Home Left

ଜମି ବିବାଦରୁ ସଂଘର୍ଷ: ୨ମୃତ, ୮ ଗୁରୁତର

ଦଶମନ୍ତପୁର, ୧୦ା୭: ଜମିଜମା ବିବାଦକୁ କେନ୍ଦ୍ରକରି ହାତୀମୁଣ୍ଡାରେ ଗୋଷ୍ଠୀ ସଂଘର୍ଷ ଘଟିଛି। ଏଥିରେ ୨ ଜଣଙ୍କ ମୃତ୍ୟୁ ହୋଇଛି। ୮ ଜଣ ଗୁରୁତର ଆହତ ହୋଇଛନ୍ତି। ମୃତକ ହେଲେ ଗ୍ରାମର ଧନପତି ଜାନି (୪୩), ସହଦେବ ଜାନି (୪୫) । ଗୁରୁତର…

ସ୍ବାମୀଙ୍କ ସହ ଝଗଡ଼ା ପରେ ଛୁଆର ତଣ୍ଟି ଚିପି ଦେଲା ମା’

ନୂଆଦିଲ୍ଲୀ,୧୧।୭: ସ୍ବାମୀଙ୍କ ସହ ଝଗଡ଼ା ପରେ ଉତ୍ତ୍ୟକ୍ତ ସ୍ତ୍ରୀ ୧୧ ମାସର ଛୁଆର ତଣ୍ଟି ଚିପି ହତ୍ୟା କରିଥିବା ଅଭିଯୋଗ ଆସିଛି ଦିଲ୍ଲୀରୁ। ଦକ୍ଷିଣ ଦିଲ୍ଲୀ ଡେପୁଟି କମିଶନର ଅତୁଲ ଠାକୁର କହିଛନ୍ତି, ପୋଲିସ ଘଟଣା ସ୍ଥଳ ଫତେହପୁର ବେରି ଅଞ୍ଚଳରେ…

ରାଣୀ, ମୁଁ କାନ୍ଦି ପାରିବି କି?

ବୋନି କପୁର ଏବଂ ଶ୍ରୀଦେବୀଙ୍କ ସାନ ଝିଅ ଖୁସି କପୁର ଖୁବ୍‌ଶୀଘ୍ର ଫିଲ୍ମ ଇଣ୍ଡଷ୍ଟ୍ରିରେ ପାଦ ଥାପିବାକୁ ଯାଉଛନ୍ତି। ସୋସିଆଲ ମିଡିଆରେ ତାଙ୍କର ଅନେକ ପ୍ରଶଂସକ ଅଛନ୍ତି। ସେ ସୋସିଆଲ ମିଡିଆରେ ବହୁତ ସକ୍ରିୟ ଏବଂ ଅନେକ ସମୟରେ ତାଙ୍କ ଫଟୋ…

ବର୍ଦ୍ଧିତ ପେଟ୍ରୋଲ କଥା ପଚାରିବାରୁ ମନ୍ତ୍ରୀ କହିଲେ- ‘ଅସୁବିଧା ନ ଥିଲେ ସୁଖକୁ ଉପଭୋଗ କରିହେବ ନାହିଁ’

ଭୋପାଳ,୧୧।୭: ଅସୁବିଧା ଥିଲେ ହିଁ ସୁଖକୁ ଉପଭୋଗ କରିହୁଏ। ଅସୁବିଧାନ ନ ରହିଲେ, ସୁଖକୁ ଉପଭୋଗ କରିବାରେ ମଜା ଆସିବ ନାହିଁ। ପେଟ୍ରୋଲ ଓ ଡିଜେଲ୍‌ ଦାମ ଅହେତୁକ ବୃଦ୍ଧି ନେଇ ପ୍ରଶ୍ନ କରାଯିବାରୁ ଏଭଳି ବିଚିତ୍ର ଉତ୍ତର ଦେଇଛନ୍ତି ମଧ୍ୟପ୍ରଦେଶର…

ପ୍ରେମ ବିବାହକୁ ବିରୋଧ କରିବାରୁ ବଡ଼ଭାଇଙ୍କୁ ପିଟି ପିଟି ହତ୍ୟା କଲେ ୨ ସାନ ଭାଇ

ଟେନ୍‌ସା,୧୧ା୭: ସୁନ୍ଦରଗଡ଼ ଜିଲା କୋଇଡା ଥାନା ଅଧୀନ ବନ୍ଦଲ ଗ୍ରାମରେ ଏକ ହତ୍ୟାକାଣ୍ଡ ଘଟିଛି। ବଡ଼ ଭାଇଙ୍କୁ ବାଡ଼ିରେ ପିଟି ୨ ସାନ ଭାଇ ହତ୍ୟା କରିଛନ୍ତି। କୋଇଡା ପୋଲିସ ଘଟଣାସ୍ଥଳରେ ପହଞ୍ଚତ୍ ଦୁଇ ସାନ ଭାଇ ସମା ମୁଣ୍ଡା(୩୦), ବିରିକାର…

ଅସନ୍ତୁଷ୍ଟଙ୍କ ମୁହଁରେ ପୁଣି ହସ ଫୁଟାଇବେ ମୋଦି!

ନୂଆଦିଲ୍ଲୀ,୧୧।୭: ନିକଟରେ ମୋଦି ମନ୍ତ୍ରିମଣ୍ଡଳର ସମ୍ପ୍ରସାରଣ ହୋଇଛି। ସମ୍ପ୍ରସାରଣ ବେଳେ ରବି ଶଙ୍କର ପ୍ରସାଦ, ହର୍ଷ ବର୍ଦ୍ଧନ ଏବଂ ପ୍ରକାଶ ଜାଭଡେକରଙ୍କ ଭଳି କିଛି ହେବିଓ୍ବେଟ୍‌ଙ୍କ ସମେତ ୧୨ ଜଣ ମନ୍ତ୍ରୀ ସେମାନଙ୍କ ପଦରୁ ଇସ୍ତଫା ଦେଇଥିଲେ। କ୍ୟାବିନେଟରୁ ବାହାରିବା ପରେ…

ଗାଁକୁ ମାଡ଼ି ଆସିଲା ସମୁଦ୍ର ଜୁଆର

ଗୋପାଳପୁର,୧୧।୭: ଗତ କିଛି ବର୍ଷ ଧରି ଗଞ୍ଜାମ ଜିଲା ଗୋଳନ୍ଥରା ଥାନା ରାମେୟାପାଟଣା ଗ୍ରାମରେ ସମୁଦ୍ର ଜୁଆର ମାଡ଼ିଆସି ବହୁ ଧନ ସମ୍ପତ୍ତି ନଷ୍ଟ କରୁଛି। ଗତ ୧ ତାରିଖରେ ସମୁଦ୍ରରେ ଜୁଆର ଆସି ୩ଟି ଘର ଭାଙ୍ଗିଯାଇଥିଲା। ରବିବାର ପୁଣି…

ୟୁପିରେ ଆତ୍ମଘାତୀ ବିସ୍ଫୋରଣ ଯୋଜନାରେ ଥିଲେ ଆତଙ୍କବାଦୀ

ଲକ୍ଷ୍ନୌ,୧୧।୭: ଉତ୍ତରପ୍ରଦେଶର ରାଜଧାନୀ ଲକ୍ଷ୍ନୌରେ ଆତ୍ମଘାତୀ ବିସ୍ଫୋରଣ ଭଳି ଆକ୍ରମଣ ଘଟାଇବା ଯୋଜନାରେ ଥିଲା ଆତଙ୍କବାଦୀ ସଂଗଠନ ଅଲ କାଏଦା। ଲକ୍ଷ୍ନୌର ଜଳଗହଳି ପୂର୍ଣ୍ଣ ଅଞ୍ଚଳ ଓ ଅନ୍ୟ ସହର ସେମାନଙ୍କ ଟାର୍ଗେଟରେ ଥିଲା। ଏ ନେଇ ରବିବାର ପୋଲିସ ପକ୍ଷରୁ…

ଧାକଡକୁ ନେଇ ଚର୍ଚ୍ଚାରେ କଙ୍ଗନା

ମୁମ୍ବାଇ: ବଲିଉଡ୍ ନାୟିକା କଙ୍ଗନା ରାନାୱତ ପୁଣିଥରେ ଶୁଟିଂ ସେଟ୍‌କୁ ଫେରିଛନ୍ତି । ଫିଲ୍ମ ‘ଧାକଡ’ର ଶୁଟି ପାଇଁ ସେ ଏବେ ବୁଦାପେଷ୍ଟରେ । ସେହି ଶୁଟିଂ ସେଟରୁ ଏକ ଫଟୋ ସେ ପ୍ରଶଂସକଙ୍କ ଉଦ୍ଦେଶ୍ୟରେ ସୋସିଆଲ ମିଡିଆରେ ଶେୟାର କରିଛନ୍ତି…

ରଥ ନେଲା ଦକ୍ଷିଣମୋଡ଼

ପୁରୀ ଅଫିସ,୧୧।୭: ବିଶ୍ୱପ୍ରସିଦ୍ଧ ରଥଯାତ୍ରା ୩ ରଥର ଦକ୍ଷିଣମୋଡ଼ କରି ସିଂହଦ୍ୱାରକୁ ନିଆଯାଇଛି। ସେବାୟତମାନେ ରଥଟାଣି ସିଂହଦ୍ୱାରରେ ପହଞ୍ଚାଇଛନ୍ତି। ଘଣ୍ଟଘଣ୍ଟା, ଛତା ଓ ତୁରୀ ମଧ୍ୟରେ ମହାପ୍ରଭୁଙ୍କଠାରୁ ଆଜ୍ଞା ମାଳ ଆସିବା ପରେ ରଥର ଦକ୍ଷିଣ ମୋଡ଼ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା।…

କରିନାଙ୍କୁ ପସନ୍ଦ ଜେଜେ ମାଆଙ୍କ ହାତରନ୍ଧା

ମୁମ୍ବାଇ: ବଲିଉଡ୍ ବେବୋ କରିନ କପୁର ଖାଁ ଅଧିକାଂଶ ସମୟରେ ଥାଆନ୍ତି ଚର୍ଚ୍ଚାରେ । ନିଜ ଫିଲ୍ମକୁ ନେଇ ହେଉ ଅବା ନିଜ ସୌନ୍ଦର୍ଯ୍ୟକୁ ପୁଣି କେବେ କେବେ ଫିଟନେସକୁ ନେଇ ଚର୍ଚ୍ଚାରେ ଥାଆନ୍ତି କରିନା । ପ୍ରଥମରୁ ଟିକେ ମୋଟା…

ଖେଳାଳିଙ୍କ ସହ କଥା ହେବେ ମୋଦି

ନୂଆଦିଲ୍ଲୀ,୧୧।୭: ଟୋକିଓ ଅଲିମ୍ପିକ୍ସକୁ ଯାଉଥିବା ଭାରତୀୟ ଖେଳାଳିଙ୍କ ସହ ଆସନ୍ତା ଜୁଲାଇ ୧୩ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଲୋଚନା କରିବେ। ମୋଦିଙ୍କ ସହ କ୍ରୀଡା ମନ୍ତ୍ରୀ ଅନୁରାଗ ଠାକୁର, ରାଜ୍ୟ ମନ୍ତ୍ରୀ ନିସିଥ୍‌ ପ୍ରମାଣିକ ଏବଂ ଆଇନ ମନ୍ତ୍ରୀ କିରେନ ରିଜିଜୁ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri