ଡରୁଥିବା ଲୋକେ ଭାଜପାରେ ଯୋଗ ଦିଅନ୍ତି:ରାହୁଲ
ନୂଆଦିଲ୍ଲୀ,୧୬ ।୭: କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଦଳ ଛାଡି ଚାଲିଯାଉଥିବା ନେତାଙ୍କୁ ଟାର୍ଗେଟ କରିଛନ୍ତି । ସେ କହିଛନ୍ତି ଡରୁଥିବା ନେତା ଭାରତୀୟ ଜନତା ପାର୍ଟି(ଭାଜପା)କୁ ଯାଆନ୍ତି । ସୋସିଆଲ ମିଡିଆ କର୍ମୀଙ୍କ ସହ ଭର୍ଚୁଆଲ ବୈଠକରେ ରାହୁଲ…
‘ୟୁପି କେବଳ, ଦେଶରେ ନୁହେଁ ଅଷ୍ଟ୍ରେଲିଆରେ ହୋଇଛି ପ୍ରଶଂସିତ’
ଲକ୍ଷ୍ନୌ,୧୬।୭: ୨୦୨୨ରେ ଉତ୍ତରପ୍ରଦେଶରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ। ଏହା ପୂର୍ବରୁ ଭାଜପା ନିଜର ମିଶନ ଆରମ୍ଭ କରିଦେଇଛି। ପ୍ରଧାନମନ୍ତ୍ରୀଙ୍କ ବାରଣାସୀ ଗସ୍ତ ପରେ ଭାଜପା ରାଷ୍ଟ୍ରୀୟ ସଭାପତି ଜେପି ନଡା ଶୁକ୍ରବାର ଉତ୍ତରପ୍ରଦେଶର ରାଜ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ସମ୍ବୋଧିତ କରିଛନ୍ତି।…
ସ୍ବାମୀଙ୍କ ସହ ଝଗଡ଼ା ଲାଗିବା ପରେ ନଅ ମହଲାରୁ ଡେଇଁ ପଡ଼ିଲେ ସ୍ତ୍ରୀ, ତଳେ ଲୋକ ବିଛାଇଲେ ଗଦି; ଆଉ ତା’ ପରେ…
ଗାଜିଆବାଦ,୧୬।୭: ଉତ୍ତରପ୍ରଦେଶର ଗାଜିଆବାଦରୁ ଏକ ଆଶ୍ଚର୍ଯ୍ୟଜନକ ଭିଡିଓ ସାମ୍ନାକୁ ଆସିଛି। ଜଣେ ମହିଳା ତାଙ୍କ ସ୍ବାମୀଙ୍କ ସହ ଝଗଡ଼ା ଲାଗୁଥିଲେ। ଏହା ଏତେ ବଢ଼ିଯାଇଥିବା ଯେ ସେ କୋଠାର ନବମ ମହଲାରୁ ତଳକୁ ଡେଇଁପଡ଼ିବାକୁ ଚେଷ୍ଟା କରିଥିଲେ। କିନ୍ତୁ ମହିଳାଜଣଙ୍କ ରେଲିଂରୁ…
ରେଳ ଟ୍ରାକ୍ରେ ଖୁବ୍ ଜୋର୍ରେ କାର୍ ଚଳାଇଲେ ଯୁବକ, କାରଣ ଜାଣିଲେ…
ଲଣ୍ଡନ,୧୬ା୭: ବ୍ରିଟେନରେ ଜଣେ ଯୁବକ ରେଳ ଟ୍ରାକ୍ରେ ଖୁବ୍ ଜୋର୍ରେ କାର୍ ଚଳାଇବା ଦୃଶ୍ୟ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି। ଏହି ଘଟଣା ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଯେତେବେଳେ ପୋଲିସ ହର୍ଟଫୋର୍ଡଶାୟାରର ଚେଶଣ୍ଟରେ ଏକ କାର୍ ଅଟକାଇବାକୁ ଚେଷ୍ଟା କଲା…
ଯୌତୁକରେ ବାଇକ୍ ନ ମିଳିବାରୁ ସ୍ତ୍ରୀଙ୍କୁ ଲଣ୍ଡା କଲେ ସ୍ବାମୀ
ବହରାଇଚ୍,୧୬।୭: କାହିଁ କେତେ କାଳରୁ ଯୌତୁକ ପ୍ରଥା ଚାଲିଆସିଛି। ଏହି କୁପ୍ରଥା ଯୋଗୁ ଅନେକ ଝିଅଙ୍କୁ ନିର୍ଯାତନା ସହ ଜୁଇର ନିଆଁରେ ଜଳୁଥିବାର ଦେଖିବାକୁ ମିଳେ। ଇତିମଧ୍ୟରେ ଉତ୍ତରପ୍ରଦେଶରୁ ଏକ ନିଆରା ନିର୍ଯାତନାର ଖବର ସାମ୍ନାକୁ ଆସିଛି। ଯୌତୁକରେ ବାଇକ୍ ନ…
କେବଳ ଗଞ୍ଜାମରେ କରୋନା ମୃତ୍ୟୁ ସଂଖ୍ୟା ଛୁଇଁଲା ୪୦୦
ଛତ୍ରପୁର,୧୬।୭(ଡି.ଏନ୍.ଏ.): ଅଡିଟ ପରେ ଗଞ୍ଜାମ ଜିଲାରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ବଢ଼ିବାରେ ଲାଗିଛି। ପୁଣି ଜିଲାର ଆଉ ୬ ଜଣଙ୍କ କରୋନାରେ ମୃତ୍ୟୁ ଘଟିଛି। ଏହା ଦିନକର ନୁହେଁ, ପୂର୍ବରୁ ହୋଇଥିବା ମୃତ୍ୟୁ ଘାଷଣା ହେଉଛି। କରୋନାର ଦ୍ୱିତୀୟ ଲହରରେ…
ଟି-ସିରିଜ୍ର ପରିଚାଳନା ନିର୍ଦ୍ଦେଶକଙ୍କ ବିରୋଧରେ ବଳାତ୍କାର ମାମଲା
ମୁମ୍ବାଇ,୧୬।୭: ଟି-ସିରିଜ୍ କମ୍ପାନୀର ପରିଚାଳନା ନିର୍ଦ୍ଦେଶକ ଭୂଷଣ କୁମାରଙ୍କ ବିରୋଧରେ ବଳାତ୍କାର ମାମଲା। ମୁମ୍ବାଇର ଡିଏନ୍ ନଗର ପୋଲିସ ଥାନାରେ ଏନେଇ ଏକ ମାମଲା ରୁଜୁ ହୋଇଛି। ଟି-ସିରିଜ୍ର ପ୍ରୋଜେକ୍ଟରେ କାମ ଦେବା ଲାଳସା ଦେଖାଇ ଭୂଷଣ ଜଣେ ୩୦ବର୍ଷିୟ ଯୁବତୀଙ୍କୁ…
କଭରେଜ ସମୟରେ ଭାରତୀୟ ଫଟୋ ଜର୍ନାଲିଷ୍ଟଙ୍କୁ ହତ୍ୟା
କାବୁଲ,୧୬ ।୭:ଆଫଗାନିସ୍ତାନର କାନ୍ଧାର ଅଞ୍ଚଳରେ ଭାରତୀୟ ଫଟୋ ଜର୍ନାଲିଷ୍ଟ ଦାନିଶ ସିଦ୍ଦିକିଙ୍କୁ ହତ୍ୟା କରାଯାଇଛି । ଆଫଗାନିସ୍ତାନର ରାଜଦୂତ ଫରିଦ ମମୁଂଡଜେ ଶୁକ୍ରବାର ଏହି ସୂଚନା ଦେଇଛନ୍ତି । ସେ କହିଛନ୍ତି ଦାନିଶ ଆଫାଗାନ ସୁରକ୍ଷା ବଳଙ୍କ ସହ ଏକ ରିପୋର୍ଟିଂ…
ସମୟ ପୂର୍ବରୁ ଜନ୍ମ ଅବା ନବଜାତକଙ୍କ ନିକଟରେ କରୋନା ଭୟ!
ନୂଆଦିଲ୍ଲୀ,୧୬ ।୭: ଦେଶରେ ଜାରି ରହିଥିବା କରୋନା ମହାମାରୀ ଚିନ୍ତା ବଢାଇ ଚାଲିଛି । ଦ୍ୱିତୀୟ ଲହରରେ ସମୟ ପୂର୍ବରୁ ଜନ୍ମିତ ଶିଶୁ ଅବା ନବଜାତକଙ୍କ କ୍ଷେତ୍ରରେ କରୋନା ସଂକ୍ରମଣ ଦେଖାଗଲାଣି । ବିଶେଷଜ୍ଞଙ୍କ କହିବା କଥା ହେଲା ତୃତୀୟ ଲହରର…
ଗାଡ଼ିରେ ଲେଖାଥିଲା ପ୍ରେସ୍, ଭିତରୁ ବାହାରିଲା ମେଣ୍ଢା; ପୂରା ଘଟଣା ଜାଣିଲେ…
ଶ୍ରୀନଗର,୧୬ା୭: ସୋସିଆଲ ମିଡିଆରେ ଏବେ ଏକ ଫଟୋ ଖୁବ୍ ଭାଇରାଲ ହେଉଛି। ଯେଉଁ ଫଟୋଟି ଜମ୍ମୁ-କଶ୍ମୀରର ବୋଲି ଜଣାପଡୁଛି। ଏହି ଫଟୋରେ ଏକ ଅଟୋରେ ପ୍ରେସ୍ ଲେଖା ହୋଇଛି। ମାତ୍ର ଏହା ଭିତରେ ଏକ ମେଣ୍ଢା ଥିବା ଦେଖିବାକୁ ମିଳିଛି। କଶ୍ମୀରଲାଇଫ୍…
୫୫୦୦ରୁ କମ୍ ଉପହାର ଦେଲେ ବିବାହକୁ ଆସିବା ଦରକାର ନାହିଁ: ନିମନ୍ତ୍ରଣପତ୍ରରେ ଏଭଳି ସର୍ତ୍ତ ଦେଖି…
ସାଧାରଣତଃ ବିବାହ ସମାରୋହରେ ଯୋଗଦେବାକୁ ଯିବା ବେଳେ ଲୋକେ ପୋଷାକ ପରିଧାନ ଉପରେ ବିଶେଷ ଧ୍ୟାନ ଦିଅନ୍ତି। ଏଥିସହ ମନ ମୁତାବକ ଉପହାର ମଧ୍ୟ ନିଜେ ଚୟନ କରନ୍ତି। ହେଲେ ଏବେ ସୋସିଆଲ ମିଡିଆରେ ବିବାହର ଏଭଳି ଏକ ନିମନ୍ତ୍ରଣ ପତ୍ର…
ଜେଜେ ମା’ ପାଖରେ ଶାନ୍ତିରେ ଶୋଇଥିଲେ, ଆସି ପହଞ୍ଚିଲା ମୃତ୍ୟୁ
ପାଟଣା,୧୬।୭(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ବ୍ଲକ ସରାସକଲା ପଞ୍ଚାୟତ ଖମୁଆଁ ଗ୍ରାମର କୁସୁମପଶିସାହିରେ ସାପ କାମୁଡାରେ ଜଣେ ନାବାଳିକାଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ସର୍ବେଶ୍ୱର ପାଇଦାଙ୍କ ଝିଅ ପାର୍ବତୀ ମୁଣ୍ଡା। ସୂଚନାନୁସାରେ, ଗୁରୁବାର ରାତିରେ ପାର୍ବତୀ ଜେଜେମାଙ୍କ ସହ ଶୋଇଥିବା…
Archives


