୧୪ ବର୍ଷର ପିଲାକୁ ବଞ୍ଚାଇବାକୁ ଯାଇ କୂଅକୁ ଗଳିପଡିଲେ ୩୦ ଲୋକ: ଆଉ ତା’ପରେ
ଭୋପାଳ, ୧୬।୭: ମଧ୍ୟପ୍ରଦେଶର ବିଦିଶା ଜିଲାରେ ଏକ ଅଭାବନୀୟ ଘଟଣା ଘଟିଛି। ୧୪ ବର୍ଷର ପିଲାକୁ ବଞ୍ଚାଇବାକୁ ଯାଇ କୂଅକୁ ୩୦ ଲୋକ ଗଳିପଡିଛନ୍ତି। ମାଟି ଧସି ହେବା ଯୋଗୁ ଏଭଳି ଘଟଣା ଘଟିଛି। ଏପର୍ଯ୍ୟନ୍ତ ୧୯ ଲୋକଙ୍କୁ କୂଅରୁ ଉଦ୍ଧାର…
ଦାରୁକ୍ଷେତ୍ରକୁ ପର୍ଯ୍ୟଟନ ସ୍ଥଳ ମାନ୍ୟତା ଦାବି
ଖୋର୍ଦ୍ଧା ଅଫିସ,୧୬।୭: ଖୋର୍ଦ୍ଧାଠାରୁ ୧୦ କିଲୋମିଟର ଦୂରରେ ରହିଛି ଦଧିମାଛଗାଡ଼ିଆ ଗ୍ରାମ। ମହାପ୍ରଭୁଙ୍କ ଦାରୁକ୍ଷେତ୍ର ଭାବେ ଏହି ଗ୍ରାମ ପରିଚିତ। ୧୯୯୬ ନବକଳେବରରେ ଶ୍ରୀଜଗନ୍ନାଥଙ୍କ ଦାରୁବ୍ରହ୍ମ ନିମନ୍ତେ ଏହି କ୍ଷେତ୍ରରୁ ଦାରୁ ଚିହ୍ନଟ ହୋଇଥିବାରୁ ମହାପ୍ରଭୁଙ୍କ ଦାରୁକ୍ଷେତ୍ର ଭାବେ ପ୍ରସିଦ୍ଧି ଲାଭ…
ଏକଦା ଏହି ହିରୋଙ୍କୁ ପିଟିପିଟି ମାରି ଦେଇଥାନ୍ତେ ଲୋକେ, କାରଣ ଜାଣିଲେ…
ଅଜୟ ଦେବଗନଙ୍କୁ ବଲିଉଡର ସିଙ୍ଘମ କୁହାଯାଏ । ସେ ପରଦାରେ ସମସ୍ତ ପ୍ରକାରର ଅଭିନୟ କରିପାରନ୍ତି। କିନ୍ତୁ ଆକ୍ସନ ଚରିତ୍ରରେ ତାଙ୍କୁ ବହୁତ ପସନ୍ଦ କରାଯାଏ। ଅଜୟ ‘ଫୁଲ ଅର କାଣ୍ଟେ’ ସହିତ ଫିଲ୍ମରେ ଡେବ୍ୟୁ କରିଥିଲେ। ଭେରୁ ଦେବଗନଙ୍କ ପୁଅ…
ଚାକିରି ଛାଡ଼ି ସଫଳ ଚାଷୀ
ଖୋର୍ଦ୍ଧା ଅଫିସ,୧୬।୭: କଥାରେ ଅଛି, ନିଷ୍ଠା ଏବଂ ଏକାଗ୍ରତା ଥିଲେ ସଫଳତା ଆପେ ଆପେ ଆସିଥାଏ। ଏହାର ଚାକ୍ଷୁଷ ଉଦାହରଣ ଖୋର୍ଦ୍ଧା ଜିଲା ବୋଲଗଡ଼ ବ୍ଲକ ବୋଲଗଡ଼ ଗ୍ରାମର ଚାଷୀ ରବୀନ୍ଦ୍ର କୁମାର ସାମନ୍ତରାୟ (୫୫)। ଚାକିରି ଛାଡ଼ି ୪ ଏକର…
ଏହି ପ୍ରସିଦ୍ଧ ଅଭିନେତ୍ରୀଙ୍କ ପରଲୋକ
ଲୋକପ୍ରିୟ ଶୋ’ ବାଳିକା ବଧୁ ସମେତ ଅନେକ ଫିଲ୍ମରେ ଅଭିନୟ କରିଥିବା ସୁରେଖା ସିକରୀଙ୍କ ପରଲୋକ ଘଟିଛି। ମୃତ୍ୟୁବେଳକୁ ତାଙ୍କ ୭୫ ବର୍ଷ ହୋଇଥିଲା। ଶୁକ୍ରବାର ସକାଳେ ହୃଦଘାତରେ ତାଙ୍କ ମୃତ୍ୟୁ ହୋଇଥିବା ପରିବାର ପକ୍ଷରୁ ସୂଚନା ଦିଆଯାଇଛି। ସେ ଦୀର୍ଘ…
ପ୍ରଥମ ପିଜା ଡେଲିଭରି ଦେଇଥିବା ଯୁବତୀଙ୍କ ପ୍ରେମରେ ପଡ଼ିଥିଲେ ଡୋମିନୋସ୍ ମାଲିକ; କିଛି ଏଭଳି ଥିଲା ଲଭ୍ଷ୍ଟୋରୀ
୧୯୬୦ରେ ଆରମ୍ଭ ହୋଇଥିଲା ଡୋମିନୋସ୍ ପିଜାର ଯାତ୍ରା। ଦୁଇ ଭାଇ ଟମ୍ ଏବଂ ଜିମ୍ ମୋନାଘାନ୍ ଏହି କମ୍ପାନୀ ଆରମ୍ଭ କରିଥିଲେ। ମାତ୍ର ଆଠ ମାସ ପରେ ଜିମ୍ କମ୍ପାନୀକୁ ଛାଡ଼ି ଦେଇଥିଲେ। ପ୍ରଥମେ ଏହାର ନାମ ଡୋମିନିକ୍ ଥିବା ବେଳେ…
ପ୍ୟାକ୍ସ ସମ୍ପାଦକଙ୍କ ଘରେ ଭିଜିଲାନ୍ସ ଚଢ଼ାଉ
ବଲାଙ୍ଗୀର ଅଫିସ,୧୬ା୭: ବଲାଙ୍ଗୀର ସହର ସାଲେପାଲିଠାରେ ଥିବା ପ୍ୟାକ୍ସ ସମ୍ପାଦକ ମସୁଦ ମହମ୍ମଦଙ୍କ ଘରେ ଶୁକ୍ରବାର ସକାଳୁ ଭିଜିଲାନ୍ସ ଚଢ଼ାଉ କରାଯାଇଛି । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲାରେ ଏହି ଚଢ଼ାଉ କରାଯାଇଛି । ମସୁଦ ସୁବର୍ଣ୍ଣପୁର ଜିଲାର ଚାରଭଟା…
ଆପଣଙ୍କର ଏଭଳି କୁଅଭ୍ୟାସ ଅଛି କି? ବିଗିଡ଼ିଯିବ ସବୁ କାମ..
ଜୀବନର ମୂଲ୍ୟକୁ ନେଇ ଆଚାର୍ଯ୍ୟ ଚାଣକ୍ୟ ଅନେକ ନୀତି ବିଷୟରେ ବର୍ଣ୍ଣନା କରିଛନ୍ତି। ସେ ନିଜର ନୀତିଶାସ୍ତ୍ର ଅର୍ଥାତ ଚାଣକ୍ୟନୀତିର ୧୩ତମ ଅଧ୍ୟାୟରେ ଲେଖିଥିବା ଏକ ଶ୍ଳୋକରେ ମନୁଷ୍ୟର ଏକ ଅଭ୍ୟାସ ବିଷୟରେ କହିଛନ୍ତି। ଯାହାକୁ ନେଇ ସେ ସବୁବେଳେ ଅସୁବିଧାରେ…
ବଂଶୀ ବଜାଇଲେ ଧାଓ୍ବନ: ସ୍ବରର ତାଳେ ତାଳେ ଗୀତ ଗାଇଲେ ଶ’
କଲମ୍ବୋ,୧୬।୭: ଭାରତୀୟ ଓପନର୍ ଶିଖର ଧାଓ୍ବନ ସୋସିଆଲ ମିଡିଆରେ ବହୁତ ସକ୍ରିୟ ଏବଂ ତାଙ୍କ ପ୍ରଶଂସକଙ୍କ ସହ ଫଟୋ-ଭିଡିଓ ଶେୟାର କରନ୍ତି। ନିକଟରେ ସେ ଏକ ଭିଡିଓ ଶେୟାର କରିଛନ୍ତି। ଭିଡିଓରେ ସେ ବଂଶୀ ବଜାଉଥିବାର ନଜର ଆସିଛନ୍ତି। ଯୁବ ବ୍ୟାଟ୍ସମ୍ୟାନ…
ଆୟୁର୍ବେଦର ପ୍ରିୟ ସନ୍ତାନ ‘ବ୍ରାହ୍ମୀ’: ଏକାଧିକ ସ୍ବାସ୍ଥ୍ୟସମସ୍ୟାରୁ ଦୂରେଇ ରଖେ; ସେବନର ଉପାୟ ଜାଣନ୍ତୁ…
‘ବ୍ରାହ୍ମୀ’କୁ ଆୟୁର୍ବେଦର ପ୍ରିୟ ସନ୍ତାନ ବୋଲି କୁହାଯାଏ। ହଜାର ହଜାର ବର୍ଷ ଧରି ଆୟୁର୍ବେଦରେ ବ୍ରାହ୍ମୀକୁ ବ୍ୟବହାର କରାଯାଉଛି। ଏହା ମସ୍ତିଷ୍କର ସ୍ବାସ୍ଥ୍ୟ ପାଇଁ ଯଥେଷ୍ଟ ଉପଯୋଗୀ, ତେଣୁ ଏହାକୁ ବ୍ରେନ୍ ବୁଷ୍ଟର୍ ମଧ୍ୟ କୁହାଯାଏ। ଏହା ଚାପକୁ ହ୍ରାସ କରିବା…
ଏହି କ୍ରିକେଟର୍ଙ୍କୁ ଚାପୁଡା ମାରିବାକୁ ଧମକ ଦେଲେ ଚହଲ
କଲମ୍ବୋ,୧୬।୭: ଭାରତୀୟ ଦଳର ଲେଗ ସ୍ପିନର ୟୁଜବେନ୍ଦ୍ର ଚହଲ ମଧ୍ୟ ବୋଲିଂ ସହିତ ସୋସିଆଲ ମିଡିଆରେ ନିଜର ମଜାଳିଆ ଭିଡିଓ ପାଇଁ ପ୍ରସିଦ୍ଧ। ବିସିସିଆଇ ଚହଲଙ୍କ ଏକ ଭିଡିଓ ଟୁଇଟ୍ କରିଛି। ଭିଡିଓରେ ସେ କୁଳଦୀପ ଯାଦବଙ୍କ ସହ ମସ୍ତି କରୁଥିବା…
୩୦ ମିଟର ନୂଆ ମାଟିବନ୍ଧ ଅତଡ଼ା ଧସିଲା
ମହାକାଳପଡ଼ା,୧୬ା୭(ଡି.ଏନ୍.ଏ.):କେନ୍ଦ୍ରାପଡ଼ା ଜିଲା ମହାକାଳପଡା ବ୍ଲକ ଅଧୀନ ରାମନଗର ପଞ୍ଚାୟତ ବାହାକୁଦ ଗ୍ରାମ ସଂଲଗ୍ନ ମହାନଦୀର ସାମୁଦ୍ରିକ ଜୁଆର କୂଳ ଲଙ୍ଘିବାରେ ଲାଗିଛି। ଲୁଣା ଘେରିବନ୍ଧ, ଚଳିତବର୍ଷ ବାହାକୁଦ-ମହାନଦୀ ଫେରି ଘାଟଠାରୁ ୧ କିମି କାଜୁ ଜଙ୍ଗଲକୁ ଏକ ନୂତନ ବନ୍ଧ ନିର୍ମାଣ…
Archives


