Home Left

ଆସାମରେ ଡ୍ରଗ୍ସ ପୋଡ଼ା ଅଭିଯାନ

ଆସାମରେ ଦୁଇ ମାସ ମଧ୍ୟରେ ଜବତ ହୋଇଥିବା ୧୭୦ କୋଟି ଟଙ୍କାରୁ ଊର୍ଦ୍ଧ୍ୱ ମୂଲ୍ୟର ନିଶାଦ୍ରବ୍ୟକୁ ନଷ୍ଟ କରାଯିବ। ଏଥିପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଦୁଇଦିନିଆ ନିଶାଦ୍ରବ୍ୟ ପୋଡ଼ା ଅଭିଯାନ ଆରମ୍ଭ ହୋଇଛି। ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା ଶନିବାର ଦୁଇଟି…

ଚତୁର୍ଥ ଥର ରାଷ୍ଟ୍ରପତି ହେଲେ ଅସାଦ

ଡମାସକସ୍‌, ୧୮ା୭: ଯୁଦ୍ଧ ପ୍ରଭାବିତ ସିରିଆର ରାଷ୍ଟ୍ରପତି ଭାବେ ଚତୁର୍ଥ ଥର ପାଇଁ ଶନିବାର ଶପଥ ଗ୍ରହଣ କରିଛନ୍ତି ବଶାର ଅଲ୍‌ ଅସାଦ। ଗତ ମେ’ରେ ହୋଇଥିବା ନିର୍ବାଚନକୁ ବିରୋଧୀ ଦଳ ଓ ପାଶ୍ଚାତ୍ୟ ଦେଶଗୁଡ଼ିକ ବେଆଇନ ବୋଲି ଦର୍ଶାଇଥିଲେ ହେଁ…

ଜର୍ମାନୀ, ବେଲ୍‌ଜିୟମ୍‌ ବନ୍ୟା ମୃତ୍ୟୁସଂଖ୍ୟା ୧୫୭

ଓ୍ବାସେନ୍‌ବର୍ଗ, ୧୮।୭: ଜର୍ମାନୀ ଓ ବେଲ୍‌ଜିୟମରେ ପ୍ରଳୟଙ୍କରୀ ବନ୍ୟାରେ ମୃତ୍ୟୁସଂଖ୍ୟା ୧୫୭କୁ ବୃଦ୍ଧି ପାଇଛି। ପଶ୍ଚିମ ଜର୍ମାନୀରେ ୧୩୩ ଜଣଙ୍କ ଜୀବନ ଯାଇଛି। ଏହା ଅର୍ଦ୍ଧଶତାବ୍ଦୀ ମଧ୍ୟରେ ଜର୍ମାନୀରେ ସବୁଠୁ ଭୟାବହ ପ୍ରାକୃତିକ ବିପର୍ଯ୍ୟୟ ବୋଲି କୁହାଯାଉଛି। ଉଦ୍ଧାର କାର୍ଯ୍ୟ ଜାରି…

ଖରା, ପବନରେ ମିଳାଇଯିବ ପ୍ଲାଷ୍ଟିକ୍‌

ବେଜିଂ, ୧୮ା୭: ପରିବେଶ ପ୍ରଦୂଷଣର ପ୍ରମୁଖ କାରଣ ପାଲଟିଛି ପ୍ଲାଷ୍ଟିକ୍‌ ସାମଗ୍ରୀର ବହୁଳ ବ୍ୟବହାର। ନଷ୍ଟ ହେବା ପାଇଁ ଶହ ଶହ ବର୍ଷ ଲାଗିଯାଉଥିବାରୁ ପ୍ଲାଷ୍ଟିକ୍‌ ବର୍ଜ୍ୟ ସମଗ୍ର ଜୀବଜଗତକୁ ବିପଦମୁହଁକୁ ଠେଲି ଦେଇଛି। ଏହା ଭିତରେ ପ୍ଲାଷ୍ଟିକ୍‌ ଓ୍ବେଷ୍ଟେଜ୍‌ ବିରୋଧୀ…

ରୁମ୍‌ ଭିତରକୁ ଶୋଇବାକୁ ଗଲେ ମହିଳା, ବେଡ୍‌ ତଳେ ଥିଲେ ୧୮ ସାପ; ଆଉ ତା’ ପରେ…

ଓ୍ବାଶିଂଟନ୍‌: ଭାବିଲେ ଆପଣ ରାତିରେ ସବୁ କାମ ସାରି ଶୋଇବାକୁ ବେଡ୍‌କୁ ଯିବେ। ଆଉ ବେଡ୍‌ ତଳେ ଦେଖିବେ ଗୋଟିଏ କି ଦୁଇଟି ନୁହେ, ଏକାବେଳକେ ୧୮ ସାପ। ଆପଣଙ୍କ ଅବସ୍ଥା କ’ଣ ହେବ କହିଲେ… ସେମିତି ଏକ ଘଟଣା ଘଟିଛି…

ଏହି ଅଭିନେତ୍ରୀ ମାତ୍ର ୩ ବର୍ଷ ବୟସରେ ଫିଲ୍ମରେ କରିଥିଲେ ଡେବ୍ୟୁ

ବଲିଉଡଜଗତର କିଛି ତାରକା ଅଛନ୍ତି ଯେଉଁମାନେ ଖୁବ କମ ବୟସରେ ଅଭିନୟ ଦୁନିଆରେ ପାଦ ଥାପିଥିଲେ। ବିଶେଷକରି ସେମାନେ ଶିଶୁକଳାକାର ଭାବେ ଫିଲ୍ମରେ ଡେବ୍ୟୁ କରିଥିଲେ। ସେମାନଙ୍କ ମଧ୍ୟରୁ ଉର୍ମିଲା ମାତୋଣ୍ଡକର ଜଣେ। ପିଲାଦିନେ ମଧ୍ୟ ତାଙ୍କ ଅଭିନୟକୁ ଦର୍ଶକ ବେଶ…

ବିନା ମାସ୍କରେ ପରୀକ୍ଷା ଦେଇପାରିବେ ନାହିଁ

ଭୁବନେଶ୍ୱର,୧୭।୭: ଆସନ୍ତା ୩୦ରୁ ଅଗଷ୍ଟ ୫ ତାରିଖ ପର୍ଯ୍ୟନ୍ତ ମାଟ୍ରିକ୍‌ ଅଫ୍‌ଲାଇନ ପରୀକ୍ଷା ହେବ। ବିନା ମାସ୍କରେ ଛାତ୍ରୀଛାତ୍ର ପରୀକ୍ଷା ଦେଇପାରିବେ ନାହିଁ। ଶୁକ୍ରବାର ଏଭଳିି ଚେତାବନୀ ଦେଇଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ସଚିବ ସତ୍ୟବ୍ରତ ସାହୁ। ସମ୍ପୂର୍ଣ୍ଣ କୋଭିଡ୍‌ ଗାଇଡଲାଇନ୍‌ରେ…

୪ ଦିନ ଲାଗିରହିବ ବର୍ଷା

ଭୁବନେଶ୍ୱର, ୧୭।୭(ବ୍ୟୁରୋ): ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ଆସନ୍ତା ୨୧ ତାରିଖ ବେଳକୁ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି। ଏ ନେଇ ଭାରତୀୟ ପାଣିପାଗ ବିଭାଗ ସୂଚନା ଦେଇଛି। ଏହାର ପ୍ରଭାବରେ ୧୮ତାରିଖରୁ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ହେବାର…

ପ୍ରକାଶ ପାଇଲା ୟୁଜିସି ଏକାଡେମିକ କ୍ୟାଲେଣ୍ଡର

ଭୁବନେଶ୍ୱର,୧୭।୭(ବ୍ୟୁରୋ): କରୋନା ସଂକ୍ରମଣ ଭିତରେ ୟୁଜିସି ପକ୍ଷରୁ ୨୦୨୧-୨୨ ଶିକ୍ଷାବର୍ଷ ପାଇଁ ଗାଇଡଲାଇନ ଜାରି କରାଯାଇଛି। ଦେଶର ବିଭିନ୍ନ କଲେଜ ଓ ବିଶ୍ୱବିଦ୍ୟାଳୟ କରୋନା ସମୟରେ କିପରି ପାଠପଢ଼ା ଆରମ୍ଭ କରିବେ, ସେନେଇ ଗାଇଡ଼ଲାଇନରେ ଉଲ୍ଲେଖ କରାଯାଇଛି। ଆସନ୍ତା ଶିକ୍ଷାବର୍ଷ ପାଇଁ…

ୟୁପିରେ କାଉଡିଆ ଯାତ୍ରା ବନ୍ଦ

ଲକ୍ଷ୍ନୌ, ୧୭ା୭: କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଉତ୍ତରପ୍ରଦେଶ ସରକାର ରାଜ୍ୟରେ କାଉଡିଆ ଯାତ୍ରାକୁ ଶନିବାର ବାତିଲ କରିଛନ୍ତି। କାଉଡିଆ ଯାତ୍ରାର ନିଷ୍ପତ୍ତିର ପୁନର୍ବିଚାର କରିବା ପାଇଁ ଶୁକ୍ରବାର ସୁପ୍ରିମକୋର୍ଟ ଯୋଗୀ ଆଦିତ୍ୟନାଥ ସରକାରଙ୍କୁ ପରାମର୍ଶ ଦେଇଥିଲେ। ସୋମବାର ସୁଦ୍ଧା ସରକାର…

ଗାଦି ଛାଡ଼ିବି ନାହିଁ

ନୂଆଦିଲ୍ଲୀ, ୧୭।୭: କର୍ନାଟକ ମୁଖ୍ୟମନ୍ତ୍ରୀ ବି.ଏସ୍‌. ୟେଦୁରପ୍ପା ଇସ୍ତଫା ଦେବା ନେଇ ଚର୍ଚ୍ଚା ଜୋର୍‌ ଧରିଛି। ହେଲେ ସେ ଏହାକୁ ଏକ ଗୁଜବ କହି ଖଣ୍ଡନ କରିଛନ୍ତି। କର୍ନାଟକ ସରକାରରେ ନେତୃତ୍ୱ ପରିବର୍ତ୍ତନ ହେବନାହିଁ ବୋଲି ୟେଦୁରପ୍ପା ସ୍ପଷ୍ଟ କରିଛନ୍ତି। ଶୁକ୍ରବାର…

ମୁଖ୍ୟମନ୍ତ୍ରୀଙ୍କ ନାଁରେ ଏଫ୍‌ଆଇଆର୍‌ ନ ହେବାରୁ ଧାରଣାରେ ଆଇଏଏସ୍‌ ଅଫିସର

ନୂଆଦିଲ୍ଲୀ,୧୭।୭: ମୁଖ୍ୟ ସଚିବ ସ୍ତରର ଜଣେ ଆଇଏଏସ୍‌ ଅଧିକାରୀ ପ୍ରମାଣ ସହ ଏଫ୍‌ଆଇଆର୍‌ ଦାୟର କରିବାକୁ ଥାନାକୁ ଆସିଛନ୍ତି। କିନ୍ତୁ ଏହାକୁ ରେଜିଷ୍ଟର କରାଯାଉ ନାହିଁ। ମୁଖ୍ୟମନ୍ତ୍ରୀ ଉତ୍ତମ ଶାସନ କଥା କହୁଛନ୍ତି। ହେଲେ ତାଙ୍କ ବିରୋଧରେ ଅଭିଯୋଗ ଆସିଲେ, ମାମଲା…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri