Home Left

ପାକୁଙ୍କ ୨.୩୪ କୋଟିର ସମ୍ପତ୍ତି ଜବତ

ଖୋର୍ଦ୍ଧା ଅଫିସ, ୨୬ା୧୧: ଭୁବନେଶ୍ୱର କମିଶନରେଟ ପୋଲିସର ହ୍ବାଇଟ୍‌ ସ୍ପାଇଡର ଅପରେଶନ ପରେ ଖୋର୍ଦ୍ଧା ପୋଲିସ ସ୍କାନରରେ ଏବେ ନିଶା ବେପାରୀ। ବ୍ରାଉନସୁଗାର ବେପାରକରି ରାତାରାତି କୋଟିପତି ପାଲଟିଥିବା ଖୋର୍ଦ୍ଧା ଟାଉନଥାନା ଅଧୀନ ସାମନ୍ତରାପୁର ଶାଗୁଆନ ବଜାର ଅଞ୍ଚଳର ସୋମନାଥ ଭୁଜବଳ…

ଝାଟିମାଟି କୁଡ଼ିଆରେ ନିଷ୍ପେଷିତ ଜୀବନ

ଯାଜପୁର ଅଫିସ,୨୬ା୧୧: ସମାଜରୁ ବାସନ୍ଦ ହୋଇ ଅକର୍ମଣ୍ୟ ଅବସ୍ଥାରେ ଅଭିଶପ୍ତ ଜୀବନ ବିତାଉଛନ୍ତି କୁଷ୍ଠରୋଗୀ। ସରକାରୀ ଉଦାସୀନତା ଯୋଗୁ ନିଷ୍ପେଷିତ ଜୀବନ ବିତାଉଥିବା ଏହି ମଣିଷମାନଙ୍କ ପାଇଁ ଉପଯୁକ୍ତ ଚିକିତ୍ସା ବ୍ୟବସ୍ଥା ନାହିଁ। ଜଙ୍ଗଲର ନିଛାଟିଆ ପରିବେଶରେ ଛାଟିମାଟି କୁଡ଼ିଆରେ ଦିନ…

ବୌଦ୍ଧରେ ହେବ ୨୦ହଜାର ଲିଟର ଦୁଗ୍ଧପ୍ଲାଣ୍ଟ

ବୌଦ୍ଧ/ସୋନପୁର,୨୬ା୧୧(ସ୍ବପ୍ର/ନି.ପ୍ର.): ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାର ସ୍ମାର୍ଟକାର୍ଡ ବଣ୍ଟନରେ ସାମିଲ ହୋଇଛି ବୌଦ୍ଧ ଓ ସୁବର୍ଣ୍ଣପୁର ଜିଲା। ଗୁରୁବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡଓ କନଫରେନ୍ସିଂରେ ଏହି ଯୋଜନାର ହିତାଧିକାରୀଙ୍କୁ ସ୍ମାର୍ଟକାର୍ଡ ବଣ୍ଟନ କରିଥିଲେ। ବୌଦ୍ଧ ଜିଲା ଷ୍ଟାଡିୟମଠାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ…

ନିଜ ପ୍ରାଇଭେଟ ପାର୍ଟକୁ ଗୁଳି ଚଳାଇଲେ ମଡେଲ, କାରଣ ଜାଣିଲେ…

ଓ୍ବାଶିଂଟନ,୨୬ା୧୧: ଆମେରିକାର ଜର୍ଜିଆରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ଘଟିଛି। ଏଠାକାର ଜଣେ ମଡେଲ ନିଜ ପ୍ରାଇଭେଟ ପାର୍ଟକୁ ଶୁଟ୍‌ କରି ଦେଇଛନ୍ତି । ମଡେଲ ଜଣଙ୍କ ହାତରେ ବନ୍ଧୁକ ଧରି ଏକ ଭିଡିଓ ଶୁଟିଂ କରୁଥିଲେ, ସେହି ସମୟରେ ଏହି ଅଘଟଣ…

ଲକ୍ଷେ ଲୋକଙ୍କ ପାଇଁ ୫ ଡାକ୍ତର

କେନ୍ଦ୍ରାପଡ଼ା ଅଫିସ,୨୬ା୧୧: ରାଜ୍ୟ ସରକାର ଗ୍ରାମାଞ୍ଚଳର ସ୍ୱାସ୍ଥ୍ୟସେବା ପାଇଁ ନୂଆ ଡାକ୍ତରଙ୍କ ପୋଷ୍ଟିଂ ଘୋଷଣା କରିଥିଲେ। ହେଲେ ଆଜି ପର୍ଯ୍ୟନ୍ତ ସେହି ପ୍ରକ୍ରିୟା ସମ୍ପୂର୍ଣ୍ଣ ହୋଇନାହିଁ। ଏହି ପରିପ୍ରେକ୍ଷୀରେ ଦେଖିଲେ କେନ୍ଦ୍ରାପଡ଼ା ଜିଲାରେ ସ୍ୱାସ୍ଥ୍ୟସେବା ଦିନକୁ ଦିନ ଦୁର୍ବଳ ହେବାରେ ଲାଗିଛି।…

ମଞ୍ଚା କରି ରାତିରେ ଫସଲ ଜଗୁଛନ୍ତି ଚାଷୀ

ମହାକାଳପଡ଼ା,୨୬ା୧୧(ଡି.ଏନ.ଏ.): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଉପକୂଳ ଅଞ୍ଚଳରେ ଜଙ୍ଗଲି ବାର୍‌ହା ଉପଦ୍ରବ ଦେଖାଦେଇଛି। ବାର୍‌ହାମାନେ ଚାଷୀମାନଙ୍କ ଆଖିରୁ ନିଦ ହଜାଇ ଦେଇଛନ୍ତି। ପାଚିଲା ଧାନ ଫସଲ ଖାଇବାକୁ ବାର୍‌ହା ଗାଁ ମୁହାଁ ହେଉଛନ୍ତି ବୋଲି ଚାଷୀମାନେ କହିଛନ୍ତି। ସ୍ଥାନୀୟ ଚାଷୀ…

୧୦୮ ଥର ସୂର୍ଯ୍ୟ ନମସ୍କାର କରି ଟ୍ରୋଲ ହେଲେ କରିନା

ବଲିଉଡ ଅଭିନେତ୍ରୀ କରିନା କପୁର ତାଙ୍କ ଫିଟନେସକୁ ନେଇ ବେଶ୍‌ ସଚେତନ। ଦୁଇ ସନ୍ତାନର ଜନ୍ମଦେବା ପରେ ମଧ୍ୟ ସେ ନିଜକୁ ଫିଟ କରିଛନ୍ତି। କରିନା କପୁର ପ୍ରାୟତଃ ସୋସିଆଲ ମିଡିଆରେ ତାଙ୍କ ବ୍ୟାୟାମର ଫଟୋ ଏବଂ ଭିଡିଓ ଶେୟାର କରନ୍ତି।…

ଏମ୍ସରେ ଅନ୍ୟ ୨ ବିଭାଗରେ ଆରମ୍ଭ ହେବ ଏମ୍‌ସିଏଚ୍‌, ଡିଏମ୍‌ କୋର୍ସ

ଭୁବନେଶ୍ୱର, ୨୬।୧୧(ବ୍ୟୁରୋ): ଭୁବନେଶ୍ବର ଏମ୍ସରେ ସୁପରସ୍ପେଶାଲିଟି ସେବା ବୃଦ୍ଧି ପାଇବ। ସର୍ଜିକାଲ ଗ୍ୟାଷ୍ଟ୍ରୋଏଣ୍ଟେରୋଲୋଜି ବିଭାଗରେ ଏମ୍‌ସିଏଚ୍‌ ଓ ନେଫ୍ରୋଲୋଜି ବିଭାଗରେ ଡିଏମ୍‌ କୋର୍ସ ଖୁବ୍‌ଶୀଘ୍ର ଆରମ୍ଭ ହେବ। ଏନେଇ ଚୂଡ଼ାନ୍ତ ପ୍ରକ୍ରିୟା ଶେଷ ହୋଇଛି। ଗତ ୨୧ ତାରିଖ ଓ ଗୁରୁବାର…

ପ୍ରତିବାଦ ରାଜନୀତି ଅଣ୍ଡାଫିଙ୍ଗା

ଭୁବନେଶ୍ୱର,୨୬ା୧୧(ବ୍ୟୁରୋ): ରାଜ୍ୟରେ ଏବେ ଶାସକ, ବିରୋଧୀ ପରସ୍ପରକୁ ଅଣ୍ଡାମାଡ଼ କରିବା ରାଜନୀତିରେ ମାତିଛନ୍ତି। ଆଗକୁ ପଞ୍ଚାୟତ ନିର୍ବାଚନ ଆସୁଥିବାରୁ ବିରୋଧୀ ଦଳ ନିଜର ଆକ୍ରମଣ ଆଭିମୁଖ୍ୟକୁ ଜୋରଦାର କରିଛି। କଳାହାଣ୍ଡି ଜିଲା ମହାଲିଙ୍ଗ ସ୍କୁଲ ଅଧ୍ୟକ୍ଷା ମମିତା ମେହେର ହତ୍ୟା ଘଟଣାରେ…

ଅଦିନିଆ ବର୍ଷାରେ ଗଜାହେଲା ପାଚିଲାଧାନ

ଧର୍ମଶାଳା,୨୬ା୧୧(ଡି.ଏନ.ଏ.): ଧର୍ମଶାଳା ବ୍ଲକ ଜାରକା ପଞ୍ଚାୟତ ଉତ୍ତରଶାସନ ମୌଜାରେ ଲଘୁଚାପଜନିତ ଅଦିନିଆ ବର୍ଷାରେ ଧାନ ଫସଲ ନଷ୍ଟ ହୋଇଥିବା ଦେଖିବାକୁ ମିଳିଛି। ଏପରି କି ବିଲରେ ପାଚିଲା ଧାନ ପଡ଼ି ଗଜା ହୋଇଯାଇଛି। ଅନେକ ଖାଲୁଆ ଜମିରେ ବର୍ଷା ଜଳ ଏବେ…

କାମ ନ କରି ୬୩ ଲକ୍ଷ ଟଙ୍କାର ବିଲ୍‌

ପଟ୍ଟାମୁଣ୍ଡାଇ,୨୬ା୧୧(ସ୍ବ.ପ୍ର.): ରାଜ୍ୟ ସରକାର କୋଭିଡ୍‌ ଗାଇଡ୍‌ ଲାଇନ୍‌କୁ କଡ଼ାକଡ଼ି ଲାଗୁ କରିବା ସହ ବିଭିନ୍ନ ବିଭାଗର ଉନ୍ନୟନମୂଳକ କାର୍ଯ୍ୟକୁ ବନ୍ଦ ରଖିଥିଲେ। ହେଲେ ପଟ୍ଟାମୁଣ୍ଡାଇ ପୂର୍ତ୍ତ ବିଭାଗ ସବ୍‌ଡିଭିଜନରେ ରାସ୍ତା ନିର୍ମାଣ ଓ ମରାମତି କରାଯାଇଥିବା କାଗଜପତ୍ରରେ ଦର୍ଶାଯାଇଛି। ୨୦୨୦-୨୧ଆର୍ଥତ୍କ ବର୍ଷରେ…

ବାଲେଶ୍ୱର ଗସ୍ତରେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୬।୧୧(ବ୍ୟୁରୋ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁକ୍ରବାର ବାଲେଶ୍ୱର ଜିଲା ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି। ଦିନ ୧୧ଟାରେ ହେଲିକପ୍ଟର ଯୋଗେ ରିଜର୍ଭ ପୋଲିସ ପଡ଼ିଆରେ ପହଞ୍ଚିବେ। ତେବେ ମୁଖ୍ୟମନ୍ତ୍ରୀ ଏହି ଅବସରରେ ଜିଲାରେ ବିଜୁ ସ୍ବାସ୍ଥ୍ୟକାର୍ଡ ବଣ୍ଟନ କାର୍ଯ୍ୟକ୍ରମର ଶୁଭାରମ୍ଭ କରିବେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?