ରାସ୍ତାରେ ଯାଉଥିବା ବେଳେ ଉପରେ ଭାଙ୍ଗିପଡ଼ିଲା ଗଛ: ବାଇକ୍ ଚୁର୍ମାର, ୨ ଆହତ
କେନ୍ଦୁଝର,୨୭ା୧୧(ସ୍ବ.ପ୍ର.): କେନ୍ଦୁଝରଗଡ଼ ପୌରପାଳିକାର ମାଧପୁର ନିକଟରେ ୪୯ ନଂ. ଜାତୀୟ ରାଜପଥରେ ଥିବା ବହୁ ପୁରୁଣା ତଥା ଅସୁରକ୍ଷିତ ଶୁଖିଲା ଗଛ ହଠାତ ଉପୁଡ଼ି ପଡ଼ିବାରୁ କେତେକ ଗାଡି ଭାଙ୍ଗିବା ସହ ଦୁଇ ଜଣ ଆହତ ହୋଇଛନ୍ତି। ପୂର୍ବରୁ ବାରମ୍ବାର ଅଭିଯୋଗ…
ଭାରତର ଦମ୍ଦାର ପ୍ରତ୍ୟାବର୍ତ୍ତନ
କାନପୁର,୨୭।୧୧: କାନପୁର ଗ୍ରୀନ୍ ପାର୍କ ଷ୍ଟାଡିୟମରେ ଖେଳାଯାଉଥିବା ପ୍ରଥମ ଟେଷ୍ଟର ତୃତୀୟ ଦିନରେ ନ୍ୟୁଜିଲାଣ୍ଡ ପ୍ରଥମ ଇନିଂସରେ ୨୯୬ ରନ୍ କରି ଅଲ୍ଆଉଟ ହୋଇଯାଇଛି। ଫଳରେ ଭାରତ ପ୍ରଥମ ଇନିଂସରେ ୪୯ରନ୍ରେ ଆଗୁଆ ରହିଛି। ଭ୍ରମଣକାରୀ ନ୍ୟୁଜିଲାଣ୍ଡ ଲଡୁଆ ବ୍ୟାଟିଂ କରି…
ବିବାହରେ ଏହି ଡିଜାଇନରଙ୍କ ଦ୍ୱାରା ପ୍ରସ୍ତୁତ ଡ୍ରେସ୍ ପିନ୍ଧିବେ କାଟ୍ରିନା-ଭିକି
ମୁମ୍ବାଇ: ବଲିଉଡ୍ର ସୁନ୍ଦରୀ ଅଭିନେତ୍ରୀ କାଟ୍ରିନା କୈଫ୍ ଏବଂ ଭିକି କୌଶଲଙ୍କ ବିବାହକୁ ନେଇ ଚର୍ଚ୍ଚା ଥମୁ ନାହିଁ। ପ୍ରତିଦିନ ଏହି ଯୋଡ଼ିଙ୍କ ବିବାହକୁ ନେଇ ନୂଆ ନୂଆ କଥା ଶୁଣିବାକୁ ମିଳୁଛି। ଏହି ଯେମିତି ବିବାହରେ ମେହେନ୍ଦୀ, ସଙ୍ଗୀତ ଏବଂ…
ମଙ୍ଗଳ ଗ୍ରହରେ ସୂର୍ଯ୍ୟୋଦୟର ଫଟୋ ଶେୟାର କଲା ନାସା
ଆମେ ସମସ୍ତେ ସୂର୍ଯ୍ୟ ଉଦୟ ଏବଂ ଅସ୍ତ ହେବାର ପୃଥିବୀ ଗ୍ରହରେ ଦେଖିଛେ। ଏହି ସମୟରେ ଆକାଶର ଦୃଶ୍ୟ ସମସ୍ତଙ୍କୁ ଆକର୍ଷିତ କରିଥାଏ। କେବେ ଅନ୍ୟ ଗ୍ରହରେ ସୂର୍ଯ୍ୟ ଉଦୟ ଏବଂ ଅସ୍ତ ହେବାର ଫଟୋ ଦେଖିଛନ୍ତି କି? ଯଦି ନା…
ମଝି ସମୁଦ୍ରରେ ଦୁର୍ଘଟଣା: ଅଳ୍ପକେ ବର୍ତ୍ତିଲେ କୋଷ୍ଟ ଗାର୍ଡ
ଗାନ୍ଧିନଗର,୨୭ ।୧୧: ଗୁଜରାଟ କଚ୍ଛର ସମୁଦ୍ର କୂଳରେ ଶୁକ୍ରବାର ରାତିରେ ଏକ ବଡ ଘଟଣା ଘଟିଛି । ଏଠାରେ ଦୁଇ ପାଣି ଜାହାଜ ପରସ୍ପର ମଧ୍ୟରେ ଧକ୍କା ହୋଇ ଯାଇଛନ୍ତି । ତେବେ ଏହି ଘଟଣାରେ କେହି ଆହତ ହୋଇ ନ…
ପ୍ରଶଂସକଙ୍କୁ ପାଗଳ କରୁଛି ସେଲ୍ଫି କୁଇନ୍ଙ୍କ ଲୁକ୍
ମୁମ୍ବାଇ: ବଲିଉଡ୍ରେ ସେଲ୍ଫି କୁଇନ୍ ଭାବରେ ଜଣାଶୁଣା ଗାୟିକା ନେହା କକ୍କର କେବଳ ତାଙ୍କ ଗୀତ ପାଇଁ ନୁହେଁ ବରଂ ତାଙ୍କ ସ୍ବତନ୍ତ୍ର ଷ୍ଟାଇଲ୍ ପାଇଁ ଚର୍ଚ୍ଚାରେ ରହିଥାନ୍ତି। ନେହା ଏବଂ ରୋହନପ୍ରୀତ୍ ଅଧିକାଂଶ ସମୟ ରୋମାଣ୍ଟିକ ନଜରରେ ପ୍ରଶଂସକଙ୍କ ପାଇଁ…
ପ୍ରଥମଥର ପାଇଁ ପିତାଙ୍କ ସହ ଫିଲ୍ମରେ କାମ କଲେ ଜାହ୍ନବୀ, ଫଟୋ ଶେୟାର କରି କହିଲେ…
ମୁମ୍ବାଇ: କିଛିଦିନ ହେବ ବଲିଉଡ୍ ଅଭିନେତ୍ରୀ ଜାହ୍ନବୀ କପୁର ତାଙ୍କ ଆଗାମୀ ଫିଲ୍ମ ‘ମିଲି’ର ଶୁଟିଂରେ ବ୍ୟସ୍ତ ଥିଲେ। ବର୍ତ୍ତମାନ ସେ ତାଙ୍କ ଫିଲ୍ମର ଶୁଟିଂ ଶେଷ କରିଛନ୍ତି। ଏହି ସମୟରେ ଜାହ୍ନବୀ ସୋସିଆଲ ମିଡିଆରେ ଶୁଟିଂ ସମୟର କିଛି ଫଟୋ…
ମୁମ୍ବାଇ ଏୟାର ପୋର୍ଟରେ କ୍ୱାରାଣ୍ଟାଇନରେ ରହିବେ ଦକ୍ଷିଣ ଆଫ୍ରିକାରୁ ଫେରୁଥିବା ଯାତ୍ରୀ
ନୂଆଦିଲ୍ଲୀ,୨୭ ।୧୧: ଦକ୍ଷିଣ ଆଫ୍ରିକାରେ କରୋନାର ନୂଆ ଷ୍ଟ୍ରେନ୍ ମିଳିବା ପରେ ସାରା ବିଶ୍ୱ ଚିନ୍ତାରେ ପଡିଯାଇଛି । ଏପଟେ ମୁମ୍ବାଇ ପ୍ରଶାସନ ପକ୍ଷରୁ ଆରମ୍ଭରୁ ସତର୍କତା ଅବଲମ୍ବନ କରାଗଲାଣି । ମୁମ୍ବାଇ ପ୍ରଶାସନ ପକ୍ଷରୁ କୁହାଯାଇଛି କି ଦକ୍ଷିଣ ଆଫ୍ରିକାରୁ…
ଟ୍ରୋଲକୁ ନେଇ ମୁହଁ ଖୋଲିଲେ ଉର୍ଫି
ମୁମ୍ବାଇ: ବିଗ୍ବସ ଓଟିଟି ଫେମ ଉର୍ଫି ଜାଭେଦ ସବୁବେଳେ ତାଙ୍କର ଷ୍ଟାଇଲ ଓ ଡ୍ରେସିଂ ସେନ୍ସକୁ ନେଇ ଚର୍ଚ୍ଚାରେ ରୁହନ୍ତି । ଅନେକ ସମୟରେ ସେ ତାଙ୍କର ଡ୍ରେସିଂ ଷ୍ଟାଇଲକୁ ନେଇ ଟ୍ରୋଲ ମଧ୍ୟ ହୁଅନ୍ତି । ହେଲେ ଏଥର ସେ…
ବିରଳ ବଜ୍ରକାପ୍ତା ଜବତ
ପାରଳାଖେମୁଣ୍ଡି,୨୭।୧୧(ଡି.ଏନ୍.ଏ) : ଗଜପତି ଜିଲା ଆଦବା ଥାନା ଗୁରୁଜୁଳି ପଞ୍ଚାୟତର ଚିଢାଙ୍ଗପଙ୍ଖା ଗ୍ରାମରୁ ଏକ ବିରଳ ବଜ୍ରକାପ୍ତା ଜବତ କରାଯାଇଛି। ମୋହନା ବନବିଭାଗ ଏବଂ ଅଡବା ପୋଲିସ ଶୁକ୍ରବାର ବିଳମ୍ବିତ ରାତିରେ କୌଣସି ବିଶେଷ ସୂତ୍ରରୁ ଖବର ପାଇ ଚିଢାଙ୍ଗପଙ୍ଖା ଗ୍ରାମରେ…
ବିଦ୍ୟାଳୟରେ ୨୬ ଛାତ୍ରୀ କରୋନା ପଜିଟିଭ୍
ଠାକୁରମୁଣ୍ଡା,୨୭।୧୧(ଡି.ଏନ୍.ଏ.): ମୟୂରଭଞ୍ଜ ଜିଲା ଠାକୁରମୁଣ୍ଡା ବ୍ଲକ ଚମକପୁର ଆବାସିକ ବାଳିକା ବିଦ୍ୟାଳୟରେ ୨୬ ଜଣ ଛାତ୍ରୀ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଶନିବାର ଉକ୍ତ ବିଦ୍ୟାଳୟକୁ ଜିଲା ପ୍ରଶାସନ କଣ୍ଟେନମେଣ୍ଟ ଅଞ୍ଚଳ ଭାବରେ ଘୋଷଣା କରିଛି। ବିଦ୍ୟାଳୟରେ ଗତ ଗୁରବାର ଓ…
ରାଜ୍ୟରୁ ପୁଣି ୩ ମୁଣ୍ଡ ନେଲା କରୋନା
ଭୁବନେଶ୍ୱର,୨୭।୧୧(ବ୍ୟୁରୋ): ରାଜ୍ୟରେ ମଙ୍ଗଳବାର କରୋନା ଆଉ ୩ ଜଣଙ୍କ ଜୀବନ ନେଇଛି। ଏଥିସହ ରାଜ୍ୟରେ ମୋଟ ମୃତ୍ୟୁସଂଖ୍ୟା ୮,୪୦୬କୁ ବୃଦ୍ଧି ପାଇଛି। ୩ ମୃତକଙ୍କ ମଧ୍ୟରେ ବଲାଙ୍ଗୀର, ଝାରସୁଗୁଡ଼ା ଓ କଳାହାଣ୍ଡିରୁ ଜଣେ ଲେଖାଏ ଅଛନ୍ତି। ତେବେ ଆଜି ରାଜ୍ୟରେ ୨୬୪…

