ହାତକୁ ଦି’ହାତ ହେବେ ମୌନୀ ରାୟ!

ମୁମ୍ବାଇ : ବଲିଉଡ୍‌ରେ ବିବାହ ଋୁତୁ ଆରମ୍ଭ ହୋଇ ଯାଇଛି । କିଛି ସେଲିବ୍ରିଟି ଏହାରି ମଧ୍ୟରେ ହାତକୁ ଦି’ହାତ ହୋଇ ସାରି ଥିବା ବେଳେ ଆଉ କିଛି ଜଣଙ୍କ ହାତଗଣ୍ଠି ପଡିବାକୁ ଯାଉଥିବା ନେଇ ଚର୍ଚ୍ଚା ହେଉଛି । ତେବେ ଏହି ଲିଷ୍ଟରେ ଏବେ ଅଭିନେତ୍ରୀ ମୌନୀ ରାୟଙ୍କ ନାଁ ଯୋଡି ହେବାକୁ ଯାଉଛି । ସେ ଖୁବଶୀଘ୍ର ବିବାହ କରିବାକୁ ଯାଉଛନ୍ତି ବୋଲି ଶୁଣିବାକୁ ମିଳୁଛି। ନିକଟରେ ତାଙ୍କର ବିବାହ ତାରିଖ ମଧ୍ୟ ସାମ୍ନାକୁ ଆସିଛି । ସେ ତାଙ୍କର ଦୀର୍ଘ ଦିନର ବୟଫ୍ରେଣ୍ଡ ସୁରଜ ନାମ୍ବିୟାରଙ୍କୁ ୨୭ ଜାନୁୟାରୀରେ ବିବାହ କରିବାକୁ ଯାଉଛନ୍ତି ବୋଲି ଶୁଣିବାକୁ ମିଳୁଛି।

ତେବେ ତାଙ୍କ ବିବାହ ଦେଶରେ ନୁହେଁ ବରଂ ବିଦେଶରେ ହେବ । ଏହି ସବୁ ଖବରକୁ ମୌନଙ୍କର ଜଣେ ଭଉଣୀ ବିବାହ ବିଷୟରେ ଖୁଲାସା କରିଛନ୍ତି। ହେଲେ ଏବେ ଯାଏ ମୌନୀ କୌଣସି ଘୋଷଣା କରି ନାହାନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ଗର୍ଲଫ୍ରେଣ୍ଡ୍‌ଙ୍କ ଜନ୍ମଦିନରେ ସଲମାନ ଉପହାର ଦେଲେ ହୀରା ମୁଦି

ବଲିଉଡ ଭାଇଜାନ୍‌ ସଲମାନ ଖାନଙ୍କ ତଥାକଥିତ ଗର୍ଲଫ୍ରେଣ୍ଡ୍‌ ଲୁଲିଆ ଭନ୍ତୁର ନିକଟରେ ନିଜ ଜନ୍ମଦିନ ପାଳନ କରିଛନ୍ତି। ମା’ ସଲମାଙ୍କ କଥା ମାନି ସେ ଏହି...

ଦୀପିକା ବାହାରୁ ଯେତିକି ସୁନ୍ଦର ଭିତରୁ ତା’ଠାରୁ ଅଧିକ ସୁନ୍ଦର: ଅନନ୍ୟା

ମୁମ୍ବାଇ: ଏବେ ଲକ୍‌ଡାଉନ ଚାଲିଥିବାରୁ ବଲଉଡ୍‌ର ସମସ୍ତ ଶୁଟିଂ ବନ୍ଦ ରହିଛି। ହେଲେ ଆଗକୁ କିଛି ଫିଲ୍ମର ଶୁଟିଂ ପାଇଁ ସବୁକିଛି ଧାର୍ଯ୍ୟ କରାଗଲାଣି ବୋଲି...

ଅମିତାଭ ବଚ୍ଚନଙ୍କ ଗୋଟିଏ ଟୁଇଟ୍‌ ଯୋଗୁ ରାତାରାତି ଷ୍ଟାର ପାଲଟିଲେ ଏହି ଯୁବତୀ

ନିକଟରେ ଅମିତାଭ ବଚ୍ଚନ ଏକ ଯୁବତୀଙ୍କ ଭିଡିଓ ନିଜ ଟୁଇଟରରେ ଶେୟାର କରିଥିଲେ ଟୁଇଟ କରି ଯୁବତୀଙ୍କୁ ପ୍ରଶଂସା କରି କହିଥିଲେ ଯେ ସେ ଜଣେ...

ମୋ’ ଯୋଗୁ ଭାରତୀୟ ରେଳ ବିଭାଗର ଆୟ ବଢ଼ିଗଲା: କରିନା

ବମ୍ବେ: ପୁଣି ଟ୍ରୋଲ ହେଉଛନ୍ତି ବଲିଉଡ୍‌ ଅଭିନେତ୍ରୀ କରିନା କପୁର ଖାଁ। ହେଲେ ଏଥର ଫିଲ୍ମ ବାବଦରେ ନୁହେଁ ବରଂ ଭାରତୀୟ ରେଳ ବିଭାଗ ବିଷୟରେ...

ସଲମାନଙ୍କୁ ଭେଟିବା ପାଇଁ ୧୧୦୦ କିମି ସାଇକେଲ୍‌ ଚଲାଇ ଆସିଲେ ପ୍ରଶଂସକ

ଦବଙ୍ଗ ଷ୍ଟାର ସଲମାନ ଖାନ୍‌ଙ୍କ ପ୍ରଶଂସକ କେବଳ ଭାରତରେ ନୁହେଁ, ବିଶ୍ୱର ଅନେକ ଦେଶରେ ଅଛନ୍ତି। ତାଙ୍କୁ ଭେଟିବାକୁ ପ୍ରଶଂସକ ବେଳେବେଳେ ସୀମା ଟପିଯାନ୍ତି। ନିକଟରେ...

ବଲିଉଡ୍‌ର ଲଭର୍‌ବଏ ଥିଲେ ଏହି ଅଭିନେତା: ୩୦୮ଜଣଙ୍କୁ କରିଥିଲେ ଡେଟ୍‌

ବମ୍ବେ: ବଲିଉଡ୍‌ରେ ଅନେକ ପ୍ରେମ କାହାଣୀ ଗଢ଼ି ଉଠିଛି। ସେଥିରୁ କିଛି ସଫଳ ତ କିଛି ହୋଇଛି ବିଫଳ। ଏହାକୁ ନେଇ ଚର୍ଚ୍ଚାରେ ମଧ୍ୟ ରହିଥାନ୍ତି...

ଦର୍ଶକଙ୍କ ମନର କଥାକୁ ନାଟକରେ ପ୍ରତିଫଳିତ କରିଥାଏ

ସତେଯେମିତି ପିଲାଟିଦିନରୁ ତାଙ୍କୁ ଅଭିନୟ ନିଶା ଘାରିଥିଲା। ସେତେବେଳେ ଗଁ। ଗହଳିରେ ନାଟକ, ନୃତ୍ୟନାଟିକା, ପାଲା, ଧୁଡୁକି, ଦାସକାଠିଆ ଆଦି ଦେଖିବା ତାଙ୍କର ଏକ ଅଭ୍ୟାସ...

ନୂଆ ଭୂମିକାରେ ନଜର ଆସିବେ ଜରିନ

ମୁମ୍ବାଇ: ‘ହାଉସଫୁଲ-୨’, ‘ହେଟ୍‌ଷ୍ଟୋରୀ-୩’ ଭଳି ଫିଲ୍ମରେ ଅଭିନୟ କରି ବଲିଉଡ୍‌ରେ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି ଅଭିନେତ୍ରୀ ଜରିନ ଖାନ୍‌। ତେବେ ତାଙ୍କର ଅପ୍‌କମିଂ...

Advertisement
Archives

Model This Week