Home Left

ଜ୍ୱର, ଥଣ୍ଡା ଥିଲେ ସ୍କୁଲ ଆସନାହିଁ

ଭୁବନେଶ୍ୱର, ୨୩।୧୧(ବ୍ୟୁରୋ): ରାଜ୍ୟରେ ଏବେ ବି କରୋନା ସଂକ୍ରମଣ ସମ୍ପୂର୍ଣ୍ଣ ଯାଇ ନାହିଁ। ତେଣୁ ସତର୍କ ରହିବରକୁ ପଡ଼ିବ। ଜ୍ୱର, ଥଣ୍ଡା ଲକ୍ଷଣ ଥିବା ଛାତ୍ରୀଛାତ୍ରଙ୍କୁ ସ୍କୁଲ ନ ଆସିବାକୁ ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡା. ନିରଞ୍ଜନ ମିଶ୍ର କହିଛନ୍ତି। ସୁନ୍ଦରଗଡ଼ ଓ…

୧୦୦ ଛୁଇଁଲା ଟମାଟୋ ଦର

ନୂଆଦିଲ୍ଲୀ,୨୩।୧୧: ସାଧାରଣତଃ ଶୀତ ଦିନେ ଟମାଟୋ କିଲୋ ପିଛା ୨୦ ଟଙ୍କାରେ ବିକ୍ରି ହୁଏ। କିନ୍ତୁ ଦକ୍ଷିଣାଞ୍ଚଳରେ ଥିବା ୩ ରାଜ୍ୟ (ଆନ୍ଧ୍ର ପ୍ରଦେଶ, କର୍ନାଟକ ଓ ତାମିଲନାଡୁ)ରେ ପ୍ରବଳ ବର୍ଷା ଏବଂ ବନ୍ୟା କାରଣରୁ ଏହି ପରିବା ଚାଷ ବାଧାପ୍ରାପ୍ତ…

ବ୍ୟାଟିଂ କରିପାରୁନାହାନ୍ତି, ଅଧିନାୟକ ଦାୟିତ୍ୱ ମିଳୁଛି

ନୂଆଦିଲ୍ଲୀ,୨୩।୧୧: ତିନିମ୍ୟାଚ୍‌ ବିଶିଷ୍ଟ ଟି-୨୦ ସିରିଜରେ ନ୍ୟୁଜିଲାଣ୍ଡକୁ ହରାଇ କ୍ଲିନ୍‌ ସୁଇପ୍‌ କରିଛି ଟିମ୍‌ ଇଣ୍ଡିଆ। ଏବେ ଉଭୟ ଦଳ ମଧ୍ୟରେ ଗୁରୁବାରଠାରୁ ଦୁଇ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ସିରିଜ ଆରମ୍ଭ ହେବ। ପ୍ରଥମ ଟେଷ୍ଟରେ ଭାରତୀୟ ଟେଷ୍ଟ ଟିମ୍‌ର ଅଧିନାୟକ…

ଟିମ୍‌ ଇଣ୍ଡିଆର ସଦସ୍ୟଙ୍କୁ ଘୁଷୁରି, ଗୋମାଂସ ଖାଇବା ମନା

ନୂଆଦିଲ୍ଲୀ,୨୩।୧୧: ଆସନ୍ତା ଗୁରୁବାରଠାରୁ ନ୍ୟୁଜିଲାଣ୍ଡ ସହ ଦୁଇ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ସିରିଜ୍‌ ଖେଳିବାକୁ ଯାଉଛି ଭାରତୀୟ ଦଳ। କାନପୁର ଟେଷ୍ଟ ପୂର୍ବରୁ ଏକ ନିର୍ଦ୍ଦିଷ୍ଟ ଜାତୀୟ ଗଣମାଧ୍ୟମ ହାତରେ ଲାଗିଛି ଟିମ୍‌ ଇଣ୍ଡିଆର ‘କ୍ୟାଟରିଂ ଆବଶ୍ୟକତା ଓ ମେନ୍ୟୁ’। ତେବେ…

୩ ମାସ ମଧ୍ୟରେ ନିୟମିତ ହେବେ ଠିକା ଡାଟାଏଣ୍ଟ୍ରି ଅପରେଟର

ଭୁବନେଶ୍ୱର,୨୩।୧୧(ବ୍ୟୁରୋ): ରାଜ୍ୟର ଠିକା ଡାଟାଏଣ୍ଟ୍ରି ଅପରେଟରମାନେ ନିୟମିତ ହେବେ। ସେମାନଙ୍କୁ ନିୟମିତ କରିବାକୁ ଓଡ଼ିଶା ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏବେ ଆଉଟସୋର୍ସିଂରେ ୪ ଟି ବିଭାଗରେ ଡାଟାଏଣ୍ଟ୍ରି ଅପରେଟର କାର୍ଯ୍ୟରତ ଥିବା ଜଣାପଡ଼ିଛି। ତେବେ ନିୟମିତ ହେବାକୁ ଥିବା ଡାଟାଏଣ୍ଟ୍ରି ଅପରେଟରମାନେ…

ଏବେଠୁ ସତର୍କ ନ ହେଲେ ଆଗାମୀ ପିଢ଼ି ମଧୁର ଜଳ ପାଇପାରିବ ନାହିଁ’

କେନ୍ଦ୍ରାପଡ଼ା ଅଫିସ,୨୩ା୧୧: ଜଳ ହିଁ ଜୀବନ। ଏହାର ସଂରକ୍ଷଣ ଆବଶ୍ୟକ। ଏହା ନ ହେଲେ ଆଗାମୀ ପିଢ଼ି ମଧୁର ଜଳ ପାଇବାରୁ ବଞ୍ଚିତ ହେବ। ଜଳ ସଂରକ୍ଷଣ ସୁନିଶ୍ଚିତ କରିବା ଆମର ଦାୟିତ୍ୱ ବୋଲି ରାଜ୍ୟପାଳ ପ୍ରଫେସର ଡ. ଗଣେଶୀ ଲାଲ…

ଏସ୍‌ପି-ଆର୍‌ଏଲ୍‌ଡି ମଧ୍ୟରେ ଖୁବ ଶୀଘ୍ର ହେବ ଆସନ ଭାଗବଣ୍ଟା

ଲକ୍ଷ୍ନୌ,୨୩।୧୧: ୨୦୨୨ରେ ହେବାକୁ ଥିବା ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ ବିରୋଧୀ ସମାଜବାଦୀ ପାର୍ଟି (ଏସ୍‌ପି) ଏବଂ ରାଷ୍ଟ୍ରୀୟ ଲୋକ ଦଳ (ଆର୍‌ଏଲ୍‌ଡି) ମଧ୍ୟରେ ମେଣ୍ଟ କରିବାକୁ ସହମତି ହୋଇଛି। ଆର୍‌ଏଲ୍‌ଡି ଅଧ୍ୟକ୍ଷ ଜୟନ୍ତ ଚୌଧରୀ ମଙ୍ଗଳବାର ଏହି ସୂଚନା…

ପୂର୍ବତନ ପୋଲିସ କମିଶନରଙ୍କ ଘରେ ଲାଗିଲା ନୋଟିସ

ମୁମ୍ବାଇ,୨୩।୧୧: ବେଆଇନ ଅର୍ଥ ଆଦାୟ ମାମଲାରେ ସ୍ଥାନୀୟ ଅଦାଲତ ମଙ୍ଗଳବାର ମୁମ୍ବାଇର ପୂର୍ବତନ ପୋଲିସ କମିଶନର ପରମବୀର ସିଂଙ୍କୁ ପଳାତକ ଘୋଷଣା କରିଛନ୍ତି। ଏପରି କି କୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ଜୁହୁ ସ୍ଥିତି ପରମବୀର ସିଂଙ୍କ ବାସଭବନ ବାହାରେ ଏକ ନୋଟିସ…

୨ ବର୍ଷ ହେଲା ଶତକ ଅପେକ୍ଷାରେ କୋହଲି

ନୂଆଦିଲ୍ଲୀ,୨୩।୧୧: ଭାରତୀୟ ରନ୍‌ ମେସିନ ବିରାଟ କୋହଲି ଆଜିକୁ ଠିକ୍‌ ୨ ବର୍ଷ ତଳେ ଅନ୍ତିମ ଅନ୍ତର୍ଜାତୀୟ ଶତକ ହାସଲ କରିଥିଲେ। ୨୦୧୯ ନଭେମ୍ବର ୨୩ ତାରିଖ ଠାରୁ ତାଙ୍କ ବ୍ୟାଟରୁ ରନ୍‌ ବାହାରୁ ଥିଲେ ମଧ୍ୟ ସେ କୌଣସି ଫର୍ମାଟରେ…

ବସ୍‌ରେ ଅଗ୍ନିକାଣ୍ଡ: ଜୀଅନ୍ତା ଜଳିଗଲେ ୪୬ ଯାତ୍ରୀ

ସୋଫିଆ,୨୩।୧୧:ବୁଲଗେରିଆରେ ଏକ ଅଭାବନୀୟ ଘଟଣା ଘଟିଛି। ଉତ୍ତର ମାସିଡୋନିଆର ଏକ ବସରେ ହଠାତ୍‌ ଅଗ୍ନିକାଣ୍ଡ ଘଟିବାରୁ ୪୬ ଜଣ ଜିଅନ୍ତା ଦଗ୍ଧ ହୋଇଯାଇଛନ୍ତି। ସ୍ଥାନୀୟ ସମୟ ସକାଳ ୨ଟାରେ ଏହି ଅଗ୍ନିକାଣ୍ଡ ଘଟିଛି। ଏ ନେଇ ବୁଲଗେରିଆନ ନ୍ୟାଶନାଲ ଟିଭି (ବିଏନଟି)ରେ…

ଚାଲିବ ୧୮୦ଟି ‘ଭାରତ ଗୌରବ’ ଟ୍ରେନ

ନୂଆଦିଲ୍ଲୀ,୨୩ ।୧୧: ମଙ୍ଗଳବାର ରେଲୱେ ପକ୍ଷରୁ ୧୮୦ଟି ‘ଭାରତ ଗୌରବ’ ଟ୍ରେନ୍ ଚାଲିବା ନେଇ ଘୋଷଣା କରାଯାଇଛି । ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି ଏହା ଘରୋଇ କମ୍ପାନୀ ଓ ଆଇଆରସିଟିସି ଦ୍ୱାରା ଚଳାଯିବ । ଏହାଦ୍ୱାରା ଦେଶର ପର୍ଯ୍ୟଟନକୁ…

ସମିତା ମୋ’ ପାଦ ତଳ ଚପଲ

ବମ୍ବେ: ବିଭିନ୍ନ କାରଣକୁ ନେଇ ଚର୍ଚ୍ଚାରେ ରହିଆସୁଛି ବିଗ୍‌ବସ୍‌-୧୫। ଶୋ’ରେ ପ୍ରତିଯୋଗୀମାନଙ୍କ ମଧ୍ୟରେ ଏବେ ନୂଆ ବିବାଦ ଦେଖାଦେଇଛି। ସେଥିରୁ ଗୋଟିଏ ହେଲା ଅଫସାନା ଖାନ ଏବଂ ସମିତା ସେଟ୍ଟୀଙ୍କ ମଧ୍ୟରେ ଝଗଡ଼ା। ବିଗତ ଦିନରେ ଉଭୟଙ୍କ ମଧ୍ୟରେ କଥା କଟାକଟି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?