Posted inଖେଳ

ଟେନ୍‌ସନ୍‌ ବଢାଇଲା ନ୍ୟୁଜିଲାଣ୍ଡ

କାନପୁର,୨୯।୧୧: କାନପୁରରେ ଖେଳାଯାଉଥିବା ପ୍ରଥମ ଟେଷ୍ଟ ମ୍ୟାଚରେ ଜିତିବା ପାଇଁ ନ୍ୟୁଜିଲାଣ୍ଡକୁ ଭାରତ ୨୮୪ ରନ ଟାର୍ଗେଟ ଦେଇଛି। ଏବେ ବୋଲରଙ୍କ ଉପରେ ଭାରତର ବିଜୟ ସମ୍ପୂର୍ଣ୍ଣ ନିର୍ଭର କରେ। ନ୍ୟୁଜିଲାଣ୍ଡ ଭାରତର ଟେନ୍‌ସନ୍‌କୁ ବଢାଇ ଦେଇଛି। ପଞ୍ଚମ ଦିନ ଏକ ଘଣ୍ଟାର ଖେଳ ସରିଛି କିନ୍ତୁ ଭାରତକୁ ଗେଟିଏ ବି ସଫଳତା ମିଳି ପାରି ନାହିଁ। ଟମ ଲାଥାମ ଏବଂ ୱିଲିୟମ ସମରଭିଲ୍‌ କ୍ରିଜରେ ଅଛନ୍ତି। ଚତୁର୍ଥ ଦିନର ଖେଳ ଶେଷ ହେବା ପୂର୍ବରୁ ମଧ୍ୟ ନ୍ୟୁଜିଲାଣ୍ଡ ୪ ରନରେ ଗୋଟିଏ ଉଇକେଟ୍‌ ହରାଇଥିଲା।
ମ୍ୟାଚ୍‌ର ଚତୁର୍ଥ ଦିନରେ ୭ ଉଇକେଟ୍‌ ହରାଇ ୨୩୪ ସ୍କୋର କରିବା ପରେ ଟିମ ଇଣ୍ଡିଆ ଦ୍ୱିତୀୟ ଇନିଂସ ଘୋଷଣା କରିଥିଲା। ପ୍ରଥମ ଇନିଂସରେ ଶତକ ହାସଲ କରିଥିବା ଶ୍ରେୟାସ ଆୟର ଦ୍ୱିତୀୟ ଇନିଂସରେ ଅର୍ଦ୍ଧଶତକ ହାସଲ କରିଥିଲେ। ଏହା ବ୍ୟତୀତ ଉଇକେଟ କିପର ବ୍ୟାଟ୍ସମ୍ୟାନ ରିଦ୍ଧିମାନ ସାହା ମଧ୍ୟ ୬୧ ରନର ଏକ ଗୁରୁତ୍ୱପୂର୍ଣ୍ଣ ଇନିଂସ ଖେଳିଥିଲେ। ପ୍ରଥମ ଇନିଂସରେ ଭାରତ ୩୪୫ ସ୍କୋର କରିଥିବାବେଳେ ନ୍ୟୁଜିଲାଣ୍ଟ ୨୯୬ ରନ ସଂଗ୍ରହ କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

କରୋନା ଭୟରେ ଆଇପିଏଲ୍‌ ପୂର୍ବରୁ କ୍ୟାମ୍ପ କରିବାକୁ ଚାହୁଁ ନ ଥିଲା ଚେନ୍ନାଇ ସୁପରକିଙ୍ଗ୍ସ: ଧୋନୀଙ୍କ ଯୋଗୁ ଏପରି ବଦଳିଥିଲା ନିଷ୍ପତ୍ତି

ନୂଆଦିଲ୍ଲୀ,୨୮।୮: ସେପ୍ଟେମ୍ବର ୧୭ରୁ ଆରମ୍ଭ ହେବାକୁ ଯାଉଛି ଆଇପିଏଲ୍‌-୧୩। ଏହାକୁ ନେଇ ସମସ୍ତ ଟିମ୍‌ ୟୁଏଇରେ ପହଞ୍ଚିସାରିଲେଣି। ୟୁଏଇ ଗସ୍ତ ପୂର୍ବରୁ କେବଳ ଚେନ୍ନାଇ ସୁପରକିଙ୍ଗ୍ସ...

ବାଂଲାଦେଶର ପୂର୍ବତନ ସ୍ପିନର ମୋଶାରାଫ୍‌ ପଜିଟିଭ୍‌

ଢାକା, ୧୧ା୮ (ପି.ଟି.)-ବାଂଲାଦେଶର ପୂର୍ବତନ ବାମହାତୀ ସ୍ପିନର ମୋଶାରାଫ୍‌ ହୋସେନ୍‌ଙ୍କ କୋଭିଡ୍‌-୧୯ ଟେଷ୍ଟରେ ପଜିଟିଭ ଆସିଛି। ଜାତୀୟ ଦଳ ତରଫରୁ ଏହି ଖେଳାଳି ୫ ଅନ୍ତର୍ଜାତୀୟ...

ବିଜେତା ଇଂଲଣ୍ଡକୁ ମିଳିଲା ନାହିଁ ଅସଲି ଟ୍ରଫି

ଲଣ୍ଡନ,୧୫।୭:୨୦୧୯ ଆଇସିସି ବିଶ୍ୱକପର ଫାଇନାଲ ମୁକାବିଲା କ୍ରିକେଟର ମକ୍କା କୁହାଯାଉଥିବା ଲର୍ଡସ ପଡିଆରେ ରବିବାର ଶେଷ ହୋଇଛି। ନ୍ୟୁଜିଲାଣ୍ଡକୁ ପରାସ୍ତ କରି ଆୟୋଜକ ଇଂଲଣ୍ଡ ଷଷ୍ଠ...

ଏସିଆ କପ୍‌ ଯୋଗ୍ୟତା ପର୍ଯ୍ୟାୟ କାର୍ଯ୍ୟସୂଚୀ ଘୋଷଣା

ନୂଆଦିଲ୍ଲୀ,୧୦।୮: ଏସିଆ କପ ୨୦୨୨ କ୍ୱାଲିଫାୟର କାର୍ଯ୍ୟସୂଚୀ ପ୍ରକାଶ ପାଇଛି। ଏସିଆନ କ୍ରିକେଟ ପରିଷଦ ପକ୍ଷରୁ ବୁଧବାର ଏ ସମ୍ପର୍କରେ ସୂଚନା ଦିଆଯାଇଛି। ୪ଟି ଟୁର୍ନାମେଣ୍ଟ...

ଏଫ୍‌ଆଇଏଚ୍‌ ସିରିଜ ଫାଇନାଲ୍ସ: ଜାପାନକୁ ୩ୟ ସ୍ଥାନ

ଭୁବନେଶ୍ୱର, ୧୬।୬(କ୍ରୀଡ଼ା ପ୍ରତିନିଧି)- କଳିଙ୍ଗ ଷ୍ଟାଡିୟମରେ ଅନୁଷ୍ଠିତ ଏଫ୍‌ଆଇଏଚ୍‌୍‌ ସିରିଜ ଫାଇନାଲ୍ସ ହକି ଟୁର୍ନାମେଣ୍ଟରେ ଜାପାନ ତୃତୀୟ ସ୍ଥାନ ହାସଲ କରିଛି। ଶେଷ ମୁହୂର୍ତ୍ତରେ କେନ୍‌ତା...

ଥିରିମାନେ, ସନକାଙ୍କୁ ପାକିସ୍ତାନ ଗସ୍ତର ନେତୃତ୍ୱ

କଲମ୍ବୋ, ୧୧।୯ (ଏଏଫ୍‌ପି): ବହୁଚର୍ଚ୍ଚିତ ପାକିସ୍ତାନ ଗସ୍ତ ଲାଗି ବୁଧବାର ଶ୍ରୀଲଙ୍କା ସୀମିତ ଓଭର କ୍ରିକେଟ ଦଳ ଘୋଷଣା କରାଯାଇଛି। ଲାହିରୁ ଥିରିମାନେଙ୍କୁ ଦିନିକିଆ ଓ...

କୋହଲିଙ୍କ ଜବରଦସ୍ତ ଶତକ: ଭାରତ ୫୭୧ ରନ୍‌ରେ ଅଲଆଉଟ୍‌

ଅହମ୍ମଦାବାଦ୍‌,୧୨।୩: ଭାରତର ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯାଉଥିବା ଚତୁର୍ଥ ଟେଷ୍ଟରେ ବିରାଟ କୋହଲି ଜବରଦସ୍ତ ଶତକ ହାସଲ କରିଛନ୍ତି। ତାଙ୍କ ଶତକ ଆଧରରେ ଭାରତ ପ୍ରଥମ...

ବହୁତ କଠିନ ସମୟ ଥିଲା, ବାପା ୨-୩ ଦିନ ଭୋକରେ ଥିଲେ: ରିଙ୍କୁ

ମୁମ୍ବାଇ,୨୦।୫: ଶେଷ ମ୍ୟାଚ୍‌ରେ ନିଜର ଦମ୍‌ଦାର ବ୍ୟାଟିଂକୁ ନେଇ ଚର୍ଚ୍ଚାରେ କୋଲକାତା ନାଇଟ୍‌ ରାଇଡର୍ସର ବ୍ୟାଟ୍ସମ୍ୟାନ୍‌ ରିଙ୍କୁ ସିଂ। ମାତ୍ର ୧୫ ବଲ୍‌ରେ ୪୦ ରନ୍‌ର...

Advertisement
Archives

Model This Week