Home Left

ପୂର୍ବତନ ଗୃହମନ୍ତ୍ରୀ ଅନୀଲ ଦେଶମୁଖଙ୍କ ଘରେ ଇଡି ଅଧିକାରୀ

ମୁମ୍ବାଇ,୧୮।୭: ଆୟବହିର୍ଭୁତ ସମ୍ପତ୍ତି ଠୁଳ ମାମଲାରେ ଛନ୍ଦି ହୋଇଛନ୍ତି ମହାରାଷ୍ଟ୍ରର ପୂର୍ବତନ ଗୃହମନ୍ତ୍ରୀ ତଥା ଏନ୍‌ସିପି ନେତା ଅନୀଲ ଦେଶମୁଖ। ରବିବାର ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି)ର ୨ଟି ଟିମ୍‌ ନାଗପୁର ଜିଲାରେ ଥିବା ଦେଶମୁଖଙ୍କ ୨ଟି ଘରେ ଚଢାଉ କରିଥିଲା। ଗୋଟିଏ ଟିମ୍‌…

ସାମସନଙ୍କ ପିଛା ଛାଡ଼ୁନି ଦୁର୍ଭାଗ୍ୟ

କଲମ୍ବୋ,୧୮।୭: ଭାରତୀୟ ଉଇକେଟକିପର ବ୍ୟାଟ୍ସମ୍ୟାନ ସଞ୍ଜୁ ସାମସନଙ୍କ ପିଛା ଛାଡ଼ୁନି ଦୁର୍ଭାଗ୍ୟ। ରବିବାର ଶ୍ରୀଲଙ୍କା ବିପକ୍ଷ ପ୍ରଥମ ଦିନିକିଆ ପୂର୍ବରୁ ଆହତ ସମସ୍ୟା କାରଣରୁ ଦଳରୁ ବାଦ୍‌ ପଡ଼ିଛନ୍ତି ଏହି ଷ୍ଟାର ବ୍ୟାଟ୍ସମ୍ୟାନ। ଟ୍ରେନିଂ ସେସନରେ ତାଙ୍କ ଆଣ୍ଠୁରେ ଆଘାତ ଲାଗିଥିଲା।…

ଝିଅର ଜୀବନ ବଞ୍ଚାଇବା ପାଇଁ ଚିତାବାଘ ସହ ଲଢିଲେ ମା’

ପୁଣେ,୧୮।୭: ମହାରାଷ୍ଟ୍ରର ଚନ୍ଦ୍ରପୁର ଅଞ୍ଚଳରେ ଏକ ଲୋକ ଟାଙ୍କୁରା ଘଟଣା ଘଟିଛି। ନିଜ ୫ ବର୍ଷର ଝିଅକୁ ବଞ୍ଚାଇବା ପାଇଁ ମା’ ଏକ ଚିତାବାଘ ସହ ଲଢିଛନ୍ତି। ଚିତାବାଘ କବଳରୁ ଝିଅକୁ ଉଦ୍ଧାର ପାଇଁ ସାହାସୀ ମା’ ଜଣଙ୍କ ଠେଙ୍ଗାର ସହାୟତା…

ବଜରଙ୍ଗି ଭାଇଜାନ ଭୂମିକାରେ ପୁଣି ଆସିବେ ସଲମାନ!

ମୁମ୍ବାଇ: ସୁପରଷ୍ଟାର ସଲମାନ ଖାଁଙ୍କ ଅଭିନୀତ ଫିଲ୍ମ ବଜରଙ୍ଗି ଭାଇଜାନକୁ ଜୁଲାଇ ୧୭ରେ ୬ ବର୍ଷ ପୂରଣ ହୋଇଛି । ଏହି ଫିଲ୍ମ ସବୁ ସଫଳତାର ରେକର୍ଡ ଭାଙ୍ଗି ଦେଇଥିବା ବେଳେ ଏହାର ସକସେସ୍ ସଲମାନଙ୍କ ଷ୍ଟାରଡମକୁ ଆହୁରି ବଢାଇ ଦେଇଥିଲା…

୫ ମହଲା କୋଠା ଉପରକୁ ଚଢିଗଲା ଅଟୋ: ଆଉ ତା’ପରେ

ଭୋପାଳ,୧୮।୭: ମମଧ୍ୟପ୍ରଦେଶର ଏକ ସରକାରୀ ହସ୍ପିଟାଲରେ ରବିବାର ଏକ ଅଜବ ଘଟଣା ଦେଖିବାକୁ ମିଳିଛି। ହସ୍ପିଟାଲ ଜିନିଷ ନେଇ ଆସିଥିବା ଏକ ଅଟୋ ଅଚାନକ ୫ ମହଲା ଉପରକୁ ଚଢିଯାଇଥିଲା। ରୋଗୀ ଆସୁଥିବା/ଯାଉଥିବା ଶିଡ଼ିରେ ଧଡ୍‌ ଧଡ୍‌ ହୋଇ ଅଟୋଟି ୫…

ବ୍ରିଟେନ ସ୍ୱାସ୍ଥ୍ୟମନ୍ତ୍ରୀ କରୋନା ପଜିଟିଭ, ନେଇ ସାରିଥିଲେ ଟିକା

ଲଣ୍ଡନ,୧୮ ।୭: ବ୍ରିଟେନର ସ୍ୱାସ୍ଥ୍ୟମନ୍ତ୍ରୀ ସାଜିଦ ଜାଭିଦ କରୋନାରେ ପୀଡ଼ିତ ହୋଇଥିବା ନିଜେ ସୂଚନା ଦେଇଛନ୍ତି । ଏବେ ସେ କ୍ୱାରାଣ୍ଟାଇନରେ ଥିବା ବେଳେ ତାଙ୍କଠାରେ ହାଲକା ଲକ୍ଷଣ ଥିବା ସେ କହିଛନ୍ତି । ସୌଭାଗ୍ୟ ବଶତଃ ସେ ଟିକା ନେଇଯାଇଥିବାରୁ…

କ୍ୟାପ୍‌ଟେନ୍‌, ସିଦ୍ଧୁଙ୍କ ମଧ୍ୟରେ ବିବାଦ ତେଜିଲା

ଚଣ୍ଡିଗଡ଼,୧୮।୭: ପଞ୍ଜାବର ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂ ଏବଂ ବିଦ୍ରୋହୀ ବିଧାୟକ ନବଜୋତ ସିଂ ସିଦ୍ଧୁଙ୍କ ମଧ୍ୟରେ ବିବାଦ ତୀବ୍ର ହେବାରେ ଲାଗିଛି। ରାଜ୍ୟ କଂଗ୍ରେସ ସଭାପତି ସୁନୀଲ ଜାଖଡ ସୋମବାର ୮୦ ଜଣ ବିଧାୟକ ଏବଂ ଦୁଇ ଡଜନରୁ ଅଧିକ…

୧୩ ବଲ୍‌ରେ ବିସ୍ଫୋରକ ଇନିଂସ ଖେଳିଲେ ଏହି କ୍ରିକେଟର୍‌: ଚର୍ଚ୍ଚାରେ ତାଙ୍କ ଛକା

ନୂଆଦିଲ୍ଲୀ,୧୮।୭: ଆଫଗାନିସ୍ତାନର ଷ୍ଟାର୍‌ ବୋଲର୍‌ ରଶିଦ୍‌ ଖାନ ଭିଟାଲିଟି ଟି-୨୦ ବ୍ଲାଷ୍ଟରେ ନିଜ ବ୍ୟାଟ୍‌ରେ ଚମତ୍କାର ପ୍ରଦର୍ଶନ କରିଛନ୍ତି। ସସେକ୍ସ ପକ୍ଷରୁ ଖେଳୁଥିବା ରଶିଦ୍‌ ହାମ୍ପସାୟର ବିପକ୍ଷରେ ସେ ଏକ ବିସ୍ଫୋରକ ଇନିଂସ ଖେଳିଥିଲେ। ସେ ଭାରତର ପୂର୍ବତନ ଅଧିନାୟକ ମହେନ୍ଦ୍ର…

ସର୍ବଦଳୀୟ ବୈଠକରେ କୃଷି ଆଇନ, ମୂଲ୍ୟ ବୃଦ୍ଧିକୁ ନେଇ କେନ୍ଦ୍ର ସରକାରଙ୍କୁ ଘେରିଲେ ବିରୋଧି

ନୂଆଦିଲ୍ଲୀ,୧୮ ।୭: ସଂସଦର ମୌସୁମୀ ଅଧିବେଶନ ସୋମବାରଠାରୁ ଆରମ୍ଭ ହେବାକୁ ଯାଉଛି । ଏାର ଠିକ୍ ଗୋଟିଏ ଦିନ ପୂର୍ବରୁ ଅର୍ଥାତ୍ ରବିବାର ସରକାରଙ୍କ ଦ୍ୱାରା ଡକାଯାଇଥିବା ସର୍ବଳୀୟ ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯୋଗ ଦେଇଥିଲେ । ଏହି ସମୟରେ…

ଅଧିନାୟକ ଭାବେ ପଡିଆକୁ ଓହ୍ଲାଇବା ମାତ୍ରେ ନିଆରା ରେକର୍ଡ ସୃଷ୍ଟି କଲେ ଧାଓ୍ବନ୍‌

କଲମ୍ବୋ,୧୮।୭: ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ପ୍ରଥମ ଦିନିକିଆ କଲମ୍ବୋରେ ଆରମ୍ଭ ହୋଇଯାଇଛି। ଏହି ମ୍ୟାଚରେ ଶ୍ରୀଲଙ୍କା ଟସ ଜିତିବା ପରେ ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ବତ୍ତି ନେଇଥିଲା। ଶିଖର ଧାୱନ ପ୍ରଥମ ଥର ପାଇଁ ଟିମ୍‌ ଇଣ୍ଡିଆର ଅଧିନାୟକ ଦାୟିତ୍ୱ…

ସାଙ୍ଗ ନିକଟରେ ଲକ୍ଷାଧିକ ଟଙ୍କା ଥିବା ଜାଣି, ନୃଶଂସ ସାଜିଥିଲେ ଅଭିଯୁକ୍ତ

ଝାରସୁଗୁଡ଼ା ଅଫିସ,୧୮।୭ : ଝାରସୁଗୁଡା ବେହେରାମାଲ ଦୁର୍ଗା ମନ୍ଦିର ନିକଟ ଗଳିରେ ଗୁରୁବାର ବିପିନ ସାହା ନାମକ ଯୁବକଙ୍କୁ ହତ୍ୟାକରି ଅଭିଯୁକ୍ତ ଫେରାର ହୋଇଯାଇଥିଲା । ପୋଲିସ ହତ୍ୟାକାଣ୍ଡର ପର୍ଦ୍ଦାଫାଶ କରିବାରେ ସଫଳ ହୋଇଛି । ଏଥିରେ ସମ୍ପୃକ୍ତ ମୃତ ଯୁବକଙ୍କ…

ଜନ୍ମଦିନରେ ଏହି କ୍ରିକେଟର୍‌ଙ୍କୁ ମିଳିଲା ବଡ଼ ଉପହାର

କଲମ୍ବୋ,୧୮।୭: ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ପ୍ରଥମ ଦିନିକିଆ କଲମ୍ବୋରେ ଆରମ୍ଭ ହୋଇଯାଇଛି। ଏହି ମ୍ୟାଚ୍‌ରେ ଇଶାନ କିଶନ ଏବଂ ସୂର୍ଯ୍ୟ କୁମାର ଯାଦବ ଦିନିକିଆ ଡେବ୍ୟୁ କରିବେ। ଏହା କିଷାନଙ୍କ ପାଇଁ ଏହା ସ୍ବତନ୍ତ୍ର ମ୍ୟାଚ୍‌। କାରଣ ଆଜି ତାଙ୍କର…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri