉଭୟ ଭିଲେନ ଏବଂ ହିରୋ ଭୂମିକାରେ ଦର୍ଶକ ବହୁତ ପସନ୍ଦ କରନ୍ତି। ତାଙ୍କୁ ବଲିଉଡର ଶଟଗନ ଆଖ୍ୟା ମଧ୍ୟ ଦିଆଯାଇଥିଲା। ୯ ଡିସେମ୍ବର ୧୯୪୫ରେ ପାଟନାର କଦମକୁଆଁରେ…
Archives


