୨୯ ଜଣ ଡାକ୍ତରୀ ଛାତ୍ରୀଛାତ୍ର କରୋନା ପଜିଟିଭ୍‌

ସମ୍ବଲପୁର,୨୩।୧୧(ବ୍ୟୁରୋ): ବୁର୍ଲା ଭୀମସାର ମେଡିକାଲର ଏମବିବିଏସ୍‌ ପ୍ରଥମ ବର୍ଷର ୨୯ ଜଣ ଡାକ୍ତରୀ ଛାତ୍ରୀଛାତ୍ର କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ୨୨ ଜଣ ଛାତ୍ରୀ ରହିଥିବାବେଳେ ୭ ଜଣ ଛାତ୍ର ସଂକ୍ରମିତ ହୋଇଛନ୍ତି । ରିପୋର୍ଟ ପଜିଟିଭ୍‌ ଆସିବା ପରେ ସମସ୍ତଙ୍କୁ ବିଳମ୍ବିତ ରାତିରେ ଚିକିତ୍ସା ପାଇଁ କୋଭିଡ୍‌ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ସୂଚନା ମିଳିଛି।

ସମସ୍ତେ କଲେଜର ଏକ ବାର୍ଷିକ ଉତ୍ସବରେ ଏକାଠି ଯୋଗ ଦେଇଥିଲେ। ସେଠାରୁ କୋଭିଡ ବ୍ୟାପିଥିବା ଅନୁମାନ କରାଯାଉଛି । ତେବେ କଲେଜ ଅଧ୍ୟକ୍ଷା ଜୟଶ୍ରୀ ଦୋରା କହିଛନ୍ତି, ପଜିଟିଭ୍‌ ଚିହ୍ନଟ ହୋଇଥିବା ଛାତ୍ରୀଛାତ୍ରମାନଙ୍କୁ ଆଇସୋଲେସନରେ ରଖାଯାଇଛି। ତେବେ ସମସ୍ତଙ୍କ ଅବସ୍ଥା ସ୍ଥିର ରହିଛି ।

 


Enter your email to get our daily news in your inbox.

All Right Reserved By Dharitri.Com

ଏବେ ଭିନ୍ନକ୍ଷମଙ୍କୁ ମିଳିବ ‘ଡୋର ସର୍ଭିସ’ ସୁବିଧା: ଘରକୁ ଯାଇ ସାମ୍ପଲ ଆଣିବେ…

ଭୁବନେଶ୍ୱର,୨୨।୫(ବ୍ୟୁରୋ): ପ୍ରଥମେ ବୟସ୍କଙ୍କ ପରେ ଏବେ ଭିନ୍ନକ୍ଷମଙ୍କୁ ମିଳିବ ‘ଡୋର ସର୍ଭିସ’। ଏବେ ଏହି ସୁବିଧା ଭୁବନେଶ୍ୱର ସହରରେ ବସବାସ କରୁଥିବା ଭିନ୍ନକ୍ଷମଙ୍କୁ ମିଳିବ ବୋଲି...

ସାଇକୃପାରେ ଶତ ପ୍ରତିଶତ ରେଜଲ୍ଟ

ଢେଙ୍କାନାଳ ଅଫିସ, ୨୯।୭ ଢେଙ୍କାନାଳ ସହର କୁଞ୍ଜକାନ୍ତସ୍ଥିତ ସାଇକୃପା ଯୁକ୍ତ ୨ ବିଜ୍ଞାନ ଆବାସିକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ରେଜଲ୍ଟ ଶତ ପ୍ରତିଶତ ହୋଇଛି। ପରୀକ୍ଷା...

ଗଳିପୋଲକୁ ନେଇ ରାଜନୀତି

ରସୁଲପୁର,୬।୫(ଡି.ଏନ୍‌.ଏ): ରସୁଲପୁର ବ୍ଲକର କୋରେଇ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବାହାଦଲାପୁର ଛକଠାରେ ଗଳିପୋଲ (ପିୟୁପି) ନିର୍ମାଣକୁ ନେଇ ରାଜନୀତି ଉଷ୍ମ ହୋଇଛି। ଭୁବନେଶ୍ୱର ଏମ୍‌ପି ଅପରାଜିତା ଷଡ଼ଙ୍ଗୀଙ୍କ...

ରାତି ଜଗୁଆଳିଙ୍କୁ କଟୁରିରେ ହାଣି ହତ୍ୟା

ବାଲେଶର ଅଫିସ, ୧୮।୧୨:ବାଲେଶର ଜିଲାର ଏଫ୍‌ସିଆଇ ଅଫିସର ରାତି ଜଗୁଆଳିଙ୍କୁ କଟୁରିରେ ହାଣି ହତ୍ୟା କରାଯାଇଛି। ମୃତକ ହେଲେ ମୟୁରଭଞ୍ଜର ବଢ଼ା ମାରାଣ୍ଡି । ମଙ୍ଗଳବାର...

ଜଙ୍ଗଲ ଜମିରୁ ଗଛ କାଟିବା ମହଙ୍ଗା ପଡ଼ିଲା

କେନ୍ଦ୍ରାପଡ଼ା ଅଫିସ, ୧୮।୧୧: କେନ୍ଦ୍ରାପଡ଼ା ଜିଲା ମାର୍ଶାଘାଇ ବ୍ଲକ ମଣିକୁଣ୍ଡାଠାରେ ନିର୍ମାଣାଧୀନ ପାନୀୟ ଜଳ ପ୍ରକଳ୍ପରେ ଏକ ବଡଧରଣର ପରିବର୍ତ୍ତନ ହେବାକୁ ଯାଉଛି। ପ୍ରକଳ୍ପ ସ୍ଥାନ...

କାଦୁଆ ଆଶ୍ରମ ଏବେ ଜରାଜୀର୍ଣ୍ଣ

ପୁରୀ ଅଫିସ/ସାକ୍ଷୀଗୋପାଳ, ୪ା୮ (ଡି.ଏନ.ଏ.): ସାକ୍ଷୀଗୋପାଳ ନିକଟ ପୁରୀ-ଭୁବନେଶ୍ୱର ଜାତୀୟ ରାଜପଥ ପାର୍ଶ୍ୱରେ ଅବସ୍ଥିତ କାଦୁଆ ଗଁ।। ଏହି ଗଁ।ରେ ୧୯୨୫ ମସିହାରେ ଉତ୍କଳମଣି ପଣ୍ଡିତ...

ରାୟଗଡ଼ା ଷ୍ଟେଶନକୁ ଫେରୁଛନ୍ତି ପ୍ରବାସୀ: ଗଜପତି ଛକରୁ ସାଇ ଇଣ୍ଟରନ୍ୟାସନାଲ ଛକ, ଷ୍ଟେଶନ ଅଞ୍ଚଳରେ ୧୪୪ ଧାରା ଲାଗୁ

ରାୟଗଡ଼ା ଅଫିସ,୧୨।୬: ଦକ୍ଷିଣ ଭାରତରୁ ପ୍ରବାସୀ ଶ୍ରମିକମାନେ ଶୁକ୍ରବାର ସ୍ବତନ୍ତ୍ର ୫ଟି ଟ୍ରେନ୍‌ ଯୋଗେ ଆସୁଥିବା ନେଇ ରେଳ ବିଭାଗ ପକ୍ଷରୁ ସୂଚନା ଦିଆଯାଇଥିଲା। ଏ...

ଶ୍ୱଶୁର ଘରକୁ ବୁଲିବାକୁ ଆସି ଗଛରେ ଝୁଲିପଡ଼ିଲେ ଜ୍ୱାଇଁ

ବନ୍ତ,୧୨ା୩(ଡି.ଏନ୍‌.ଏ.): ଭଦ୍ରକ ଜିଲା ବନ୍ତ ଥାନା ଅଧୀନ ପଧାନପଡା ଚାଷଜମି ନିକଟ ଏକ ବବୁରୀ ଗଛରୁ ଶନିବାର ପୋଲିସ ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହକୁ ଉଦ୍ଧାର...

Advertisement
Archives

Model This Week