ସିନ୍ଙ୍କ ଚମତ୍କାର କାରନାମା: ମାତ୍ର ୩୬ ରନ୍ରେ ନେଲେ ୧୦ ଉଇକେଟ
କେପ୍ଟାଉନ୍,୨୧।୧୧: ଭାରତର ମହାନ ସ୍ପିନର୍ ଅନିଲ କୁମ୍ବଲେ ଟେଷ୍ଟ ମ୍ୟାଚ୍ର ଗୋଟିଏ ଇନିଂସରେ ୧୦ ଉଇକେଟ ନେଇଥିବା ସ୍ମୃତି ଆଜିବି ସମସ୍ତଙ୍କ ହୃଦୟରେ ସତେଜ ରହିଛି। ୧୯୯୯ରେ ସେ ପାକିସ୍ତାନ ବିପକ୍ଷ ଟେଷ୍ଟର ଗୋଟିଏ ଇନିଂସରେ ୧୦ ଉଇକେଟ ନେଇଥିଲେ। ଏବେ…
ପଟିଆଲାରୁ ନିର୍ବାଚନ ଲଢିବେ କ୍ୟାପଟେନ
ଚଣ୍ଡିଗଡ଼,୨୧ ।୧୧: ପଞ୍ଜାବରେ ଲାଗି ରହିଥିବା ରାଜନୈତିକ ଟଣାଭିଡା ଭିତରେ ପୂର୍ବତନ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂ ପଟିଆଲାରୁ ୨୦୨୨ ବିଧାନସଭା ନିର୍ବାଚନ ଲଢିବେ ବୋଲି ଘୋଷଣା କରିଛନ୍ତି । କ୍ୟାପଟେନ ଅମରିନ୍ଦର ସିଂ ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟ ଟୁଇଟରରେ…
ଟିକାକରଣ ପ୍ରମାଣପତ୍ର ନ ଥିଲେ ରାଶନ ମନା…
ଆଲୀଗଡ଼,୨୧।୧୧: ଦେଶରେ କରୋନା ମହାମାରୀ ସଂକ୍ରମଣ ରୋକିବା ଲାଗି ଟିକାକରଣ ଅଭିଯାନ ଜାରି ରହିଛି। ଏପରିସ୍ଥଳେ ଉତ୍ତରପ୍ରଦେଶ ଆଲୀଗଡ଼ ପ୍ରଶାସନ ପକ୍ଷରୁ ଅଭିନବ ନିର୍ଦ୍ଦେଶ ଲାଗୁ ହୋଇଛି। ରାଶନ ନେବାକୁ ଆସୁଥିବା ଲୋକଙ୍କୁ ଏବେ ଟିକାକରଣ ପ୍ରମାଣପତ୍ର ଦେଖାଇବାକୁ ପଡ଼ିବ। ଟିକାକରଣ…
କ୍ରିକେଟର୍ ଟିମ୍ ପେନ୍ଙ୍କ ଖରାପ କାର୍ଯ୍ୟ ଦେଖି ମୁହଁ ଖୋଲିଲେ ସ୍ତ୍ରୀ
ସିଡନୀ,୨୨।୧୧: ଆଶେସ ସିରିଜ ପୂର୍ବରୁ ଅଷ୍ଟ୍ରେଲିଆର ଉଇକେଟ କିପର ତଥା ପୂର୍ବତନ ଅଧିନାୟକ ଟିମ ପେନ୍ଙ୍କୁ ଝଟ୍କା ଲାଗିଛି। ପେନ୍ଙ୍କ ନାଁରେ ଜଣେ ଯୁବତୀଙ୍କୁ ତାଙ୍କ ଅଶ୍ଳୀଳ ଫଟୋ ଏବଂ ମେସେଜ୍ ପଠାଇବା ଅଭିଯୋଗ ହୋଇଛି। ଫଳରେ ତାଙ୍କୁ ଅଧିନାୟକ ପଦରୁ…
ଗୋରୁ ବୋଝେଇ ଡାଲା ଅଟୋ ଜବତ
ଆରଡି,୨୧।୧୧(ଡି.ଏନ୍.ଏ.): ଭଦ୍ରକ ଜିଲା ଧୂଷୁରୀ ଥାନା ଓ ଆରଡି ଫାଣ୍ଡି ଅନ୍ତର୍ଗତ ଓଳଗ ନିକଟରେ ଏକ ଗୋରୁ ବୋଝେଇ ଡାଲା ଅଟୋକୁ ରବିବାର ପୋଲିସ ଜବତ କରିଛି । ଏଥି ସହିତ ୫ଟି ଗୋରୁଙ୍କୁ ଗୋଶାଳାକୁ ପଠାଇବାର ବ୍ୟବସ୍ଥା କରିଛି। ସୂଚନା…
ଭୋପାଳ-ଇନ୍ଦୋରରେ କମିଶନରେଟ୍ ବ୍ୟବସ୍ଥା ଲାଗୁ ହେବ…
ଭୋପାଳ,୨୧।୧୧: ମଧ୍ୟପ୍ରଦେଶର ଦୁଇଟି ବଡ ମହାନଗର ଇନ୍ଦୋର ଏବଂ ଭୋପାଳରେ ପୋଲିସ କମିଶନର ବ୍ୟବସ୍ଥା ଲାଗୁ ହେବ। ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ରବିବାର ଏହି ଘୋଷଣା କରିଛନ୍ତି। ଏହି ଘୋଷଣା ସହିତ ଆଇପିଏସ ଅଧିକାରୀଙ୍କ ପୁରୁଣା ଦାବି ପୂରଣ ହୋଇଛି।…
ବିବାହ କରିବାକୁ ମନା କରିବାରୁ ଯୁବକଙ୍କ ମୁହଁରେ ଏସିଡ୍ ପକାଇଲେ ବିବାହିତା ମହିଳା…
ଥିରୁଭାନନ୍ତପୁରମ୍,୨୧।୧୧: କେରଳର ଇଡୁକ୍କି ଜିଲାର ଜଣେ ମହିଳାଙ୍କ ବିବାହ ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରିଥିବାରୁ ଜଣେ ଯୁବକଙ୍କୁ ଏସିଡରେ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି। ଯୁବକଙ୍କୁ ଗୁରୁତର ଅବସ୍ଥାରେ ଥିରୁଭାନନ୍ତପୁରମ ମେଡିକାଲ କଲେଜରେ ଚିକିତ୍ସା ଲାଗି ଭର୍ତ୍ତି କରାଯାଇଛି। ମହିଳା ଜଣକ ଦୁଇ…
ଋଷିକୂଲ୍ୟା ନଦୀରୁ ଆନ୍ଧ୍ରକୁ ବାଲି ଚୋରାଚାଲାଣ ବେଳେ ୨ ଗାଡ଼ିକୁ ଧରିଲେ ଗ୍ରାମବାସୀ
ଛତ୍ରପୁର,୨୧।୧୧(ଡି.ଏନ୍.ଏ.): ଗଞ୍ଜାମ ଜିଲା ଋଷିକୂଲ୍ୟା ନଦୀର ବିଭିନ୍ନ ବାଲିଘାଟରୁ ବେଆଇନ ଭାବେ ଆନ୍ଧ୍ରପ୍ରଦେଶକୁ ବାଲି ଚାଲାଣ ହେଉଥିବା ନେଇ ବହୁବାର ଜିଲା ପ୍ରଶାସନ ନିକଟରେ ଅଭିଯୋଗ ହୋଇଆସୁଥିଲା। ପ୍ରଶାସନ ନ ଶୁଣିବାରୁ ଶେଷରେ ଗ୍ରାମବାସୀ ବେଆଇନ ଭାବେ ଛତ୍ରପୁର ଥାନା ଗୋବା…
ପ୍ରଥମ ଦରମା ପାଇବା ପରେ ମା’ ଭଗବତୀଙ୍କ ଦର୍ଶନ କରିଥିଲି: ବିଜୟଲକ୍ଷ୍ମୀ ପାଣିଗ୍ରାହୀ
ଖୋର୍ଦ୍ଧା ଜିଲା ବାଣପୁର ବ୍ଲକ ଅନ୍ତର୍ଗତ ତୋରସିଂହ ପଞ୍ଚାୟତ ଅଧୀନସ୍ଥ ରୁଆପଡ଼ା ଗାଁରେ ମୋ ଜନ୍ମ। ନରେନ୍ଦ୍ରପୁର ଉଚ୍ଚବିଦ୍ୟାଳୟରୁ ୧୯୯୫ରେ ଦଶମ ପାସ୍ କରି ବାଣପୁରରେ ଥିବା ମାମୁ ଘରେ ରହି ଗୋଦାବରୀଶ ମହାବିଦ୍ୟାଳୟରେ ପଢ଼ିଥିଲି। ସେଠାରୁ ସଂସ୍କୃତ ସମ୍ମାନରେ ସ୍ନାତକ…
ଆମିଷ ବଜାର ଚଳଚଞ୍ଚଳ: ଜମୁଛି ବେପାର
ଭୁବନେଶ୍ୱର,୨୧।୧୧(ବ୍ୟୁରୋ): ଆଜି ଛାଡ଼ଖାଇ। ପରମ୍ପରା ଅନୁସାରେ ପୂର୍ଣ୍ଣିମା ପରଦିନ ଛାଡ଼ଖାଇ । ହେଲେ ଗତକାଲି ଶନିବାର ଥିବାରୁ ଅଧିକାଂଶ ଘରେ ଆମିଷ କରାଯାଇ ନ ଥାଏ। ଏ ନେଇ ରବିବାର ଛାଡ଼ଖାଇ ପାଳନ ହେଉଛି । ପୂଣ୍ୟମାସରେ ଜୀବହତ୍ୟା ନିଷିଦ୍ଧ ମନା…
ରାଶନ ସାମଗ୍ରୀ ପାଇଁ ୪୦ କି.ମି.
ବଇଣ୍ଡା,୨୧।୧୧(ଡି.ଏନ.ଏ.) ରହୁଛନ୍ତି ଗୋଟିଏ ପଞ୍ଚାୟତରେ। ଭୋଟର ପରିଚୟପତ୍ର ଅଛି ଅନ୍ୟ ପଞ୍ଚାୟତରେ। ଏହି କାରଣରୁ ୧୫ ପରିବାର ହେଉଛନ୍ତି ହଇରାଣ। ସରକାରଙ୍କ ଖାଦ୍ୟ ସୁରକ୍ଷା ଯୋଜନାରେ ସେମାନେ ସାମିଲ ଥିଲେ ମଧ୍ୟ ଟଙ୍କିକିଆ ଚାଉଳ ଆଣିବାକୁ ସେମାନଙ୍କୁ ୪୦ କିଲୋମିଟର ଦୂର…
ଉଇଗରଙ୍କୁ ନିର୍ଯାତନା, ଗୁପ୍ତ କ୍ୟାମେରା ଦ୍ୱାରା ଭିଡ଼ିଓ ଭାଇରାଲ…
ବେଜିଂ,୨୧।୧୧: ଚାଇନାର ରାଷ୍ଟ୍ରପତି ଶି ଜିନ୍ ପିଙ୍ଗ୍ଙ୍କ ସରକାରଙ୍କ ପକ୍ଷରୁ ଉଇଗରଙ୍କ ଉପରେ ନିର୍ଯାତନା ଜାରି ରହିଛି। ଏବେ ଗୁପ୍ତ କ୍ୟାମେରା ଦ୍ୱାରା ଶୁଟିଂ ହୋଇଥିବା ଏହାର ଭିଡ଼ିଓ ଭାଇରାଲ ହେବାରେ ଲାଗିଛି। ଜିନଜିଆଙ୍ଗ ପ୍ରଦେଶର ନଜର ବନ୍ଦୀ ଶିବିରରେ ଉଇଗର…

