ଟେଷ୍ଟ ସିରିଜ୍ ପୂର୍ବରୁ ଟିମ୍ ଇଣ୍ଡିଆକୁ ଶକ୍ତ ଧକ୍କା
କାନପୁର,୨୩।୧୧: ନ୍ୟୁଜିଲାଣ୍ଡ ବିପକ୍ଷରେ ଖେଳାଯିବାକୁ ଥିବା ଦୁଇ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ ପୂର୍ବରୁ ଟିମ୍ ଇଣ୍ଡିଆକୁ ଶକ୍ତ ଧକ୍କା ଲାଗିଛି। ଆହତ ସମସ୍ୟା କାରଣରୁ ବାଦ୍ ପଡ଼ିଛନ୍ତି ସିନିୟର ଭାରତୀୟ ଓପନର ଲୋକେଶ ରାହୁଲ। ତାଙ୍କ ବାମ ଜଙ୍ଘରେ ମାଂସପେଶୀ…
ରନ୍ଧନ ଗ୍ୟାସ ଅହେତୁକ ଦର ବୃଦ୍ଧିରେ ଗଣଧାରଣା
ବଲାଙ୍ଗୀର ଅଫିସ,୨୩।୧୧: ରନ୍ଧନ ଗ୍ୟାସ ବୃଦ୍ଧି ବିରୋଧରେ ମଙ୍ଗଳବାର ବଲାଙ୍ଗିର ଜିଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ବିଧାନସଭା ନିର୍ବାଚନ ମଣ୍ଡଳୀର ବିଜୁ ମହିଳା, ଯୁବ ଛାତ୍ର ଜନତା ଦଳ ତରଫରୁ ଗଣଧାରଣା ଓ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଯାଇଛି। ବଲାଙ୍ଗିର ପୁର୍ବତନ ସାଂସଦ…
ମନୀଷଙ୍କ ପୁସ୍ତକ ବମ୍
ନୂଆଦିଲ୍ଲୀ,୨୩।୧୧: ୨୦୦୮ ମୁମ୍ବାଇ ଆତଙ୍କବାଦୀ ଆକ୍ରମଣ ପରେ ପାକିସ୍ତାନ ଉପରେ କାର୍ଯ୍ୟାନୁଷ୍ଠାନ ନ କରିବାରୁ କଂଗ୍ରେସର ବରିଷ୍ଠ ନେତା ତଥା ପୂର୍ବତନ କେନ୍ଦ୍ର ମନ୍ତ୍ରୀ ମନୀଷ ତିଓ୍ବାରି ମନମୋହନ ସିଂ ସରକାରଙ୍କ ଉପରେ ଆକ୍ରମଣ କରିଛନ୍ତି। ମନୀଷ ତିୱାରୀ ତାଙ୍କ ପୁସ୍ତକରେ…
ଦିବ୍ୟାଙ୍କ ଦେବୀ ଅବତାର
ମୁମ୍ବାଇ: ବଲିଉଡ ଅଭିନେତା ଜନ୍ ଆବ୍ରାହମଙ୍କ ମୁଭି ‘ସତ୍ୟମେବ ଜୟତେ ୨’ ଏବେ ରିଲିଜ୍ ପାଇଁ ସମ୍ପୂର୍ଣ୍ଣ ଭାବେ ପ୍ରସ୍ତୁତ ହୋଇ ସାରିଛି । ନଭେମ୍ବର ୨୫ରେ ଥିଏଟରରେ ଏହି ମୁଭି ଦର୍ଶକଙ୍କ ମନରେ ରୋମାଞ୍ଚ ଭରିଦେବାକୁ ଅପେକ୍ଷା ରଖିଛି ।…
ଦଶମରେ ୩ ଥର ଫେଲ୍, ସୁନ୍ଦରୀ ଜ୍ୟାକ୍ଲିନ୍ଙ୍କୁ କରିଛନ୍ତି ଡେଟ୍; ଜାଣନ୍ତୁ ଏହି ବିବାଦୀୟ ନିର୍ଦ୍ଦେଶକଙ୍କ…
ବମ୍ବେ: ବଲିଉଡ ନିର୍ଦ୍ଦେଶକ ସାଜିଦ ଖାନ୍ଙ୍କୁ କିଏ ବା ନ ଜାଣେ। ଗୋଟିଏ ପରେ ଗୋଟିଏ ହିଟ୍ ଫିଲ୍ମ ଦେଇଛନ୍ତି ସେ। ୧୯୭୧ ଆଜିର ଦିନରେ ମୁମ୍ବାଇରେ ତାଙ୍କ ଜନ୍ମ। ଛଅ ବର୍ଷ ବୟସରେ ମା’ବାପାଙ୍କଠାରୁ ଅଲଗା ହୋଇଯାଇଥିଲେ ସାଜିଦ। ଏଣୁ…
ନିର୍ବାଚନ ଲଢିିବେ ପି.ଭି. ସିନ୍ଧୁ !
ନୂଆଦିଲ୍ଲୀ,୨୩।୧୧: ଅଲିମ୍ପିକ୍ସ ପଦକ ବିଜେତା ପି.ଭି. ସିନ୍ଧୁ ନିିର୍ବାଚନ ଲଢିିବେ। ଡିସେମ୍ବର ୧୭ ତାରିଖରେ ସ୍ପେନରେ ହେବାକୁ ଥିବା ବିଶ୍ୱ ଚାମ୍ପିୟନଶିପରେ ବିଡବ୍ଲ୍ୟୁଏଫ୍ ଆଥଲେଟ କମିଶନର ନିର୍ବାଚନ ଲଢିବେ। ଡିଫେଣ୍ଡିଂ ବିଶ୍ୱ ଚାମ୍ପିୟନ ସିନ୍ଧୁ ବର୍ତ୍ତମାନ ଇଣ୍ଡୋନେସିଆ ଓପନ ସୁପର-୧୦୦୦ ଟୁର୍ଣ୍ଣାମେଣ୍ଟରେ…
ସତ ହେବ ସ୍ୱପ୍ନ: ରବି କିଶନ
ନୂଆଦିଲ୍ଲୀ,୨୩ ।୧୧: ଉତ୍ତର ପ୍ରଦେଶର ଗୋରଖପୁରରେ ଏକ ସମ୍ମିଳନୀରେ ଯୋଗଦେଇ ଭାରତୀୟ ଜନତା ପାର୍ଟି(ଭାଜପା)ର ଏମ୍ପି ରବି କିଶନ କହିଛନ୍ତି ଉତ୍ତର ପ୍ରଦେଶରେ ଏବେ ବହୁ ଭାଷାରେ ଚଳଚ୍ଚିତ୍ର ଶୁଟିଂ ଚାଲିଛି । ଭୋଜପୁରୀ ଭାଷାରେ କିଛି ଚଳଚ୍ଚିତ୍ର ବି ଶୁଟିଂ…
ରାଜ୍ୟପାଳଙ୍କ ଅଭିଭାଷଣ ସମୟରେ ଗୃହରେ ହୋହାଲ୍ଲା କରିପାରିବେ ନାହିଁ ବିଧାୟକ
ଭୁବନେଶ୍ୱର,୨୩।୧୧(ବ୍ୟୁରୋ): ରାଜ୍ୟପାଳଙ୍କ ଅଭିଭାଷଣ ସମୟରେ କୌଣସି ବିଧାୟକ ଗୃହରେ ହୋହାଲ୍ଲା କରିପାରିବେ ନାହିଁ। ସିମଲାରେ ବସିଥିବା ସବୁ ରାଜ୍ୟର ବାଚସ୍ପତିଙ୍କ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଥିବା ଓଡ଼ିଶା ବିଧାନସଭାର ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ,ଡିସେମ୍ବର ପହିଲାରୁ…
କଂଗ୍ରେସର ଅଳିଆକୁ ନେବାକୁ ଚାହୁଁନାହିଁ ଏଏପି: କେଜରିୱାଲ
ଅମୃତସର,୨୩ ।୧୧: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆମ ଆଦମୀ ପାର୍ଟି(ଏଏପି)ର ମୁଖ୍ୟ ଅରବିନ୍ଦ କେଜରିୱାଲ ଏବେ ପଞ୍ଜାବ ବିଧାନସଭାରେ ନିଜ ଦଳକୁ ଶକ୍ତ କରିବାରେ ଲାଗି ପଡିଛନ୍ତି । ମଙ୍ଗଳବାର ପଞ୍ଜାବରେ ପହଞ୍ଚି ସେ କଂଗ୍ରେସକୁ ଟାର୍ଗେଟ କରିଛନ୍ତି । ଅମୃତସରରେ…
ବସ୍ରେ ଭୟଙ୍କର ଅଗ୍ନିକାଣ୍ଡ, ୪୫ ଜିଅନ୍ତା ଦଗ୍ଧ
ନୂଆଦିଲ୍ଲୀ,୨୩।୧୧: ବୁଲଗେରିଆର ପଶ୍ଚିମାଞ୍ଚଳରେ ଅବସ୍ଥିତ ଏକ ହାଇୱେରେ ଅବସ୍ଥିତ ଉତ୍ତର ମାସିଡୋନିଆର ଏକ ବସରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଏହି ଅଗ୍ନିକାଣ୍ଡରେ ୪୫ ଜଣ ଜିଅନ୍ତା ଦଗ୍ଧ ହୋଇଥିବା ନେଇ ସୂଚନା ରହିଛି। ମୃତାହତ ହୋଇଥିବା ଲୋକଙ୍କ ମଧ୍ୟରେ କିଛି…
ପୁରୁଷୋତ୍ତମପୁର ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣା
ପୁରୁଷୋତ୍ତମପୁର,୨୩।୧୧(ଡି.ଏନ୍.ଏ.): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ବ୍ଲକ ଅନ୍ତର୍ଗତ ଡି ଅନ୍ତରି ଗାଁରେ ଥିବା ପ୍ରାଥମିକ ବିଦ୍ୟାଳୟଟିକୁ ସରକାରଙ୍କ ପକ୍ଷରୁ ଉଚ୍ଛେଦ କରିଦିଆଯାଛି। ପାଠ ପଢିବା ଲାଗି କୋମଳମତି ଶିଶୁମାନେ ନାହିଁ ନ ଥିବା ସମସ୍ୟା ଭୋଗୁଛନ୍ତି। ଏହାକୁ ନେଇ ଶିକ୍ଷା ବିଭାଗୀୟ…
ପିଲା ଓ ମଧୁମେହ
ଜୀବନଶୈଳୀ ପରିବର୍ତ୍ତନ ସହ ଅନ୍ୟ କେତେକ କାରଣରୁ ବର୍ତ୍ତମାନ ଅଧିକାଂଶଙ୍କ ଠାରେ ମଧୁମେହ ବା ଡାଇବେଟିସ୍ ସମସ୍ୟା ଦେଖିବାକୁ ମିଳୁଛି; ଯେଉଁଥିରୁ ବାଦ୍ ପଡ଼ୁନାହାନ୍ତି ଛୋଟପିଲା। ତେଣୁ ଏହି ରୋଗ ଚିହ୍ନଟ ହେବା ମାତ୍ରେ ଏହାର ନିୟମିତ ଚିକିତ୍ସା କରାଇବା ସହ…

