ଶିକ୍ଷକଙ୍କ ଅକ୍ଳାନ୍ତ ଚେଷ୍ଟାରେ ସ୍କୁଲ ପାଲଟିଛି ଉଦାହରଣ
ଶିକ୍ଷାର୍ଥୀ ପାଇଁ ବିଦ୍ୟାଳୟ ହେଉଛି ଦ୍ୱିତୀୟ ଘର ସଦୃଶ। ମାଆର ପଣତ, ବାପାଙ୍କ ସ୍ନେହ, ଗୁରୁଜନଙ୍କ ଆଦର ଭିତରେ ତା’ର ପିଲାମନ ଖୋଜିହୁଏ ସେହି ଅନୁଭବ ବିଦ୍ୟାଳୟ ପରିବେଶରେ। ଏଇ ବିକଳ୍ପ ଘରଟି ଶିଶୁ ପାଇଁ ସବୁଦିଗରୁ ଆକର୍ଷଣୀୟ ହେଉ, ଏକଥା…
ରାତିହେଲେ ସହର ଭିତରକୁ ଆସୁଥିଲା ଭାଲୁ , ଜିଲାପାଳଙ୍କ ବାସଭବନ ପରିସରରୁ ପଡ଼ିଲା ଧରା
ନୂଆପଡ଼ା ଅଫିସ,୧୮।୭: ନୂଆପଡ଼ା ବନ ବିଭାଗର କିଛିଦିନ ହେବ ନିଦ ହଜାଇ ଦେଇଥିବା ଏକ ଭାଲୁ ଶେଷରେ ଧରାପଡ଼ିଛି। ରବିବାର ଭାଲୁଟିକୁ ଜିଲାପାଳଙ୍କ ବାସଭବନ ପରିସରରୁ ଧରା ଯାଇଛି। ରାତି ହେଲେ ନୂଆପଡ଼ା ସହର ଭିତରକୁ କିଛିଦିନ ହେବ ଏହି ଭାଲୁ…
ସହକାରୀ ବନ ସଂରକ୍ଷକ ସୌମ୍ୟରଞ୍ଜନଙ୍କ ମୃତ୍ୟୁ ଘଟଣା: ବାଲେଶ୍ୱର, ମୟୂରଭଞ୍ଜ ଗଲା ସ୍ବତନ୍ତ୍ର ଟିମ୍
ପାରଳାଖେମୁଣ୍ଡି,୧୮ା୭(ଡି.ଏନ୍.ଏ.): ଗଜପତି ଜିଲା ପାରଳାଖେମୁଣ୍ଡି ସହକାରୀ ବନ ସଂରକ୍ଷକ ସୌମ୍ୟରଞ୍ଜନ ମହାପାତ୍ରଙ୍କ ମୃତ୍ୟୁ ରହସ୍ୟ ଦିନକୁ ଦିନ ଭିନ୍ନ ମୋଡ଼ ନେବାରେ ଲାଗିଛି। ସୌମ୍ୟରଞ୍ଜନଙ୍କ ରହସ୍ୟଜନକ ମୃତ୍ୟୁର ତଦନ୍ତ ପାଇଁ ପାରଳାଖେମୁଣ୍ଡି ଥାନାଧିକାରୀଙ୍କ ନେତୃତ୍ୱରେ ଏକ ୬ ଜଣିଆ ଟିମ୍ ଗଠନ…
ଟିବିକୁ କରୋନା ସହ ଯୋଡିବା ଠିକ ନୁହେଁ: ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ
ନୂଆଦିଲ୍ଲୀ,୧୮ ।୭: ଦେଶରେ କରୋନା ସଂକ୍ରମଣର ଦ୍ୱିତୀୟ ଲହର କମି କମି ଆସୁଥିବା ବେଳେ ପ୍ରତିଦିନ କିନ୍ତୁ ହଜାର ହଜାର ନୂଆ ସଂକ୍ରମିତଙ୍କୁ ଚିହ୍ନଟ କରାଯାଉଛି । କୋଭିଡରୁ ସୁସ୍ଥ ହେଉଥିବା ରୋଗୀମାନେ ଟିବିରେ ସଂକ୍ରମିତ ହେଉଥିବା ଆଲୋଚନା ହେଲାଣି ।…
ସୁଖ ସମୃଦ୍ଧି ପାଇଁ ଫିଟିକିରି
କୁହାଯାଏ, ନକାରାତ୍ମକ ଉର୍ଜାର ପ୍ରଭାବରେ ଘରେ କଳହ ଲାଗିବା ସହ ଆର୍ଥତ୍କ ଦୁରବସ୍ଥା ଦେଖାଦେଇଥାଏ। ଏଥିରୁ ମୁକ୍ତି ପାଇଁ ଫିଟିକିରିର କ’ଣ ସବୁ ଭୂମିକା ରହିଛି ଆସନ୍ତୁ ଜାଣିବା ସେ ସମ୍ପର୍କରେ… * ବାସ୍ତୁଶାସ୍ତ୍ର ଅନୁସାରେ, ଫିଟିକିରି ମିଶା ପାଣିରେ ଘର…
ପାହାଡ଼ ଉପରେ ପାଠ ପଢୁଛନ୍ତି ଛାତ୍ରୀଛାତ୍ର
ସୁନ୍ଦରଗଡ,୧୮।୭(ଡି.ଏନ.ଏ.): ସରକାରଙ୍କ ପକ୍ଷରୁ ଡିଜିଟାଲ ଇଣ୍ଡିଆର କଥା କୁହାଯାଉଥିବା ବେଳେ ସୁନ୍ଦରଗଡ଼ ଜିଲାର ବିଭିନ୍ନ ବ୍ଲକ ଅଞ୍ଚଳରେ ଆଜି ମଧ୍ୟ ମୋବାଇଲ ନେଟ୍ୱର୍କ ସାତସପନ ହୋଇ ରହିଯାଇଛି। ଏଭଳି ନେଟୱର୍କ ସମସ୍ୟା ଥିବାରୁ ଲୋକମାନେ ବିଭିନ୍ନ କାମପାଇଁ ବହୁ ଅସୁବିଧାର ସମ୍ମୁଖୀନ…
ଏବେ ସେଲ୍ଫି ବି ମହଙ୍ଗା, ମନ୍ତ୍ରୀଙ୍କ ସହ ଫଟୋ ଉଠାଇଲେ ଦେବାକୁ ପଡ଼ିବ ୧୦୦ ଟଙ୍କା…
ଭୋପାଳ,୧୮।୭: ଦେଶରେ ପେଟ୍ରୋଲ୍ ଏବଂ ଗ୍ୟାସ୍ ସହିତ ଅନ୍ୟାନ୍ୟ ସାମଗ୍ରୀର ଦାମ୍ ବଢ଼ି ଚାଲିଛି। ଏପରିସ୍ଥଳେ ମଧ୍ୟପ୍ରଦେଶରେ ଏବେ ସେଲ୍ଫି ବି ମହଙ୍ଗା ହୋଇଛି। ମନ୍ତ୍ରୀଙ୍କ ସହିତ ଫଟୋ ଉଠାଇଲେ ଲୋକଙ୍କୁ ୧୦୦ ଟଙ୍କା ଦେବାକୁ ପଡିବ ବୋଲି ଖୋଦ୍ ମନ୍ତ୍ରୀ…
୨ କ୍ୟାଡର ମାଓବାଦୀଙ୍କ ଆତ୍ମସମର୍ପଣ
ମାଲକାନଗିରି,୧୮ା୭(ଡି.ଏନ୍.ଏ.): ମାଲକାନଗିରି ଗସ୍ତରେ ପୋଲିସ ମହାନିର୍ଦ୍ଦେଶକ ଅଭୟ ଆସିଥିବା ବେଳେ ଏନେଇ ତେମୁରପାଲିଠାରେ ବିଏସ୍ଏଫ୍ କ୍ୟାମ୍ପର ମାଓବାଦୀଙ୍କ ସ୍ଥିତି ନେଇ ସମୀକ୍ଷା କରିଛନ୍ତି। ତାଙ୍କ ଗସ୍ତ ସମୟରେ ଦୁଇ ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ କରିଥିବା ଜଣାପଡ଼ିଛି। ଏହି ଦୁଇ ମାଓବାଦୀଙ୍କ ମଧ୍ୟରେ…
ଗଣିତର ଏକ ପ୍ରଶ୍ନ ପାଇଁ ୨ ଘଣ୍ଟା ବିଳମ୍ବରେ ଉଡ଼ିଲା ବିମାନ, କାରଣ ଜାଣିଲେ…
ଦୀର୍ଘ ବାଟ ଯାତ୍ରା କରିବା ସମୟରେ ଲୋକଙ୍କ ମନୋରଞ୍ଜନ ପାଇଁ ଅନେକ ଜିନିଷ ରହିଥାଏ। ମାତ୍ର ବିମାନ ଯାତ୍ରା କରିବା ସମୟରେ ଜଣେ ଅର୍ଥନୈତିକ ଯେତେବେଳେ ଏକ ଗଣିତ ପ୍ରଶ୍ନ ସମାଧାନ କରୁଥିଲେ ସେତେବେଳେ ବଡ଼ ସମସ୍ୟା ଉଭା ହେଲା। ତାଙ୍କ…
ଫଣା ଟେକି ନିଜକୁ ରକ୍ଷାକରୁଥିଲା ସାପ, ଶେଷକୁ ଚାଲାକ ପଡ଼ିଗଲା ନେଉଳ
ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛି ନା କିଛି ନୂତନ ଭିଡିଓ ଏବଂ ଫଟୋ ଭାଇରାଲ ହେଉଛି। ସେଥିରୁ କେତେକ ଭିଡିଓ ଏବଂ ଫଟୋ ହସର ଖୋରାକ ଯୋଗାଉଥିବା ବେଳେ କେତେକ ଭାବପ୍ରବଣ କରିଦିଏ। ସେହିଭଳି ଟୁଇଟରରେ ଏବେ ଏକ ଭିଡିଓ…
୨୦୨୦ରେ ଜନ୍ମିତ ଏହି ଶିଶୁ ସବୁ ଜିନିଷକୁ ଭାବୁଛି ସାନିଟାଇଜର, ଭିଡିଓ ଦେଖିଲେ ହସି ହସି ଗଡ଼ିବେ
କରୋନା ମହାମାରୀ ଆସିବା ପରଠାରୁ ଏହି ଦୁଇବର୍ଷ ମଧ୍ୟରେ ଲୋକଙ୍କୁ ଏକ ନୂଆ ଅଭ୍ୟାସ ଶିଖାଇ ଦେଇଛି। ହାତକୁ ବାରମ୍ବାର ଧୋଇବା, ସାନିଟାଇଜ କରିବା ଫଳରେ କରୋନା ମହାମାରୀଠାରୁ ଦୂରେଇ ରହିବା। ଡାକ୍ତର ନିୟମିତ ଭାବରେ ହାତ ସଫା ରଖିବାକୁ ପରାମର୍ଶ…
ବେଙ୍ଗବେଙ୍ଗୁଲୀ ବାହାଘର, ଖୁସିରେ ନାଚିଲେ ଗାଁ ଲୋକେ…
ଜୟପୁର,୧୮।୭: ବର୍ଷାର କାମନା କରି ରାଜସ୍ଥାନରେ ବେଙ୍ଗବେଙ୍ଗୁଲୀ ବାହାଘର ମହା ଆଡମ୍ବରରେ ଅନୁଷ୍ଠିତ ହୋଇଛି। ଇନ୍ଦ୍ର ଦେବତାଙ୍କୁ ସନ୍ତୁଷ୍ଟ କରିବା ଲାଗି ବାରାଂ ଜିଲାର ଅଟରୁ ଗାଁରେ ଏଭଳି ନିଆରା ବିବାହ ଉତ୍ସବ ପାଳିତ ହୋଇଛି। ବର୍ତ୍ତମାନ ସୁଦ୍ଧା ଜିଲାରେ ବର୍ଷା…
Archives


