ହାର୍ଟକୁ ସୁସ୍ଥ ରଖିବାକୁ ଚାହୁଁଥିଲେ…
କରୋନା ସମୟରେ ସୁସ୍ଥ ରହିବା ଏକ ବଡ଼ ଚ୍ୟାଲେଞ୍ଜଠାରୁ କମ୍ ନୁହେଁ। ତେବେ ଏହି ମହାମାରୀ ହେତୁ ଲୋକଙ୍କ ମଧ୍ୟରେ ସ୍ବାସ୍ଥ୍ୟ ସଚେତନତା ବି ବୃଦ୍ଧି ପାଇଛି। ଲୋକମାନେ ସେମାନଙ୍କର ସ୍ବାସ୍ଥ୍ୟ ପ୍ରତି ବିଶେଷ ଧ୍ୟାନ ଦେଉଛନ୍ତି। ମେଦବହୁଳତା, ଡାଇବେଟିସ୍ ଏବଂ…
ମଇଁଷିକୁ ଦେଖି ଦୌଡ଼ୁଥିଲେ, ପରେ ପଛକୁ ଫେରି…
ପ୍ରାୟତଃ ପ୍ରାଣୀଙ୍କୁ ନେଇ ସୋସିଆଲ ମିଡିଆରେ କିଛି ନା କିଛି ଭିଡିଓ ଏବଂ ଫଟୋ ଭାଇରାଲ ହୋଇଥାଏ। ଟୁଇଟରରେ ଏବେ ଏକ ଭିଡିଓ ବହୁତ ଭାଇରାଲ ହେବାରେ ଲାଗିଛି। ଏଥିରେ ବହୁତଗୁଡିଏ ମଇଁଷିକି ଦେଖିବାକୁ ମିଳୁଛି। ମଇଁଷିକୁ ଦେଖି ସିଂହ ଏବଂ…
୩୩ ବଲ୍ରେ ୭ ଉଇକେଟ୍ ନେଇ ହଇଚଇ ସୃଷ୍ଟି କରିଲେ ଏହି ବୋଲର୍: ଏବେ ପେନ୍ସନ୍ ବନ୍ଦ
କରାଚି,୧୧।୭: ପାକିସ୍ତାନ କ୍ରିକେଟ ବୋର୍ଡ (ପିସିବି) ପୂର୍ବତନ ଫାଷ୍ଟ ବୋଲର ସରଫରାଜ ନୱାଜଙ୍କ ମାସିକ ପେନସନ୍ ବନ୍ଦ କରିଦେଇଛି। ‘ଖେଳାଳି କଲ୍ୟାଣ ନୀତି’ର ଉଲ୍ଲଂଘନ କରିବାରୁ ନଓ୍ବାଜଙ୍କୁ ଏମିତି ଦଣ୍ଡ ମିଳିଛି। ବ୍ରିଟେନରେ ରହୁଥିବା ସରଫରାଜ ପାକିସ୍ତାନ ବୋର୍ଡ ବିରୋଧରେ ସ୍ଥାନୀୟ…
ମୁଁ ଭାଗ୍ୟବାନ୍: ଜାଣନ୍ତୁ ଏମିତି କାହିଁକି କହିଲେ ଅକ୍ଷୟ
ବଲିଉଡ୍ ଅଭିନେତା ଅକ୍ଷୟ କୁମାର ନିଜ ଫିଟ୍ନେସ୍କୁ ନେଇ ବେଶ୍ ସତର୍କ। କିନ୍ତୁ ଆଗାମୀ ଫିଲ୍ମ ‘ରକ୍ଷା ବନ୍ଧନ’ ପାଇଁ ଅକ୍ଷୟ ନିଜ ଫିଟ୍ନେସ୍କୁ କିଛିଟା ଜଳାଞ୍ଜଳି ଦେଇଛନ୍ତି। ଆନନ୍ଦ ଏଲ ରାୟଙ୍କ ଏହି ଫିଲ୍ମ ପାଇଁ ଅକ୍ଷୟ ଦିଲ୍ଲୀର ଜଣେ…
ମହାକାଶ ଯାତ୍ରା କରିବାରେ ବ୍ରାନ୍ସନ୍ ପ୍ରଥମ ବିଲିୟନେୟାର
ଓ୍ବାଶିଂଟନ୍, ୧୧ା୭: ଭର୍ଜିନ ଗାଲାକ୍ଟିକ ପ୍ରତିଷ୍ଠାତା ରିଚାର୍ଡ ବ୍ରାନ୍ସନ(୭୦) ରବିବାର ପ୍ରଥମ ବିଲିୟନେୟାର ଭାବେ ମହାକାଶ ଯାତ୍ରା କରିବାରେ ଇତିହାସ ରଚିଛନ୍ତି। ତାଙ୍କ ସହ ଦୁଇ ପାଇଲଟ୍ ଡେଭ୍ ମାକେ, ମାଇକେଲ ମାସୁକି ଏବଂ ମହାକାଶଚାରୀ ଭାରତୀୟ ବଂଶୋଦ୍ଭବ ସିରିଶା ବନ୍ଦାଲା,…
ନିପାତ ହେଲେ ଆସାମର ବିରାପାନ
ଗୁଆହାଟୀ, ୧୧।୭: ଆସାମର ବିଦ୍ରୋହୀ ସଂଗଠନ ୟୁନାଇଟେଡ୍ ପିପୁଲ୍ସ ରିଭୋଲ୍ୟୁଶନାରୀ ଫ୍ରଣ୍ଟ (ୟୁପିଆରଏଫ୍)ର ମୁଖ୍ୟଙ୍କୁ ଶନିବାର ବିଳମ୍ବିତ ରାତିରେ କାର୍ବି ଆଙ୍ଗଲଙ୍ଗ ଜିଲାରେ ହତ୍ୟା କରାଯାଇଛି। କାଠ ଚୋରାଚାଲାଣ ପାଇଁ ଆସାମର ବିରାପାନ ଭାବେ ଜଣାଯାଉଥିବା ୟୁପିଆର୍ଏଫ୍ର ମୁଖ୍ୟ ମାନଗିନ ଖାଲହାଉଙ୍କ…
ମନ୍ଦିରରୁ ମହିଳାଙ୍କୁ ଟେକିନେଇ ବଳାତ୍କାର
ଥିରୁଭାନନ୍ତପୁରମ୍, ୧୧।୭: ତାମିଲନାଡୁର ପାଲାନିସ୍ଥିତ ଏକ ମନ୍ଦିର ପରିସରରେ ଜଣେ ୪୦ ବର୍ଷୀୟା ମହିଳାଙ୍କୁ ନିର୍ଯାତନା ଦେବା ସହ ବଳାତ୍କାର କରାଯାଇଥିବା ଅଭିଯୋଗ ହୋଇଛି। ଏ ସମ୍ପର୍କରେ ମହିଳା ଓ ତାଙ୍କ ସ୍ବାମୀ କେରଳର କନ୍ନୁର ଜିଲା ପୋଲିସରେ ଏତଲା ଦେଇଛନ୍ତି।…
ରେକର୍ଡ ସମକକ୍ଷ ହେବା ପରେ ଘାସ ଖାଇଲେ କିମ୍ବଦନ୍ତୀ
ଲଣ୍ଡନ,୧୧।୭: ବିଶ୍ୱର ନଂ ୧ ର଼୍ୟାଙ୍କଧାରୀ ପୁରୁଷ ସିଙ୍ଗଲ୍ସ ଖେଳାଳି ନୋଭାକ୍ ଜୋକୋଭିଚ୍ ଚଳିତ ଓ୍ବିମ୍ବେଲଡନ ଓପନକୁ ଜିତି ନେଇଛନ୍ତି। ଫାଇନାଲରେ ମାଟେଓ ବରେଟିନିଙ୍କୁ ୬(୪)-୭, ୬-୪, ୬-୪, ୬-୩ ସେଟ୍ରେ ହରାଇ ଏହି ସଫଳତା ପାଇଛନ୍ତି ସର୍ଭିଆନ ଚାମ୍ପିୟନ। ମ୍ୟାଚ୍…
୩୫ଲକ୍ଷ ଠକେଇ କରି ଧରାପଡ଼ିଲେ ନାରୀନେତ୍ରୀ
ଝାରସୁଗୁଡ଼ା ଅଫିସ,୧୧।୭: ଝାରସୁଗୁଡ଼ା ଜିଲାରେ ସମାଜ ସେବିକା ମହିଳା ସଙ୍ଗଠନ ନାମରେ ମହିଳାଙ୍କୁ ୩୫ଲକ୍ଷ ଟଙ୍କାର ଚୂନା ଲଗାଇଛନ୍ତି। ଅଭିଯୁକ୍ତା ନାରୀନେତ୍ରୀଙ୍କୁ ଗିରଫ କରି ପୋଲିସ ରବିବାର କୋର୍ଟ ଚାଲାଣ କରିଛି। ସେ ହେଲେ ବ୍ରଜରାଜନଗର ଥାନା ଚାରଭାଟି ଗ୍ରାମର ରଜନୀ…
ମହାରାଷ୍ଟ୍ରର ପରବର୍ତ୍ତୀ ବାଚସ୍ପତି କଂଗ୍ରେସରୁ
ପୁଣେ, ୧୧।୭: ମହାରାଷ୍ଟ୍ର ବିଧାନସଭାର ପରବର୍ତ୍ତୀ ବାଚସ୍ପତି କଂଗ୍ରେସ ଦଳରୁ ହେବେ। ଏନେଇ ଶାସକ ମହା ବିକାଶ ଅଘାଡ଼ି(ଏମ୍ଭିଏ) ନିଷ୍ପତ୍ତି ନେଇଥିବା ଏନ୍ସିପି ଅଧ୍ୟକ୍ଷ ଶରଦ ପାଓ୍ବାର ରବିବାର ସୂଚନା ଦେଇଛନ୍ତି। କଂଗ୍ରେସ ବିଧାୟକ ନାନା ପାଟୋଲ ଦଳର ରାଜ୍ୟ ଶାଖା…
ଟି୨୦ ବିଶ୍ୱକପ୍ ପାଇଁ ପ୍ରାକ୍ତନ ଖେଳାଳି ବାଛିଲେ ଭାରତୀୟ ଏକାଦଶ
ନୂଆଦିଲ୍ଲୀ,୧୧।୭: ବର୍ତ୍ତମାନ ଭାରତୀୟ ଦଳ ସୀମିତ ଓଭର ସିରିଜ୍ ପାଇଁ ଶ୍ରୀଲଙ୍କାରେ ଅଛି। ଏହି ସିରିଜ୍ରୁ କିଛି ଖେଳାଳିଙ୍କୁ ଟି୨୦ ବିଶ୍ୱକପ୍ ଲାଗି ଭାରତୀୟ ଦଳରେ ଯାଗା ମିଳିପାରେ। ଚଳିତ ବର୍ଷ ଅକ୍ଟୋବର-ନଭେମ୍ବର ମଧ୍ୟରେ ୟୁଏଇରେ ଖେଳାଯିବାକୁ ଥିବା ଟି୨୦ ବିଶ୍ୱକପ୍…
ପରକୀୟା ପ୍ରୀତି ମହଙ୍ଗା ପଡ଼ିଲା, ଗଛରେ ବାନ୍ଧି ପିଟିଲେ
ଉଦଳା,୧୧ା୭(ଡି.ଏନ୍.ଏ.): ମୟୂରଭଞ୍ଜ ଜିଲା ଉଦଳା ଥାନା ଅଞ୍ଚଳରେ ପରକୀୟା ପ୍ରୀତିରେ ଲିପ୍ତ ଜନୈକା ବିବାହିତା ମହିଳା ଓ ଜଣେ ଯୁବକଙ୍କୁ ଲୋକେ ଗଛରେ ବାନ୍ଧି ବହେ ଛେଚିଛନ୍ତି। ଭିଡିଓ ଭାଇରାଲ୍ ହେବା ପରେ ଏହି ଘଟଣା ପଦାକୁ ଆସିଛି। ସୂଚନା ଅନୁଯାୟୀ,…
Archives


