ଏହି ଫିଲ୍ମ ପାଇଁ ୬୦୦ ଶାଢି ପିନ୍ଧିଥିଲେ ଐଶ୍ୱର୍ଯ୍ୟା
ବିଶିଷ୍ଟ ଚଳଚ୍ଚିତ୍ର ନିର୍ମାତା ସଞ୍ଜୟ ଲୀଲା ଭନସାଲୀ ନିଜ ଫିଲ୍ମ ନିର୍ମାଣକୁ ନେଇ ବେଶ୍ ସଚେତନ। ଶୁଟିଂ ସେଟ ଠାରୁ ଆରମ୍ଭ କରି ଅଭିନେତା/ଅଭିନେତ୍ରୀମାନଙ୍କ ପୋଷାକ ପର୍ଯ୍ୟନ୍ତ ସଞ୍ଜୟ ସବୁକିଛିର ଯତ୍ନ ନିଅନ୍ତି । ତାଙ୍କ ସୁପରହିଟ୍ ଫିଲ୍ମ ମଧ୍ୟରୁ ଦେବଦାସ…
‘କୋହଲି ଶବ୍ଦ ଚୟନ ଉପରେ ଧ୍ୟାନ ରଖନ୍ତୁ, ତାଙ୍କୁ ପିଲାମାନେ ବି ଦେଖୁଛନ୍ତି’
ଭାରତୀୟ ଦଳର ଅଧିନାୟକ ବିରାଟ କୋହଲି ଏବେ ବିଶ୍ୱର ଶ୍ରେଷ୍ଠ ବ୍ୟାଟ୍ସମ୍ୟାନ। କ୍ରିକେଟରେ କୋହଲି ତାଙ୍କ ନାମରେ ଅନେକ ରେକର୍ଡ କରିଛନ୍ତି। ସେ ୨୦୦୮ ମସିହାରେ ଶ୍ରୀଲଙ୍କା ବିପକ୍ଷରେ ଦିନିକିଆ ଡେବ୍ୟୁ କରିଥିଲେ। କୋହଲି ଏହି ୧୨ ବର୍ଷରେ ମଧ୍ୟରେ ବିଶ୍ୱ…
ଦିଲ୍ଲୀ କୋର୍ଟରେ ଅଭିଯୁକ୍ତଙ୍କୁ ହତ୍ୟା
ନୂଆଦିଲ୍ଲୀ, ୧୩ା୭: ଦିଲ୍ଲୀର ଦ୍ୱାରକା କୋର୍ଟ ପରିସରରେ ସୋମବାର ରାତିରେ ଗୁଳିକାଣ୍ଡ ଘଟିଛି। ଶୁଣାଣି ପାଇଁ ଆସିଥିବା ଅଭିଯୁକ୍ତଙ୍କୁ କିଛି ଓକିଲ ଓ ଅନ୍ୟମାନଙ୍କ ଉପସ୍ଥିତିରେ ହତ୍ୟା କରାଯାଇଛି। ମୃତକଙ୍କ ନାମ ଉପକାର ବୋଲି ଜଣାପଡ଼ିଛି। କୋର୍ଟ ପରିସରରେ ଥିବା ଓକିଲ…
ଦକ୍ଷିଣ ଆଫ୍ରିକାର ଗର୍ବକୁ ଭାଙ୍ଗି ଇତିହାସ ରଚିଲା ଆୟର୍ଲାଣ୍ଡ
ଦବଲିନ,୧୩।୭: ବିଶ୍ୱ କ୍ରିକେଟରେ ଫିଲ୍ଡିଂ ପାଇଁ ଜଣାଯାଉଥିବା ଦକ୍ଷିଣ ଆଫ୍ରିକା ମିସ୍ ଫିଲ୍ଡିଂ କାରଣରୁ ଦୁର୍ବଳ ଆୟର୍ଲାଣ୍ଡଠାରୁ ପରାଜିତ ହୋଇଛି। ଏଠାରେ ଖେଳାଯାଇଥିବା ଦ୍ୱିତୀୟ ଦିନିକିଆରେ ଘରୋଇ ଦଳକୁ ୪୩ ରନ୍ରେ ହରାଇ ଇତିହାସ ରଚିଛି ଆୟର୍ଲାଣ୍ଡ। ଦକ୍ଷିଣ ଆଫ୍ରିକା ବିରୋଧରେ…
କିଙ୍ଗ୍ କୋହଲିଙ୍କୁ ମାଇଲ୍ ପଛରେ ଛାଡ଼ିଲେ ବାବର
ବର୍ମିଂହାମ,୧୩।୭: ଇଂଲଣ୍ଡ ବିପକ୍ଷ ପ୍ରଥମ ଦୁଇ ଦିନିକିଆ ମ୍ୟାଚ୍ ବିଫଳ ହେବା ପରେ ପାକିସ୍ତାନ ଅଧିନାୟକ ବାବର ଆଜାମ ମଙ୍ଗଳବାର ଖେଳିଛନ୍ତି କ୍ୟାରିୟରର ଶ୍ରେଷ୍ଠ ଇନିଂସ। ଆରମ୍ଭରୁ ଧିମା ବ୍ୟାଟିଂ କରିଥିବା ବାବର ୧୩୯ ବଲରେ ଖେଳିଛନ୍ତି ୧୫୮ ରନ୍ର ଦର୍ଶନୀୟ…
ହନୁମାନ ପଇସା ପାଇଁ ଦମ୍ପତିଙ୍କୁ ଅପହରଣ
ବରଗଡ଼ ଅଫିସ୍/ଝାରବନ୍ଧ,୧୩।୭: ହନୁମାନ ପଇସା ଲୋଭରେ ବରଗଡ଼ ଜିଲା ଝାରବନ୍ଧ ଥାନା ଭଇଁଷାଦର୍ହା ଗ୍ରାମର ଏକ ଦମ୍ପତିଙ୍କୁ ଅପହରଣ କରାଯାଇଥିଲ। ଅପହୃତ ଦମ୍ପତି ଉକ୍ତ ଗ୍ରାମର ଧରମସିଂ ନାଏକ(୩୦) ଓ ସ୍ତ୍ରୀ ବିନିତା(୨୫)ଙ୍କୁ ମଙ୍ଗଳବାର ଉଦ୍ଧାର କରିଛି ଝାରବନ୍ଧ ପୋଲିସ। ଏଥିରେ…
ଅଷ୍ଟ୍ରେଲିଆ ବିପକ୍ଷରେ ମୁକାବିଲା ଜିତିବା ପରେ ଛେଳି ବଳି ଦେଇ ବିବାଦରେ ଫସିଥିଲେ ଧୋନୀ: ଆଉ ତା’ ପରେ..
ନୂଆଦିଲ୍ଲୀ,୧୩।୭: ୨୦୦୭ରେ ଦକ୍ଷିଣ ଆଫ୍ରିକାରେ ଖେଳାଯାଉଥିବା ଟି-୨୦ ବିଶ୍ୱକପ୍ ଜିତିବା ପରେ ମହେନ୍ଦ୍ର ସିଂ ଧୋନୀଙ୍କୁ ଭାରତୀୟ ଦଳର ଅଧିନାୟକ ଦାୟିତ୍ୱ ଦିଆଯାଇଥିଲା। ୨୦୦୮ରେ ଭାରତୀୟ କ୍ରିକେଟ୍ ଟିମ୍ ଅଷ୍ଟ୍ରେଲିଆରେ ତ୍ରି-ସିରିଜ୍ ବିଶିଷ୍ଟ ମ୍ୟାଚ୍ ଖେଳିଥିଲା। ଅଷ୍ଟ୍ରେଲିଆ ବିପକ୍ଷ ଫାଇନାଲ ମ୍ୟାଚ୍ରେ…
ନିଷ୍ଠୁର ହେଲା ମା’
ଆନନ୍ଦପୁର,୧୩। ୭(ସ୍ବ.ପ୍ର.)- ପାରିବାରିକ କଳହର କରୁଣ ପରିଣତି। ନିଷ୍ଠୁର ହେଲେ ମା’। ୫ ବର୍ଷର ଶିଶୁ ପୁତ୍ରକୁ ତଣ୍ଟି ଚିପି ହତ୍ୟା କରିବା ପରେ ନିଜେ ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ଏଭଳି ଅଭାବନୀୟ ଘଟଣା ଘଟିଛି କେନ୍ଦୁଝର ଜିଲା…
୧ ଲକ୍ଷ ଜରିମାନା ଦେବେ ତାମିଲ ସୁପରଷ୍ଟାର ବିଜୟ
ଚେନ୍ନାଇ,୧୩।୭: ତାମିଲ ଫିଲ୍ମ ସୁପରଷ୍ଟାର ବିଜୟ ୨୦୧୨ରେ ରୟାଲ ରୋଏସ କାର୍ ବିଦେଶରୁ ଆଣିଥିଲେ। ଏହା ବାବଦକୁ ସେ ଏପର୍ଯ୍ୟନ୍ତ ଟ୍ୟାକ୍ସ ଦେଇନାହାନ୍ତି। ଏହି ମାମଲାର ଶୁଣାଣି କରି ମାଦ୍ରାସ ହାଇକୋର୍ଟ ଦୁଇ ସପ୍ତାହ ମଧ୍ୟରେ ସମସ୍ତ ଟ୍ୟାକ୍ସ ପୈଠ କରିବାକୁ…
ଅଲିମ୍ପିକ୍ସରେ ୮୫ ପଦକ ଇଭେଣ୍ଟରେ ଭାଗନେବ ଭାରତ
ନୂଆଦିଲ୍ଲୀ,୧୩।୭: ଆସନ୍ତା ୨୩ ତାରିଖରୁ ଆରମ୍ଭ ହେବାକୁ ଯାଉଥିବା ଟୋକିଓ ଅଲିମ୍ପିକ୍ସକୁ ୨୨୮ ଜଣିଆ ଦଳ ପଠାଇବ ଭାରତ। ଏଥିରେ ୧୧୯ ଆଥ୍ଲେଟ ରହିଥିବା ମଙ୍ଗଳବାର ସୂଚନା ଦେଇଛନ୍ତି ଭାରତୀୟ ଅଲିମ୍ପିକ୍ସ ଆସୋସିଏଶନ (ଆଇଓଏ) ମୁଖ୍ୟ ନରିନ୍ଦର ବାତ୍ରା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର…
୧୯୮୩ ବିଶ୍ବକପ୍ ହିରୋ ଯଶପାଲଙ୍କ ଜୀବନର ବଡ଼ ଦୁଃଖ
ନୂଆଦିଲ୍ଲୀ,୧୩।୭: ପୂର୍ବତନ ଭାରତୀୟ କ୍ରିକେଟର ତଥା ୧୯୮୩ ବିଶ୍ୱକପ୍ ଚାମ୍ପିୟନ ଦଳର ସଦସ୍ୟ ଯଶପାଲ ଶର୍ମାଙ୍କ ମଙ୍ଗଳବାର ମୃତ୍ୟୁ ଘଟିଛି। ୧୯୮୩ ବିଶ୍ବକପ୍ ଏହି ହିରୋଙ୍କ ଜୀବନରେ ଏକ ବଡ଼ ଦୁଃଖ ଥିଲା। ଓଲ୍ଡ ଟ୍ରାଫର୍ଡଠାରେ ଖେଳାଯାଇଥିବା ୧୯୮୩ ବିଶ୍ୱକପ୍ର ପ୍ରଥମ…
କରୋନାର ତୃତୀୟ ଲହରକୁ ଲୋକେ ମୌସୁମୀ ଅପଡେଟ୍ ଭଳି ନେଉଛନ୍ତି: ଲଭ ଅଗ୍ରୱାଲ
ନୂଆଦିଲ୍ଲୀ,୧୩ ।୭: କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ଯୁଗ୍ମ ସଚିବ ଲଭ ଅଗ୍ରୱାଲ ମଙ୍ଗଳବାର କହିଛନ୍ତି ଲୋକେ କରୋନାର ତୃତୀୟ ଲହରୀକୁ ମୌସୁମୀର ଅପଡେଟ୍ ଭଳି ଗ୍ରହଣ କରୁଛନ୍ତି । ଏହାକୁ କେହି ଗମ୍ଭିରତାର ସହ ଗ୍ରହଣ କରୁ ନାହାନ୍ତି । ଏହାପ୍ରତି…
Archives


