ଇଣ୍ଟରନେଟର ପାରା ବଢାଇଲେ ମଲାଇକା

ମୁମ୍ବାଇ: ବଲିଉଡ୍ ହଟ୍ ଦିଭା ମଲାଇକା ଆରୋରା ତାଙ୍କ ଫେଶନ ସେନ୍ସକୁ ନେଇ ସବୁବେଳେ ଥାଆନ୍ତି ଚର୍ଚ୍ଚାରେ । ଏଥର ତାଙ୍କର କିଛି ଫଟୋ ଇଣ୍ଟରନେଟର ପାରା ବଢାଇ ଦେଇଛି । ଅଭିନେତ୍ରୀଙ୍କର ଏହି ସିଜଲିଂ ଫଟୋରେ ସେ ବ୍ଲାକ କଲର ସି-ଥ୍ରୁ ଡ୍ରେସରେ ନଜର ଆସିଛନ୍ତି । ଏହି ଡ୍ରେସ ଉପରେ ବି ଖ୍ରୁବ୍ ସୁନ୍ଦର ଏମ୍ରୋଡୋରୀ କରାଯାଇଛି, ଯାହା ତାଙ୍କ ଡ୍ରେସକୁ ଗ୍ଲାମରସ ଟଚ୍ ଦେଉଛି । ଫଟୋରେ ମଲାଇକା ଭିନ୍ନ ଭିନ୍ନ ପୋଜ ଦେଉଥିବା ଦେଖାଯାଇଛି । ବ୍ଲାକ ସିଜଲିଂ ସି-ଥ୍ରୁ ଡ୍ରେସରେ ସେ ମେକଅପକୁ ନ୍ୟୁଡ ରଖିଛନ୍ତି । ଖୋଲା କର୍ଲି କେଶରେ ସେ ଦିଭା ଭଳି ନଜର ଆସୁଛନ୍ତି । ମଲାଇକାଙ୍କ ଏହି ଗର୍ଜିୟସ ଫଟୋକୁ ଦେଖି ତାଙ୍କ ପ୍ରଶଂସକମାନେ ଖାଲି ଭଲପାଇବା ଦେଇ ଚାଲିଛନ୍ତି । ଭିନ୍ନ ଭିନ୍ନ ପୋଜ୍ ସହ ଫଟୋ ଗୁଡିକ ୟଙ୍ଗଷ୍ଟରଙ୍କ ମନ ଜିଣୁଛି । ମଲାଇକାଙ୍କ ଫ୍ୟାଶନ ସେନ୍ସକୁ ଦର୍ଶକେ ବହୁତ ପସନ୍ଦ କରୁଥିବା ବେଳେ ଏବେ ସୋସିଆଲ ମିଡିଆରେ ଆସିଥିବା ତାଙ୍କର କିଛି ଫଟୋ ଭାଇରାଲ ହେବାରେ ଲାଗିଛି ।


Enter your email to get our daily news in your inbox.

All Right Reserved By Dharitri.Com

ସ୍କ୍ରିନ୍‌ରେ ଅବିବାହିତ, ଅସଲରେ ତିନି ସନ୍ତାନର ପିତା

ବମ୍ବେ: ପରଦାରେ ବାଡୁଅ ଯୁବକଙ୍କ ଭୂମିକା। ହେଲେ ବ୍ୟକ୍ତିଗତ ଜୀବନରେ ସେ ତିନୋଟି ସନ୍ତାନର ବାପା। ଆମେ କଥା ହେଉଛୁ ଲୋକପ୍ରିୟ ଧାରାବାହିକ ‘ତାରକ ମେହେତା...

ବାପା ହେବାକୁ ଯାଉଛନ୍ତି କପିଲ

ମୁମ୍ବାଇ: ଟେଲିଭିଜନ ଜଗତର ହାସ୍ୟ ଅଭିନେତା ଭାବେ ବେଶ୍‌ ପରିଚିତ କପିଲ ଶର୍ମା। କିଛିଦିନ ତଳେ ସେ ତାଙ୍କ ବିବାହକୁ ନେଇ ଚର୍ଚ୍ଚାକୁ ଆସିଥିବା ବେଳେ...

ନୂଆ ଫିଲ୍ମର ଫାଷ୍ଟ ଲୁକ ଶେୟାର କଲେ ଅଜୟ

ମୁମ୍ବାଇ: ବଲିଉଡ ମୁଭି ‘ଦୃଶ୍ୟମ’ର ସକ୍‌ସେସ ପରେ ଅଜୟ ଦେବଗନ ‘ଦୃଶ୍ୟମ ୨’କୁ ନେଇ ହାଜର ହେବାକୁ ଯାଉଛନ୍ତି । ମୁଭିକୁ ନେଇ ଦର୍ଶକଙ୍କ ମନରେ...

ସ୍ବାଭିମାନ ଅଞ୍ଚଳରେ ‘ପୁଷ୍ପା-୨’

ଭୁବନେଶ୍ୱର,(ବ୍ୟୁରୋ)/ ମାଲକାନଗିରି,୧୦।୪ (ଡି.ଏନ୍‌.ଏ.): ବକ୍ସ ଅଫିସ୍‌ରେ ରେକର୍ଡ ଭାଙ୍ଗିଥିବା ସାଉଥ୍‌ ଷ୍ଟାର୍‌ ଅଲ୍ଲୁ ଅର୍ଜୁନଙ୍କ ସୁପରହିଟ୍‌ ଚଳଚ୍ଚିତ୍ର ‘ପୁଷ୍ପା’ର ସଫଳତା ପରେ ଏବେ ‘ପୁଷ୍ପା-୨’ ନିର୍ମାଣ...

ଅର୍ଚ୍ଚିତାଙ୍କ ଘରେ ରଙ୍ଗ ସାଙ୍ଗକୁ ପଖାଳର ମଜାନେଲେ ସବ୍ୟସାଚୀ

ନିକଟରେ ବିବାହ ବନ୍ଧନରେ ବାନ୍ଧି ହୋଇଥିବା ଓଲିଉଡ୍‌ର ସୁପରହିଟ୍‌ ଯୋଡି ସବ୍ୟସାଚୀ ଓ ଅର୍ଚ୍ଚିତା ଖୁବ୍‌ ଧୁମ୍‌ଧାମ୍‌ର ସହ ହୋଲି ପାଳନ କରିଛନ୍ତି। ବିବାହ ପରେ...

ବାଥଟବ୍‌ରେ କିଆରାଙ୍କ ସହ ବିକ୍କିଙ୍କ ରୋମାନ୍ସ

ବମ୍ବେ: ସ୍ତ୍ରୀ ନୁହନ୍ତି, ବାଥ୍‌ଟବ୍‌ରେ ଅଭିନେତ୍ରୀ କିଆରା ଆଡଭାଣୀଙ୍କ ସହ ରୋମାନ୍ସକୁ ନେଇ ଚର୍ଚ୍ଚାରେ ଅଭିନେତା ବିକ୍କି କୌଶଳ। ହେଲେ ସବୁକିଛି ତାଙ୍କର ଆଗାମୀ ଫିଲ୍ମ...

ଅମିତାଭଙ୍କ ପାଇଁ ନିଆରା ଢ଼ଙ୍ଗରେ ଆଶୁ ଆରୋଗ୍ୟ କାମନା କଲେ ଏହି କୁନି ପ୍ରଶଂସକ

ଭୋପାଳ,୧୧।୭: ବଲିଉଡ୍‌ର ମହାନାୟକ ଅଭିତାଭ ବଚ୍ଚନ ଓ ତାଙ୍କ ପରିବାରର ୪ଜଣ ସଦସ୍ୟ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଅମିତାଭ କରୋନାରେ ଆକ୍ରାନ୍ତ ହେବା ପରେ ତାଙ୍କ...

ସୁଶାନ୍ତ ସିଂ ରାଜପୁତଙ୍କ ନାଁରେ କେଦାରନାଥରେ ହେବ ଫଟୋଗ୍ରାଫି ପଏଣ୍ଟ

ମୁମ୍ବାଇ: ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତ ଆଜି ଆମ ଗହଣରେ ନାହାନ୍ତି ସତ । ହେଲେ ସେ ଏମିତି କିଛି ଅଭିନୟର ଛାପ ଛାଡି...

Advertisement
Archives

Model This Week