ଚାଇନାରେ ଭାରତ ସରକାରଙ୍କୁ ସମାଲୋଚନା

ନୂଆଦିଲ୍ଲୀ/ବେଜିଂ, ୨୫।୧୧: ଉତ୍ତରପ୍ରଦେଶରେ ନୋଏଡା ଅନ୍ତର୍ଜାତୀୟ ବିମାନବନ୍ଦର (ଜଓ୍ବୋର ଏୟାରପୋର୍ଟ) ନିର୍ମାଣ ନିମନ୍ତେ ଗୁରୁବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶିଳାନ୍ୟାସ କରିଛନ୍ତି। ଏହା ପରେ କେନ୍ଦ୍ର ସରକାରଙ୍କ ଗୁଣଗାନ କରିବାରେ ଲାଗିଛନ୍ତି। ଭାଜପା ମନ୍ତ୍ରୀ, ଏମ୍‌ପିଙ୍କଠାରୁ ନେତା। ଜଓ୍ବୋର ବିମାନବନ୍ଦରର ଫଟୋ ଓ ଭିଡିଓ ଶେୟାର କରୁଛନ୍ତି। ହେଲେ ଏୟାରପୋର୍ଟର ମଡେଲ ଫଟୋ ଭାଇରାଲ ହେବାପରେ କେନ୍ଦ୍ର ସରକାରଙ୍କୁ ବିରୋଧୀଙ୍କ ସମେତ ଚାଇନାରେ ମଧ୍ୟ ସମାଲୋଚନାର ଶିକାର ହେବାକୁ ପଡ଼ିଛି। ଭାଜପା ପକ୍ଷରୁ ଶେୟାର କରାଯାଇଥିବା ଫଟୋ ଚାଇନା ରାଜଧାନୀ ବେଜିଂ ଡାକ୍ସିଂ ଇଣ୍ଟରନ୍ୟାଶନାଲ ଏୟାରପୋର୍ଟର ବୋଲି ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

କେନ୍ଦ୍ର ଉପରେ ୧୮ ରାଜ୍ୟ-କେନ୍ଦ୍ରଶାସିତ ଅଞ୍ଚଳର କୋଟି କୋଟି ମନରେଗା ମଜୁରି ବାକି: କଂଗ୍ରେସର ଅଭିଯୋଗ…

ନୂଆଦିଲ୍ଲୀ,୨୩।୮ : କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେ ପୁଣି ଥରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରଙ୍କୁ ଟାର୍ଗେଟ କରିଛନ୍ତି। ବୁଧବାର ସେ ଅଭିଯୋଗ କରିଛନ୍ତି ବଜେଟକୁ...

ନାବାଳକଙ୍କୁ ହୋଟେଲରେ ନିର୍ଧୂମ ପିଟୁଥିଲେ ସାବତ ବାପା, ଏଭଳି କଲେ ମହିଳା ଓ୍ବେଟର

ଓ୍ବାଶିଂଟନ,୧୬।୧: ଆମେରିକାର ଜଣେ ମହିଳା ଓ୍ବେଟର ଜଣେ ନାବାଳକଙ୍କ ଜୀବନ ବଞ୍ଚାଇ ଚର୍ଚ୍ଚାକୁ ଆସିଛନ୍ତି। ଏହି ବାଳକ ଜଣଙ୍କୁ ତାଙ୍କ ମା ଏବଂ ସାବତ ବାପା...

ପରଲୋକରେ ରାଜକପୁରଙ୍କ ସୁପୁତ୍ରୀ ଋତୁ ନନ୍ଦା

ମୁମ୍ବାଇ,୧୪।୧: ରାଜକପୁରଙ୍କ ସୁପୁତ୍ରୀ ଋତୁ ନନ୍ଦାଙ୍କର ମଙ୍ଗଳବାର ପରଲୋକ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୧ ବର୍ଷ ହୋଇଥିଲା। ଦୀର୍ଘଦିନ ଧରି ସେ କର୍କଟ ରୋଗରେ...

ଜାତିସଂଘ ମୁଖ୍ୟଙ୍କ ଚେତାବନୀ: ପରମାଣୁ ମହାବିପତ୍ତିଠାରୁ ବିଶ୍ୱ ମାତ୍ର ଗୋଟିଏ ପାଦ ଦୂରରେ

ଜେନେଭା,୨ ।୮: ମିଳିତ ଜାତିସଂଘ ମୁଖ୍ୟ ଆଣ୍ଟୋନିଓ ଗୁଟେରସ ସୋମବାର ଚେତାବନୀ ଦେଇ କହିଛନ୍ତି, ବିଶ୍ୱ ପରମାଣୁ ବିନାଶଠାରୁ ମାତ୍ର ଗୋଟିଏ ପାଦ ଦୂରରେ ରହିଛି...

କହ୍ନେୟା ଲାଲଙ୍କ ହତ୍ୟା ଘଟଣା: ରାଜସ୍ଥାନ ସମେତ ଅନେକ ସହରରେ ବନ୍ଦ ପାଳନ

ଜୟପୁର,୨।୭: ରାଜସ୍ଥାନର ଉଦୟପୁରରେ ଦରଜି କହ୍ନେୟା ଲାଲଙ୍କ ନିର୍ମମ ହତ୍ୟାକୁ ନେଇ ସମଗ୍ର ରାଜସ୍ଥାନରେ ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଛି। ଏହାର ପ୍ରତିବାଦରେ ଶନିବାର ରାଜସ୍ଥାନର...

ସୁଶାନ୍ତ ସିଂ ମାମଲାରେ କାହିଁକି ଟ୍ରେଣ୍ଡ କରୁଛି କଶାବ

ନୂଆଦିଲ୍ଲୀ,୨୭।୮: ସୋସିଆଲ ମିଡିଆ ଟୁଇଟରେ କେବେ, କ’ଣ କେମିତି ଟ୍ରେଣ୍ଡ କରିବ ତା’ର ଅନୁମାନ ଲଗାଇବା ମୁସ୍କିଲ। ଏବେ ଯେମିତି ୨୬।୧୧ ମୁମ୍ବାଇ ମାମଲାରେ ଗିରଫ...

କେନ୍ଦ୍ରମନ୍ତ୍ରୀ ରାମବିଳାଶ ପାଶଓ୍ବାନ୍‌ ହସ୍ପିଟାଲରେ ଭର୍ତ୍ତି

ନୂଆଦିଲ୍ଲୀ,୨୪।୮: କେନ୍ଦ୍ରମନ୍ତ୍ରୀ ରାମବିଳାଶ ପାଶଓ୍ବାନ୍‌ଙ୍କୁ ଦିଲ୍ଲୀର ଫୋର୍ଟିସ ଏସ୍କୋର୍ଟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ହୃଦ୍‌ଜନିତ ରୋଗ କାରଣରୁ ତାଙ୍କ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ଜଣାପଡିଛି। ମୋଦି...

ଫେଲ୍‌ ମାରିଲା ପୁଲଓ୍ବାମା ଭଳି ଆତଙ୍କବାଦୀ ଆକ୍ରମଣ

ଜମ୍ମୁ,୨୮।୫: ଜମ୍ମୁ-କଶ୍ମୀରରେ ସୁରକ୍ଷାକର୍ମୀଙ୍କୁ ମିଳିଛି ବଡ ସଫଳତା। ପୁଲଓ୍ବାମା ଭଳି ଏକ ବଡ ଧରଣର ଆତଙ୍କବାଦୀ ଆକ୍ରମଣକୁ ପଣ୍ଡ କରି ଦିଆଯାଇଛି। ପୁଲଓ୍ବାମା ଜିଲା ଅବିଗୁଣ୍ଡ...

Advertisement
Archives

Model This Week